Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସିଦ୍ଧାର୍ଥଙ୍କ ବିରୋଧରେ ରୁଜୁ ହେଲା ମାମଲା

ହାଇଦ୍ରାବାଦ: ହାଇଦ୍ରାବାଦ ପୋଲିସର ସାଇବର କ୍ରାଇମ ବ୍ରାଞ୍ଚ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ବିରୋଧରେ ବିବାଦୀୟ ଟ୍ୱିଟ ପାଇଁ ଫିଲ୍ମ 'ରଙ୍ଗ ଦେ ବସନ୍ତୀ' ଅଭିନେତା ସିଦ୍ଧାର୍ଥଙ୍କ ବିରୋଧରେ ମାମଲା ରୁଜୁ କରିଛି। ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ କହିଛନ୍ତି ଯେ ସୋସିଆଲ…

ରକେଟ୍ ବୈଜ୍ଞାନିକ ଏସ୍‌. ସୋମନାଥ ହେବେ ଇସ୍ରୋର ନୂଆ ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ର ଅଧ୍ୟକ୍ଷ ଭାବେ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର, ଥିରୁବନନ୍ତପୁରମ୍‌ର ନିର୍ଦ୍ଦେଶକ ତଥା ସିନିୟର ରକେଟ୍ ବୈଜ୍ଞାନିକ ଏସ ସୋମନାଥଙ୍କୁ ନିଯୁକ୍ତି ଦିଆଯାଇଛି। ଇସ୍ରୋ ର ଦଶମ ଚେୟାରମ୍ୟାନ୍ ହେବା ବ୍ୟତୀତ ସେ ମହାକାଶ…

କୋଭାକ୍ସିନ୍‌ ବୁଷ୍ଟର ଡୋଜ୍‌ ଓମିକ୍ରନ୍‌ ବିରୁଦ୍ଧରେ ୯୦% ପ୍ରଭାବଶାଳୀ

ନୂଆଦିଲ୍ଲୀ: କୋଭାକ୍ସିନ୍ ନିର୍ମାତା ଭାରତ ବାୟୋଟେକ୍ କହିଛି ଯେ କୋଭାକ୍ସିନ୍‌ର ବୁଷ୍ଟର୍ ଡୋଜ୍ ଉଭୟ ଓମିକ୍ରନ୍ (B.1.529) ଏବଂ ଡେଲଟା (B.1.617.2) ବିରୁଦ୍ଧରେ ଆଣ୍ଟିବଡି ପ୍ରତିକ୍ରିୟା ସୃଷ୍ଟି କରିଛି। ତଥ୍ୟ ଅନୁଯାୟୀ କୋଭାକ୍ସିନ୍‌ ବୁଷ୍ଟର ଡୋଜ ଡେଲଟା ବିରୁଦ୍ଧରେ ୧୦୦%…

ଦେଶରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବିଶେଷଜ୍ଞଙ୍କ ଅନୁଯାୟୀ ଜାନୁଆରୀ ଶେଷ ସୁଦ୍ଧା ଭାରତରେ କୋଭିଡ ସଂକ୍ରମଣର ମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ ପ୍ରାୟ ୮ ମାସ ମଧ୍ୟରେ ଦେଶରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ମାମଲା ୨ ଲକ୍ଷ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨, ୪୭,୪୧୭ ଟି…

ଆଜି ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମୋଦୀ

ନୂଆଦିଲ୍ଲୀ: ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବଡ ବୈଠକ କରିପାରନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ସନ୍ଧ୍ୟା ୪.୩୦ରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଦେଶରେ ଦୈନିକ କରୋନା…

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ କରୋନା

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦୃତ ଗତିରେ ବଢିବାରେ ଲାଗିଛି । ରାଜନେତାଙ୍କଠାରୁ ଆରମ୍ଭ କରି ବହୁ ସେଲିବ୍ରେଟି ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଏହି ତାଲିକାରେ ଏବେ ଯୋଗ ଦେଇଛନ୍ତି କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ । ଏନେଇ ସେ ଟ୍ୱିଟ୍…

ଭାରତରେ କୋଭିଡ ଅନୁଦାନ ରୂପେ ମିଳିବ ମୁଣ୍ଡପିଛା ୫ହଜାର ଟଙ୍କା, କେତେ ସତ ?

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ନାଗରିକଙ୍କୁ ୫ହଜାର ଟଙ୍କା ପ୍ରଦାନ କରିବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ! ଏହି ଅର୍ଥରାଶିକୁ କେନ୍ଦ୍ର ସରକାର ଜାନୁଆରୀ ୧୫ ପର୍ଯ୍ୟନ୍ତ ପ୍ରଦାନ କରିବେ । ଏଭଳି ଏକ ବାର୍ତ୍ତା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଏହି ଖବରକୁ ନେଇ କେନ୍ଦ୍ର କିମ୍ବା…

ଦେଶରେ ୪,୮୬୮ରେ ପହଞ୍ଚିଲାଣି ଓମିକ୍ରନ୍‌ ମାମଲା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତର ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୫୦୦୦ରେ ପହଞ୍ଚିଲାଣି। ଦେଶରେ ଏପର୍ଯ୍ୟନ୍ତ ୪,୮୬୮ ଟି ମାମଲା ଦେଶରେ ଏପର୍ଯ୍ୟନ୍ତ ରିପୋର୍ଟ ହୋଇଛି। ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ଯଥାକ୍ରମେ ୧୨୮୧…

ଅମରିନ୍ଦର ସିଂ କରୋନା ପଜିଟିଭ

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ‌ସେ ନିଜେ ସୂଚନା ଦେଇଛନ୍ତି। ସେ ଏକ ଟୁଇଟ୍‌ ଜରିଆରେ କହିଛନ୍ତି ଯେ, "ତାଙ୍କର କରୋନାର ସାମାନ୍ୟ ଲକ୍ଷଣ ରହିଛି। ସେ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ଏହାସହିତ ତାଙ୍କ…

ରାଜଧାନୀରେ ଆଗାମୀ ୨ରୁ ୩ଦିନ ମଧ୍ୟରେ କୋହଳ ହୋଇପାରେ କଟକଣା

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣର ଗତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ସରକାର ଏହି ପ୍ରତିବନ୍ଧକକୁ ଆହୁରି କଡାକଡି କରିଛନ୍ତି। ଏହାରି ଭିତରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ବୁଧବାର କହିଛନ୍ତି ଯେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ସ୍ଥିତି ସ୍ଥିର ରହିଛି ଏବଂ…