Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏକ ତରଫା ପ୍ରେମ ପାଇଁ ଅଙ୍କିତାକୁ ନିଆଁରେ ପୋଡ଼ିଦେଲା ଶାହରୁଖ

ରାଞ୍ଚି: ଏକ ତରଫା ପ୍ରେମରେ ସଫଳ ନେବା ପରେ ସୈତାନ ସାଜିଲା ପ୍ରେମିକ। ନିଆଁରେ ପୋଡ଼ିଦେଲା ଶାହାରୁଖ ହୁସେନ । ଶନିବାର ବିଳମ୍ବିତ ରାତିରେ 16 ବର୍ଷୀୟ ଅଙ୍କିତାର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ଝାଡଖଣ୍ଡ ଦୁମକା ଜାରୁୱାଡିହରେ । ଗତ ଚାରି ଦିନ ଧରି ରିମ୍ସରେ ଚିକିତ୍ସାଧୀନ ଥିବା ବେଳେ…

ସୁଶୀଲ ମୋଦିଙ୍କୁ କୁହନ୍ତୁ ସରକାର ଭାଙ୍ଗିଦେବେ

ପାଟନା: ବିହାରରେ ନୂତନ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ଓ ବିଜେପିର ସୁଶୀଲ କୁମାର ମୋଦି ମୁହାଁମୁହିଁ ହୋଇଛନ୍ତି । ନିକଟରେ ସୁଶୀଲ କହିଥିଲେ ଆଉ ଅଳ୍ପ ଦିନ ମଧ୍ୟରେ ନୀତିଶ ସରକାର ଭାଙ୍ଗିଯିବ । କାରଣ ଲାଲୁ ପ୍ରସାଦ ଯେବେ ଚାହିଁବେ ତେଜସ୍ୱୀ ଯାଦବ…

ଚୀନକୁ ଚ୍ୟାଲେଂଜ : ତାଇୱାନ ଜଳଡମୁରୁମଧ୍ୟ ଦେଇ ଗଲା ଆମେରିକାର ଆଣବିକ କ୍ଷମତା ସମ୍ପନ୍ନ ଯୁଦ୍ଧ ଜାହାଜ

ୱାଶିଂଟନ: ତାଇୱାନ ପ୍ରସଙ୍ଗରେ ଆଜି ଆମେରିକାର ପଦକ୍ଷେପ ଚୀନକୁ ଚ୍ୟାଲେଞ୍ଜ ସଦୃଶ ହୋଇଛି । ଆମେରିକା ତାର ୨ଟି ଆଣବିକ କ୍ଷମତା ସମ୍ପନ୍ନ ଯୁଦ୍ଧ ଜାହାଜକୁ ବିବାଦୀୟ ଜଳଡମରୁମଧ୍ୟ ଦେଇ ଚୀନର ନାକ ତଳେ ଅଭ୍ୟାସ କରିଛି । ଚୀନକୁ ଏହି ଦ୍ୱୀପ ସଦୃଶ ସ୍ଥାନକୁ ସର୍ବଦା ନିଜର ବୋଲି ଦାବୀ କରି ଆସିଛି ।…

ଅଡୁଆରେ ରାମସେତୁ ଫିଲ୍ମ, ମେକର୍ସଙ୍କୁ ଲିଗାଲ ନୋଟିସ ପଠାଇଲେ ସୁବ୍ରମଣ୍ୟମ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ରାମସେତୁ ଏବେ ଅଡୁଆରେ ପଡିଛି । ଫିଲ୍ମ ଭୁଲ ତଥ୍ୟ ପ୍ରଦାନ କରିବା ନେଇ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ମେକର୍ସଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି । ଗତ ମାସରେ ଏ ନେଇ ସେ ମେକର୍ସଙ୍କୁ ଚେତାବନୀ ଦେଇଥିଲେ । ଅକ୍ଷୟ କୁମାରଙ୍କ ସମେତ ସେ ୮ଜଣଙ୍କୁ…

ଦେଶରେ ପ୍ରଥମ ଭୂମିକମ୍ପ ସ୍ମାରକୀ ସ୍ମୃତିବନକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ

ଗୁଜୁରାଟ : ଦେଶରେ ପ୍ରଥମ ଭୂମିକମ୍ପ ସ୍ମାରକୀ ସ୍ମୃତିବନକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜୁରାଟର ଭୁଜଠାରେ ଏହି ଭୂମିକମ୍ପ ସ୍ମାରକୀ ନିର୍ମାଣ ହୋଇଛି  । ଏହି ସ୍ମାରକୀକୁ ୪୭୦ ଏକର ଜମିରେ ଭୁଜୀଓ ପାହାଡ ଉପରେ ନିର୍ମାଣ କରାଯାଇଛି  । ୨୦୦୧ ଜାନୁୟାରୀ…

[ଦେଖନ୍ତୁ ଭିଡିଓ] କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅକ୍ଟୋବର ୧୭ରେ ନିର୍ବାଚନ, ୧୯ରେ ହେବ ଭୋଟ୍ ଗଣତି

ନୂଆଦିଲ୍ଲୀ: କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ । ଅଧ୍ୟକ୍ଷ ପଦ ପାଇ ନିର୍ବାଚନ ହେବ । ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ୧୯ ତାରିଖରେ ହେବ ଭୋଟ୍ ଗଣତି । ଆଜି ବସିଥିବା ସଡବ୍ଲୁସି ବୈଠକରେ ଏନେଇ ନିଷ୍ପତ୍ତି ନେଇଛି ।…

[ଦେଖନ୍ତୁ ଭିଡିଓ] ୧୨ ସେକେଣ୍ଡରେ ଧରାଶାୟୀ ହେଲା ଟ୍ୱିନ୍ ଟାୱାର, ଧୂଆଁମୟ ନୋଏଡା

ନୋଏଡ଼ା: ନୋଏଡ଼ାର ଟ୍ୱିନ୍ ଟାୱାର ମାଟିରେ ମିଶିଛି । ୩୦୦ କୋଟି ଟଙ୍କାରେ ନିର୍ମିତ ଟ୍ୱିନ୍ ଟାୱାରକୁ ୨୦ କୋଟି ଟଙ୍କା ଖର୍ଚ୍ଚରେ ବିସ୍ଫୋରଣ କରି ଭାଙ୍ଗି ଦିଆଯାଇଛି । ବଟମ୍ ଦବାଇବାର ୯ରୁ ୧୨ ସେକେଣ୍ଡ ମଧ୍ୟରେ ଟ୍ୱିନ୍ ଟାୱାର ମାଟିରେ ମିଶିଥିବା ବେଳେ ନୋଏଡା ଧୂଳି, ଧୂଆଁରେ ପରିପୂର୍ଣ୍ଣ…

ମନ୍ କୀ ବାତ ରେ ନୂଆଁଖାଇ କଥା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୯୨ତମ ‘ମନ୍ କୀ ବାତ ' କାର୍ଯ୍ୟକ୍ରମ ରେ ଦେଶ ବାସୀଙ୍କୁ ସମ୍ୱୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାଧୀନତାର ଅମୃତ ମହୋତ୍ସବ ଦିବସରେ ଦେଶ ସାମୁହିକ ଶକ୍ତି ଦେଖିବାକୁ ପାଇଥିଲେ ବୋଲି କହିଥିଲେ । ତ୍ରିରଙ୍ଗା ଉଡାଇବା କଥାରେ ଆମ…

ପ୍ରକାଶ ପାଇବ ନିଟ୍ ପରାକ୍ଷା ଫଳ

ଭୁବନେଶ୍ୱର:  ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି  (NTA) ପରିଚାଳିତ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡର ଗ୍ରାଜୁଏଟ୍ (NEET-UG) -୨୦୨୨ ଫଳ ସେପ୍ଟେମ୍ବର ୭ ସୁଦ୍ଧା ପ୍ରକାଶ ପାଇବା ସମ୍ଭାବନା ରହିଛି। ଏହା ସହ ଛାତ୍ରଛାତ୍ରୀଙ୍କ ପାଇଁ ଏନ୍‌ଟିଏ ପକ୍ଷରୁ ଉତ୍ତର ସିଟ୍‌ ଛାଡ଼ି…

ମାଟିରେ ମିଶିବ ନୋଏଡା ସ୍ଥିତ ଟୁଇନ୍ ଟାୱାର

ନୋଏଡା : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ନୋଏଡା ସ୍ଥିତ ଟୁଇନ୍ ଟାୱାରକୁ ଧ୍ୱଂସ କରିଦିଆଯିବ । ବେଆଇନ ଭାବେ ନିର୍ମିତ ବହୁତଳ ବିଶିଷ୍ଟ ସୁପରଟେକ ଟ୍ୱିନ-ଟାୱାର ଆଜି ଭଙ୍ଗାଯିବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି  । ଆଜି ଦିନ ୨ଟା୩୦ ସମୟରେ…