Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ-ପାକ ସୀମାରେ ବିଏସଏଫ ମୁତୟନ କଲା ରାଡାର ଡ୍ରୋନ

ନୂଆଦିଲ୍ଲୀ: ବିଏସଏଫ ଆଜି ଜମ୍ମୁ ଅଂଚଳରେ ଭାରତ-ପାକିସ୍ତାନ ସୀମା ନିକଟରେ ରାଡାର ଡ୍ରୋନ ମୁତୟନ କରିଛି । ଏହା ଦ୍ୱାରା ସୁଡଙ୍ଗ ମାଧ୍ୟମରେ ପ୍ରବେଶ କରୁଥିବା ଆତଙ୍କବାଦୀଙ୍କ ଉପରେ ନଜର ରଖାଯାଇ ପାରିବ । ସେହିପରି ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଚୋରା କାରୋବାରକୁ ମଧ୍ୟ ଏହା ମାଧ୍ୟମରେ ରୋକାଯାଇ…

ଜାନୁଆରୀ ୧୪ ଯାଏ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି, ଭୀଷଣ ଶୀତକୁ ନେଇ ସରକାରଙ୍କ ନିଷ୍ପତ୍ତି

ରାଞ୍ଚି: ଉତ୍ତରପୂର୍ବ ଭାରତରେ ଶୀତ ଲହରି ଜାରି ରହିଛି । ଥଣ୍ଡା ବଢ଼ୁଥିବା ବେଳେ ଝାଡ଼ଖଣ୍ଡ ସରକାର ବିଦ୍ୟାଳୟକୁ ସପ୍ତାହେ ଲାଗି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟରେ କେଜି ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ପ୍ରବଳ ଶୀତକୁ ନଜରରେ ରଖି…

ଦଳ ଭାଙ୍ଗିବାକୁ ନେଇ କଣ କହିଲେ ଗୁଲାମ ନବୀ ଆଜାଦ ?

ଶ୍ରୀନଗର: ସୋନିଆଙ୍କ ଉପରେ ଅସନ୍ତୋଷ ଝାଡ଼ି ଗୁଲାମ ନବୀ ଆଜାଦ ଗତବର୍ଷ ଅଗଷ୍ଟ ୨୬ରେ ହାତ ଛାଡ଼ିଥିଲେ । କଂଗ୍ରେସ ଛାଡ଼ିବା ପରେ G୨୩ ଗୋଷ୍ଠୀର ଗୁଲାମ ଗଠନ କରିଥିଲେ ଡେମୋକ୍ରାଟିକ୍ ଆଜାଦ ପାର୍ଟି । ଡିଏପି ଗଠନ ପରେ ଆଜାଦଙ୍କ ସହ ଜମ୍ମୁ-କାଶ୍ମୀରର ବହୁ ନେତା ହାତ ମିଳାଇଥିଲେ । ହେଲେ…

ମସ୍କୋ ଗଲା ଋଷୀୟ ଇଞ୍ଜିନିୟରଙ୍କ ମୃତଦେହ

ପାରାଦ୍ୱୀପ : ଋଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା। ଋଷ ନାଗରିକ ମିଲ ୟାକୁବ ସର୍ଜାଇଙ୍କ ମର ଶରୀର ବ୍ୟବଚ୍ଛେଦ ପରେ ମସ୍କୋ ପଠାଯାଇଛି  । ପାରାଦ୍ୱୀପ ବନ୍ଦର ଜାହାଜରେ ମୃତ୍ୟୁ ଘଟିଥିବା ଋଷ ନାଗରିକଙ୍କର ଗତକାଲି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା  । ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ…

ହିମାଚଳ ପ୍ରଦେଶର ମନ୍ତ୍ରୀମଣ୍ଡଳ ବିସ୍ତାର: କ୍ୟାବିନେଟ୍‌ରେ ସାମିଲ୍ ହେଲେ ୭ ମନ୍ତ୍ରୀ

ଶିମଲା: ଆଜି ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂହ ସୁଖଙ୍କ ସରକାରରେ କ୍ୟାବିନେଟ୍ ବିସ୍ତାର ହୋଇଛି। ଏଥିରେ ୭ ନୂଆ ମନ୍ତ୍ରୀଙ୍କୁ ସ୍ଥାନ ଦିଆଯାଇଛି। ରବିବାର ସିମଲା ରାଜଭବନରେ ରାଜ୍ୟପାଳ ଆର.ଭି ଆର୍ଲେକର ଏହି ୭ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଜ୍ୟରେ କଂଗ୍ରେସ ସରକାର…

ଇଣ୍ଟରନେଟ ବ୍ୟବହାର କରୁଛନ୍ତି କି ! ହୋଇଯାଆନ୍ତୁ ସାବଧାନ

ନୂଆ ଦିଲ୍ଲୀ:  ଅନ୍‌ଲାଇନ ଠକେଇର ଶିକାର ହେଉଛନ୍ତି କି?  ଆପଣମାନଙ୍କ ମୋବାଇଲ ଫୋନ୍‌  ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ ହେଉଛି କି ? ଯଦି ହଁ ତେବେ ଏହି ସବୁରୁ କେମିତି  ରହିବେ ସତର୍କ ? ଦେଖନ୍ତୁ ଆମର ଏହି ରିପୋର୍ଟରେ । ଇଣ୍ଟରନେଟ୍ ଏବଂ ସ୍ମାର୍ଟ ଫୋନ ଦୁନିଆରେ ହ୍ୟାକର୍ସମାନଙ୍କ…

ଦିନେ ବିଡି ତିଆରି କରି ପେଟ ପୋଷୁଥିଲେ, ଆଜି ଆମେରିକାରେ ଜଜ୍‌

ଟେକ୍ସାସ୍: ପରିସ୍ଥିତିକୁ ଦୋଷ ଦେଇ ଉଦ୍ୟମ ନ କରିବା, ଆଉ ଶେଷରେ ବିଫଳ ହେଲେ ଭାଗ୍ୟକୁ ନିନ୍ଦିବା, ଇଏ ଆଜିକାଲିର ବିଫଳ ମଣିଷର ନେପଥ୍ୟ କାହାଣୀ। କିନ୍ତୁ ସଫଳ ମଣିଷ ତାହା କରେନି। ଜୀବନ ଯନ୍ତ୍ରଣାକୁ ସହି ପରିସ୍ଥିତିକୁ ପାହାଚ ବନାଇ ସିଏ ଉପରକୁ ଉଠି ଚାଲେ। ଆଉ ସଫଳ ହେଲେ  ସେ ହିଁ ଲୋକଙ୍କ…

ଅଞ୍ଜଳିଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ଶାହରୁଖ ଖାନ୍‌

ନୂଆଦିଲ୍ଲୀ : ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲା । ଅଞ୍ଜଳିଙ୍କ ପରିବାର ସହ ଠିଆ ହେଲେ ଅଭିନେତା ଶାହରୁଖ୍‌ ଖାନ୍‌ । ମିର୍‌ ଫାଉଣ୍ଡେସନ୍‌ ପକ୍ଷରୁ ଯୋଗାଇଲେ ଆର୍ଥିକ ସହାୟତା । ଶାହାରୁଖ ଖାନ୍‌ ନିଜର ମିର ଫାଉଣ୍ଡେସନ ଦ୍ୱାରା ଗରୀବ ଓ ନିହାତି ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟ…

କୁକୁର ନାଁରେ ୪ ହଜାର କୋଟିର ସମ୍ପତ୍ତି

ନ୍ୟୁୟର୍କ: ସାଧାରଣତଃ ଧନ ସମ୍ପତ୍ତି ମଣିଷ ପାଖରେ ଅଧିକ ରହିଥାଏ । ଗୋଟିଏ କୁକୁର କୋଟି କୋଟି ଟଙ୍କାର ମାଲିକ । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ  ।  ଜର୍ମାନ ସେଫର୍ଡ ପ୍ରଜାତିର ଏକ କୁକୁର ‘ଗୁନ୍ଥର-ଭିଆଇ’ ବିଶ୍ବର ସବୁଠାରୁ ଧନୀ କୁକୁର ଭାବେ ପରିଚିତ। ଏହି କୁକୁର ପାଖରେ ଭାରତର…

ଏଣ୍ଟ ଗ୍ରୁପରୁ ନିୟନ୍ତ୍ରଣ ହରାଇଲେ ଜ୍ୟାକ୍‌ ମା: ଚୀନ ସରକାରଙ୍କୁ ସମାଲୋଚନା ପଡିଲା ମହଙ୍ଗା

ବେଜିଂ: ଏଣ୍ଟ ଗ୍ରୁପର ଫାଉଣ୍ଡର ଜ୍ୟାକ୍‌ ମାଙ୍କର ଆଉ କମ୍ପାନୀ ଉପରେ ନିୟନ୍ତ୍ରଣ ରହିବ ନାହିଁ। କମ୍ପାନୀରେ ତାଙ୍କର ଭୋଟିଂ ରାଇଟକୁ ମାତ୍ର ୬.୨ ପ୍ରତିଶତକୁ ଖସାଇ ଦିଆଯାଇଛି। ଦିନେ କମ୍ପାନୀରେ ଜ୍ୟାକ୍‌ ମାଙ୍କର ୫୦ ପ୍ରତିଶତରୁ ଅଧିକ ଭୋଟିଂ ରାଇଟ୍ ଥିଲା। ସେହିପରି କମ୍ପାନୀରେ ତାଙ୍କର…