Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ସିଏସଆର୍‌ରେ ସର୍ବାଧିକ ଖର୍ଚ୍ଚ କରିବା ସହ ଶୀର୍ଷରେ ରିଲାଏନ୍ସ

ନୂଆଦିଲ୍ଲୀ : ମୁକେଶ ଅମ୍ବାନିଙ୍କ ନେତୃତ୍ବାଧୀନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ୨୦୨୦-୨୧ ଆର୍ଥିକ ବର୍ଷରେ କର୍ପୋରେଟ ସୋସିଆଲ ରେସପନସିବିଲିଟି କ୍ଷେତ୍ରରେ ଦେଶରେ ସର୍ବାଧିକ ଖର୍ଚ୍ଚ କରିଥିବା କମ୍ପାନୀର ମାନ୍ୟତା ଲାଭ କରିଛି । କରୋନା ମହାମାରୀ ସମୟରେ ୨୦୨୦-୨୧ ଆର୍ଥିକ…

ତବଲିଗ ଜମାତ ଉପରେ ପ୍ରତିବନ୍ଧ ଲଗାଇଲା ସାଉଦି ଆରବ

ନୂଆଦିଲ୍ଲୀ: ମୁସଲିସ ବହୁଳ ରାଷ୍ଟ୍ରଗୁଡିକ ମଧ୍ୟ ଆତଙ୍କବାଦୀମାନେ ସମାଜ ପାଇଁ କ୍ଷତିକାରକ ବୋଲି ହୃଦୟଙ୍ଗମ କରିସାରିଲେଣି । ଏହାର ଜ୍ୱଳନ୍ତ ଉଦାହରଣ ହେଲା ସାଉଦି ଆରବ । ଶନିବାର ଏହି ମୁସଲିମ ଦେଶ ତବଲିଗ ଜମାତ ଉପରେ ପ୍ରତିବନ୍ଧ ଲଗାଇଛି । ଏହି ସଂଗଠନ ଆତଙ୍କବାଦୀଙ୍କ ପାଇଁ ଭୂସ୍ୱର୍ଗ ସାଜିଛି…

ରକେଟ୍ ଲଞ୍ଚର ‘ପିନାକ’ର ସଫଳ ପରୀକ୍ଷଣ

ଭୁବନେଶ୍ବର : ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ରକେଟ୍ ଲଞ୍ଚର ‘ପିନାକା’ର ପରୀକ୍ଷଣ ସଫଳ ହୋଇଛି । ରାଜସ୍ଥାନ ପୋଖରାନସ୍ଥିତ ପରୀକ୍ଷଣ କେନ୍ଦ୍ରରୁ ଏହି ରକେଟ ଲଞ୍ଚର ପରୀକ୍ଷଣ ସଫଳାତର ସହ ଶେଷ କରିଛି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ବା ଡିଆରଡିଓ । ପିନାକ ବାହ୍ୟ…

୯୦୦ କର୍ମଚାରୀଙ୍କ ଚାକିରୀ ଖାଇଥିବା ବିଶାଳ ଗର୍ଗ ଗଲେ ଲମ୍ବା ଛୁଟିରେ

ନୂଆଦିଲ୍ଲୀ: ୯୦୦ କର୍ମଚାରୀଙ୍କ ଜୁମ କଲ ମାଧ୍ୟମରେ ତୁଗଲକ ଫର୍ମାନା ଶୈଳୀରେ ଚାକିରୀ ଖାଇଥିବା ବେଟର ଡଟ କମ୍ପାନୀର ସିଇଓ ବିଶାଳ ଗର୍ଗ ବିଭିନ୍ନ ମହଲରେ ସମାଲୋଚିତ ହେବା ପରେ ଏବେ ତାଙ୍କର ଛୁଟି ହୋଇଛି । ଏକ ରିପୋର୍ଟ ମୁତାବକ କମ୍ପାନୀ ଏହି ଭାରତୀୟ ବଂଶୋଦ୍ଭବଙ୍କୁ ଏକପ୍ରକାର ଚାକିରୀରେ…

ନେପାଳ ରାଷ୍ଟ୍ରଦୂତଙ୍କ ଶିକ୍ଷା ଓ ଅନୁସନ୍ଧାନ ପରିଦର୍ଶନ

ଭୁବନେଶ୍ବର : ଶିକ୍ଷା ଓ ଅନୁସନ୍ଧାନ ପରିଦର୍ଶନ କରିଛନ୍ତି ନୂଆଦିଲ୍ଲୀରେ ଅବସ୍ଥାପିତ ନେପାଳ ଦୂତାବାସର ରାଷ୍ଟ୍ରଦୂତ । ନେପାଳ ଦୂତାବାସର ରାଷ୍ଟ୍ରଦୂତ ଦାୟିତ୍ବରେ ଥିବା ରାମ ପ୍ରସାଦ ସୁବେଦୀ ଆଜି ଶିକ୍ଷା ଓ ଅନୁସନ୍ଧାନ ପରିଦର୍ଶନ କରିବା ସହ ଏହାର ପ୍ରତିଷ୍ଠାନ ସଭାପତି ପ୍ରଫେସର ଡକ୍ଟର…

ଆମେରିକାରେ ଭୟଙ୍କର ଘୁର୍ଣ୍ଣିଝଡ, ୫୦ ମୃତ

ୱାଶିଂଟନ: ଆମେରିକାରେ ଭୟଙ୍କର ଘୁର୍ଣ୍ଣିଝଡ ତାଣ୍ଡବ ରଚିଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏ ପର୍ଯ୍ୟନ୍ତ ୫୦ଜଣଙ୍କର ଏହି ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ଘଟିସାରିଛି ଏବଂ ଅନେକ ଆହତ ହୋଇଛନ୍ତି । ଗ୍ରେବ୍ସ ଓ ମେଫିଲ୍ଡ ସହରରେ ଏହା ବ୍ୟାପକ କ୍ଷୟକ୍ଷତି ଘଟାଇଛି । ସ୍ଥାନୀୟ ପ୍ରଶାସନ…

ଦେଶରେ ବଢୁଛି ଫେକ୍ ଏନକାଉଣ୍ଟର, ଉଦବେଗ ପ୍ରକାଶ କଲେ ଜାତୀୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ

ନୂଆଦିଲ୍ଲୀ : ଚଳିବନି ଫେକ୍ ଏନକାଉଣ୍ଟର । ଲୋକଙ୍କ ନିକଟରେ ଏଥିଲାଗି ସରକାର ଉତ୍ତରଦାୟୀ ବୋଲି କହିଛନ୍ତି ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଅରୁଣ ମିଶ୍ର । ଦେଶରେ ଫେକ୍ ଏନକାଉଣ୍ଟର ସଂଖ୍ୟା ବଢୁଥିବାରୁ ସେ ଉଦବେଗ ପ୍ରକାଶ କରିଛନ୍ତି । ଏହାସହ ବିଚାର ବିଭାଗରେ ଦେଖାଦେଉଥିବା ବିଳମ୍ବକୁ…

ଦିଲ୍ଲୀରେ ଆଉ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ବ୍ୟାପିଲାଣି ଓମିକ୍ରନ୍ ଭୂତାଣୁ । ଦିନକୁ ଦିନ ଜଣେ କରି ଜଣେ ଆକ୍ରାନ୍ତ ଚିହ୍ନ ହେଉଥିବା ବେଳେ, ଆଜି ଦିଲ୍ଲୀରେ ଆଉ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ଦ୍ବିତୀୟ…

ସିଡିଏସ ଜେନେରାଲଙ୍କ ନିଧନ ପରେ ଖୁସି ମନାଉଥିଲେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତି, ରାଗରେ ଇସଲାମ ଧର୍ମ ଛାଡିଲେ ଅଲୀ…

ବାଙ୍ଗାଲୋର: ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ସାରା ଦେଶ ଶୋକ ମନାଉଥିବା ବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ବ୍ୟକ୍ତି ଖୁସି ବ୍ୟକ୍ତ କରିଥିଲେ । ଏଥିରେ କ୍ଷୁବ୍ଧ ହୋଇ ମାଲାୟଲମ ଫିଲ୍ମର ପ୍ରତିଷ୍ଠିତ…

[ଭିଡିଓ] ଗୋଆରେ ଆଦିବାସୀ ମହିଳାଙ୍କ ସହ ନାଚିଲେ ପ୍ରିୟଙ୍କା ଗାନ୍ଧି

ଗୋଆ : ଗୋଆ ଗସ୍ତରେ ପ୍ରିୟଙ୍କା ଗାନ୍ଧି । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଗୋଆ ମାରପିର୍ଲା ଗାଁ ରେ ପହଁଞ୍ଚିଛନ୍ତି କଂଗ୍ରେସ ସଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି। ସେଠାରେ ପ୍ରିୟଙ୍କା ଆଦିବାସୀ ମହିଳାଙ୍କ ସହିତ ପାରମ୍ପରକି ଆଦିବାସୀ ନୃତ୍ୟରେ ତାଳଦେଇ ନାଚିଥିଲେ। ଯାହାର ଭିଡିଓ ଏବେ…