Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଯୋଧ୍ୟାରେ ହେବ ଭବ୍ୟ ଦୀପୋତ୍ସବ, ସାମିଲ ହେବେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ଚଳିତ ବର୍ଷ ଅଯୋଧ୍ୟାରେ ଭବ୍ୟ ଦୀପୋତ୍ସବ ପାଳନ କରାଯିବ । ଏହି ଉତ୍ସବରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ରବିବାର ଦିନ ଅଯୋଧ୍ୟା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି।  ଅଯୋଧ୍ୟାରେ ଦୀପୋତ୍ସବ ପାଇଁ ପ୍ରସ୍ତୁତି…

ରାଷ୍ଟ୍ରପତି ଆସନରୁ ଦ୍ରୌପଦୀ ମୁର୍ମୁଙ୍କୁ ବଦଳାଇବାକୁ ଆବେଦନ, କୋର୍ଟ ଶୁଣାଇଲେ ରାୟ

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ବଦଳାଇବାକୁ ସୁପ୍ରିମକୋର୍ଟରେ ଆବେଦନ। ଆବେଦନକାରୀ ହେଉଛନ୍ତି କିଶୋର ଜଗନ୍ନାଥ ସାୱନ୍ତ। ସେ ନିଜକୁ ପରିବେଶବିତ୍ ବୋଲି କହିଛନ୍ତି। ସାୱନ୍ତଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ ତାଙ୍କୁ ନିକଟରେ ହୋଇଥିବା ରାଷ୍ଟ୍ରପତି…

ଚାରି ବର୍ଷ ପରେ ପାକିସ୍ତାନ FATF ଗ୍ରେ ତାଲିକାରୁ ବାହାରିଲା

ପ୍ୟାରିସ: ପାକିସ୍ତାନ ଫାଇନାଂସିଆଲ ଆକ୍ସନ ଟାକ୍ସ ଫୋର୍ସ (FATF) 'ଧୂସର ତାଲିକାରୁ' ବାହାରିଛି । ଆତଙ୍କବାଦକୁ ସହଯୋଗ କରିବା, ମନି ଲଣ୍ଡରିଂ ବ୍ୟବସ୍ଥାରେ ତ୍ରୁଟି ପାଇଁ ପାକିସ୍ତାନ ପ୍ୟାରିସ୍ ଭିତ୍ତିକ ଏଫଏଟିଏଫ ର ର ଧୂସର ତାଲିକାରେ ଚାରି ବର୍ଷ ହେଲା ରହି ଆସିଥିଲା । ଏହି ଗ୍ରେ…

ହେଟ୍ ସ୍ପିଚ୍ ମାମଲା: କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଘୃଣାସୃଷ୍ଟିକାରୀ ବୟାନକୁ ନେଇ ସୁପ୍ରିମକୋର୍ଟ କଡା ନିର୍ଦେଶ ଦେଇଛନ୍ତି । ଯେଉଁମାନେ ଧର୍ମନାମରେ ଦେଶକୁ ବିଭାଜିତ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଉପରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ନହେଲେ ଏହା ଅଦାଲତ ଅବମାନନା ଧରାଯିବ ବୋଲି ସୁପ୍ରିମକୋର୍ଟ…

ଇମ୍ରାନଙ୍କୁ ଝଟକା, ୫ ବର୍ଷ ପାଇଁ ଲଢିପାରିବେନି ନିର୍ବାଚନ

କରାଚୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ୫ ବର୍ଷ ପାଇଁ ନିର୍ବାଚନ ଲଢିପାରିବେନି । ଶୁକ୍ରବାର ପାକିସ୍ତାନ ନିର୍ବାଚନ ଆୟୋଗ ତାଙ୍କୁ ଅଯୋଗ୍ୟ ଘୋଷିତ କରିଛି । ତୋଷଖାନା ଦୁର୍ନରତି ମାମଲାରେ ଇସଲାମବାଦ ନିର୍ବାଚନ କମିଶନର ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ଇମ୍ରାନ ଖାଁ ଆଉ…

ଅରୁଣାଚଳର ସିଆଙ୍ଗରେ ସେନାର ରୁଦ୍ର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଇଟାନଗର: ଅରୁଣାଚଳ ପ୍ରଦେଶର ସିଆଙ୍ଗରେ ଶୁକ୍ରବାର ବଡ଼ ଦୁର୍ଘଟଣା ଘଟିଛି । ସିଙ୍ଗିଂ ଗାଁ ନିକଟରେ ସେନାର ରୁଦ୍ର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଘଟିଥିବା ସ୍ଥାନ ଟୁଟିଂ ହେଡକ୍ୱାର୍ଟରରୁ ୨୫ କିଲୋମିଟର ଦୂର ବୋଲି ଜଣାପଡ଼ିଛି । ଗୁଆହାଟି ପ୍ରତିରକ୍ଷା ପିଆରଓଙ୍କ…

ଗୁପ୍ତଚର ଅଭିଯୋଗରେ ଜାଲ୍ ପରିଚୟ ଦେଇ ରହୁଥିବା ଚାଇନା ମହିଳା ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଜାଲ୍ ପରିଚୟ ଦେଇ ରହୁଥିଲେ ଚାଇନା ମହିଳା  । ଗୁପ୍ତଚର ଅଭିଯୋଗରେ ଗିରଫ କଲା ପୋଲିସ। ତେବେ ଏହି ମହିଳା ଜଣକ ହେଉଛନ୍ତି  କାଇରୁଓ  । ତାଙ୍କ ଘର ଚାଇନାର ହାଇନାନ ପ୍ରୋଭିନ୍ସରେ ବୋଲି ଜଣାପଡ଼ିଛି। ମହିଳା ଜଣକୁ ଦିଲ୍ଲୀ ପୁଲିସ ମଞ୍ଜୁ କା ତିଲାରୁ ଗିରଫ କରିଛି। ମହିଳା…

ଲ୍ୟାବରେ ତିଆରି ହେଲା କରୋନା ଭାଇରସ, ‘ଉହାନ ଭାଇରସ’ଠୁ ଅଧିକ ମାରାତ୍ମକ

ନୂଆଦିଲ୍ଲୀ: ଗତ ଅଢେଇ ବର୍ଷ ଧରି କରୋନା ଭାଇରସ ସାରା ବିଶ୍ୱକୁ ପ୍ରଭାବିତ କରିଦେଇଛି। ଟିକାକରଣ ପରେ ଯଦିଓ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଛି, ତଥାପି କରୋନାର ଭୟ ଯାଇନି। ଏହି ସମୟ ମଧ୍ୟରେ ଆମେରିକାର ବୋଷ୍ଟନ୍ ୟୁନିଭର୍ସିଟିର ବୈଜ୍ଞାନିକମାନେ ଲ୍ୟାବରେ କରୋନା ଭାଇରସର ଏକ କୃତ୍ରିମ ରୂପ…

ଗୀତାରେ ମଧ୍ୟ ଶ୍ରୀକୃଷ୍ଣ ଜିହାଦ୍ ବିଷୟରେ କହିଥିଲେ: ପୂର୍ବତନ କେନ୍ଦ୍ରଗୃହମନ୍ତ୍ରୀ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲ ଭଗବଦ୍ ଗୀତାକୁ ନେଇଛନ୍ତି ବିବାଦୀୟ ମନ୍ତବ୍ୟ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏକ ବହି ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଭଗବତ ଗୀତାରେ ମଧ୍ୟ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜିହାଦର…

ସିସିଆଇ ଗୁଗୁଲ ଉପରେ ଲଗାଇଲା 1338 କୋଟି ଟଙ୍କାର ଜରିମାନା

ନୂଆଦିଲ୍ଲୀ:  ସିସିଆଇ ଗୁଗୁଲ ଉପରେ ଲଗାଇଲା 1338 କୋଟି ଟଙ୍କାର ଜରିମାନା । ଆଣ୍ଡ୍ରଏଡ ଫୋନ ମାଧ୍ୟମରେ ବେଆଇନ ଭାବେ ଅନେକ ଅନୁଚିତ କାର୍ଯ୍ୟ ଚାଲୁ ରଖିଥିବାରୁ ସିସିଆଇ ଏଭଳି ଜରିମାନା ଲଗାଇଛି । ଇଣ୍ଟରନେଟ ମାଧ୍ୟମରେ ଅନୁଚିତ କାର୍ଯ୍ୟର ଗତିବିଧି ଉପରେ ମଧ୍ୟ ସିସିଆଇ ( କମ୍ପିଟିସନ କମିସନ…