Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେବଳ ପାକିସ୍ତାନରେ: ଅର୍ଡର୍ କଲେ ଘରେ ପହଂଚୁଛି ଏକେ-୪୭

ଭୁବନେଶ୍ୱର: ଘରେ ରହି ବନ୍ଧୁକ ଅର୍ଡର୍ କରିବା ପିଜ୍ଜା ମଗାଇବା ଭଳି ଖୁବ ସହଜ । ତେବେ ଏହି ସୁବିଧା କେବଳ ପାକିସ୍ତାନୀଙ୍କ ପାଇଁ ଉଦ୍ଧିଷ୍ଟ । ବାସ୍ ତାଲିକା ମଧ୍ୟରୁ ନିଜ ମନ ପସନ୍ଦର ବନ୍ଧୁକ ଚୟନ କରନ୍ତୁ, ଫୋନ୍ କରନ୍ତୁ । ଦାମ୍ ମୁଲଚାଲ୍ ହେବା ପରେ ହୋମ୍ ଡେଲିଭରୀ ହେବ ଭଳିକିଭଳି ଅସଲି…

କାହାକୁ ବିବାହ କଲେ ଅଭିନେତ୍ରୀ ମୌନୀ ରୟ ?

ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିବାହ କଲେ ଟେଲି ତଥା ଟିଭି ଅଭିନେତ୍ରୀ ମୌନୀ ରୟ । ନିକଟରେ ମୌନୀଙ୍କର ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଛି । ସୁରଜ ନାମ୍ବିଆର୍ ନାମକ ଜଣେ ଦୁବାଇର ବିଜନେସ୍ ମ୍ୟାନ୍ ତଥା ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର୍‌ଙ୍କ ହାତ…

ଉତ୍ତର ପ୍ରଦେଶରେ ୧୫ ଫେବୃଆରୀ ଯାଏଁ ସ୍କୁଲ-କଲେଜ ବନ୍ଦ, ଜାରି ରହିବ ଅନଲାଇନ୍ ପାଠପଢ଼ା

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶରେ ପୁଣି ଥରେ ସ୍କୁଲ, କଲେଜ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରଶାସନ ୩୦ ଜାନୁଆରୀ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଥିଲେ, ଯାହାକୁ ବୃଦ୍ଧି କରି ଫେବୃଆରୀ ୧୫ ଯାଏଁ କରାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାବେଳେ ଏହିଭଳି ପଦକ୍ଷେପ…

ମହାକାଶରୁ ଏକ ରହସ୍ୟମୟ ଅବଜେକ୍ଟରୁ ୧୮ ମିନିଟରେ ଥରେ ଆସୁଛି ରେଡିଓ ସିଗ୍ନଲ

ୱାଶିଂଟନ: ପୃଥିବୀଠାରୁ ୪୦୦୦ ପ୍ରକାଶ ବର୍ଷ ଦୂରରେ ଥିବା ମହାକାଶରେ ଏକ ରହସ୍ୟମୟ ଅବଜେକ୍ଟରୁ ପ୍ରତି ୧୮ ମିନିଟରେ ଥରେ ରେଡିଓ ସିଗ୍ନଲ ଆସୁଛି । ଯାହାକୁ ନେଇ ବୈଜ୍ଞାନିକମାନେ ଚିନ୍ତାରେ ପଡି ଯାଇଛନ୍ତି । ଏହା ଏ ଭଳି ଏକ ସିଗ୍ନଲ ଯାହାକୁ ଆଗରୁ ବୈଜ୍ଞାନିକମାନେ ଦେଖି ନ ଥିଲେ । ପ୍ରାରମ୍ଭିକ…

ଶେହନାଜ୍ ଗିଲଙ୍କ ବର୍ଥ ଡ଼େ

ମୁମ୍ବାଇ: ଅଭିନେତ୍ରୀ ଶେହନାଜ ଗିଲଙ୍କୁ କିଏ ବା ନଜାଣିଛି । ନିଜର ଅଭିନୟ ଦ୍ୱାରା ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିିତିଥିବା ଶେହନାଜ୍ ତାଙ୍କ ଚୁଲବୁଲି ଅନ୍ଦାଜ ପାଇଁ ବେଶ୍ ପରିଚିତ ହୋଇପାରିଛନ୍ତି । ବିଗ ବସରେ ‘ପଞ୍ଜାବ କି କ୍ୟାଟରୀନା’ ନାମରେ ପ୍ରସିଦ୍ଧ ଲାଭ କରିଥିବା ଶେହନାଜଙ୍କ ଟିଭି…

ଦେଶରୁ ୨ଲକ୍ଷ ୮୬ ହଜାର କରୋନା ଆକ୍ରାନ୍ତ ଚିହ୍ନଟ, ୫୭୩ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା କେସ୍ ଅଢ଼େଇ ଲକ୍ଷ ଉପରେ ରହିଛି । ଲଗାତାର ତୃତୀୟ ଦିନ ପାଇଁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୩ ଲକ୍ଷ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨ଲକ୍ଷ ୮୬ହଜାର ୩୮୪ ସଂକ୍ରମିତ । ଆମେରିକା ପରେ ଭାରତ ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ଦେଶ…

ଓମିକ୍ରନ ଚର୍ମରେ ୨୧ ଘଣ୍ଟା ଓ ପ୍ଲାଷ୍ଟିକରେ ୮ ଦିନରୁ ଅଧିକ ରହିଥାଏ

ନୂଆଦିଲ୍ଲୀ: ଓମିକ୍ରନ ଭେରିଅଣ୍ଟ ଚର୍ମରେ ୨୧ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରହି ପାରୁଥିବା ବେଳେ ପ୍ଲାଷ୍ଟିକରେ ୮ ଦିନରୁ ଅଧିକ ରହିପାରେ ବୋଲି ଜାପାନର ଏକ ଅଧ୍ୟୟନରୁ ଜଣାପଡ଼ିଛି । ଜାପାନର କ୍ୟୋଟୋ ପ୍ରିଫେକ୍ଟୁରାଲ ୟୁନିଭର୍ସିଟି ଅଫ ମେଡିସିନର ଗବେଷକମାନେ ଏହି ଗବେଶଣା କରିଥିଲେ ।…

ସାଧାରଣ ଦିବସ ପାଳନ ବେଳେ ଖସି ପଡ଼ିଲା ଡ୍ରୋନ, ୨ ଗରୁତର

ଭୋପାଳ: ସାଧାରଣ ଦିବସ କାର୍ଯ୍ୟକ୍ରମରେ ଘଟିଲା ଅଘଟଣ । ମଧ୍ୟପ୍ରଦେଶ ଜବଲପୁରର ପଣ୍ଡିତ ରବି ଶଙ୍କର ଶୁକ୍ଲା ଷ୍ଟାଡିୟମରେ ପ୍ୟାରେଡ ଚାଲୁଥିବା ବେଳେ ଏହି ଅଘଟଣ ଘଟିଥିଲା । କୃଷି ବିଭାଗର ପ୍ରଜ୍ଞାପନ ମେଢରେ ଅଂଶଗ୍ରହଣ କରିଥିବା ଏକ ଡ୍ରୋନ ଅଂଶଗ୍ରହଣକାରୀଙ୍କ ଉପରେ ଖସି ପଡ଼ିଥିଲା । ଫଳରେ ୨…

ବିଜେପି ଅଫରକୁ ପ୍ରତ୍ୟାଖ୍ୟାନ କଲେ ଆରଏଲଡି ମୁଖ୍ୟ

ଚଣ୍ଡୀଗଡ: ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ମନେଇବାରେ ପୁନର୍ବାର ବିଜେପି ବିଫଳ ହୋଇଛି । ବୁଧବାର ସାଂସଦ ପରଭେସ ବର୍ମା ବିଜେପି ଦ୍ୱାର ଜୟନ୍ତଙ୍କ ପାଇଁ ସବୁବେଳେ ଖୋଲା ରହିଛି ବୋଲି କହିଥିଲେ । ଆମେ ତାଙ୍କୁ ସ୍ୱାଗତ କରିବାକୁ ଚାହୁଁଛୁ, ସେ କିନ୍ତୁ ଭୁଲ ବାଟରେ ଯାଉଛନ୍ତି ।…

ଏଣିକି ନିକଟସ୍ଥ ଔଷଧ ଦୋକାନରେ ମିଳିବ କୋଭିସିଲ୍ଡ ଓ କୋଭାକ୍ସିନ୍ କରୋନା ଟିକା

ନୂଆଦିଲ୍ଲୀ: ଖୁବ ଶୀଘ୍ର ନିକଟସ୍ଥ ଦୋକାନରେ ମିଳିବ କୋଭିସିଲ୍ଡ ଓ କୋଭାକ୍ସିନ କରୋନା ଟିକା । ଏହି ଦୁଇଟି ଟିକାକୁ ନିୟମିତ ବଜାରରେ ଉପଲବ୍ଧ କରିବା ପାଇଁ ଭାରତୀୟ ଔଷଧ ମହାନିର୍ଦ୍ଦେଶକ ଅନୁମତି ପ୍ରଦାନ କରିବାର ସମ୍ଭାବନା ରହିଛି । ପ୍ରତ୍ୟେକ ଔଷଧ ଦୋକାନରେ ଏହି ଦୁଇଟି କରୋନା ଟିକା ଡୋଜ ପିଛା…