Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆର୍ୟନ୍‌ଙ୍କ ପାଇଁ ୪୫୦୦ ଟଙ୍କା ମନି ଅର୍ଡର ପଠାଇଲେ ଶାହାରୁଖ୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଆର୍ଥର ରୋଡ ଜେଲରେ ଥିବା ତାଙ୍କ ପୁଅ ଆର୍ୟନ୍‌ଙ୍କୁ ୪୫୦୦  ଟଙ୍କା ମନି ଅର୍ଡର ପଠାଇଛନ୍ତି। ଅକ୍ଟୋବର ୩ରେ ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ ଉପକୂଳରେ କର୍ଡେଲିଆ କ୍ରୁଜରେ ଏକ ଡ୍ରଗ୍ ପାର୍ଟି ଉପରେ ଚଢଉ କରିବା ପରେ ଆର୍ୟନ୍‌ଙ୍କୁ…

ଆର୍ୟନଙ୍କ ଜାମିନ ପାଇଁ ମା’ ଗୌରୀଙ୍କ ମାନସିକ; ନ ମୁକୁଳିବା ଯାଏ ଖାଇବେନି…

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରାଯାଇଛି। ଗତକାଲି ଶୁଣାଣି ବେଳେ ଆର୍ୟନଙ୍କ ଜାମିନକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି କୋର୍ଟ। ରିପୋର୍ଟ ଅନୁଯାୟୀ ପୁଅ ଆର୍ୟନଙ୍କ ଶୁଭ ମନାସୀ ନବରାତ୍ରୀ ଉପଲକ୍ଷେ ମା' ଗୌରୀ ପୁଅ ମୁକୁଳି…

ପୁଞ୍ଚ ସେକ୍ଟରରେ ଆତଙ୍କୀ ହମଲା,୨ ଯବାନଙ୍କ ସହ ଜେସିଓ ସହିଦ

ଜମ୍ମୁ : ଜମ୍ମୁ-କଶ୍ମୀର ପୁଞ୍ଚ ସେକ୍ଟରରେ ପୁଣି ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ଆତଙ୍କବାଦୀଙ୍କ ଗୁଳିମାଡରେ ଜଣେ ଜୁନିଅର କମିଶନ ଅଫିସର ଜେସିଓ ସମେତ ଦୁଇ ଯବାନ ସହିଦ ହୋଇଛନ୍ତି। ଗତକାଲି ରାତିରେ ପୁଞ୍ଚ ସେକ୍ଟରରେ ଆତଙ୍କବାଦୀ ଥିବା ସୂଚନା ମିଳିବା ପରେ ରାତି…

ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ: ଶୁକ୍ରବାର ଦିନ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଦୁଇ ଦିନ ବିରତି ପରେ ଦ୍ବିତୀୟ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇ ୧୦୫.୧୪ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ମଧ୍ୟ ୩୫ ପଇସା…

ଭୋକିଲା ତାଲିକାରେ ୯୪ରୁ ୧୦୧ତମ ସ୍ଥାନକୁ ଖସିଛି ଭାରତ

ନୂଆଦିଲ୍ଲୀ: ଗ୍ଲୋବାଲ୍ ହଙ୍ଗର୍ ଇଣ୍ଡେକ୍ସ (GHI) ୨୦୨୧ ରିପୋର୍ଟ ଅନୁଯାୟୀ ୧୧୬ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୦୧ରେ ରହିଛି। ୨୦୨୦ ରେ, ୧୦୭ ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୯୪ ଥିଲା। ୨୦୨୧ ର଼୍ୟାଙ୍କିଙ୍ଗ୍ ଅନୁଯାୟୀ ପାକିସ୍ତାନ, ବାଂଲାଦେଶ ଏବଂ ନେପାଳ ଭାରତ ଅପେକ୍ଷା ଭଲ ପ୍ରଦର୍ଶନ…

ଦାର୍ଜିଲିଂ ଚା’ର ସଙ୍କଟ ବଢାଉଛି ନେପାଳ ଚା’

ନୂଆଦିଲ୍ଲୀ: ଦାର୍ଜିଲିଂ ଚା ଏହାର ଅନନ୍ୟ ସ୍ୱାଦ ଏବଂ ସୁଗନ୍ଧ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଏହି ବିଶେଷତା ହେତୁ ଏହି ଚାକୁ ଜିଆଇ ଟ୍ୟାଗ୍ ମଧ୍ୟ ମିଳିଛି। କିନ୍ତୁ ବର୍ତ୍ତମାନ ପଡୋଶୀ ଦେଶ ନେପାଳରୁ ଆସୁଥିବା ଚା' ଏବେ ଏହାର ପରିଚୟ ପ୍ରତି ବିପଦ ସୃଷ୍ଟି କରୁଛି। ନେପାଳ ସହିତ ମୁକ୍ତ…

କରୋନା ଯୋଗୁ ଦେଶରେ ଟିବି ରିପୋର୍ଟ ୪୧% ହ୍ରାସ ପାଇଛି

ଜେନେଭା: ଗୁରୁବାର ଦିନ ପ୍ରକାଶିତ ହୁର ୨୦୨୧ ଗ୍ଲୋବାଲ୍ ଟିବି ରିପୋର୍ଟ ଅନୁଯାୟୀ କୋଭିଡ୍-୧୯ ମହାମାରୀ ହେତୁ ୨୦୧୯ ରୁ ୨୦୨୦ ମଧ୍ୟରେ ଭାରତରେ ଯକ୍ଷ୍ମା ରୋଗର ରିପୋର୍ଟ ୪୧% ହ୍ରାସ ପାଇଛି। ଭାରତ, ତା’ପରେ ଇଣ୍ଡୋନେସିଆ (୧୪%), ଫିଲିପାଇନ୍ସ (୧୨%) ଏବଂ ଚୀନ୍ (୮%) ଏହି ଶୀର୍ଷ ଚାରିଟି ଦେଶ…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଆମେରିକାର ପୂବର୍ତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ

ୱାଶିଂଟନ: ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ଆମେରିକାର ପୂବର୍ତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ। ମଙ୍ଗଳବାର ଦିନ କାଲିଫର୍ଣ୍ଣିଆରେ ରକ୍ତ ସଂକ୍ରମଣ ସନ୍ଦେହରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ନେଇ ସିଏନଏନ ଗୁରୁବାର ରିପୋର୍ଟ କରିଛି। ଜଣେ ଆମେରିକୀୟ ମୁଖପାତ୍ର ମଧ୍ୟ ଏହି ସୂଚନା…

ଆସନ୍ତାକାଲି ଦେଶର ୭ଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବିଜୟା ଦଶମୀର ଶୁଭ ଅବସରରେ ଆସନ୍ତାକାଲି ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ ବାର୍ତ୍ତା ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ୭ଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଦେଶ…

ଦେଶର ୭୩୬ଟି ଜିଲ୍ଲାରେ ୧୧୨ ଦିନ ମଧ୍ୟରେ ୨୪୯୪ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ : ରେକର୍ଡ ୧୧୨ ଦିନ ମଧ୍ୟରେ ଦେଶର ୭୩୬ଟି ଜିଲ୍ଲାର ସରକାରୀ ଡାକ୍ତରଖାନାରେ କାର୍ଯ୍ୟକ୍ଷମ ହୋଇଛି ୨୪୯୪ ପ୍ରେସର ସ୍ବିଙ୍ଗ ଆଡସୋର୍ପସନ ବା (ପିଏସଏ) ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ । ଏହି ସବୁ ଅକ୍ସିଜେନ ପ୍ଲାଣ୍ଟରୁ ଦୈନିକ ୩,୩୨୪ ଟନ୍ ଅମ୍ଳଜାନ ଉତ୍ପାଦନ ହେଉଛି । ଏସବୁ ଅକ୍ସିଜେନ…