Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସବୁ ରାଜ୍ୟକୁ କେନ୍ଦ୍ରର ଚିଠି: ଅକ୍ସିଜେନ୍ ପ୍ରସ୍ତୁତ ରଖ, ଅକ୍ସିଜେନ୍ କଣ୍ଟ୍ରୋଲ୍ ରୁମ୍ ଖୋଲ

ନୂଆଦିଲ୍ଲୀ: ଦେଶରେ କରୋନା ଲମ୍ବା ଲମ୍ଫ ମାରୁଛି । ସଂକ୍ରମଣ ଉପରମୁହାଁ । ଆଗକୁ ସ୍ଥିତି ଅସମ୍ଭାଳ ହୋଇପାରେ । ପ୍ରସ୍ତୁତ ରହିବା ପାଇଁ ସବୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । 48 ଘଣ୍ଟା ଅକ୍ସିଜେନ୍ ମହଜୁତ ରଖିବା ପାଇଁ ଚିଠିରେ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ: ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ୱରେ ତଦନ୍ତ କମିଟି ଗଠନ

ନୂଆଦିଲ୍ଲୀ: ପଞ୍ଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ଯାଞ୍ଚ ପାଇଁ ଗଠନ ହେଲା କମିଟି । ଏକ ୫ ଜଣିଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଇନ୍ଦୁ ମାଲହ୍ରୋତାଙ୍କ ନେତୃତ୍ୱରେ କମିଟି ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ତଦନ୍ତ କରିବ । ଏହି କମିଟିରେ…

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଟ୍ୱିଟର୍ ଆକାଉଣ୍ଟ ହ୍ୟାକ୍

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଟ୍ୱିଟର୍ ଆକାଉଣ୍ଟ ହ୍ୟାକ୍ । ଆଜି ସୋସିଆଲ୍ ମିଡିଆ ଆକାଉଣ୍ଟ କିଛି ସମୟ ପାଇଁ ହ୍ୟାକ୍ ହୋଇଥିଲା । ହ୍ୟାକର ଆକାଉଣ୍ଟକୁ ଏଲନ୍ ମସ୍କ ନାଁରେ ଲେଖିଥିଲେ । ଯେଉଁଠାରେ ଲେଖା ହୋଇଥିଲା ଗ୍ରେଟ୍ ଜବ୍ । ଏଥିସହ କିଛି ଲିଙ୍କ୍ ବି ସେୟାର…

ଆଜିଠାରୁ NEET PG କାଉନସେଲିଂ

ନୂଆଦିଲ୍ଲୀ: ମେଡିକାଲ୍ ପାଠ୍ୟକ୍ରମମରେ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ହେଉଛି NEET-PG କାଉନସେଲିଂ । ୪ ମାସ ବିଳମ୍ବରେ କାଉନସେଲିଂ ଆରମ୍ଭ ହେଉଛି । ଗତ ସେପଟେମ୍ବରରେ NEET-PG ପରୀକ୍ଷା ହୋଇଥିଲା । କିନ୍ତୁ କାଉନସେଲିଂ ବିଳମ୍ବ ଯୋଗୁ ଆଡମିସନ୍ ହୋଇପାରିନଥିଲା । ଗତ ୭ ତାରିଖରେ NEET-PG…

ସମସ୍ତେ ହେବେ ଓମିକ୍ରନ୍‌ ସଂକ୍ରମିତ; ରୋକିପାରିବନି ବୁଷ୍ଟର ଡୋଜ!

ନୂଆଦିଲ୍ଲୀ: ବରିଷ୍ଠ ବିଶେଷଜ୍ଞମାନେ କହିଛନ୍ତି ଯେ କରୋନାର ଓମିକ୍ରନ୍ ପ୍ରଜାତିକୁ ରୋକିବା ପ୍ରାୟ ଅସମ୍ଭବ ଏବଂ ଶେଷରେ ଏହା ସମଗ୍ର ବିଶ୍ୱକୁ ସଂକ୍ରମିତ କରିବ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ର ବରିଷ୍ଠ ଡାକ୍ତରଙ୍କ କହିବା ଅନୁଯାୟୀ ଓମିକ୍ରନ୍‌କୁ ରୋକିବାରେ…

ଆମେରିକା ଓ ବ୍ରିଟେନରେ ହ୍ରାସ ପାଇବ ଓମିକ୍ରନ୍ ମାମଲା

ନୂଆଦିଲ୍ଲୀ: ସାରା ବିଶ୍ବରେ ଓମିକ୍ରନ୍‌ ସଂକ୍ରମଣ ସ୍ଥିତି ଉଦ୍‌ବେଗଜନକ ହୋଇଛି। ବୈଜ୍ଞାନିକମାନେ ଏ ନେଇ ଚେତାବନୀ ଦେଇଛନ୍ତି। ବ୍ରିଟେନ ଏବଂ ଆମେରିକାରେ ସଂକ୍ରମଣ ଯେତିକି ବେଗରେ ମାଡୁଛି ସେତିକି ବେଗରେ ଏହା ତଳକୁ ଖସିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ଭୂତାଣୁ ପ୍ରଥମେ…

ଦିଲ୍ଲୀ ବିଜେପି ହେଡକ୍ୱାର୍ଟର୍ସରେ ପଶିଲା କରୋନା, ୪୨ କର୍ମଚାରୀ ପଜିଟିଭ୍

ନୂଆଦିଲ୍ଲୀ: ମାଡୁଛି କରୋନା । ଦିଲ୍ଲୀ ସ୍ଥିତ ବିଜେପି ହେଡକ୍ୱାର୍ଟର୍ସରେ ପଶିଲା କରୋନା । ଏକାଥରକେ ୪୨ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଭିତରେ କିଛି ସୁରକ୍ଷାକର୍ମୀ ଓ ଦଳୀୟ କର୍ମକର୍ତ୍ତା । କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିବା ପରେ ସମସ୍ତ ଆଇସୋଲେସନରେ ଅଛନ୍ତି । କେନ୍ଦ୍ର…

ନୀତିନ ଗଡକରୀ କରୋନା ପଜିଟିଭ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜେ ଟ୍ୱିଟରରେ ଏହି ସୂଚନା ପ୍ରଦାନ କରିଛନ୍ତି। “ସେ କହିଛନ୍ତି ଯେ ସେ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ‌ରହିଛି। ଏହାସହିତ ସେ ସମସ୍ତ ଆବଶ୍ୟକୀୟ…

ଦେଶରେ ଦୁଇ ଲକ୍ଷ ମୁହାଁ ଦୈନିକ କରୋନା ସଂକ୍ରମଣ, ଗତକାଲି ଅପେକ୍ଷା ୧୫% ଅଧିକ

ନୂଆଦିଲ୍ଲୀ: ଦେଶରେ ମାଡୁଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଦୁଇ ଲକ୍ଷ ମୁହାଁ ହୋଇଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୯୪ ହଜାର ୭୨୦ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଆଜି ୨୬ ହଜାର ୬୫୭ ଅଧତ୍କ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୫.୮ ପ୍ରତିଶତ ଅଧିକ ଆକ୍ରାନ୍ତ…

ଆମେରିକା ଡାକ୍ତରଙ୍କ ରେକର୍ଡ: ମଣିଷ ଶରୀରରେ ପ୍ରତିରୋପଣ କଲେ ଘୁଷୁରୀ ହୃଦୟ

ୱାଶିଂଟନ: ଆମେରିକୀୟ ଡାକ୍ତରୀ ଟିମର ଚମକ୍ରାର । ଚିକିତ୍ସା ଇତିହାସରେ ରଚିଲେ ବିରଳ ରେକର୍ଡ । ମଣିଷ ଶରୀରରେ ପ୍ରତିରୋପଣ କଲେ ଘୁଷୁରୀ ହୃଦୟ । ଚିକିତ୍ସା ଇତିହାସରେ ଏହା ପ୍ରଥମ ହୋଇଥିବା ବେଳେ ଆଗାମୀ ସମୟରେ ଅଙ୍ଗଦାନର ଅଭାବକୁ ପୂରଣ କରିବାକୁ ଏହି ପଦ୍ଧତି ସାହାଯ୍ୟ କରିବ ବୋଲି ବିଶ୍ୱାସ…