Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହେଲିକପ୍ଟର ଦୁର୍ଘଟଣା: ଓଡ଼ିଶାର ବୀରପୁତ୍ର ରାଣା ପ୍ରତାପଙ୍କ ସମେତ ୬ ଯବାନଙ୍କ ମୃତଦେହ ଚିହ୍ନଟ

ନୂଆଦିଲ୍ଲୀ: ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଆଉ ୬ ଯବାନଙ୍କ ମୃତଦେହ ଚିହ୍ନଟ ହୋଇଛି । ସେମାନଙ୍କ ଭିତରେ ଅଛନ୍ତ ଓଡ଼ିଶାର ବୀରପୁତ୍ର ଔଡଙ ରାଣା ପ୍ରତାପ ଦାସ । ଅନ୍ୟମାନେ ହେଲେ ଓ୍ୱିଙ୍ଗ କମାଣ୍ଡର ପି. ଏସ୍. ଚୌହ୍ୱାନ୍, ହାବିଲଦାର ପ୍ରଦୀପ ଏ, ଲାନ୍ସ ନାଏକ ବି.…

ଚିନ୍ତା ବଢ଼ାଇଲା ଓମିକ୍ରନ: ମୁମ୍ବାଇରେ ଦୁଇ ଦିନ ପାଇଁ ୧୪୪ ଧାରା ଲାଗୁ

ମୁମ୍ବାଇ: ସାରା ବିଶ୍ୱରେ ଓମିକ୍ରନ୍ ଚିନ୍ତା ବଢ଼ାଇଛି । ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ମୁମ୍ବାଇରେ ସଂକ୍ରମିତ ଚିହ୍ନଟ ପରେ ମହାରାଷ୍ଟ୍ର ସରକାର କଟକଣା କଡ଼ାକଡ଼ି କରିଛନ୍ତି । ଆଜି ଓ ଆସନ୍ତାକାଲି ଦୁଇ ଦିନ ମୁମ୍ବାଇରେ ଜାରି ହୋଇଛି ୧୪୪ ଧାରା । ଗୋଟିଏ ସ୍ଥାନରେ ଜନ…

ମହାପ୍ରଭୁ ଭେଙ୍କେଟେଶ୍ୱରକୁ ସଜାଇବା ପାଇଁ ଭକ୍ତ ଦାନ କଲେ ୩କୋଟି ଟଙ୍କାର ଅଳଙ୍କାର

ତିରୁମାଲା: ତିରୁମାଲା ଭେଙ୍କେଟେଶ୍ୱରଙ୍କୁ ସଜାଇବା ପାଇଁ ଜଣେ ଭକ୍ତ ୩କୋଟି ଟଙ୍କାର ଅଳଙ୍କାର (୫.୩ କିଲୋଗ୍ରାମ) ଦାନ କରିଛନ୍ତି । ଯାହା ଏବେ ଚର୍ଚ୍ଚାର କାରଣ ସାଜିଛି । ବ୍ୟକ୍ତିଜଣଙ୍କ ନିଜ ନାମ ଗୋପନ ରଖିବା ପାଇଁ ଅନୁରୋଧ କରିଛନ୍ତି । ଏହି ସୁନା ଅଳଙ୍କାରଗୁଡିକୁ ତିରୁମାଲା ତିରୁପତି…

ନମାଜ ପଢ଼ିବା ନେଇ କଡା ବୟାନ ଜାରୀ କଲେ ମୁଖ୍ୟମନ୍ତ୍ରୀ ଖଟ୍ଟର

ଗୁରୁଗ୍ରାମ: ହରିୟାଣାରେ ନମାଜ ପଢ଼ିବା ଉପରେ ଆଜି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କଡା ବୟାନ ଜାରୀ କରିଛନ୍ତି । ସେ କହିଛନ୍ତି ନିଜ ସ୍ଥାନ ବା ଘରେ ଏହାକୁ ପଢ଼ିଲେ କାହାର କିଛି ଅସୁବିଧା ନାହିଁ । ମାତ୍ର ଖୋଲାରେ ଏବଂ ସର୍ବ ସାଧାରଣଙ୍କ ଅସୁବିଧାର ପକାଇ ନମାଜ ପଢ଼ିବା ପାଇଁ ଅନୁମତି ପ୍ରଦାନ…

ବାହାଘରରେ କାକା ନିତୀଶ କୁମାରଙ୍କୁ ନିମନ୍ତ୍ରଣ କେଲେନାହିଁ ତେଜସ୍ୱୀ ଯାଦବ, ହେଲେ ଶୁଭେଚ୍ଛା ଜଣାଇଲେ ନୀତିଶ

ନୂଆଦିଲ୍ଲୀ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତେଜସ୍ୱୀ ଯାଦବ  ।ହେଲେ ଏହି ବାହାଘରରେ ବିହାର ମୁଖ୍ୟମନ୍ତ୍ରୀ କାକା ନୀତିଶ କୁମାରଙ୍କୁ କାହିଁକି ଡାକିଲେ ନାହିଁ ତେଜସ୍ୱୀ ସେନେଇ ଚର୍ଚ୍ଚା ଜୋର ଧରିଛି । ଏପଟେ ନିତୀଶ ମଧ୍ୟ ନିଜ…

ପୁଣି ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଗୁଜୁରାଟରୁ ଚିହ୍ନଟ, ଦେଶରେ ୨୫କୁ ଛୁଇଁଲା ସଂଖ୍ୟା

ଜାମନଗର: ଶୁକ୍ରବାର ଦିନ ଗୁଜୁରାଟର ଜାମନଗରରେ ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ କୋଭିଡ଼ ପଜିଟିଭ ରୋଗୀଙ୍କ ଆଉ ଦୁଇଟି ମାମଲା ଚିହ୍ନଟ ହୋଇଛି । ଡ଼ିସେମ୍ବର ୪ତାରିଖରେ ଗୁଜୁରାଟରେ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା ଓମିକ୍ରନ କରୋନା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଭାରତରେ…

ଦକ୍ଷିଣ ମେକ୍ସିକୋରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ ୫୩ ମୃତ

ମେକ୍ସିକୋ : ଦକ୍ଷିଣ ମେକ୍ସିକୋରେ ଏକ ରାଜପଥ ଉପରେ ଏକ କର୍ଗୋଟ୍ରକ ଭାରସାମ୍ୟ ହରାଇ ଖସି ପଡ଼ିବା ଫଳରେ ୫୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଅନ୍ୟପଟେ ଫେଡେରାଲ ଆଟର୍ଣ୍ଣ ଜେନେରାଲ ଅଫିସ କହିଛି ଯେ ପ୍ରାଥମିକ ଆକଳନ ଅନୁଯାୟୀ ୫୩ ଜଣଙ୍କ ମୃତ୍ୟୁ…

ଖାକିର ଦାଦାଗିରି: କୋଳରେ ପିଲାକୁ ଧରିଥିବା ବାପାକୁ ନିର୍ଘାତ ମାଡ, ଦେଖନ୍ତୁ ଭିଡିଓ

କାନପୁର: ବର୍ବରତାର ସୀମା ପାର କଲା ଉତ୍ତରପ୍ରଦେଶ ପୋଲିସ । ଆଇନ କାନୁନର ପାଠ ପଢ଼ାଉଥିବା ପୋଲିସ ଭୁଲିଗଲା ମାନବିକତା । କାନପୁରରେ ପୋଲିସର ଏଭଳି ଏକ ଭିଡିଓ ସାମନାକୁ ଆସିଛି ଯାହାକୁ ନେଇ ସାରା ଦେଶରେ ନିନ୍ଦା କରାଯାଉଛି । ଭିଡିଓରେ ଜଣେ ପୋଲିସ କର୍ମଚାରୀ ଜଣେ ବ୍ୟକ୍ତିଙ୍କୁ ଲାଠିରେ ମାଡ଼…

ଆଜି ଅନ୍ତିମ ଯାତ୍ରାରେ ବାହାରିବେ ସିଡିଏସ୍ ବିପିନ ରାଓ୍ଵତ

ନୂଆଦିଲ୍ଲୀ: ଆଜି ପଞ୍ଚଭୂତରେ ବିଲୀନ ହେବେ ସିଡିଏସ୍ ଜେନେରାଲ୍ ବିପିନ ରାଓ୍ଵତ । ସମ୍ପୂର୍ଣ୍ଣ ସାମରିକ ମର୍ୟ୍ୟାଦା ସହ ସେମାନଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ତାପୂର୍ବରୁ ପାର୍ଥିବ ଶରୀରରକୁ ତାଙ୍କ ସରକାରୀ ବାସଭବନରେ ରଖାଯାଇଛି । ସାଧାରଣ ଲୋକଙ୍କ ସମେତ ସେନା ଅଧିକାରୀ ଓ କର୍ମଚାରୀ ଶେଷ…

ବୁଷ୍ଟର ଡୋଜ୍ ନେଇଥିଲେ, ଏବେ ଓମିକ୍ରନରେ ସଂକ୍ରମିତ

ଦୁବାଇ: ଓମିକ୍ରନକୁ ନେଇ ସାରା ବିଶ୍ୱରେ ଆତଙ୍କ । ସବୁଦିନ ନୂଆ ନୂଆ ଖବର ସାମନାକୁ ଆସୁଛି । ବୁଷ୍ଟର ଡୋଜ୍ ନେଇଥିଲେ ବି ଆଟାକ୍ କରୁଛି ଓମିକ୍ରନ୍ । ସିଙ୍ଗାପୁରରେ ବୁଷ୍ଟର ଡୋଜ୍ ନେଇଥିବା ଦୁଇ ଜଣ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଦୁବାଇରେ ଜଣେ ୨୪ ବର୍ଷୀୟ ମହିଳା ଓ ଜଣେ ପୁରୁଷ…