Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଥମୁନି ରୁଷିଆ-ୟୁକ୍ରେନ ଯୁଦ୍ଧ ବିଭୀଷିକା: ଦିନକୁ ଦିନ ବଢିଚାଲିଛି ମୃତକଙ୍କ ସଂଖ୍ୟା

ଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଲଗାତର ଭାବରେ ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି । ବର୍ତ୍ତମାନ ସେମାନେ ରାଜଧାନୀ କିଭ୍ ଉପରେ ହମଲା କରିବା ପାଇଁ ମାଡ଼ି ଆସୁଛନ୍ତି । ସହରକୁ ତିନି ପଟରୁ ଘେରି ଯାଇଛନ୍ତି । ବୋମାମାଡ଼, ମିସାଇଲ୍ ଆଟାକ୍ ଆଦି…

ଚୀନରେ ମାଡୁଛି କରୋନା: ଲକଡାଉନରେ ଅନେକ ସହର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଶ୍ୱରେ ବିଭିନ୍ନ ଦେଶରେ କରୋନା ପ୍ରକୋପ କମୁଛି । କିନ୍ତୁ ଚୀନରେ କାୟା ମେଲାଉଛି କରୋନା । କରୋନାର ଉତ୍ପତ୍ତି ସ୍ଥଳ ଚୀନର ଦୈନିକ କୋଭିଡ୍ କେସ୍ ପୁଣି ଥରେ ସଂକ୍ରମଣ ଚିନ୍ତା ବଢ଼ାଇଛି । ସେଠାରେ ଦୈନିକ କେସ୍ ହୁ ହୁ ହୋଇ ବଢୁଛି । ସଂକ୍ରଣ ବଢ଼ିବା ସହ ଫେରିଛି…

ଗୋଆର ମୁଖ୍ୟମନ୍ତ୍ରୀ କିଏ ହେବେ ନିଷ୍ପତି ନେଇପାରୁନି ବିଜେପି ?

ପାଣାଜି: ଗୋଆରେ କିଏ ହେବେ ମୁଖ୍ୟମନ୍ତ୍ରୀ । ଏ ନେଇ ସସପେନ୍ସ ଜାରି ରହିଛି । ବିଧାନସଭା ନିର୍ବାଚନ ଫଳାଫଳର ଚାରି ଦିନ ପରେ ମଧ୍ୟ ବିଜେପି ପ୍ରମୋଦ ସାଓ୍ୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ ଦ୍ୱିତୀୟ ସୁଯୋଗ ଦେବ ନା ଦଳ ନୂଆ ମୁଖ୍ୟମନ୍ତ୍ରୀ ଆଣିବ ତାହା ସ୍ଥିର କରିନାହିଁ। ଏ ନେଇ…

ମାର୍ଚ୍ଚ 27ରୁ ଅନ୍ତର୍ଜାତୀୟ ବିମାନ ଉଡାଣ ସେବା: ସିନ୍ଧିଆ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିରେ ସୁଧାର ଆସିଛି । ତେଣୁ ଆସନ୍ତା 27 ତାରିଖରୁ ନିୟମିତ ଭାବେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହେବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ରବିବାର ଏହା କହିଛନ୍ତି। କୋଭିଡ ସଂକ୍ରମଣ ଯୋଗୁଁ 2020 ମାର୍ଚ୍ଚ 23ରେ…

‘ୟୁକ୍ରେନକୁ ନୋ ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଦାବି, ନହେଲେ ନାଟୋ ଦେଶରେ ପଡିବ ଋଷ ରକେଟ’

କିଭ୍: ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ସୋମବାର ନାଟୋକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ୟୁକ୍ରେନ ଆକାଶକୁ ନୋ-ଫ୍ଲାଏ ଜୋନ୍ ଘୋଷଣା ନହୁଏ ତେବେ ଋଷିଆର କ୍ଷେପଣାସ୍ତ୍ର ନାଟୋ ଦେଶରେ ପଡିବ। ରବିବାର ୟୁକ୍ରେନର ପଶ୍ଚିମ ସୀମା ନିକଟରେ ଥିବା ନାଟୋ ସଦସ୍ୟ ପୋଲାଣ୍ଡରେ ଋଷର…

ବାରାକ ଓବାମା କରୋନା ସଂକ୍ରମିତ, ଆରୋଗ୍ୟ କାମନା କଲେ ମୋଦି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କରୋନା ସଂକ୍ରମିତ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଓବାମା । ସେ କହିଛନ୍ତି, କୋଭିଡ୍ ପରୀକ୍ଷା କରାଇଥିଲେ । ଡାକ୍ତରଙ୍କ ଅନୁସାରେ ସେ କରୋନା ସଂକ୍ରମିତ…

ଇସ୍ତଫା ଦେବାକୁ ନିଜ ଆଡୁ ପ୍ରସ୍ତାବ ଦେଲେ ସୋନିଆ, ମନା କଲେ ଦଳର ସଦସ୍ୟ

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଏହି ବୈଠକରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଥିଲେ ଦଳକୁ ଆଗକୁ ବଢିବା ଦରକାର । ଏଥିପାଇଁ ସେ ଓ ତାଙ୍କ ପୁଅ ରାହୁଲ ଏବଂ ଝିଅ ପ୍ରିୟଙ୍କାଙ୍କୁ ଯଦି ଇସ୍ତଫା ଦେବାକୁ ପଡିବ ତାହେଲେ ସେ ରାଜି ଅଛନ୍ତି ବୋଲି କହିଥିଲେ । କିନ୍ତୁ…

ଋଷ ସୌନ୍ୟଙ୍କ ଗୁଳି ମାଡ଼ରେ ଜଣେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ, ଅନ୍ୟ ୨ଜଣ ଗୁରୁତର

ଭୁବନେଶ୍ୱର: ୟୁକ୍ରେନ ଉପରେ ଋଷ ୧୮ ଦିନ ହେଲାଣି ଯାରି ରଖିଛି ଆକ୍ରମଣ । ୟୁକ୍ରେନର ସେନା ସମେତ ସେଠାକାର ସାଧାରଣ ନାଗରିକ ଓ ଦେଶର ସାମ୍ବାଦିକଙ୍କୁ ବି ଟାର୍ଗେଟ କରି ଗୁଳି ଚଳାଉଛି ଋଷ । ଆଜି ଋଷ ସେନାର ଗୁଳିମାଡ଼ରେ ଜରେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହା ସହିତ…

ସେଲଫି ନିଶା ନେଲା ଜୀବନ: ମୋବାଇଲ୍ କ୍ଲିକ୍ କରିବା ପରିବର୍ତ୍ତେ ବନ୍ଧୁକର ଟ୍ରିଗର ଚିପି ଦେଲେ

ଜୟପୁର: ସୋସିଆଲ ମିଡିଆରେ ବିଭିନ୍ନ ପୋଜରେ ସେଲଫି ଅପଲୋଡ କରିବାର କ୍ରେଜ ବେଳେ ସାଂଘାତିକ ବୋଲି ପ୍ରମାଣିତ ହୁଏ । ସେଲଫି ଆଇ ଅନେକଙ୍କ ଜୀବନ ଯାଉଥିବା ଆମେ ପ୍ରାୟ ପ୍ରତିଦିନ ଶୁଣିଥାଉ । ରାଜସ୍ଥାନରେ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ କଲେଜ ପଢୁଆ ଛାତ୍ର ସେଲଫି ନେଉଥିବା ବେଳେ…

ଦେଶରେ ଗୋଟିଏ ଦିନରେ କୋଭିଡ ମୃତ୍ୟୁ ସଂଖ୍ୟା ୪୭

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନାର ସ୍ଥିତିରେ କିଛି ଟା ସୁଧାର ଆସିଛି । ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ଅନୁସାରେ, ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୧୧୬ କରୋନା ଭାଇରସରେ ସଂକ୍ରମିତ ହେଇଛନ୍ତି ।…