Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବରଫ ଭିତରେ ଭାରତୀୟ ଯବାନଙ୍କ ବିହୁ ନାଚ

ଶ୍ରୀନଗର: କୋଲ ମାରିଲା ପରି ଥଣ୍ଡା । ଚାରିଆଡେ ବରଫ । ଆଉ ବରଫ ଭିତରେ ବିହୁ ଡ୍ୟାନ୍ସ କଲେ ଭାରତୀୟ ଯବାନ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିହୁ ହେଉଛି ଆସାମ ଏବଂ ଉତ୍ତର ପୂର୍ବ ଭାରତର ଜାନୁଆରୀ ଓ ଫେବ୍ରୁଆରୀ ମାସରେ ଫସଲ ଅମଳ ସମୟର ପର୍ବ । ଜାନୁଆରୀ…

ଚେନ୍ନାଇରେ ସମ୍ପୂର୍ଣ୍ଣ ଲକଡାଉନ୍

ଚେନ୍ନାଇ: ଆଜିଠାରୁ ଚେନ୍ନାଇରେ ଲକଡାଉନ୍ । ରାସ୍ତାଘାଟ ଶୂନଶାନ୍ । ଆଜିଠାରୁ ତାମିଲନାଡ଼ୁ ସରକାର ରାଜ୍ୟରେ ଜାନୁଆର ୩୧ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି । ଜାନୁଆରୀ ୧୪ ତାରିଖରୁ ୧୮ ତାରିଖ ମଧ୍ୟରେ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ତାମିଲନାଡୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଣୁ…

ଖଜୁରୀ ଗଛ: ଅନ୍ୟ ରାଜ୍ୟରେ ଗୁଡ଼, ଆମ ରାଜ୍ୟରେ ଝାଡୁ ଓ ତାଡ଼ି

ଭୁବନେଶ୍ୱର: ସାଧାରଣତଃ ଆମ ରାଜ୍ୟରେ ଏକ ଲୋକ କଥା ଅଛି ‘ଖଜୁରୀ ଗଛର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ । ଏହାର ଆକ୍ଷରିକ ଅର୍ଥ ହେଉଛି ‘ଯାହାର ସମସ୍ତ ଗୁଣ ଦୋଷଯୁକ୍ତ, ତା’ର କେଉଁ ଗୋଟିଏ ଗୁଣକୁ ଆମେ ତର୍ଜମା କରିବା’ । କିନ୍ତୁ ପ୍ରକୃତରେ ଖଜୁରୀ ଗଛର ଅନେକ ଭଲ ଗୁଣ ଅଛି । ଖଜୁରୀ ଗଛ…

ମକର ସଂକ୍ରାନ୍ତିରେ ଜନ୍ମ ନେଲା ତିନି ଆଖିଆ ବାଛୁରୀ, ଦେଖିବାକୁ ଲୋକଙ୍କ ଭିଡ଼…

ରାଜନନ୍ଦଗାଁ: ଆମ ଚାରିପଟେ କିଛି ନା କିଛି ଅଲୌକିକ ଚମତ୍କାର ଦେଖିବାକୁ ମିଳିଥାଏ । ଯାହାକୁ ଦେଖିଲେ ମଣିଷ ବିଶ୍ୱାସ ଓ ଅନ୍ଧ ବିଶ୍ୱାସ କଥାକୁ ନେଇ ଦ୍ୱନ୍ଦରେ ରହିଥାଏ । ଛତିଶଗଡ଼ର ରାଜନନ୍ଦଗାଁ ଜିଲ୍ଲାର ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ଜିଲ୍ଲାର…

ଟିକେଟ୍‌ ନ ମିଳିବାରୁ ଆତ୍ମହତ୍ୟା ଉଦ୍ୟମ କଲେ ଏସ୍‌ପି ନେତା

ନୂଆଦିଲ୍ଲୀ: ସମାଜବାଦି ପାର୍ଟିର କର୍ମକର୍ତ୍ତା ଆଗାମୀ ଉତ୍ତରପ୍ରଦେଶ ନିର୍ବାଚନରେ ​​ଟିକେଟ୍‌ ନମିଳିବାରୁ ଜଣେ ନେତା ଚରମ ନିଷ୍ପତ୍ତି ନେଇଛନ୍ତି। ସେ ଦଳୀୟ ଅଫିସ ବାହାରେ ହିଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଲିଗଡର ସମାଜବାଦୀ ପାର୍ଟି ନେତା ଆଦିତ୍ୟ ଠାକୁର ଟିକେଟ ନମିଳିବାରୁ ଅତ୍ୟନ୍ତ…

‘ଆପ୍‌’କୁ ମୋଦୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍‌) ହେଉଛି ୧୯୪୭ ପରଠାରୁ ଦେଶର ସବୁଠାରୁ ସଚ୍ଚୋଟ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦଳକୁ "ଅନେଷ୍ଟି ସାର୍ଟିଫିକେଟ୍‌" ପ୍ରଦାନ କରିଛନ୍ତି। କେଜ୍ରିୱାଲ ଗୋଆରେ…

ରାଜସ୍ଥାନର ଏହି ଗ୍ରାମରେ ଦୁଇ ମହଲା ଘର ମନା

ଜୟପୁର: ରାଜସ୍ଥାନରେ ଏ ଭଳି ଏକ ଗ୍ରାମ ଏବେ ବି ଅଛି ଯେଉଁଠାରେ ଦୁଇ ମହଲା ଘର କରିବା ମନା । ଏଠାରେ ଯିଏ ବି ଦୁଇ ମହଲା ଘର କରିବାକୁ ଚେଷ୍ଟା କରିଛି ଅସୁବିଧାର ସମ୍ମୁଖୀନ ହୋଇଛିି । ଚୁରୁ ଜିଲ୍ଲାର ଉଡସର ଗ୍ରାମରେ ୭୦୦ ବର୍ଷ ତଳୁ ଆଉ ଦୁଇ ମହଲା ଘର ହେଉନି । ଆସନ୍ତୁ ଜାଣିବା କଣ ପାଇଁ ସେମାନେ…

ଟୋଙ୍ଗା ପରେ ଜାପାନରେ ସୁନାମୀ ଭୟ

ଟୋକିଓ: ପ୍ରଶାନ୍ତ ମହାସାଗରର ଟୋଙ୍ଗାରେ ସୃଷ୍ଟି ହୋଇଥିବା ଭୂମିକମ୍ପ ସୁନାମୀ ପରି ମହା ପ୍ରଳୟକୁ ଡାକି ଆଣିଛି । ଏହି ବିସ୍ଫୋଟ ପରେ ଜାପାନରେ ଜଳ ପ୍ରଳୟର ବିପଦ ଦେଖା ଦେଇଛି । ଶନିବାର ରାତିରେ ଜାପାନର ଅମାମି ଓଶିମା କୂଳରେ ୪ ଫୁଟରୁ ଉଚ୍ଚ ଲହରୀ ମାଡ ହେଉଛି । ହୋକାକାଇଦୋ, କୋଚ୍ଚି ଓ…

ବିଜେପିରେ ଯୋଗ ଦେବେ ମୁଲାୟମ ସିଂ ଯାଦବଙ୍କ ବୋହୂ!

ନୂଆଦିଲ୍ଲୀ: ସୂତ୍ରରୁ ପ୍ରକାଶ ଯେ ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗ ଦେଇପାରନ୍ତି। ଅପର୍ଣ୍ଣା ଯାଦବ ମୁଲାୟମ ସିଂଙ୍କ ସାନପୁଅ ପ୍ରତୀକ ଯାଦବଙ୍କ ପତ୍ନୀ। ସୂତ୍ରରୁ ପ୍ରକାଶ ଯେ କିଛି ସମୟ ଧରି ବିଜେପି ଏବଂ ଅପର୍ଣ୍ଣା ଯାଦବଙ୍କ ମଧ୍ୟରେ ଆଲୋଚନା ଚାଲିଛି।…

ପାରାଙ୍କ ଗାଁ; ଏଠାରେ ୫୦୦ରୁ ଅଧିକ ରହିଛି ପାରା ଘର

ନୂଆଦିଲ୍ଲୀ: ସେ ମଣିଷ ହେଉ ଅବା ପଶୁପକ୍ଷୀ ସମସ୍ତଙ୍କୁ ମୁଣ୍ଡ ଗୁଞ୍ଜିବା ଲାଗି ବାସଟିଏର ଆବଶ୍ୟକତା ରହିଛି।  କିନ୍ତୁ ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଏମିତି ଏକ ଗାଁ ଅଛି ଯାହାକୁ ପାରାମାନଙ୍କ ଗାଁ ବୋଲି କୁହାଯାଏ। ମାଙ୍ଗଳି ନଦୀ କୂଳରେ ଅବସ୍ଥିତ ଏହି ଗାଁକୁ ପକ୍ଷୀପ୍ରେମୀଙ୍କ ଗାଁ ମଧ୍ୟ…