Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାଟିରେ ମିଶିବ ନୋଏଡା ସ୍ଥିତ ଟୁଇନ୍ ଟାୱାର

ନୋଏଡା : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ନୋଏଡା ସ୍ଥିତ ଟୁଇନ୍ ଟାୱାରକୁ ଧ୍ୱଂସ କରିଦିଆଯିବ । ବେଆଇନ ଭାବେ ନିର୍ମିତ ବହୁତଳ ବିଶିଷ୍ଟ ସୁପରଟେକ ଟ୍ୱିନ-ଟାୱାର ଆଜି ଭଙ୍ଗାଯିବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି  । ଆଜି ଦିନ ୨ଟା୩୦ ସମୟରେ…

ଅପରାହ୍ନରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ: ସଭାପତି ନିର୍ବାଚନ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: ଆଜି ଅପରାହ୍ନରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଅଧ୍ୟକ୍ଷତା କରିବେ । ଅପରାହ୍ନ ୩ଟା ୩୦ରେ ଏହି ବୈଠକ ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ହେବ । ଦଳର ସମସ୍ତ ବରିଷ୍ଠ ନେତା ଏଥିରେ ସାମିଲ ହୋଇ ଦଳର ଆଗାମୀ…

ସୌରଜଗତ ବାହାରେ ଥିବା ଗ୍ରହରେ ମିଳିଲା କାର୍ବନ ଡାଇଅକ୍ସାଇଡ

ନୂଆଦିଲ୍ଲୀ: ନାସାର ଜେମ୍ସ ୱେବ ସ୍ପେଶ ଟେଲିସ୍କୋପ ମାଧ୍ୟମରେ ସୌରଜଗତ ବାହାରେ ଥିବା ଏକ ଗ୍ରହରେ କାର୍ବନ ଡାଇଅକ୍ସାଇଡ ଥିବା ଜଣାପଡିଛି । ଏହି ଗ୍ରହ ଏକ ଗ୍ୟାସ ଜଂଏଟ ଓ ସୂର୍ଯ୍ୟଙ୍କ ପରି ଏକ ନକ୍ଷତ୍ର ଚାରିପଟେ ଘୁରି ବୁଲୁଛି । ଏହାର ନାମ ବୈଜ୍ଞାନିକମାନେ ଡବ୍ଲ୍ୟୁଏଏସପି-୩୯ବି ରଖାଯାଇଛି ।…

୨୦୦୬ ବ୍ୟାଚର ୫୫ଜଣ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ରରେ ଯୁଗ୍ମ ସଚିବ ଏବଂ ସେହି ସମକକ୍ଷ ପଦରେ ସାମିଲ କରାଯାଇଛି

ଭୁବନେଶ୍ୱର : ୨୦୦୬ ବ୍ୟାଚର ୫୫ଜଣ ଭାରତୀୟ ପ୍ରଶାସନିକ ସେବା ( ଆଇଏଏସ୍ ) ଅଧିକାରୀଙ୍କୁ କେନ୍ଦ୍ରରେ ଯୁଗ୍ମ ସଚିବ ବା ସେହି ସମକକ୍ଷ ପଦରେ ସାମିଲ କରାଯାଇଛି । ଏମାନଙ୍କ ମଧ୍ୟରୁ ଓଡିଶା କ୍ୟାଡର ଆଇଏଏସ୍ ଅଧିକାରୀ ରୂପା ରୋଶନ ସାହୁଙ୍କ ସମେତ ୫୪  ଜଣଙ୍କୁ ଯୁଗ୍ମ ସଚିବ ପଦରେ ସାମିଲ ହୋଇଛନ୍ତି।…

ସଂକଟରେ ସୋରେନ ସରକାର, ବସରେ ଅନ୍ୟତ୍ର ସିଫ୍ଟ ହେଲେ ବିଧାୟକ

ରାଞ୍ଚି: ସଂକଟରେ ସୋରେନ ସରକାର । ଲଗାତାର ଦ୍ୱିତୀୟ ଦିନ ବିଧାୟକଙ୍କ ସହ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ବୈଠକ କରିବା ପରେ ସମସ୍ତ ବିଧାୟକଙ୍କ ଫୋନ ସ୍ୱିଚ୍ ଅଫ୍ କରାଯାଇଛି । ବସରେ ୟୁପିଏ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ରାଜ୍ୟ ବାହାରକୁ ନେଇଛନ୍ତି । ବିଶେଷକରି ଛତିଶଗଡ଼ ସିଫ୍ଟ…

ସୁପ୍ରିମକୋର୍ଟର ୪୯ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ୟୁ ୟୁ ଲଳିତ

ନୂଆଦିଲ୍ଲୀ :  ଆଜି ସୁପ୍ରିମକୋର୍ଟର ୪୯ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ୟୁ ୟୁ ଲଳିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର  ଶପଥ ପାଠ କରାଇଛନ୍ତି । ଜଷ୍ଟିସ୍ ୟୁ ୟୁ ଲଳିତ ଦିଲ୍ଲୀରେ ଅପରାଧିକ ମାମଲା ଲଢ଼ି ଖ୍ୟାତି ଅର୍ଜନ କରିବା ପରେ ସେ…

ସାର ଯୋଗାଇବାରେ କେନ୍ଦ୍ର କରୁଛି ଅବହେଳା , କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର:  ରାଜ୍ୟକୁ ଆବଶ୍ୟକତା ଅନୁସାରେ ସାର ଯୋଗାଇବାରେ କେନ୍ଦ୍ର କରୁଛି ଅବହେଳା । ଯାହାଫଳରେ ଖରିଫ ବେଉଷଣ ସମୟରେ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  । ଏଥିଯୋଗୁ ଫସଲ ଉତ୍ପାଦନ ପରିମାଣ ହ୍ରାସ ପାଇବାର ଆଶଙ୍କା ସୃଷ୍ଟି ହୋଇଛି  । ଏଥର ଭଲ ମୌସୁମୀ ବର୍ଷା ହୋଇଥିବାରୁ…

ପୁନଃ ଖୋଲିଲା ନଦୀମର୍ଗ ନରସଂହାର କେସ୍‌

ପୁଲବାମା: ଜମ୍ମୁ-କଶ୍ମୀରର ହାଇକୋର୍ଟ ନଦୀମର୍ଗରେ ଘଟିଥିବା କଶ୍ମୀର ପଣ୍ଡିତଙ୍କ ନରସଂହାର କେସକୁ ପୁନଃ ଖୋଲିଛନ୍ତି । ୨୩ ମାର୍ଚ୍ଚ ୨୦୦୩ରେ ରାତିରେ ସେନାର ପୋଷାକ ପିନ୍ଧି ଲଶ୍ମର ଇ ତୋଇବା ଆତଙ୍କବାଦୀମାନେ ୨୪ କଶ୍ମୀର ପଣ୍ଡିତଙ୍କୁ ନୃଶଂସ ଭାବେ ଗୁଳି କରି ହତ୍ୟା କରିଥିଲେ । ଏଥିରେ ୧୧…

ଅଗଷ୍ଟ ୨୯ରେ ଦିଲ୍ଲୀ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଣିବ କେଜ୍ରିୱାଲଙ୍କ ସରକାର

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ସରକାର ଅଗଷ୍ଟ ୨୯ରେ ଦିଲ୍ଲୀ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଣିବ । ଆପ ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଏହା ଘୋଷଣା କରିଛନ୍ତି । ଏ ନେଇ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି । ଏକ୍ସସାଇଜ…

କଂଗ୍ରେସ ଛାଡୁଛନ୍ତି ବରିଷ୍ଠ ନେତା, ଆଜାଦ କହିଲେ ରିମୋର୍ଟରେ ଚାଲିଛି କଂଗ୍ରେସ

 ନୁଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଦଳ ସହ ସମ୍ପର୍କ ଛିନ୍ନ କରି ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି ଆଜାଦ।  ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଚିଠି ଲେଖି ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ବହୁ ଗୁମର କଥାକୁ ଚିଠିରେ ବର୍ଣ୍ଣନା…