Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ୧୫ଶହ ପାର କଲା ଓମିକ୍ରନ୍ କେସ୍

ନୂଆଦିଲ୍ଲୀ: ଦେଶରେ ୨୩ ରାଜ୍ୟରେ ପଶିଲାଣି ଓମିକ୍ରନ୍ । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢି ଚାଲିଛି । ନୂଆ ଭାରିଆଣ୍ଟ କେସ୍ ୧୫ ଶହ ପାର କରିଛି । ସାରା ଦେଶରୁ ଚିହ୍ନଟ ହେଲେଣି ୧୫ଶହ ୨୫ ଓମିକ୍ରନ୍ ସଂକ୍ରମିତ । କେବଳ ମହାରାଷ୍ଟ୍ର ଓ ଦିଲ୍ଲୀରୁ ମୋଟ୍ ଆକ୍ରାନ୍ତଙ୍କ ଅଧାରୁ ଅଧିକ ବାହାରିଛନ୍ତି…

କରୋନାର ଲମ୍ବା ଲମ୍ଫ: ଦେଶରେ ଦିନକରେ ସଂକ୍ରମଣ ବଢ଼ିଲା ୨୧%

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ମାଡ଼ି ମାଡ଼ି ଚାଲିଛି କରୋନା ସଂକ୍ରମଣ । ଦୈନିକ କେସ୍ ଅଚାନକ ଭାବରେ ବଢୁଛି । ଓମିକ୍ରନ୍ ଭାରିଆଣ୍ଟ ପରେ ଦେଶରେ ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୭ହଜାର ୫୫୩ ନୂଆ ଆକ୍ରାନ୍ତା । ଯାହାକି ଗତକାଲି ଅପେକ୍ଷା…

୧୦ ମିଲିୟନରୁ ଅଧିକ କୋଭିଡ ମାମଲା ରିପୋର୍ଟ କରିଥିବା ଦେଶ ତାଲିକାରେ ଷଷ୍ଠରେ ଫ୍ରାନ୍ସ

ପ୍ୟାରିସ୍‌: ସମଗ୍ର ବିଶ୍ବରେ କରୋନାର ନୂଆ ରୂପ ଓମିକ୍ରନ୍‌ କାୟା ବିସ୍ତାର କରିଚାଲିଛି। ମହାମାରୀ ଆରମ୍ଭରୁ ୧୦ ମିଲିୟନରୁ ଅଧିକ କରୋନା ସଂକ୍ରମଣ ରିପୋର୍ଟ କରିବାରେ ଫ୍ରାନ୍ସ ବିଶ୍ୱର ଷଷ୍ଠ ଦେଶ ପାଲଟିଛି। ଏ ନେଇ ଶନିବାର ସରକାରୀ ତଥ୍ୟ ପ୍ରକାଶ ପାଇଛି। ସର୍ବାଧିକ କରୋନା ମାମଲା…

କରୋନା ଯୋଗୁ ରାଲି ଓ ସାଧାରଣ ସଭା ବ୍ୟାନ୍ କଲା ଏହି ରାଜ୍ୟ

ହାଇଦ୍ରାବାଦ: ଓମିକ୍ରନ୍ ମାଡୁଛି । କରୋନା କାୟା ମେଲାଉଛି । ସଂକ୍ରମଣ ବଢୁଥିବାରୁ ବଢ଼ିଲା କଟକଣା । ତେଲେଙ୍ଗାନାରେ ଏଣିକି ରଲି, ସାଧାରଣ ସଭା ଆୟୋଜନ ମନା । ଧାର୍ମିକ, ରାଜନୈତିକ ଓ ସାଂସ୍କୃତିକ ସମାବେଶରେ ଲୋକ ଏକାଠି ହେବା ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି ତେଲେଙ୍ଗାନା ସରକାର ।…

ପ୍ରକୃତି ସହ ଖେଳୁଛି ଚୀନ: ମହାମାନବ ପାଇଁ କରୁଛି ହ୍ୟୁମାନ-ଶିମ୍ପାଜିର କ୍ରସ ବିଡିଂ

ଭୁବନେଶ୍ୱର: ବିଶ୍ୱରେ ନିଜକୁ ଶକ୍ତିଶାଳୀ ଭାବେ ଗଢ଼ିତୋଳିବା ପାଇଁ ଚୀନ ଅନାବଶ୍ୟକ ଉଦ୍ୟମ ଜାରୀ ରଖିଛି । ଏଥିପାଇଁ ସେ ପ୍ରକୃତି ଓ ପ୍ରାକୃତିକ ପ୍ରକ୍ରିୟା ସହ ଖେଳିବାକୁ ମଧ୍ୟ ପଛାଉ ନାହିଁ । ଏକ ରିପୋର୍ଟ ମୁତାବକ ଚୀନ ବୈଜ୍ଞାନିକ ମାନେ ହ୍ୟୁମାନ ଓ ଶିମ୍ପାଜିଙ୍କ କ୍ରସ ବିଡିଂ କରି ମହାମାନବ…

୫୦୦ କୋଟି ଟଙ୍କା ମୂଲ୍ୟର ଏମରୋଲ୍ଡ ଶିବଲିଙ୍ଗ ଉଦ୍ଧାର

ଟ୍ରିଚୀ:ତାମିଲନାଡୁ ପୋଲିସ ଏମରୋଲ୍ଡ ରତ୍ନର ଏକ ମୂଲ୍ୟବାନ ଶିବଲିଙ୍ଗ ଉଦ୍ଧାର କରିଛି । ଏହାର ମୂଲ୍ୟ ୫୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତାଞ୍ଜାଭୁରରେ ଜଣେ ବ୍ୟକ୍ତିଙ୍କ ଘରେ କିଛି ମୂଲ୍ୟବାନ ପ୍ରତିମୂର୍ତି ଥିବା ଖବର ମିଳିଥିଲା । ଏ ନେଇ ୮୦ ବର୍ଷୀୟ ଏନଏସ ସାମିୟାପ୍ପାନଙ୍କ…

ମଝି ଆକାଶରେ ପଜିଟିଭ୍, ବିମାନରେ କ୍ବାରେଣ୍ଟାଇନ୍

ଓ୍ବାସିଙ୍ଗଟନ୍ : ମଝି ଆକାଶରେ ଚିହ୍ନଟ ହେଲେ କୋଭିଡ ପଜିଟିଭ । ବାଥରୁମରେ ରହିଲେ କ୍ବାରେଣ୍ଟାଇନରେ । ଏଭଳି ଏକ ଘଟଣା ଘଟିଛି ଆମେରିକାର ଏକ ବିମାନରେ । ଚିକାଗୋରୁ ଆଇସଲ୍ୟାଣ୍ଡ ଯିବା ବାଟରେ ଏହି ଘଟଣା ସାମ୍ନାକୁ ଆସିଛି । ମାରିସା ଫୋଟିଓ ନାମକ ଜଣେ ଶିକ୍ଷୟିତ୍ରୀ ଚିକାଗୋରୁ ଆଇସଲ୍ୟାଣ୍ଡ…

ଆଉ ନାହାନ୍ତି ୨.୫ ଫୁଟ ଉଚ୍ଚତା ବିଶିଷ୍ଟ ମହିଳା

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ କମ ଉଚ୍ଚତା ବିଶିଷ୍ଟ ମହିଳାଙ୍କ ମଧ୍ୟରେ ସାମିଲ ଏଲିଫ କୋକାମାନ ଆଉ ନାହାନ୍ତି । ୨୦୧୦ରେ ତାଙ୍କ ନାମ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା । ୩୩ ବର୍ଷୀୟା ଏଲିଫଙ୍କ ଉଚ୍ଚତା ମାତ୍ର ୨.୫ ଫୁଟ ରହିଥିଲା । ଜୀବନ ଯାକ ୨.୫ ଫୁଟ ଉଚ୍ଚତାରେ ରହିଥିଲେ…

ତୀବ୍ର ହେଉଛି ପାକିସ୍ତାନ ଓ ଟିଟିପି ଲଢ଼େଇ

ଲାହୋର: ନିଜ ରଚିଥିବା ଷଡଯନ୍ତ୍ରରେ ଫସିଛି ପାକିସ୍ତାନ । ଆଫଗାନିସ୍ତାନରେ ତାଲିବାନକୁ ବଳଶାଳୀ କରିଥିବା ପାକିସ୍ତାନ ସେନା ଏବେ ନିଜ ଦେଶରେ ତୀବ୍ର ବିରୋଧର ସମ୍ମୁଖୀନ ହେଉଛି । ତହରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଓ ପାକିସ୍ତାନ ସେନା ମଧ୍ୟରେ ଲଢ଼େଇ ଇତି ମଧ୍ୟରେ ତୀବ୍ର ହେଉଛି ।…

ନୂଆବର୍ଷରେ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢେ ଭାରତ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ନୂଆଦିଲ୍ଲୀ : ବହି ପଢିବା ନୀତିଦିନିଆ ଅଭ୍ୟାସରେ ପରିଣତ କରିବାକୁ ଯୁବ ପିଢିଙ୍କୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇଂରାଜୀ ନବ ବର୍ଷ ଅବସରରେ ରଷ୍ଟ୍ରୀୟ ଶିକ୍ଷାନୀତି ୨୦୨୨…