Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାପାନ ସମୁଦ୍ରରେ ଫାଟିଲା ଜ୍ୱାଳାମୁଖୀ ,ଦେଖାଗଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର୨୪ଟି ଜାହାଜ

ଓଡ଼ିଶା ସମ୍ବାଦ ବ୍ୟୁରୋ : ଜାପାନର ରାଜଧାନୀ ଟୋକିଓ ସମୁଦ୍ରରେ ଜ୍ୱଳାମୁଖୀ ବିସ୍ପୋରଣ ହୋଇଛି।ଏହି ଆଗ୍ନେୟଗିରି ବିସ୍ପୋରଣରେ ଏତେ ଭୟଙ୍କର ଥିଲା ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବୁଡି ଯାଇଥିବା ୨୪ଟି ଜାହାଜ ଦେଖିବାକୁ ମିଳିଛି । ଏହି ଜାହାଜ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ସବୁଠାରୁ ଚର୍ଚ୍ଚିତ…

ବ୍ୟାପୁଛି ସଂକ୍ରମଣ; ପୁଣି ଫେରିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ପୁଣି ବଢିଲାଣି ସଂକ୍ରମଣ। ସଂକ୍ରମଣ ପୁଣି ଥରେ ଋଷରେ ବ୍ୟାପୁଛି। ଯେଉଁ ଦେଶ କରୋନା ସଂକ୍ରମଣ ବିରୁଦ୍ଧରେ ବିଶ୍ୱକୁ ପ୍ରଥମ ଟିକା ଦେଇଛି ପୁଣି ସେଠାରେ କରୋନା ପ୍ରକୋପ ଦେଖିବାକୁ ମିଳିଛି। ପ୍ରତିଦିନ ଏଠାରେ ଏକ ରେକର୍ଡ ସଂଖ୍ୟକ ନୂଆ ମାମଲା ବାହାରୁଛି। ୨୪ ଘଣ୍ଟା ମଧ୍ୟରେ…

ସ୍ୱାମୀଙ୍କୁ ନ୍ୟାୟ ଦାବିରେ ଉଦ୍ଧବ ଠାକ୍‌ରେଙ୍କୁ ଚିଠି ଲେଖିଲେ ସମୀର ୱାଙ୍ଖେଡେଙ୍କ ପତ୍ନୀ

ମହାରାଷ୍ଟ୍ର : ସ୍ୱାମୀଙ୍କୁ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି। ମହାରାଷ୍ଟ୍ର କ୍ରୁଜ୍ ଡ୍ରଗ୍ସ ମାମଲାକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି।ଏନସିବି ଅଧିକାରୀ ସମୀର ୱାଙ୍ଖେଡେ ଏହି ମମାଲାରେ ଅନେକ ଅଭିଯୋଗର ଶିକାର ହୋଇଛନ୍ତି।ଏନେଇ ସ୍ୱାମୀଙ୍କୁ ନ୍ୟାୟ ଦେବା ପାଇଁ ନାକ୍ରୋଟିକ୍ସ…

ନବୋଦୟ ବିଦ୍ୟାଳୟରୁ ୩୩ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ମାଡିକେରୀରେ ଜବାହର ନବୋଦୟ ବିଦ୍ୟାଳୟର ୩୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଛାତ୍ରଛାତ୍ରୀମାନେ କୋଭିଡ୍‌ ପଜିଟିଭ୍ ବାହାରିବା ପରେ ବିଦ୍ୟାଳୟକୁ ଏକ କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ବିଦ୍ୟାଳୟ ପରିଚାଳକ…

କୋଲକାତାରେ ବଢୁଛି ସଂକ୍ରମଣ, ସୋନାରପୁର ପୌରାଞ୍ଚଳରେ ଲାଗୁ ହେଲା ୩ ଦିନିଆ ଲକଡାଉନ୍

ପଶ୍ଚିମବଙ୍ଗ : ଦୁର୍ଗାପୂଜା ପରେ କୋଲକାତାରେ ବଢୁଛି ସଂକ୍ରମଣ । ପ୍ରତିଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ବଢୁଥିବା ବେଳେ, ଏବେ ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ । କରୋନା ସଂକ୍ରମଣ ବୃଦ୍ଧି ପରେ ସୋନାରପୁର ପୌରାଞ୍ଚଳକୁ ୩ ଦିନ ପାଇଁ ଲକଡାଉନ୍ ଘୋଷଣା…

ମୁସ୍‌ଲିମ୍‌ ପରମ୍ପରା ଅନୁସରଣ କରନ୍ତି ୱାଙ୍ଖଡେ!

ନୂଆଦିଲ୍ଲୀ: ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ପୂର୍ବ ପତ୍ନୀଙ୍କ ବାପା ଦାବି କରିଛନ୍ତି ଯେ ୱାଙ୍ଖଡେ ସମସ୍ତ ମୁସ୍‌ଲିମ୍‌ ପରମ୍ପରାକୁ ଅନୁସରଣ କରନ୍ତି। “ସେ ଆହୁରି କହିଛନ୍ତି ଯେ ମୋ ଝିଅ ଏକ ମୁସଲମାନ ପରିବାରରେ ବିବାହ କରିଥିଲେ। ଏହା ଆରେଞ୍ଜଡ୍‌ ମ୍ୟାରେଜ ଥିଲା। ମୁସଲମାନ ରୀତିନୀତି…

ଏଲୋପାଥୀ ବିରୁଦ୍ଧରେ ଭୁଲ ତଥ୍ୟ ଦେବା ପଡ଼ିଲା ମହଙ୍ଗା : ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟର ସମନ ଜାରି

ଦିଲ୍ଲୀ : ପୁଣି ଫସିଲେ ବାବା ରାମଦେବ। ଯୋଗଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟର ସମନ ଜାରି । କରୋନା ମହାମାରୀ ବ୍ୟାପିବା ସମୟରେ ବାବା ରାମଦେବ ଏଲୋପାଥୀ ଚିକତ୍ସା ବିରୁଦ୍ଧରେ ଭୁଲ କଥା କହି ଲୋକଙ୍କୁ ଭ୍ରମିତ କରିଥିବାରୁ ,ତାଙ୍କ ନାଁ ରେ ଭାରତୀୟ ମେଡିକାଲ ଆସୋସିଏସନ ଏବଂ ଅନ୍ୟ…

ପ୍ରକାଶ ପାଇବ NEET-UG ଫଳାଫଳ: ସୁପ୍ରିମକୋର୍ଟ

ଦିଲ୍ଲୀ: ପ୍ରକାଶ ପାଇବ ନିଟ୍-ୟୁଜି ଫଳାଫଳ। ଏନେଇ ସୁପ୍ରିମକୋର୍ଟ ୧୬ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳକୁ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବମ୍ବେ ହାଇକୋର୍ଟଙ୍କ ନିଷ୍ପତି ଉପରେ ରୋକ ଲଗାଇଦେଇଛନ୍ତି ସୁପ୍ରିମକୋର୍ଟ। ନିକଟରେ ବମ୍ବେ ହାଇକୋର୍ଟ ୨ଛାତ୍ରଙ୍କୁ ପୁଣି ଥରେ ପରୀକ୍ଷା…

ପାକିସ୍ତାନରେ ପୁଣି ହିଂସା :୩ ପୋଲିସ ମୃତ , ୭୦ ରୁ ଅଧିକ ଆହତ

ଓଡ଼ିଶା ସମ୍ବାଦ ବ୍ୟୁରୋ : ପାକିସ୍ତାନରେ ପୁଣି ହିଂସା। ପାକିସ୍ତାନର ବିଭିନ୍ନ ସ୍ଥାନରେ ଟିଏଲପି ସମର୍ଥକ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି।ଏହି ସଂଘର୍ଷରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ। ପ୍ରାୟ ୭୦ ରୁ ଅଧିକ ଜଣ ଆହତ ହୋଇଛନ୍ତି।ଟିଏଲପି ମୁଖ୍ୟ ସାଦ ରିଜଭିଙ୍କୁ ଓ…

ଖାଦ୍ୟ ଅଭାବ, କମ୍‌ ଖାଅ; କିମ୍‌

ନୂଆଦିଲ୍ଲୀ: ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ ଖାଦ୍ୟ ସଙ୍କଟ ମଧ୍ୟରେ ଲୋକଙ୍କୁ କମ୍ ଖାଇବାକୁ କହିଛନ୍ତି। ଏହି ଖାଦ୍ୟ ଜରୁରୀକାଳୀନ ପରିସ୍ଥିତି ୨୦୨୫ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି। ଖାଦ୍ୟ ଯୋଗାଣର ଅଭାବ ପାଇଁ କିମ୍ ଏକ '' ସିରିଜ୍‌ ଅଫ୍‌ ଡେଭିଏସନ୍‌ ''କୁ…