Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହାପି ବର୍ଥ ଡେ’ ଐଶର୍ଯ୍ୟା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଐଶର୍ଯ୍ୟା ରାୟ ବଚ୍ଚନଙ୍କ ଆଜି ଜନ୍ମଦିନ। ଆଜି ସେ ତାଙ୍କ ୪୮ତମ ଜନ୍ମଦିନ ପାଳନ କରୁଛନ୍ତି। ମିସ୍ ୱାର୍ଲ୍ଡ ହେବାଠାରୁ ଆରମ୍ଭ କରି ବଲିଉଡ଼ରେ ଅଭିନୟର ଯାଦୁରେ ସମସ୍ତଙ୍କ ମନ ଜିଣିପାରିଥିଲେ। ନିଜ ଅଭିନୟ ସହ ସୌନ୍ଦର୍ଯ୍ୟ ଓ ନୀଳ ନୟନ ପାଇଁ ସେ ବେଶି ଲୋକପ୍ରିୟ।…

ଗାଈକୁ ଜାତୀୟ ପ୍ରାଣୀ ଭାବେ ଘୋଷଣା କରାଯାଉ : ଯୋଗଗୁରୁ ରାମଦେବ

ଓଡ଼ିଶା ସମ୍ବାଦ ବ୍ୟୁରୋ : ଗୋମାତା’ଙ୍କୁ ଜାତୀୟ ପ୍ରାଣୀ ଭାବେ ଘୋଷଣା କରାଯାଉ ବୋଲି ଯୋଗଗୁରୁ ବାବା ରାମଦେବ କହିଛନ୍ତି । ରବିବାର ଦିନ ବାବା ରାମଦେବ ଏପରି ଦାବି କରିଛନ୍ତି । ଆନ୍ଧ୍ର ପ୍ରଦେଶର ତିରୁପତିସ୍ଥିତ ମହତି ଅଡିଟରିୟମ୍‌ ରେ ଆୟୋଜିତ ଦୁଇଦିନିଆ ଗୋ ମହାସମ୍ମଳନୀର ସମାବର୍ତ୍ତନ…

ଅରୁଣାଚଳ ସୀମାରେ ପୁଣି ଚୀନ୍ ଓ ଭାରତ ସେନା ମୁହାଁମୁହିଁ

ଓଡ଼ିଶା ସମ୍ବାଦ ବ୍ୟୁରୋ : ପୂର୍ବ ଲଦାଖରେ ପୁଣି ଚୀନ୍ ସେନା ଓ ଭାରତୀୟ ସେନା ମୁହାଁମୁହିଁ ହୋଇଛନ୍ତି। ଉଭୟ ସେନା ମଧ୍ୟରେ ଛକାପଞ୍ଝା ଲାଗି ରହୁଥିବାରୁ ଏବେ ଭାରତୀୟ ସେନା ପକ୍ଷରୁ ପାଟ୍ରୋଲିଂକୁ ବ୍ୟାପକ କରାଯାଇଛି । ଚୀନ୍ ସଡଯନ୍ତ୍ର ଜାରି ରଖିଥିବାରୁ ଅରୁଣାଚଳ ପ୍ରଦେଶକୁ ନେଇ ଭାରତୀୟ ସେନାର…

ହସ୍ପିଟାଲରୁ ଡିସଚାର୍ଜ ହେଲେ ମନମୋହନ ସିଂ

ନୂଆଦିଲ୍ଲୀ : ହସପିଟାଲରୁ ଡିସଚାର୍ଜ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ । ସୁସ୍ଥ ହେବା ପରେ ଆଜି ତାଙ୍କୁ ଦିଲ୍ଲୀ ଏମସରୁ ଡିସଚାର୍ଜ କରାଯାଇଛି । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବା ପରେ ଅକ୍ଟୋବର ୧୩ ତାରିଖରେ ଏମସରେ ଭର୍ତ୍ତି ହୋଇଥିଲେ ମନମୋହନ ସିଂହ । ସେବେଠାରୁ…

ଏଲଏସିରେ ମୁତୟନ କରାଗଲା ଆମେରିକା ନିର୍ମିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ : ଚତୁର ଚୀନକୁ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତ । ସୀମାରେ ଚୀନ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଥିବା ବେଳେ, ଏବେ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ ସେନା । ଡ୍ରାଗନକୁ ଜବାବ ଦେବାକୁ ଏଲଏସିରେ ମୁତୟନ କରାଯାଇଛି ଆମେରିକା ନିର୍ମିତ ଅତ୍ୟାଧୁନିକ…

‘ଅଇସନ ବିପତିୟା ଆଏଲ’ ସୁରକ୍ଷିତ ଛଟ୍ ପର୍ବ ପାଳନ ନେଇ ଶାରଦା ସିହ୍ନାଙ୍କ ଗୀତ

ପାଟନା: ଛଟ୍ ପୂଜା କାର୍ତ୍ତିକ ଶୁକ୍ଳ ପକ୍ଷ ଷଷ୍ଠୀରୁ ଆରମ୍ଭ ହୋଇଯାଏ। ଏହି ପର୍ବ ୪ଦିନ ଧରି ଚାଲିଥାଏ। ଚଳିତବର୍ଷ ଛଟ୍ ପର୍ବ ୮ନଭେମ୍ବରରୁ ଆରମ୍ଭ ହୋଇଯିବ। ୯ତାରିଖ ଦିନ ଖରନା, ୧୦ତାରିଖରେ ଅସ୍ତଚଳଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯିବ ଏବଂ ୧୧ତାରିଖ ଦିନ ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ…

ଟି୨୦ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗୀତା ମଝିରୁ ସନ୍ୟାସ ନେବେ ଏହି ଖେଳାଳି

ଆବୁଧାବି: ଟି୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଦଳ ଲଢୁଆ ଖେଳ ପ୍ରଦର୍ଶନ ଜାରି ରଖିଛି । ହାର୍ ଜିତ୍ ଲାଗିରହିଥିଲେ ବି ଅନେକ ଶକ୍ତିଶାଳୀ ଦଳଙ୍କୁ ଆଫଗାନିସ୍ତାନ ଚାଲେଂଜ କରିଛି । ତେବେ ପ୍ରତିଯୋଗୀତା ମଝିରୁ ଏହି ଦଳର ଜଣେ ବରିଷ୍ଠ ଖେଳାଳି ସନ୍ୟାସ ନେବାକୁ ଯାଉଛନ୍ତି । ଏହି ଘଟଣା କ୍ରିକେଟ…

ପାହାଡ ତଳକୁ ଖସିଲା ବସ୍, ୧୨ ଜଣଙ୍କର ମୃତ୍ୟୁ

ଡେରାଡୁନ୍: ପାହାଡ଼ ତଳକୁ ଖସିଲା ବସ୍ । ଉତ୍ତରାଖଣ୍ଡରେ ବଡ଼ ଧରଣର ସଡ଼ ଦୁର୍ଘଟଣା । ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୪ ଜଣ ଗୁରୁତର ଅଛନ୍ତି । ଉତ୍ତରାଖଣ୍ଡର ବିକାଶନଗରରେ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ସେଠାରେ ଉଦ୍ଧାର କାjର୍ଯ୍ୟ ଜାରି ରହିଛି । ବସଟି…

ଜାମ୍ମୁ-କାଶ୍ମୀର ଏଲଓସି ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ଯବାନ ସହିଦ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ନାଉଶେରା ସେକ୍ଟରରେ ଏଲଓସି ନିକଟରେ ଶନିବାରରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇଜଣ ଯବାନ ସହିଦ ହୋଇଛନ୍ତି। ଏଥିରେ ଜଣେ ଅଫିସର ଓ ଜଣେ ସୈନିକ ନିଜ ପ୍ରାଣ ହରାଇଥିବାବେଳେ ୩ଜଣ ଆହତ ହୋଇଥିବା ସୂଚନା ମିଳିଛି। ଅଧିକାରୀଙ୍କ ସୂତ୍ର ଅନୁସାରେ, ଏଲଓସି ନିକଟରେ…

ଅଲବିଦା ପାଓ୍ୱାର ଷ୍ଟାର: ରାଷ୍ଟ୍ରୀୟ ସମ୍ମାନ ସହ ଅଭିନେତା ପୁନୀତ ରାଜକୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ

ବେଙ୍ଗାଳୁରୁ: ଅଲବିଦା ପୁନୀତ ରାଜକୁମାର । ପଞ୍ଚଭୂତରେ ଲୀନ ହୋଇଛି କନ୍ନଡ ଅଭିନେତା ପୁନୀତ ରାଜକୁମାରଙ୍କ ପାର୍ଥିବ ଶରୀର । ଆଜି ବେଙ୍ଗାଳୁରୁରେ ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଉପସ୍ଥିତରେ ତାଙ୍କୁ ରାଷ୍ଟ୍ରୀୟ…