Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭିକି ଓ କାଟ୍ରିନାଙ୍କ ଭିତରେ ରହିଛି ଖାସ୍‌ କନେକ୍ସନ୍‌; ଆୟୁଷ୍ମାନ

ମୁମ୍ବାଇ: ବଲିଉଡ୍‌ ଚଚ୍ଚିର୍ତ ଯୋଡି ଭିକି କୌଶଲ ଏବଂ କାଟ୍ରିନା କୈଫ୍‌ ବିବାହ ଖବରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସେମାନଙ୍କ ସମ୍ପର୍କକୁ ନେଇ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ଲାଗି ରହିଛି। ତାଙ୍କ ବନ୍ଧୁ ବିକି ଏବଂ କ୍ୟାଟଙ୍କ ସମ୍ପର୍କ…

ପାଖେଇ ଆସିଲାଣି ବିବାହ ସମୟ ,ଏବେଠୁ ବ୍ରେକ୍ ନେଲେଣି କ୍ୟାଟ୍ରିନା କୈଫ୍

ମୁମ୍ବାଇ : ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଚିକିନି ଚମେଲୀ କ୍ୟାଟ୍ରିନା କୈଫ୍ । ସେ ଆସନ୍ତା ମାସରେ ବଲିଉଡ୍ ହିଟ୍ ଷ୍ଟାର, ହ୍ୟାଣ୍ଡସମ୍ ବୟେ ଭିକି କୌଶଲଙ୍କୁ ବିବାହ କରିବାକୁ ଯାଉଛନ୍ତିା ବିବାହ ତାରିଖ ପାଖେଇ ଆସିଲାଣି । ଏହି ଗ୍ରାଣ୍ଡ ମ୍ୟାରେଜକୁ ନେଇ ସମସ୍ତଙ୍କ ମନରେ…

ପ୍ରଦୂଷଣକୁ ନେଇ ସରକାରଙ୍କ ଉପରେ ପୁଣି ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଧବାର ଦିନ ସୁପ୍ରିମକୋର୍ଟ ପୁଣି ଥରେ ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣ ଉପରେ ଶୁଣାଣି ଆରମ୍ଭ କରିଛନ୍ତି। ଏହି ସମୟରେ ସୁପ୍ରିମକୋର୍ଟ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସରକାର କେଉଁ କାର୍ଯ୍ୟ କରିଛନ୍ତି ସେ ନେଇ ପୁଣି ଥରେ ପ୍ରଶ୍ନ ପଚାରିଛନ୍ତି। କେବଳ ଏତିକି ନୁହେଁ, ପ୍ରଧାନ…

କ୍ରିପ୍ଟୋକରେନ୍ସିକୁ ବ୍ୟାନ୍‌ କରିପାରନ୍ତି ମୋଦୀ ସରକାର; ଚିନ୍ତାରେ ମସ୍କ!

ନୂଆଦିଲ୍ଲୀ: କ୍ରିପ୍ଟୋକରେନ୍ସିକୁ ବ୍ୟାନ୍‌ କରିପାରନ୍ତି ମୋଦୀ ସରକାର। ଏ ନେଇ କେନ୍ଦ୍ରସରକାର ଅଧିକ ଶକ୍ତ ହେଉଥିବା ଜଣାପଡିଛି। ବାସ୍ତବରେ ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ କ୍ରିପ୍ଟୋକରେନ୍ସି ସହ ଜଡିତ ଏକ ବିଲ୍ ଆଣିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି। ଭାରତରେ ସମସ୍ତ ପ୍ରକାରର…

ଅପମାନିତ ହେଲେ କେନ୍ଦ୍ର ମନ୍ତ୍ରି ସ୍ମୃତି ଇରାନୀ: କପିଲ ଶର୍ମା ଶୋର ଗାର୍ଡ ସେଟକୁ ଛାଡିଲାନି

ମୁମ୍ବାଇ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଏକ ଟିଭି କାର୍ଯ୍ୟକ୍ରମ ଶୋରେ ଘୋର ଅପମାନିତ ହେବାକୁ ପଡିଛି । ରିପୋର୍ଟ ମୁତାବକ କପିଲ ଶର୍ମାଙ୍କ ଶୋରେ ସ୍ମୃତି ଇରାନୀ ଯୋଗ ଦେବା ପାଇଁ ନିମନ୍ତ୍ରିତ ହୋଇଥିଲେ । ମାତ୍ର ଦୁଃଖର କଥା ଶୋ’ର ଗାର୍ଡ ତାଙ୍କୁ ଭିତରକୁ ଛାଡି ନ ଥିଲା । କେନ୍ଦ୍ର…

ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ଆଜିଠୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ସନ୍ଧ୍ୟା ୫ଟାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ବେଳେ ବିଏସଏଫର ଅଧିକାର କ୍ଷେତ୍ର ବୃଦ୍ଧି…

ଗୌତମ ଗମ୍ଭୀରଙ୍କୁ ଆତଙ୍କୀ ସଂଗଠନର ହତ୍ୟା ଧମକ

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ । ISIS କାଶ୍ମୀର ନାଁରେ ଜୀବନରେ ମାରି ଦେବାକୁ ଧମକ ଆସିଛି । ଏନେଇ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଗୌତମ ଗମ୍ଭୀର । ଏହାପରେ ଖୋଳତାଡ ଆରମ୍ଭ କରିଛି ଦିଲ୍ଲୀ ପୋଲିସ । ମଧ୍ୟ ଦିଲ୍ଲୀ ଡିସିପି…

ଆକାଶଛୁଆଁ ଟମାଟୋ ଦର; କେ.ଜିକୁ ୧୨୦ ଟଙ୍କା

ନୂଆଦିଲ୍ଲୀ: ଦେଶର ଅଧିକାଂଶ ସହରରେ ଆକାଶଛୁଆଁ ଟମାଟୋ ଦର। ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୮୦ ଟଙ୍କା ଉପରେ ରହିଛି। କିନ୍ତୁ ସରକାରୀ ତଥ୍ୟ ଅନୁଯାୟୀ ବ୍ୟାପକ ବର୍ଷା ହେତୁ ଟମାଟୋର ଖୁଚୁରା ମୂଲ୍ୟ କେତେକ ଦକ୍ଷିଣ ରାଜ୍ୟରେ କିଲୋଗ୍ରାମ ପିଛା ୧୨୦ ଟଙ୍କାକୁ ବୃଦ୍ଧି ପାଇଛି।…

କଳିଙ୍ଗରେ ଜୁନିଅର ହକି ବିଶ୍ୱକପ୍

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହୋଇଛି ପୁରୁଷ ଜୁନିଅର ବିଶ୍ୱକପ୍ ହକି । ବିନା ଦର୍ଶକରେ ମ୍ୟାଚ୍ ଖେଳାଯାଉଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ବେଲଜିୟମ୍ ଓ ଦକ୍ଷିଣ ଆଫ୍ରିକା । ଆଜି ୫ଟି ମ୍ୟାଚ୍ ଖେଳାଯିବ । କାନାଡ଼ା-ପୋଲାଣ୍ଡ, ମାଲେସିଆ-ଚିଲି,…

ଅଳ୍ପ ପରିମାଣର ଡ୍ରଗ୍ସ ରଖିବା କିମ୍ବା ବ୍ୟବହାର କରିବା ଅପରାଧ ନୁହେଁ!

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ କୃଷି ଆଇନ ପ୍ରତ୍ୟାହାର, ଘରୋଇ କ୍ରିପ୍ଟୋକରେନ୍ସି ଉପରେ ପ୍ରତିବନ୍ଧକ ସମେତ ୨୬ ଟି ବିଲ୍ ଆଣିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ନାର୍କୋଟିକ୍ସ ଡ୍ରଗ୍ ବିଲ୍, ୨୦୨୧। ଏହା ଅଧୀନରେ ଏକ ବ୍ୟବସ୍ଥା କରାଯିବ ଯେ…