Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସନ୍ତା ସପ୍ତାହରୁ ବ୍ରିଟେନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ

ଲଣ୍ଡନ: ବ୍ରିଟେନରେ ଆସନ୍ତା ସପ୍ତାହରୁ ଆଉ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ ନାହିଁ । ଅର୍ଥାତ୍ ମାସ୍କ ପିନ୍ଧିବା ବାଧ୍ୟତାମଳକ ହେବନି । ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ କୋଭିଡ୍ ଗାଇଡଲାଇନରେ କୋହଳ ଘୋଷଣା କରିଛନ୍ତି । କାରଣ ଓମିକ୍ରନ୍ ଲହର ବ୍ରିଟେନରେ ଶେଷ ସ୍ତରରେ ପହଞ୍ଚି ସାରିଛି ।…

ରିଲାଏନ୍ସ ଜିଓ ପକ୍ଷରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ଡେଫର୍ଡ ସ୍ପେକ୍ଟ୍ରମ୍ ଦେୟ ବାବଦ ୩୦,୭୯୧ କୋଟି ଟଙ୍କା…

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ (ଆର୍‌ଜେଆଇଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ୨୦୧୪,୨୦୧୫, ୨୦୧୬ ବର୍ଷରେ ହୋଇଥିବା ନିଲାମରେ ହାସଲ କରିଥିବା ସ୍ପେକ୍ଟ୍ରମ୍ ଏବଂ ୨୦୨୧ ବର୍ଷରେ ଭାରତୀ ଏୟାରଟେଲ୍ ସହିତ ଟ୍ରେଡିଂ ଅଫ୍ ରାଇଟ୍ ଜରିଆରେ ହାସଲ କରିଥିବା…

କରୋନା ପ୍ରଭାବ:୨୦ ମାସରେ ୫୬୭ କୋଟି ଟଙ୍କାର ବିକ୍ରି ହୋଇଛି ଡୋଲୋ ୬୫୦

ନୂଆଦିଲ୍ଲୀ: କରୋନାର ତୃତୀୟ ଲହରୀ ମଧ୍ୟରେ ଭରପୂର ଫାଇଦା ଉଠାଇଛି ଡୋଲୋ ୬୫୦ ମେଡିସିନ । ଜ୍ୱର ଓ ଦେହମୁଣ୍ଡ ଦରଜ ଭଲ କରୁଥିବା ଏହି ମେଡିସିନକୁ ଲୋକମାନେ ଆଖିମୁଜି କିଣିଛନ୍ତି । ଏକ ରିପୋର୍ଟ ମୁତାବକ ୨୦୨୦ ଡିସେମ୍ବରରୁ ଆଜି ପର୍ଯ୍ୟନ୍ତ ମାତ୍ର ୨୦ ମାସରେ ୫୬୭ କୋଟି ଟଙ୍କାର ଏହି ଔଷଧ ବିକ୍ରି…

କ୍ୟାଣ୍ଡି କ୍ରଶ ଗେମର କମ୍ପାନୀକୁ ୫.୧୪ ଲକ୍ଷ କୋଟି ଟଙ୍କାରେ କିଣିବ ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ: ଲୋକପ୍ରିୟ କ୍ୟାଣ୍ଡିକ୍ରଶ ଗେମ ପ୍ରସ୍ତୁତ କରିଥିବା କମ୍ପାନୀ ଆକ୍ଟିଭିଜନ ବ୍ଲିଜାର୍ଡକୁ ମାଇକ୍ରୋସଫ୍ଟ ୫.୧୪ ଲକ୍ଷ କୋଟି ଟଙ୍କାରେ କିଣିବା ପାଇଁ ନିଷ୍ପତି ନେଇଛି । ଏମଏସର ୪୬ ବର୍ଷ ଇତିହାସରେ ଏହା ସବୁଠାରୁ ବଡ ଟେକଓଭର । ମାଇକ୍ରୋସଫ୍ଟ ଏକ୍ସବକ୍ସ ପରି ଗେମିଂ କନ୍ସୋଲର ବି…

ନିଆରା ବାହାଘର: ଗୁଗୁଲ ମିଟରେ ଯୋଗଦେବେ ନିମନ୍ତ୍ରିତ ଅତିଥି, ଜୋମାଟୋରେ ପହଞ୍ଚିବ ଖାଦ୍ୟ

କୋଲକାତା: କରୋନା ମହାମାରୀ ଆମ ଜୀବନକୁ ବଦଳାଇଦେଇଛି । ଜୀବିକା ସହ ସାଧାରଣ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ହୋଇଛି । ଏହା ମଧ୍ୟରେ ମହାମାରୀ ସମୟରେ ବିବାହ ପଦ୍ଧତିକୁ ମଧ୍ୟ ବଦଳାଇଦେଇଛି । ସମସ୍ତଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ବିଚାରକୁ ନେଇ ଅନେକ ଦମ୍ପତ୍ତି ବର୍ତ୍ତମାନ ଘରେ ବିବାହ କିମ୍ବା…

ଇସ୍ରାଏଲର ଏରୋ ଆଂଟି ବ୍ୟାଲେଷ୍ଟିକ ମିସାଇଲର ସଫଳ ପରୀକ୍ଷଣ

ତେଲ ଅବୀବ: ରକ୍ଷା କ୍ଷେତ୍ରରେ ଇସ୍ରାଏଲକୁ ଆଜି ବଡ ସଫଳତା ମିଳିଛି । ଏରୋ ୩ ଆଂଟି ବ୍ୟାଲେଷ୍ଟିକ ମିସାଇଲ ସିଷ୍ଟମର ସଫଳ ପରୀକ୍ଷଣ କରିଛି । ଇସ୍ରାଏଲ ଏୟାରଫୋର୍ସ କିଛି ଦିନ ମଧ୍ୟରେ ଏହାକୁ ସାମିଲ କରିବ ବୋଲି ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଡିଫେନ୍ସ ସିଷ୍ଟମକୁ…

ପ୍ରେମିକ ଦେଇଥିଲା ପ୍ରେମିକାର ମାଆକୁ କିଡନୀ, ପ୍ରତିରୋପଣ ପରେ ପ୍ରେମିକା ଚମ୍ପଟ୍

ଭୁବନେଶ୍ୱର: ପ୍ରେମ ଓ ପ୍ରେମିକା ପାଇଁ ଅନେକ ଲୋକ ଅପ୍ରତ୍ୟଶିତ ପଦକ୍ଷେପ ନେବାକୁ ପଛାଇନଥାନ୍ତି । ଏମିତି ଅନେକ କାହାଣୀ ଓ ଘଟଣା ରହିଛି ଯେଉଁଠି ପ୍ରେମିକା ପାଇଁ ଜଣେ ପ୍ରେମିକ ତା ଜୀବନକୁ ବି ବାଜି ଲଗାଇଦେଇଛି । ହେଲେ ସମସ୍ତଙ୍କ ପ୍ରେମ କାହାଣୀର ଅନ୍ତ କିନ୍ତୁ ସମାନ ନଥାଏ । ମେକ୍ସିକୋର…

ଏବେ କେବଳ ମାଲିକ ହାତରେ ଫୁଟିବ ବନ୍ଧୁକ

ୱାଶିଂଟନ: ଏବେ କେବଳ ମାଲିକ ହାତରେ ଫୁଟିବ ସ୍ମାର୍ଟ ବନ୍ଧୁକ । ଯାହାକୁ ଚୋର କି ଅନ୍ୟ କୌଣସି ବ୍ୟକ୍ତି ବ୍ୟବହାର କରି ପାରିବେ ନାହିଁ । ଏହାକୁ ସ୍ମାର୍ଟ ବନ୍ଧୁକ କୁହାଯାଏ । ଏହି ସ୍ମାର୍ଟ ବନ୍ଧୁକ ଦ୍ୱାରା ଘରେ ଶିଶୁଙ୍କ ଅଜାଣତରେ ବନ୍ଧୁକ ଫୁଟିବା ଏବଂ ଆତ୍ମହତ୍ୟା ଭଳି ଅଘଟଣକୁ ଏଡ଼ାଇ…

ୟୁପି ନିର୍ବାଚନ: ସୋନଭଦ୍ରର ୧୧ ଗ୍ରାମ ଶେଷ ଥର ପାଇଁ ଦେବେ ଭୋଟ

ଲକ୍ଷ୍ନୌ: ୟୁପି ନିର୍ବାଚନ ସରଗରମ ଜୋର ଧରିଥିବା ବେଳେ ସୋନଭଦ୍ରର ୧୧ଟି ଗ୍ରାମ କିନ୍ତୁ ଏହାଠାରୁ ଦୂରରେ ରହିଛି । ୟୁପିରାଜନୈତିକ ଦଳ ଏବଂ ନେତାଙ୍କ ଏହି ଗ୍ରାମଗୁଡିକ ପ୍ରତି ଏତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଭୋଟ ଦେବା ପ୍ରତି ଗ୍ରାମବାସୀଙ୍କ ଆଗ୍ରହ ମଧ୍ୟ ନାହିଁ । ୨୦୨୨ରେ ଶେଷ ଥର…

ଟିକାକରଣର ୬ ମାସ ପରେ କମୁଛି ଇମ୍ୟୁନିଟି ଲେବଲ୍‌!

ନୂଆଦିଲ୍ଲୀ: ଏସିଆନ୍ ହେଲଥ କେୟାର ଫାଉଣ୍ଡେସନ୍ ସହିତ ହାଇଦ୍ରାବାଦର AIG ହସ୍ପିଟାଲ୍ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଗବେଷଣାର ଫଳାଫଳ ପ୍ରକାଶ କରିଛି। ଅଧ୍ୟୟନରୁ ଜଣାପଡିଛି ଯେ ପ୍ରାୟ ୩୦% ବ୍ୟକ୍ତିଙ୍କ ଟିକାକରଣର ୬ ମାସ ପରେ ରୋଗ ପ୍ରତିରୋଧକ ସ୍ତର ହ୍ରାସ ପାଇଛି। ସଂପୂର୍ଣ୍ଣ ଟୀକାକରଣ…