Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗାଈଙ୍କ ଚିକିତ୍ସା ଲାଗି ୨୪ ଘଣ୍ଟା ଦିଆଯିବ ଆମ୍ବୁଲାନ୍ସ ସେବା

ନୂଆଦିଲ୍ଲୀ: ଯୋଗୀ ସରକାରଙ୍କ ନୂଆ ନିୟମ। ରାଜ୍ୟରେ ଥିବା ଗାଈମାନଙ୍କୁ ଶୀଘ୍ର ଚିକିତ୍ସା ଯୋଗାଇବା ଲାଗି 'ଡାଏଲ୍ ୧୧୨' ଜରୁରୀକାଳୀନ ହେଲ୍ପଲାଇନ ସେବା ଲାଇନରେ 'ଅଭିନବ ଆମ୍ବୁଲାନ୍ସ' ସେବା ଆରମ୍ଭ କରିବାକୁ ଯାଉଛନ୍ତି। ୟୁପିର ଦୁଗ୍ଧ, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଚୌଧୁରୀ କହିଛନ୍ତି…

୫ ରୁ ୧୧ ବର୍ଷ ବୟସର ପିଲାଙ୍କ ଟିକାକରଣକୁ ଅନୁମତି ଦେଲେ ଇସ୍ରାଏଲ୍ ସରକାର

ଜେରୁଜେଲମ୍: ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକା ଦେବା ପାଇଁ ଇସ୍ରାଏଲ୍ ସରକାର ଅନୁମୋଦନ କରିଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ଇସ୍ରାଏଲର ଆକ୍ରମଣାତ୍ମକ ଟିକାକରଣ ପ୍ରୟାସ କରୋନାଭାଇରସର ବିସ୍ତାରକୁ ରୋକିବାରେ ସାହାଯ୍ୟ କରିଛି ଏବଂ ନିକଟରେ ଡେଲ୍‌ଟା ପ୍ରକାରର ତରଙ୍ଗକୁ…

ପ୍ରଦୂଷଣ ମୁକାବିଲା ପାଇଁ ନିୟମିତ ମାସ୍କ ବଦଳାଇବା ଜରୁରୀ

ନୂଆଦିଲ୍ଲୀ: ଏକ ସପ୍ତାହରୁ ଅଧିକ ସମୟ ଧରି ଦିଲ୍ଲୀ-ଏନସିଆର ବାୟୁ ପ୍ରଦୂଷଣରେ ବୁଡି ରହିଛି। ତେବେ ପ୍ରଦୂଷଣ ମୁକାବିଲା ପାଇଁ ଏବେ ପ୍ରମୁଖ ଅସ୍ତ୍ର ସାଜିଛି ମାସ୍କ। କରୋନାଭାଇରସରୁ ରକ୍ଷା କରିବା ପାଇଁ ପୂର୍ବରୁ ବ୍ୟବହୃତ ହେଉଥିବା ମାସ୍କଗୁଡ଼ିକ ବର୍ତ୍ତମାନ ମାରାତ୍ମକ ପ୍ରଦୂଷଣରୁ ରକ୍ଷା…

ପରଲୋକରେ ପଦ୍ମବିଭୂଷଣ ବାବାସାହେବ ପୁରନ୍ଦରେ

ପୁଣେ: ପରଲୋକରେ ପଦ୍ମବିଭୂଷଣ ବାବାସାହେବ ପୁରନ୍ଦରେ । ମହାନ ଐତିହାସିକ ତଥା ଲେଖକ ବାବାସାହେବ ପୁରନ୍ଦରେଙ୍କ ଆଜି ଦେହାନ୍ତ ହୋଇଛି । ଭୋର୍ ୫ଟା ୭ ମିନିଟରେ ପୁଣେ ସ୍ଥିତ ଦୀନନାଥ ମଙ୍ଗେସକର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା ।…

ବିଶ୍ୱରେ ଏମିତ ଏକ ସ୍ଥାନ ଯେଉଁଠି ଚାଲିଆସୁଛି ମହିଳାଙ୍କ ରାଜୁତି

ଭୁବନେଶ୍ୱର: ସାରା ବିଶ୍ୱରେ ପ୍ରାୟତଃ ସ୍ଥାନରେ ପୁରୁଷଙ୍କ ପ୍ରଧାନ୍ୟତା ଦେଖିବାକୁ ମିଳିଥାଏ । ଘରର ମୁରବା ହୁଅନ୍ତୁ ଅବା ସାମାଜିକ ସଂପୃକ୍ତି । ସବୁଠି ପୁରୁଷଙ୍କ ଦବଦବା ରହିବା କିଛି ନୂଆ କଥା ନୁହେଁ । ତେବେ ଏ କଥା ଭୁଲିଯିବା ଉଚିତ୍ ନୁହେଁ ଯେ, ଆଜିର ସମୟରେ ହେଉ ଅବା ଅତୀତରେ ଅନେକ…

[ଭିଡିଓ] କ୍ଷୀର ଦେଲାନି ମଇଁଷି, ଗୁଣିଗାରେଡି ସନ୍ଦେହରେ ଥାନାରେ ଦ୍ୱାରସ୍ତ ହେଲେ ଚାଷୀ

ଭୁବନେଶ୍ୱର: ଜଣେ ଚାଷୀ ନିଜ ମଇଁଷିକୁ ନେଇ ଚିନ୍ତାରେ ପଡିଥିଲେ । ବାରମ୍ବାର ଚେଷ୍ଟା ସତ୍ତ୍ୱେ ମଇଁଷି କ୍ଷୀର ଦେବାକୁ ଅମଙ୍ଗ ହୋଇଥିଲା । ଘଟଣାକ୍ରମେ ମଇଁଷୀ ଉପରେ କେହି ଗୁଣିଗାରେଡି କରିଥିବା ସନ୍ଦେହ କରି ଶେଷରେ ଚାଷୀ ଜଣକ ଥାନାରେ ଦ୍ୱାରସ୍ତ ହୋଇଥିଲେ । ମଧ୍ୟପ୍ରଦେଶ ଭିଣ୍ଡ ଅଂଚଳରୁ…

ରେଷ୍ଟୁରାଣ୍ଟ, ବାର୍, ଜିମ୍ ଓ ସ୍ପା ଉପରେ ଲାଗିଥିବା କଟକଣା ହଟାଇଲା ହରିୟାଣା ସରକାର

ଗୁରୁଗ୍ରାମ: ମହାମାରୀ କରୋନା ପାଇଁ ବାର୍, ରେଷ୍ଟୁରାଣ୍ଟ, ଜିମ୍, ସ୍ପା ଓ କ୍ଲବ ହାଉସ ଉପରେ ଲାଗିଥିଲା କଟକଣା। ହରିୟାଣା ସରକାର ଏହି କଟକଣାକୁ ହଟାଇଦେଇଛନ୍ତି। ବର୍ତ୍ତମାନ ଏଗୁଡ଼ିକ ପୂର୍ଣ୍ଣ କ୍ଷମତାର ସହ ଚାଲିବ। କଟକଣା ହଟିଥିଲେ ମଧ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ସାମାଜିକ ଦୂରତା…

୨୦୧୯ଠାରୁ ୨୦୨୦ ରେ ପିଲାଙ୍କ ଉପରେ ସାଇବର କ୍ରାଇମ୍‌ ୪୦୦% ବଢିଛି

ନୂଆଦିଲ୍ଲୀ: ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଶିଶୁମାନଙ୍କ ବିରୁଦ୍ଧରେ କରାଯାଇଥିବା ସାଇବର ଅପରାଧରେ ୨୦୧୯ଠାରୁ ୨୦୨୦ ରେ ୪୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ୨୦୨୦ ରେ ପିଲାମାନଙ୍କୁ ଟାର୍ଗେଟ କରି ସମୁଦାୟ ୮୪୨ଟି ସାଇବର ଅପରାଧର…

[ଭିଡିଓ] ଖୋଲିଲା ସ୍କୁଲ, ବ୍ୟାଣ୍ଡ ବାଜା ଧରି ପହଂଚିଗଲେ ଅଭିଭାବକ

ନୂଆଦିଲ୍ଲୀ: କରୋନା ମହାମାରୀରେ ଲୋକେ ଭୟଭୀତ ହୋଇପଡିଥିଲେ । ହେଲେ ଏବେ ଧୀରେଧୀରେ ସାଧାରଣ ସ୍ଥିତିକୁ ଫେରୁଛି ଲୋକଙ୍କ ମାନସିକତା । ପାଖାପାଖି ୨୦ ମାସ ପରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଫେରିଛନ୍ତି । ଏହି ଖୁସୀରେ ଅଭିଭାବକମାନେ ବ୍ୟାଣ୍ଡ ବାଜା ବଜାଇ ସେମାନଙ୍କୁ ପିଲାମାନଙ୍କୁ ସ୍କୁଲ…

CBI ଏବଂ ED ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଲୀ : CBI ଏବଂ ED ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି  । ଜାତୀୟ ତଦନ୍ତକାରୀ ବ୍ୟୁରୋ (CBI) ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ (ED)ର ନିର୍ଦେଶକଙ୍କ କାର୍ଯ୍ୟକାଳ ୫ ବର୍ଷ ବୃଦ୍ଧି ପାଇଛି । କେନ୍ଦ୍ର ସରକାର ଏ ନେଇ ଅଧ୍ୟାଦେଶ ଜାରି କରିଛନ୍ତି । ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସିର…