Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଭିଡିଓ] ଓଲଟା ଝୁଲିଥିଲା ଜାତୀୟ ପତାକା, ନାଚୁଥିଲେ ପ୍ରଧାନ ଶିକ୍ଷକ..ଏବେ ଥାନାରେ ଅଟକ

ଭୁବନେଶ୍ୱର: ଗଣତନ୍ତ୍ର ଦିବସରେ ବଲିଉଡ ଗୀତରେ ନାଚିବା ଜଣେ ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡିଛି । ତେବେ ନାଚ ପାଇଁ ନୁହେଁ ବରଂ ଜାତୀୟ ପତାକା ଉତ୍ତୋଳନରେ ଜଘନ୍ୟ ତ୍ରୁଟି ଯୋଗୁଁ ପ୍ରଧାନ ଶିକ୍ଷକ ମହୋଦୟଙ୍କୁ ଥାନା ମୁହାଁ ହେବାକୁ ପଡିଛି । ମଧ୍ୟପ୍ରଦେଶ ଡିଣ୍ଡୋରି ଜିଲ୍ଲାର ଏକ ସରକାରୀ…

ଜୟପୁରରେ ଏହି ମନ୍ଦିରରେ ପୂଜା ପାଇଥାନ୍ତି ମାଙ୍କଡ

ଜୟପୁର: ଆମେ ଭାରତର ବିଭିନ୍ନ ମନ୍ଦିରରେ ମାଙ୍କଡଙ୍କୁ ଦେଖିଥାଏ । ତେବେ ଜୟପୁରରେ ଏ ଭଳି ଏକ ମନ୍ଦିର ଅଛି ଯେଉଁଠାରେ ମାଙ୍କଡମାନେ ପୂଜା ପାଇଥାନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ମନ୍ଦିରଟି ସମ୍ପୂର୍ଣ୍ଣ ଭାବେ ମାଙ୍କଡଙ୍କ ପାଇଁ ଉତ୍ସର୍ଗୀକୃତ । ଏହାର ନାମ ହେଲା ଗଲତାଜି ମନ୍ଦିର ।…

ଇଂଲଣ୍ଡରେ କରୋନା କଟକଣା ହଟାଇଲେ ସରକାର

ଇଂଲଣ୍ଡ : ଇଂଲଣ୍ଡରେ ହଟିଲା କରୋନା କଟକଣା । ମୁହଁରେ ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ ନୁହେଁ ବୋଲି ଇଂଲଣ୍ଡ ସରକାର କହିଛନ୍ତି । ଇଂଲଣ୍ଡରେ କୋରନା ସଂକ୍ରମଣ ହ୍ରାସ ଘଟିଛି । ଏଥିପାଇଁ ବିଭିନ୍ନ ଭ୍ୟାକ୍ସିନ ମଧ୍ୟ ଦିଆଯାଉଛି ।ହସ୍ପିଟାଲାଇସେନ ହାର ମଧ୍ୟ କମ ରହିଛି ତେଣୁ ବ୍ରିଟେନ ସରକାର…

ଅରୁଣାଚଳ ଯୁବକଙ୍କୁ ଫେରାଇଲା ଚୀନ ସେନା

ନୂଆଦିଲ୍ଲୀ: ଭାରତ ଚାପରେ ଶେଷରେ ମୁଣ୍ଡ ନୁଆଁଇଲା ଚୀନ ସେନା । ଅରୁଣାଚଳ ପ୍ରଦେଶର ଯୁବକ ମିରାମ ଟାରୋନଙ୍କୁ ଗୁରୁବାର ସକାଳେ ୱାଚା ଦାମାଇ ସୀମା ନିକଟରେ ହସ୍ତାନ୍ତର କରିଥିଲା । ଅରୁଣାଚଳ ପ୍ରଦେଶର ଏସପି ତାପିର ଗାଓ ଏହି ସୂଚନା ଦେଇଛନ୍ତି । ଭାରତୀୟ ସେନାର ଉଦ୍ୟମ ଯୋଗୁ ମିରାମ ଘରକୁ ଫେରି…

[ଭିଡିଓ] ଭଗବାନଙ୍କୁ ନେଇ ଶ୍ୱେତା ତିୱାରୀଙ୍କ ବିବାଦୀୟ ମନ୍ତବ୍ୟ, ତଦନ୍ତ ଆରମ୍ଭ

ଭୁବନେଶ୍ୱର: ବିବାଦ ଘେରରେ ଟେଲି କୁଇନ୍ ଶ୍ୱେତା ତିୱାରୀ । ନିକଟରେ ଏହି ଅଭିନେତ୍ରୀ ଜଣକ ନିଜ ଅପକମିଂ ୱେବ୍ ସିରିଜ୍ ସୋ ଷ୍ଟପରର ପ୍ରମୋଶନ୍ ପାଇଁ ଭୋପାଳ ଯାଇଥିଲେ । ସେହି ଅବସରରେ ଶ୍ୱେତା କିଛି ଏପରି ମନ୍ତବ୍ୟ ଦେଇଥିଲେ, ଯାହା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ସୋ’ର…

ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଶେଷ, ୫୦ ପ୍ରତିଶତ କ୍ଷମତା ସହ ଖୋଲିବ ସିନେମା ହଲ୍

ଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ କମ୍ ହେବାରେ ଲାଗିଛି । ଏହି ମଧ୍ୟରେ ଦିଲ୍ଲୀ ସରକାର କିଛି ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ରାଜଧାନୀ ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଉଠାଇ ଦିଆଯାଇଛି । ଏହା ବ୍ୟତୀତ ୫୦ ପ୍ରତିଶତ କ୍ଷମତା ସହ ସିନେମା ହଲ ଖୋଲିପାରିବ । ଦିଲ୍ଲୀ…

ଖୋଲା ବଜାରରେ ମିଳିବ କୋଭାକ୍ସିନ ଓ କୋଭିସିଲ୍ଡ ଆଣ୍ଟି: ଡିସିଜିଆଇ

ନୂଆଦିଲ୍ଲୀ: ଏବେ ଖୋଲା ବଜାରରେ ମିଳିବ କୋଭାକ୍ସିନ ଓ କୋଭିସିଲ୍ଡ ଆଣ୍ଟି କୋଭିଡ-୧୯ ଭ୍ୟାକ୍ସିନ୍ । ସେଥିପାଇଁ ଆଜି ଡିସିଜିଆଇ ଅନୁମତି ଦେଇଛନ୍ତି । ଗତବର୍ଷ ଜାନୁଆରୀ ୩ରେ ସେରମ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଅନୁମତି…

ପରଲୋକରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂ

ଭୁବନେଶ୍ୱର: ପରଲୋକରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂ । ୧୯୬୪ ମସିହା ଟୋକିଓ ଅଲିମ୍ପିକରେ ଚରଣଜିତଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଦୀର୍ଘଦିନ ଧରି ଚଚଣଜିତ ବାର୍ଦ୍ଧକ୍ୟ ଜନିତ ଏକାଧିକ ରୋଗରେ ପୀଡିତ ଥିଲେ । ଆଜି ହିମାଚଳ ପ୍ରଦେଶ ଉନା…

ଝିଅର ବ୍ରେନ ସର୍ଜରୀ ପରେ ପିତା ମଧ୍ୟ ନିଜର ଚୁଟି କାଟିଲେ

ଭୁବନେଶ୍ୱର: ବାପା ଓ ଝିଅର ଗୋଟିଏ ଫଟୋ ଇଣ୍ଟରନେଟରେ ବେଶ୍ ଭାଇରାଲ ହେବାରେ ଲାଗିଛି । ହେଲେ ଫଟୋ ପଛରେ ରହିଥିବା ସତକୁ ଜାଣିଲେ ଆପଣଙ୍କ ହୃଦୟ ବି ଭାଙ୍ଗିଯିବ । ପିତା ଓ ଝିଅର ବନ୍ଧନକୁ ନେଇ ଶବ୍ଦରେ କହିହୁଏନି । ଏହି ସମ୍ପର୍କ ଭିତରେ ଥାଏ ପ୍ରଚୁର ଭଲପାଇବା । ଝିଅ ପିତାଙ୍କ ବହୁତ ନିକଟତର…

ଟାଟା ଗ୍ରୁଫ୍ ହାତକୁ ହସ୍ତାନ୍ତର ହେଲା ଏୟାର ଇଣ୍ଡିଆ ମାଲିକାନା

ନୂଆଦିଲ୍ଲୀ: ଟାଟା ଗ୍ରୁଫ୍ ହାତରେ ଏୟାର ଇଣ୍ଡିଆ । ଏଣିକା ଟାଟା ଗ୍ରୁଫ୍ ନୂଆସେବା ଲାଗୁ କରିବା ପାଇଁ ସମସ୍ତ ପ୍ରସ୍ତୁତି କରିସାରିଛି । ଗରୁବାର ଦିନ ଚାରୋଟି ବିମାନ ଉଡାଣ ଭରିବାର ବ୍ୟବସ୍ଥା ହୋଇଛି । ଏୟାରଇଣ୍ଡିଆ ଟାଟା ଗ୍ରୁଫକୁ ହସ୍ତାନ୍ତରେ ପରେ ଏହା ପ୍ରଥମ ଉଡାଣ ।ଗୁରୁବାରୁ ଚାରୋଟି…