Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଂଚଳିକ ଅସମାନତାକୁ ଶେଷ କରିବା ପାଇଁ ଦେଶରେ ୫ ରାଜଧାନୀ ସପକ୍ଷରେ ହିମନ୍ତ

ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ଦେଶରେ ୫ ରାଜଧାନୀର ପ୍ରସ୍ତାବ ଦେଇଛନ୍ତି । ଏହା ଦ୍ୱାରା ଆଂଚଳିକ ଅସମାନତାକୁ ଶେଷ କରିହେବ ବୋଲି ସେ କହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଟୁଇଟରରେ ବାକ୍ୟ ବିନିମୟ ହେବା ପରେ ସେ ଏହି କଥା କହିଛନ୍ତି ।…

ବୈଷୟିକ ତ୍ରୁଟି ଯୋଗୁ ନାସାର ଆର୍ଟେମିସ-୧ ଲଚିଂ ଘୁଂଚିଲା

ୱାଶିଂଟନ: ଆମେରିକା ସ୍ପେଶ ଏଜେନ୍ସି ନାସା ସୋମବାର ଆର୍ଟେମିସ-୧ ଲଂଚିକୁ ବୈଷୟିକ ତ୍ରୁଟି ଯୋଗୁ ଘୁଂଚାଇ ଦିଆଯାଇଛି । ଫ୍ଲୋରିଡାର କେନେଡି ସ୍ପେଶ ସେଂଟରରୁ ସ୍ପେଶ ଲଂଚ ସିଷ୍ଟମ ରକେଟ ଓ ଓରିୟନ କ୍ୟାପସୁଲକୁ ୪୨ ଦିନ ମିଶନରେ ପଠାଇବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ଟିମ ଇଂଜନ ନମ୍ବର ୩ରେ…

କାନାଡା ରାସ୍ତାର ନାମ ଏ ଆର ରହମାନ

ଭୁବନେଶ୍ୱର : ଏ ଆର ରହମାନଙ୍କୁ ସମ୍ମାନିତ କଲେ କାନାଡା ସରକାର । ସିଟି ଅଫ୍ ମାର୍ଖମ୍ କାନାଡା ପ୍ରଶାସନ ସଙ୍ଗୀତ ନିର୍ଦେଶକ ଏ ଆର ରହମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ କାନାଡ଼ାର ଏକ ସଡ଼କକୁ ତାଙ୍କ ନାମରେ ନାମିତ କରିଛନ୍ତି । ସୂଚନାଯୋଗ୍ୟ, ଏହାପୂର୍ବରୁ ୨୦୧୩ରେ ମାର୍ଖମ(କାନାଡା)ର…

ଦୀପାବଳିରୁ ରିଲାଏନ୍ସ JIO ଆରମ୍ଭ କରିବ 5G ସେବା

ମୁମ୍ବାଇ: ଦୀପାବଳିରୁ ଦେଶରେ ଆରମ୍ଭ ହେବ 5G ସେବା । ରିଲାଏନ୍ସର ୪୫ତମ ବାର୍ଷିକ ସାଧାରଣ ବୈଠକରେ ଏହି ଘୋଷଣା କରିଛନ୍ତି ଶିଳ୍ପପତି ମୁକେଶ ଅମ୍ବାନୀ । ପ୍ରଥମେ ଜିଓ 5G ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଭଳି ମେଟ୍ରୋ ସିଟି ସହ ଅନ୍ୟ ବଡ଼ ସହରରେ ଉପଲବ୍ଧ ହେବ । ଡିସେମ୍ବର ୨୦୨୩…

କୃଷକମାନଙ୍କୁ ରାଜନୀତିକୁ ଆସିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ସି ଆରଙ୍କ ଆହ୍ୱାନ

ଭୁବନେଶ୍ୱର : ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଭେଟିଛନ୍ତି ୨୬ଟି ରାଜ୍ୟରୁ ଆସିଥିବା କୃଷକ ସଂଗଠନର ପ୍ରତିନିଧି  । ଗାଁ ରୁ ରାଷ୍ଟ୍ରୀୟସ୍ତର ପର୍ଯ୍ୟନ୍ତ କୃଷକ ମାନଙ୍କୁ ଏକଜୁଟ କରି ଭାରତୀୟ କୃଷକ ବଞ୍ଚାଅ ଆନ୍ଦୋଳନର ନେତୃତ୍ୱ ନେବାକୁ ଅନୁରୋଧ କରିଥିଲେ । ରବିବାର ଦିନ…

ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହୋଇଯିବା ପରେ କ୍ଷମା ମାଗିଲେ ଆକାଶ ଏୟାର କମ୍ପାନି

ନୂଆଦିଲ୍ଲୀ : ଏକ ମାସରୁ କମ ସମୟ ପୂର୍ବରୁ ଆରମ୍ଭ ହୋଇଥିବା ଆକାଶ ଏୟାରର ଯାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହୋଇଯାଇଛି । ତଥ୍ୟ ଚୋରି ହେବା ପରେ ଯାତ୍ରୀ ମାନଙ୍କ ନାମ, ଲିଙ୍ଗ, ଇ ମେଲ , ଠିକଣା  ଓ ଫୋନ ନମ୍ୱରକୁ ସ୍ୱୀକୃତି ନଥିବା ଲୋକ ଦେଖିପାରିଥିଲେ । ଏହି ଘଟଣା ପରେ ଆକାଶ ଏୟାର…

ପଞ୍ଜାବରେ ଡ୍ରଗ୍ସ ଜବତ, ଗୁଜରାଟ ସରକାରକୁ ପ୍ରଶ୍ନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ପଞ୍ଜାବରେ ଡ୍ରଗ୍ସ ଜବତ ହେଲା । କିନ୍ତୁ ଗୁଜରାଟ ସରକାରକୁ ପ୍ରଶ୍ନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଲାଲ। ଡ୍ରଗ୍ସ ଚୋରା ଚାଲାଣ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେଜ୍ରିୱାଲ ଅଭିଯୋଗ କରି କହିଛନ୍ତି ଯେ…

ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ମେ ମାସରେ ଗହମ ରପ୍ତାନୀ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇବା ପରେ ଏବେ ମଇଦା, ସୁଜି, ଅଟା ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଗତ ସପ୍ତାହରେ କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତି ନେଇଥିଲା। ପରେ ଏନେ ବିଜ୍ଞପ୍ତି ଜାରି କରି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ…

ଟ୍ୱିନ୍ ଟାଓ୍ୱାର ମାଟିରେ ମିଶିବା ପରେ ଲୋକଙ୍କୁ ଘାରିଲା ପ୍ରଦୂଷଣ ଚିନ୍ତା

ନୂଆଦିଲ୍ଲୀ: ରବିବାର ଅପରାହ୍ନରେ ନୋଏଡାର ଟ୍ୱିନ ଟାଓ୍ୱାର ୯ ସେକେଣ୍ଡରେ ମାଟିରେ ମିଶିବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିବ । କୋଠାଟି ମାଟିରେ ମିଶିବା ପରେ ଏଥିରୁ ନିର୍ଗତ ଧୂଳି କଣିକା ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ଉପରେ ପ୍ରଭାବ ପକାଇବ ବୋଲି ଜଣାପଡିଛି। ସପ୍ତାହକ ପାଇଁ,…

ବିହାରରେ ସିବିଆଇ ପ୍ରବେଶ ଉପରେ ରୋକ୍ ଲଗାଇଲେ ମହାମେଣ୍ଟ ସରକାର

ପାଟନା: ବିହାରରେ ମହାମେଣ୍ଟ ସରକାର ରବିବାର ସିବିଆଇକୁ ଦିଆଯାଇଥିବା ସାଧାରଣ ସହମତି ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସ୍ପେଶାଲ ପୋଲିସ୍ ଏଷ୍ଟାବ୍ଲିଶମେଣ୍ଟ (ଡିଏସପିଏ) ଅଧିନିୟମ, 1946ର ଧାରା 6 ଅନୁଯାୟୀ, ସିବିଆଇ ବିହାର ସରକାରର ବିନା ଅନୁମତିରେ ତଦନ୍ତ କରିପାରିବ…