Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଖୁବ୍‌ ଶୀଘ୍ର ରିଲିଜ୍‌ ହେବ କେଜିଏଫ୍‌ ଚାପ୍ଟର-୩

ମୁମ୍ବାଇ : ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିବ । ଖୁବ୍‌ ଶୀଘ୍ର ରିଲିଜ ହେବାକୁ ଯାଉଛି କେଜିଏଫ୍‌ ଚାପ୍ଟର –୩  । ଯାହାକୁ ନେଇ ଦର୍ଶକଙ୍କ ମନରେ ଭରିରହିଛି ଉତ୍ସାହ । ଭାରତୀୟ ସିନେମା ଜଗତରେ କନ୍ନଡ଼ ଫିଲ୍ମ ‘କେଜିଏଫ୍‌’ ଦେଶ ବିଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହି ଫିଲ୍ମକୁ ଦର୍ଶକ ବହୁତ…

କୋଚର ଦମ୍ପତିଙ୍କ ଗିରଫଦାରୀ ବେଆଇନ-ବମ୍ବେ ହାଇକୋର୍ଟ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ ଦୁର୍ନୀତିରେ ଗିରଫ ହୋଇଥିବା ବ୍ୟାଙ୍କର ପୂ୍ର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ମିଳିଲା ଆଶ୍ୱସ୍ତି । ବମ୍ବେ ହାଇକୋର୍ଟ ଏକ ରାୟରେ ଉଭୟଙ୍କ ଗିରଫଦାରୀ ବେଆଇନ ବୋଲି କହିଛନ୍ତି । ଉଭୟଙ୍କ ଗିରଫଦାରିକୁ ଚାଲେଞ୍ଜ କରି ଆଗତ ଏକ…

ବ୍ରାଜିଲରେ ରାଜନୈତିକ କନ୍ଦଳ: ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକ ରାଷ୍ଟ୍ରପତି ଭବନ ଓ ସୁପ୍ରିମକୋର୍ଟ ମଧ୍ୟକୁ ଧସେଇ…

ବ୍ରାସିଲିଆ: ବ୍ରାଜିଲରେ ରାଜନୈତିକ ଅସ୍ଥିରତା ଗମ୍ଭୀର ହୋଇଛି । ପୂର୍ବତନ ରାଷ୍ଟ୍ରପତି ଜାୟର ବାଲ୍ସୋନାରୋଙ୍କ ଶତାଧିକ ସମର୍ଥକ ରବିବାର ପୋଲିସ ବ୍ୟାରିକୋଡ ଭାଙ୍ଗି କଂଗ୍ରେସ, ରାଷ୍ଟପତି ଭବନ ଏବଂ ସୁପ୍ରିମକୋର୍ଟ ଭିତରକୁ ଧସେି ପଶି  ଯାଇଥିଲେ । ପ୍ରଦର୍ଶନକାରୀମାନେ ସବୁଜ ଏବଂ ହଳଦିଆ…

୬ ଶହରୁ ଅଧିକ ୟୁକ୍ରେନ ସୈନିକଙ୍କୁ ହତ୍ୟା କରି ପ୍ରତିଶୋଧ ନେଇଛୁ: ଋଷ

ମସ୍କୋ: ରବିବାର ସକାଳେ ରୁଷର ଏକପାଖିଆ ଅସ୍ତ୍ରବିରତି ଅବଧି ଶେଷ ହୋଇଥିଲା ଏବଂ ଏହାର ସୈନ୍ୟବାହିନୀ ୟୁକ୍ରେନରେ ଆକ୍ରମଣ ଆରମ୍ଭ କରିଥିଲେ। ଏହି ଆକ୍ରମଣରେ ରୁଷ ୬ ଶହରୁ ଅଧିକ ୟୁକ୍ରେନ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି, କିନ୍ତୁ ୟୁକ୍ରେନ ଏହି ଦାବି ଉପରେ କିଛି କହିନାହିଁ। ଏପରିକି…

ଯୋଶୀମଠ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଶାସନ ସଚିବ ଡଃ. ପି କେ ମିଶ୍ର ରବିବାର ଯୋଶୀମଠରେ ଘର ଗୁଡିକର ଯେଉଁ  କ୍ଷୟକ୍ଷତି ହୋଇଛି ଏବଂ ଏବଂ ଜମିରେ ଯେଉଁ ଫାଟ ସୃଷ୍ଟି ହୋଇଛି, ତାହା ଉପରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା କରିଥିଲେ । କ୍ୟାବିନେଟ ସଚିବ, ଗୃହ ସଚିବ, ଭାରତ ସରକାରଙ୍କ ବରିଷ୍ଠ…

ବିଜେପି ନେତା ମୋଦୀଙ୍କୁ ଭଗବାନ ବୋଲି ଭାବନ୍ତି, ସେ କିନ୍ତୁ ଏକଛତ୍ରବାଦୀ: ଖାଡଗେ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ କହିଛନ୍ତି ଯେ ଦେଶରେ ୩୦ ଲକ୍ଷ ସରକାରୀ ପଦବୀ ଖାଲି ପଡିଛି। ପ୍ରଧାନମନ୍ତ୍ରୀ ମୋଦୀ ଏହି ଖାଲି ପଦବୀକୁ ପୂରଣ କରିବେ ନାହିଁ…

ତୃତୀୟ ଥର ପାଇଁ ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ

କୋଲକାତା: ଗୋଟିଏ ସପ୍ତାହ ମଧ୍ୟରେ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସରେ ପଥର ଫିଙ୍ଗାଯାଇଛି। ରବିବାର ଟ୍ରେନର C 14 କମ୍ପାର୍ଟମେଣ୍ଟରେ ପଥର ଫିଙ୍ଗିଥିବା କୁହାଯାଉଛି। ଯେଉଁଥିପାଇଁ ବନ୍ଦେ ଭାରତ ଏକ୍ସପ୍ରେସକୁ ବୋଲପୁର ରେଳ ଷ୍ଟେସନରେ 10 ମିନିଟ୍ ପାଇଁ ଅଟକାଇବାକୁ…

ଏଠାରେ ଆୟୋଜିତ ହେଉଛି ଭୂତ ମେଳା

ମଲାଜପୁର: ବୈତୁଲ ଜିଲ୍ଲାର ମଲାଜପୁରରେ ଥିବା ପ୍ରସିଦ୍ଧ ଗୁରୁ ସାହେବ ବାବା ସନ୍ଥ ଦେବ ସମାଧି ସ୍ଥଳରେ ସବୁ ବର୍ଷ ଆୟୋଜିତ ହୁଏ ଘୋଷ୍ଟ ଫେୟାର ବା ଭୂତ ମେଳା । ପ୍ରାୟ ୪୦୦ ବର୍ଷ ହେବ ଏଠାରେ ଏହା ଆୟୋଜିତ ହୋଇ ଆସୁଛି । ପୌଷ ପୂର୍ଣ୍ଣିମାରୁ ଏହି ମେଳା ଆରମ୍ଭ ହୋଇଥାଏ । ରାଜସ୍ଥାନ,…

ବସ ଦୁର୍ଘଟଣାରେ ଚାଲିଗଲା ୪୦ଜଣଙ୍କ ଜୀବନ, ସେନେଗାଲରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ସେନେଗାଲରେ ଆଜି ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ୨ଟି ବସ କାଫରିନରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ୮୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଗୋଟିଏ ବସର ଟାୟାର ଫାଟିଯିବାରୁ ଏହା ଭାରସମ୍ୟ ହରାଇ ଅନ୍ୟ ବସରେ ପିଟି…