Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଂଗ୍ରେସ ନିଜ ବୁଡିବ, ଅନ୍ୟକୁ ବି ବୁଡାଇବ: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ବେଶୀ ଦିନ ନୁହେଁ କିଛି ଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସର ମଙ୍ଗ ଧରିବେ । ସେ କଂଗ୍ରେସରେ ଯୋଗ ଦେବେ । ଆଉ 2024ରେ ମୋଦୀ ସରକାରକୁ ବଡ ଝଟକା ଦେବ । ଏବେ କିନ୍ତୁ ପ୍ରଶାନ୍ତଙ୍କ ସ୍ୱର ବଦଳିଯାଇଛି । ଆଉ ସେ ସମୟବି ଅତିବାହିତ…

ମୃତ୍ୟୁ ପୂର୍ବରୁ ଷ୍ଟେଜରେ କେକେଙ୍କର ଜୀବନର ଶେଷ ଗୀତ ‘ହମ୍ ରହେଁ ୟା ନାରହେଁ’

ମୁମ୍ବାଇ: ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ କୃଷ୍ଣକୁମାର କୁନାଥଙ୍କ ପରଲୋକରେ ସାରା ଦେଶ ସ୍ତବ୍ଧ । ଏହାକୁ ନେଇ ଅନେକ ତାଙ୍କ ଗୀତକୁ ମନେ ପକାଇ ସୋଶିଆଲ ମିଡିଆରେ ପ୍ରତିକ୍ରିୟା ରଖୁଥିବା ବେଳେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକି ତାଙ୍କର ପ୍ରଂଶସକ ଏବଂ ସହଯୋଗୀ କଳାକାରଙ୍କୁ ମର୍ମାହତ…

ବଲିଉଡ ସିଙ୍ଗର କେକେଙ୍କ ବିୟୋଗ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ଅକ୍ଷୟ କୁମାର ଏବଂ ଅନ୍ୟାନ୍ୟ…

ମୁମ୍ବାଇ: ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ କୃଷ୍ଣକୁମାର କୁନାଥଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କୋଲକାତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିଏମଆରଆଇ)ରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବିୟୋଗରେ…

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ପେଟିଏମରେ ଟିକେଟ୍ ବିକ୍ରି ଆରମ୍ଭ

ଭୁବନେଶ୍ୱର: ଆସନ୍ତା ଜୁନ୍ ୧୨ରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଜୁନ୍ ୧ ତାରିଖରୁ ଟିକେଟ୍ ବିକ୍ରି ଆରମ୍ଭ ହେଉଛି । ବୁଧବାର ସକାଳ ୧୧ଟା ବେଳରୁ ଅନଲାଇନ ଟିକେଟ୍ ବିକ୍ରି ଆରମ୍ଭ ହେବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଅନଲାଇନ…

ପୁଟିନଙ୍କୁ କ୍ୟାନ୍ସର: ଜୀବନ ଆଉ ତିନି ବର୍ଷ

ଭୁବନେଶ୍ୱର: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାଂଘାତିକ କ୍ୟାନ୍ସର ରୋଗ ହୋଇଛି । ସେ ଆଉ ତିନି ବର୍ଷ ବଞ୍ଚିବେ । ଏକଥା ଡାକ୍ତର ତାଙ୍କୁ କହି ଦେଇଛନ୍ତି । ଏପରିକି ତାଙ୍କର ଦୃଷ୍ଟି ଶକ୍ତି ମଧ୍ୟ ଖରାପ ହୋଇଗଲାଣି । ସେ ଆଉ ଭଲ ଭାବରେ ଦେଖିପାରୁ ନାହାନ୍ତି । କୌଣସି ସାଧାରଣ…

ତାଇୱାନ ସୀମାରେ ପ୍ରବେଶ କଲା ଚୀନର ୩୦ ଯୁଦ୍ଧ ବିମାନ

ତାଇପେ: ଚୀନର ୩୦ ଯୁଦ୍ଧ ବିମାନ ଆଜି ତାଇୱାନ ସୀମାରେ ପ୍ରବେଶ କରିବା ଯୋଗୁ ଉତେଜନା ବୃଦ୍ଧି ପାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ତାଇୱାନ ସମର୍ଥନକୁ ଚୀନ ଏହା ମାଧ୍ୟମରେ ସମ୍ପୂର୍ଣ୍ଣ ଭାବେ ବେଖାତିର କରିଛି । ସୀମାରେ ଯୁଦ୍ଧ ବିମାନ ପ୍ରବେଶ କରିବା ପରେ ତାଇୱାନ ପ୍ରତିରକ୍ଷା…

ସିଦ୍ଧୁ ମୁସେୱାଲା ହତ୍ୟା ପରେ ତିହାର କଏଦୀଙ୍କ ସୁରକ୍ଷା ବଢ଼ିଲା

ଭୁବନେଶ୍ୱର: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଦିଲ୍ଲୀର ତିହାର ଜେଲରେ କଏଦୀଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି । ଯେଉଁ ସଂଗଠନ ସିଦ୍ଧୁଙ୍କୁ ହତ୍ୟା କରିଥିବା ଦାବି କରୁଛି । ସେହି ଅପରାଧ ସଂଗଠନର ଜଣେ କୁଖ୍ୟାତ ଅପରାଧୀର ସୁରକ୍ଷା ବଢ଼ାଇ ଦିଆଯାଇଛି । ଏହି ଅପରାଧୀ ଜଣକ…

ଛଅ ଛୁଆଙ୍କୁ କୂଅରେ ପକେଇ ହତ୍ୟା କଲା ମାଆ

ଭୁବନେଶ୍ୱର: ଛଅଟି ପିଲାଙ୍କୁ କୂଅରେ ପକେଇ ମାରି ଦେଲା ମାଆ । ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ ଜଣେ ମହିଳା ଘରୋଇ କଳିରୁ ଉତକ୍ଷିପ୍ତ ହୋଇ ନିଜର ଛୁଆ ମାନଙ୍କୁ ହତ୍ୟା କରିଛନ୍ତି । ଜିଲ୍ଲାର ମହାଦ ଗ୍ରାମରେ ଏହି ଲୋମ ଟାଙ୍କୁରା ଘଟଣା ଘଟିଛି । ମହିଳା ହେଉଛନ୍ତି – ଚିଖୁରି ସାହନୀ, ବୟସ –…

ପୁନର୍ବାର ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ: ହିନ୍ଦୁ ମହିଳା ଶିକ୍ଷକଙ୍କ ଉପରେ ଗୁଳିମାଡ

କୁଲଗାମ: ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ପୁନର୍ବାର ଆତଙ୍କବାଦୀମାନେ ନାରକୀୟ କାଣ୍ଡ ଘଟାଇଛନ୍ତି । ଗୋପାଲପୋରାରେ ଥିବା ଏକ ହାଇସ୍କୁଲର ମହିଳା ଶିକ୍ଷୟତ୍ରୀଙ୍କ ଉପରେ ଗୁଳିମାଡ କରାଯାଇଥିଲା । ଏଥିରେ ଗୁରୁତର ଆହତ ଶିକ୍ଷୟତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲେ ମଧ୍ୟ ବଂଚାଇବା…