Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡୋନବାସରେ ରୁଷ ସୈନ୍ୟ ଉପରେ ୟୁକ୍ରେନର ଆକ୍ରମଣ, 100 ମୃତ: ରିପୋର୍ଟ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ଯଦିଓ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସକାରାତ୍ମକ ନିଷ୍କର୍ସ ଆସିପାରିନି। ଅନେକ ରାଉଣ୍ଡ ଆଲୋଚନା ହୋଇଛି କିନ୍ତୁ ଯୁଦ୍ଧ ଜାରି ରହିଛି। ତେବେ ବିଭିନ୍ନ ମିଡିଆର ରିପୋର୍ଟ ଅନୁୟାୟୀ ଡୋନବାସରେ…

ଯୁଦ୍ଧ ଶେଷ ପାଇଁ ଭାରତ ସମେତ ଅନେକ ଦେଶ ସହିତ ଯୋଗାଯୋଗରେ ଅଛୁ: ଗୁଟେରସ

ଜେନେଭା: ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ୟୁକ୍ରେନରେ ଯୁଦ୍ଧ ଶେଷ କରିବା ପାଇଁ ସେ ମଧ୍ୟସ୍ଥତା ପ୍ରୟାସରେ ଭାରତ ଏବଂ ଅନ୍ୟାନ୍ୟ ଦେଶ ସହ ଯୋଗାଯୋଗରେ ଅଛନ୍ତି। ୟୁକ୍ରେନ ଏବେ ନିଆଁରେ ଜଳୁଛି । ସାରା ଦୁନିଆର ଆଖି ଆଗରେ ଦେଶଟି ଧ୍ୱଂସ ହେଉଛି ବୋଲି ସେ ଗଭୀର…

କେଉଁ କାରଣ ପାଇଁ ସୋମବାର ଋଷ-ୟୁକ୍ରେନ ଆଲୋଚନା ଅଧାରେ ସ୍ଥଗିତ ରହିଥିଲା?

କିଭ୍: ଋଷ-ୟୁକ୍ରେନ ଯୁଦ୍ଧର ଘନଘଟା ମଧ୍ୟରେ ସୋମବାର ଦୁଇ ଦେଶ ମଧ୍ୟରେ ଚତୁର୍ଥ ପର୍ଯାୟ ଆଲୋଚନା ହୋଇଥିଲା । ଏହି ବୈଠକରୁ କୌଣସି ସୁଫଳ ମିଳିନଥିଲା। ଭିଡିଓ କନଫେରନ୍ସ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଏହି ଆଲୋଚନା ଆଜି (ମଙ୍ଗଳବାର) ମଧ୍ୟ ଜାରି ରହିବ। ୟୁକ୍ରେନର ରାଷ୍ଟ୍ରପତିଙ୍କ ପରାମର୍ଶଦାତା…

ସାଂସଦ ପଦରୁ ଇସ୍ତଫା ଦେବେ ଭଗୱନ୍ତ ମାନ୍

ଦିଲ୍ଲୀ: ଆଜି ଲୋକସଭା ସାଂସଦ ପଦରୁ ଇସ୍ତଫା ଦେବେ ଆପ୍ ନେତା ଭଗୱନ୍ତ ମାନ୍ । ପଞ୍ଜାବରେ ଆପର ବିପୁଳ ବିଜୟ ପରେ ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗୱନ୍ତ । ତେବେ ଏହାପୂର୍ବରୁ ଲୋକସଭାର ସାଂସଦ ପଦରୁ ଇସ୍ତଫା ଦେବେ ମାନ୍ । କାରଣ ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ…

ଚୀନରେ କରୋନାର ନୂଆ ଲହର ଆତଙ୍କ , ଲକ୍ଷ ଲକ୍ଷ ଲୋକ ଲକଡାଉନରେ

ଦିଲ୍ଲୀ : କରୋନାର ନୂଆ ଲହର ଚାଇନାରେ ଦ୍ରୁତ ଗତୀରେ ମାଡିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦୁନିଆରେ ୧୩ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଛି । ସେହିଭଳି୩୫୭୯ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ସେହିପରି ଚୀନରେ ରବିବାର ପ୍ରାୟ ୩୧୦୦ ମାମଲା ସାମ୍ନାକୁ ଆସିଛି । ଏହା ଗତ ଦୁଇ ବର୍ଷରେ …

ଟରୋଣ୍ଟୋରେ ମର୍ମନ୍ତୁଦ ଦୁର୍ଘଟଣା: ୫ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ଟରୋଣ୍ଟୋ: କାନାଡାର ଟରୋଣ୍ଟୋରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଅନ୍ୟ ୨ ଜଣ ଭାରତୀୟ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଟରୋଣ୍ଟୋରେ ଏକ ଟ୍ରାକ୍ଟର୍‌ ଟ୍ରଲିରେ ଗୋଟାଏ ଭ୍ୟାନ୍‌ ଧକ୍କା ଖାଇବାରୁ ୫ଜଣ ଭାରତୀୟ…

ସାବାସ ମହାଶ୍ୱେତା: ୟୁକ୍ରେନରୁ ୮୦୦ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶ ଆଣିଛନ୍ତି ୨୪ ବର୍ଷୀୟ ଝିଅ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍ ଘନଘଟା ଭିତରେ ହଜାର ହଜାର ଭାରତୀୟ ସୁରକ୍ଷିତ ଭାବରେ ସ୍ୱଦେଶ ଫେରିଛନ୍ତି । କେନ୍ଦ୍ର ସରକାରଙ୍କ ଅପରେସନ୍ ଗଙ୍ଗା ଅଭିଯାନରେ ସେମାନେ ଭାରତ ଫେରିଛନ୍ତି । ଏହି ଅଭିଯାନରେ ସାମିଲ ଥିବା କୋଲକାତାର ୨୪ ବର୍ଷୀୟ ମହାଶ୍ୱେତା ଚକ୍ରବର୍ତ୍ତୀଙ୍କୁ ନେଇ ଏବେ ସବୁଠି…

ସର୍ଚ୍ଚ ଅପରେସନ୍‌ ବେଳେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଏଏସ୍‌ଆଇ ସହିଦ

ମାଲକାନଗିରି : ସର୍ଚ୍ଚ ଅପରେସନ୍‌ ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌ ।  ଏହି ଲାଣ୍ଡ ମାଇନ୍ ବିସ୍ଫୋରଣ ଯୋଗୁ ଜଣଙ୍କର ମୃତ୍ୟୁ ହୋଇଛି । ସେଠାରେ ଥିବା ଏଏସଆଇ ଜଣକ ସହିଦ ହୋଇଯାଇଛନ୍ତି । ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜଣେ…

ଚାଷୀଙ୍କ ପୁଅକୁ 290 କୋଟି ଟଙ୍କାର ଆୟକର ନୋଟିସ

ଭୋପାଳ: ମଧ୍ୟପ୍ରଦେଶ ଖଣ୍ଡଓ୍ୱାର ଜଣେ ଚାଷୀଙ୍କ ପୁଅ ପ୍ରବୀଣ ରାଠୋରଙ୍କୁ ଆୟକର ବିଭାଗ ସମନ କରିଛି। 290 କୋଟି ଟଙ୍କାର ବ୍ୟାଙ୍କ ଟ୍ରାଞ୍ଜାକସନକୁ ନେଇ ଆୟକର ବିଭାଗ ସମନ କରିଥିବା ସୂଚନା ରହିଛି । ମାର୍ଚ୍ଚ 15 ସୁଦ୍ଧା ଏ ନେଇ ଜବାବ ରଖିବାକୁ କୁହାଯାଇଛି। ଆୟକର ନୋଟିସ ଅନୁଯାୟୀ ମୁମ୍ବାଇ…

ଆଳୁ, ଟମାଟୋ ଦର ନିୟନ୍ତ୍ରଣ କରିବାକୁ ରାଜନୀତିରେ ଆସିନି: ଇମ୍ରାନ ଖାନ୍

ଇସଲାମାବାଦ: ପାକିସ୍ତାନରେ ଦରଦାମ ଏବେ ଆକାଶ ଛୁଆଁ । ଏ ନେଇ ସରକାର ବିରୋଧରେ ତେଜିବାରେ ଲାଗିଛି ଜନ ଅସନ୍ତୋଷ । ମାର୍ଚ୍ଚ 8ରେ ସଂସଦରେ ଇମ୍ରାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ରବିବାର ବିରୋଧୀଙ୍କୁ ଟାର୍ଗେଟ୍ କରି ଇମ୍ରାନ ଖାନ୍ ପଞ୍ଜାବ ପ୍ରଦେଶ (ପାକିସ୍ତାନ)ରେ…