Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୫୬ତମ ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତା ୨୦ ଓ ୨୧ ତାରିଖରେ ଲକ୍ଷ୍ନୌରେ ଅନୁଷ୍ଠିତ ହେଉଛି ପୋଲିସ ମହାନିର୍ଦ୍ଦେଶକଙ୍କ ୫୬ତମ ସମ୍ମିଳନୀ । ଲକ୍ଷ୍ନୌର ପୋଲିସ ସଦର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ବିଭିନ୍ନ ପୋଲିସ ବାହିନୀର…

କରନ ଜୋହରଙ୍କ ପାଇଁ ଯୋଦ୍ଧା ସାଜିଲେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା

ମୁମ୍ବାଇ: ସବୁବେଳେ ଫ୍ୟାମିଲି ଡ୍ରାମା ଓ ଲଭ ରୋମାଣ୍ଟିକ୍ ମୁଭି ପ୍ରସ୍ତୁତ କରୁଥିବା କରନ ଜୋହର ଏବେ ଆକ୍ସନ୍ ମୁହାଁ ହୋଇଛନ୍ତି । ଆଗାମୀ ଦିନରେ ଖୁବଶୀଘ୍ର କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନର ତଳେ ରିଲିଜ ହେବାକୁ ଯାଉଛି ଆକ୍ସନ ପ୍ୟାକ୍‌ଡ ମୁଭି ୟୋଦ୍ଧା । କରନଙ୍କ ଫିଲ୍ମରେ ଯୋଦ୍ଧା…

[ଭିଡିଓ] ଜେସିବି ଚଢାଇ ମହିଳାଙ୍କୁ ହତ୍ୟା ଉଦ୍ୟମ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଯେଉଁଥିରେ ଜେସିବି ଚାଳକ ଜଣେ ମହିଳାଙ୍କୁ ମାରିବାକୁ ଉଦ୍ୟମ କରିଥିଲା । ହେଲେ ସୌଭାଗ୍ୟବଶତଃ ମହିଳା ଜଣକ ବର୍ତ୍ତିଯାଇଥିଲେ । ତେବେ ପରେ ସେ ପ୍ରତି ଆକ୍ରମଣ କରିବାକୁ ପଛାଇନଥିଲେ । ରାଜସ୍ଥାନ ବର୍ମେରରୁ…

ଖଲୀଙ୍କୁ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବେ କି ଅରବିନ୍ଦ କେଜ୍ରିୱାଲ !

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ୱାର୍ଲ୍ଡ ରେସଲିଂ ଏଂଟରଟେନମେଂଟ ଷ୍ଟାର ଦି ଗ୍ରେଟ ଖଲୀ (ଦିଲୀପ ସିଂ ରାଣା)ଙ୍କ ସାକ୍ଷାତ ରାଜନୀତି ମହଲକୁ ସରଗରମ କରିଛି । ଖଲୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ପ୍ରଶଂସା କରିଛନ୍ତି ।…

ଭାରତ-ଚୀନ୍ ମଧ୍ୟରେ ବୈଠକ ଶେଷ , ଦ୍ୱିପାକ୍ଷିକ ବୁଝାମଣାକୁ ଉଭୟ ପକ୍ଷର ସମ୍ମତି

ଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଦ୍ୱିପାକ୍ଷିକ ଆଲୋଚନା ଶେଷ ହୋଇଛି । ଦ୍ୱିପାକ୍ଷୀକ ରାଜିନାମାକୁ ସମ୍ମାନ ଜଣାଇବା ସହ ଆଗକୁ ସୀମାରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ଉଭୟ ପକ୍ଷ ରାଜି ହୋଇଛନ୍ତି ।ଅନ୍ୟପଟେ ଖୁବ୍ ଶିଘ୍ର ୧୪ ତମ କମାଣ୍ଡସ୍ତରୀୟ ଆଲୋଚନା…

ଏକତ୍ର ୯ଜଣଙ୍କୁ ବିବାହ କଲେ ବ୍ରାଜିଲ ଯୁବକ

ନୂଆଦିଲ୍ଲୀ: ବ୍ରାଜିଲର ଏକ ଅଦ୍ଭୁତପୂର୍ଣ୍ଣ ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଜଣେ ଯୁବକ ନିଜ ପତ୍ନୀଙ୍କ ସମେତ ୯ଜଣ ମହିଳାଙ୍କୁ ଏକତ୍ର ବିବାହ କରିଛନ୍ତି । ମଡେଲ ଆର୍ଥର ଓ ଓସରୋ ଗୋଟିଏ ବିବାହ ପ୍ରଥାକୁ ବିରୋଧ କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ ତାଙ୍କ ପତ୍ନୀ ଲୁଆନା ମଧ୍ୟ…

ଅରୁଣାଚଳ ପ୍ରଦେଶରେ ବାୟୁସେନାର ହେଲିକପ୍ଟର କ୍ରାଶ ,ଅଳ୍ପକେ ବର୍ତ୍ତିଲେ ୫ଜଣ

ଦିଲ୍ଲୀ : ଭାରତୀୟ ବାୟୁସେନାର ହେଲିକପ୍ଟର କ୍ରାସ ହୋଇଛି । ଆଜି ଅରୁଣାଚଳ ପ୍ରଦେଶରେ ବାୟୁସେନାର ବିମାନ ଏମଆଇ-୧୭ ହେଲିକପ୍ଟର କ୍ରାସଲ୍ୟାଣ୍ଡ କରିଛି । ଏହି ଦୁର୍ଘଟଣାରେ ବିମାନରେ ଥିବା ଦୁଇ ଜଣ ପାଇଲଟ ଓ ୩ ଜଣ କ୍ରିୟୁ ମେମ୍ବର ଅଳ୍ପକେ ରକ୍ଷା ପାଇଛନ୍ତି । ସୂଚନା ଅନୁସାରେ ହେଲିକପ୍ଟର…

ଅଫଲାଇନରେ ହେବ CBSE, CISCE ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା

ଦିଲ୍ଲୀ : ସିବିଏସଇ ଓ ସିଆଇଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କୁ ଝଟକା । ଏଥର ଅଫଲାଇନରେ ହେବ ବୋର୍ଡ ପରୀକ୍ଷା । ପରୀକ୍ଷା ହାଇବ୍ରିଡ ମୋଡରେ କରିବା ନେଇ ଛାତ୍ରଛାତ୍ରୀଙ୍କ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏଥର ପରୀକ୍ଷା ଅଫଲାଇନରେ ହେବ । ଆଉ ଛାତ୍ରଛାତ୍ରୀଙ୍କୁ…

ଦେଶୀ କୁଇନ୍ ସପନା ଚୌଧୁରୀଙ୍କ ନାଁରେ ଗିରଫ ଓ୍ୱାରେଣ୍ଟ, କିନ୍ତୁ କାହିଁକି ଜାଣନ୍ତୁ

ଲକ୍ଷ୍ନୌ: ଡ୍ୟାନ୍ସର ସପନା ଚୌଧୁରୀଙ୍କ ନାଁରେ ଗିରଫ ଓ୍ୱାରେଣ୍ଟ । ଲକ୍ଷ୍ନୌର ଏକ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏକ ସୋକୁ ବାତିଲ କରିବା ଓ ଦର୍ଶକଙ୍କ ଟଙ୍କା ଫେରସ୍ତ ନ କରିବା ଅଭିଯୋଗରେ ସପନାଙ୍କ ନାଁରେ ଏହି ଓ୍ୱାରେଣ୍ଟ ଜାରି କରିଛନ୍ତି କୋର୍ଟ । ନଭେମ୍ବର ୨୨ ତାରିଖ ସୁଦ୍ଧା ଗିରଫ…

ଆଜି ଭାରତ ଓ ଚୀନ WMCC ବୈଠକ

ଦିଲ୍ଲୀ: ଆଜି ଭାରତ ଓ ଚୀନ ୱାର୍କିଂ ମେକାନିଜିନ୍ ଫର କନସଲଟେସନ୍ ଆଣ୍ଡ ମେକାନିଜିମ୍ର ବା ଡ଼ବ୍ଲୁଏମସିସି ବୈଠକ ହେବ । ଭର୍ଚୁଆଲରେ ଏହି ବୈଠକ ବସିବ । ବୈଠକରେ ପ୍ରତିନିଧିତ୍ୱ କରିବେ ବରିଷ୍ଠ କୁଟନୀତିଜ୍ଞ ନବୀନ ଶ୍ରୀବାସ୍ତବ । ଏଥିରେ ସେନା ଅଧିକାରୀ, ଭାରତ ତିବତ ସୀମା ପୋଲିସ, ପ୍ରତିରକ୍ଷା ଓ…