Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମିଳିଲାନି ଲୋନ୍‌, ବ୍ୟାଙ୍କରେ ନିଆଁ ଲଗାଇଦେଲେ ଆବେଦନକାରୀ

ଭୁବନେଶ୍ୱର: ଅନେକ ସମୟରେ ଆମେ ହେଉ ଅବା ଅନ୍ୟ କେହି, ମାନସିକତାରେ ଆସିଥାଏ ଅପ୍ରତ୍ୟଶିତ ପରିବର୍ତ୍ତନ । ସେହି କ୍ଷଣରେ କିଛି ଗୋଟିଏ ଅନିୟନ୍ତ୍ରିତ ଘଟଣା ନିଶ୍ଚିତ ଭାବେ ସାମ୍ନାକୁ ଆସିଥାଏ । ଯେମିତି କି ଜଣେ ବ୍ୟକ୍ତି ଲୋନ୍ ପାଇଁ ଦୌଡିଦୌଡି ନୟାନ୍ତ ହେବା ପରେ ଶେଷରେ ରାଗ ଶୁଝାଇବାକୁ ଯାଇ…

ନେପଚ୍ୟୁନ ଓ ୟୁରାନସରେ ହେଉଛି ହୀରା ବର୍ଷା !

ପୁରୀ: ସୌରଜଗତର ଦୁଇ ଗ୍ରହ ନେପଚ୍ୟୁନ ଓ ୟୁରାନସରେ ହୀରା ବର୍ଷା ହେଉଛି । ବିଶ୍ୱାସ ନ ହେଲେ ବି ଏହା ସତ । ତେବେ ଏହି ହୀରା ଆଣିବା ପୃଥିବୀବାସୀଙ୍କ ପାଇଁ ଏତେଟା ସହଜ ହେବ ନାହିଁ । ଆସନ୍ତୁ ଜାଣିବା ଏହାର ବୈଜ୍ଞାନିକ କାରଣ ସମ୍ପର୍କରେ.. ସୂର୍ଯ୍ୟଠାରୁ ଅନତି ଦୂରରେ ଥିବା ଏହି ୨ ଗ୍ରହରେ…

ଆୟକର ପୈଠର ସମୟ ସୀମା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଧି : କେନ୍ଦ୍ର ଅର୍ଥମନ୍ତ୍ରାଳୟ

ଦିଲ୍ଲୀ : ଆୟକର ପୈଠର ସମୟ ସୀମା ବୃଦ୍ଧି । କେନ୍ଦ୍ର ସରକାର ଆୟକର ପୈଠର ସମୟ ସୀମା ବୃଦ୍ଧି କରିଛନ୍ତି ।୨୦୨୨ ମାର୍ଚ୍ଚ ୧୫ ତାରିଖକୁ ଆୟକର ପୈଠର ତାରିଖ ଘୁଞ୍ଚାଇ ଦିଆଯାଇଛି । ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ରାଜସ୍ୱ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି । ଆୟକର ପୈଠ ସମୟ ସୀମା ବଢାଇବା ସହ…

ଆଇଏନଏସ ବିଶାଖାପାଟନମରୁ ବ୍ରହ୍ମୋସର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ଏଣିକି ଶ୍ରୁତଙ୍କୁ ଜବାବ ଦେବ ଭାରତ । କାରଣ, ନୌସେନା ଯୁଦ୍ଧ ଜାହାଜ ଆଇଏନଏସ ବିଶାଖାପାଟନମରୁ ସଫଳତାର ସହ ପରୀକ୍ଷଣ ହୋଇଛି ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର । ପରୀକ୍ଷଣ ସଫଳ ହୋଇଥିବା ନେଇ ସୂଚନା ଦେଇଛି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ ବା…

ସାଇନାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇ ଫସିଲେ ସିଦ୍ଧାର୍ଥ

ନୂଆଦିଲ୍ଲୀ: ଭାରତର ଅଲିମ୍ପିକ ପଦକ ବିଜେତା ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ପ୍ରତି ଅଭଦ୍ର ଟିପ୍ପଣୀ କରି ଫସିଛନ୍ତି କମ ଜଣାଶୁଣା ଅଭିନେତା ସିଦ୍ଧାର୍ଥ । ନ୍ୟାଶନାଲ କମିଶନ ଫର ଓମ୍ୟାନ (ଏନସିଡବ୍ଲ୍ୟୁ)ର କମିଶନର ଅଭିନେତା ସିଦ୍ଧାର୍ଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା…

ଗେଟସ୍ ଅଫ୍ ହେଲରେ ପଡ଼ିବ ତାଲା

ତୁର୍କମେନିସ୍ତାନ: ସ୍ୱର୍ଗ, ମର୍ତ୍ତ୍ୟ ଏବଂ ନର୍କ ବିଷୟରେ ତ ଆପଣମାନେ ଶୁଣିଥିବେ । ହେଲେ ମର୍ତ୍ତ୍ୟରେ ନର୍କର ଦ୍ୱାର ଅଛି ବୋଲି ଶୁଣିଛନ୍ତି କି? ବିଶ୍ୱର ଏମିତି ଏକ ସ୍ଥାନରେ ନର୍କ ଦ୍ୱାର ଥିବା ଜ୍ୱଳନ୍ତ ପ୍ରମାଣ ରହିଛି । ତୁର୍କମେନିସ୍ତାନର କୁରକୁମ ମରୁଭୂମିରେ ଏକ ବଡ଼ ଗର୍ତ୍ତ ରହିଛି…

ପାୱାରଙ୍କ ବଡ ଘୋଷଣା : ସମାଜବାଦୀ ପାର୍ଟି ସହ ମିଶି ୟୁପି ନିର୍ବାଚନ ଲଢ଼ିବ ଏନସିପି

ଲକ୍ଷ୍ନୌ: ଏନସିପି ମୁଖ୍ୟ ଶରଦ ପାୱାର ଉତରପ୍ରଦେଶ ନିର୍ବାଚନରେ ସମାଜବାଦୀ ପାର୍ଟି ସହ ମିଶି ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ଅଖିଳେଶ ଯାଦବଙ୍କ ପାର୍ଟି ସହ ଗଠବନ୍ଧନ କରି ଆମେ ରାଜ୍ୟରୁ ବିଜେପିକୁ ହଟାଇବୁ ବୋଲି ସେ କହିଛନ୍ତି । ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡି ଏସପିରେ ଯୋଗ ଦେବା…

ଲକ୍‌ଡାଉନ୍‌ ଭୟରେ ପୁଣି ଘର ମୁହାଁ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ସମେତ ସମଗ୍ର ଦେଶରେ କରୋନା ସଂକ୍ରମଣର ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ପୁଣି ଥରେ ଲକ୍‌ଡାଉନ୍‌ ଲାଗୁ ହେବା ନେଇ ଆଶଙ୍କା କରାଯାଉଛି। ଲକଡାଉନ୍ ଆଶଙ୍କାରେ ପ୍ରବାସୀ ଶ୍ରମିକମାନେ ପୁଣି ଥରେ ସ୍ଥାନାନ୍ତରଣ କରିବା ଆରମ୍ଭ କରିଛନ୍ତି। ସ୍ଥାନାନ୍ତରଣର ପ୍ରଥମ ଦୃଶ୍ୟ…

ମକର ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କୁ ‘ଗଙ୍ଗା ସ୍ନାନ’ ମନା

ନୂଆଦିଲ୍ଲୀ: ମକର ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁମାନେ ଗଙ୍ଗା ନଦୀରେ ପବିତ୍ର ବୁଡ଼ ପକାଇପାରିବେ ନାହିଁ। ଏ ନେଇ ହରିଦ୍ୱାର ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛି। କରୋନା ରୋଗର ତୃତୀୟ ତରଙ୍ଗ ତଥା ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ନିର୍ଦ୍ଦେଶ…

ଲତା ମଙ୍ଗେଶକରଙ୍କୁ କରୋନା

ନୂଆଦିଲ୍ଲୀ: ସାରା ଦେଶରେ କରୋନା ମାମଲା କ୍ଷୀପ୍ର ବେଗରେ ବଢୁଛି। ଯାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଏହାରି ଭିତରେ ଲୋକପ୍ରିୟ ଗାୟିକା ଲତା ମଙ୍ଗେଶକର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ୯୨ ବର୍ଷୀୟ…