Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଧ୍ୟ ଏସିଆରେ ଅସ୍ଥିରତା ସୃଷ୍ଟି ପାଇଁ ଆଫଗାନିସ୍ତାନରେ ପ୍ରବେଶ କରୁଛନ୍ତି ଇରାକ, ସିରିୟାର ଆତଙ୍କବାଦୀ !

ନୂଆଦିଲ୍ଲୀ: ମଧ୍ୟ ଏସିଆରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଇରାକ ଓ ସିରିୟାର କୁଖ୍ୟାତ ଆତଙ୍କବାଦୀମାନେ ଆଫଗାନିସ୍ତାନରେ ପ୍ରବେଶ କରୁଛନ୍ତି । ଏହା ଏକ ଚିନ୍ତାର ବିଷୟ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ କହିଛନ୍ତି । ଆଫଗାନିସ୍ତାନରେ ସ୍ଥିତି ଭଲ ନାହିଁ । ଯୁଦ୍ଧରେ ପାରଙ୍ଗମ…

ତାଲିବାନର ଧମକ ପରେ କାବୁଲକୁ ବିମାନ ଚଳାଚଳ ସ୍ଥଗିତ କଲା ପାକିସ୍ତାନ

ଓଡ଼ିଶା ସମ୍ବାଦ ବ୍ୟୁରୋ : ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ପିଆଇଏ ଗୁରୁବାର ଦିନ କାବୁଲରୁ ବିମାନ ଚଳାଚଳ ରଦ୍ଦ ରଖିବାକୁ ଘୋଷଣା କରିଛି । ଏହା ପୂର୍ବରୁ ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଏସିଏଏ ପକ୍ଷରୁ ପିଆଇଏ ଓ କାମ୍ ଏୟାର ଲାଇନ୍ସକୁ କାବୁଲ-ଇସଲାମାବାଦ ବିମାନର…

ତାଇୱାନରେ ଭୟଙ୍କର ଅଗ୍ନିକାଣ୍ଡ,୧୩ ମହଲା କୋଠାରେ ଲାଗିଲା ନିଆଁ ୪୬ ମୃତ

ଓଡ଼ିଶା ସମ୍ବାଦ ବ୍ୟୁରୋ : ତାଇୱାନରେ ଭୟଙ୍କକ ଅଗ୍ନିକାଣ୍ଡ। ଦକ୍ଷୀଣ ତାଇୱାନର ଏକ ୧୩ ମହଲା କୋଠାରେ ନିଆଁ ଲାଗି ଯିବା ଫଳରେ ୪୬ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ଅନେକ ଲୋକ ଗୁତୁତର ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ୫୬ ଜଣ ପାଖାପାଖି ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା…

ସନ୍ନି ଦେଓଲଙ୍କ ବଡ ଘୋଷଣା, ଆସୁଛିି ‘ଗଦ୍ଦର୍-୨’

ମୁମ୍ବାଇ : ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଛି । ଆସୁଛି ବହୁ ପ୍ରତିକ୍ଷିତ ବଲିଉଡ୍ ଫିଲ୍ମ ‘ଗଦ୍ଦର୍-୨’ । ପୁଣି ପରଦାକୁ କମବ୍ୟାକ୍ କରୁଛନ୍ତି ବଲିଉଡ୍ ଷ୍ଟାର ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଶା ପଟେଲ । ‘ଗଦ୍ଦର୍-୨’ ଏକ ପ୍ରେମ କଥା’ ସିକ୍ୱିଲେ ପ୍ରସ୍ତୁତ ହେଲାଣି । ଆଜି ସନ୍ନି ଦେଓଲ ନିଜ…

ଜଙ୍ଗଲରେ ବିତୁଛି ଜୀବନ, ୧୭ ବର୍ଷର ସାଥୀ ସାଜିଛି କାର

ଭୁବନେଶ୍ୱର: କୌଣସି ଫିଲ୍ମର କାହାଣୀ ନୁହେଁ । କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାର ଘଂଚ ଜଙ୍ଗଲରେ ଜୀବନ ଅତିବାହିତ କରୁଛନ୍ତି ଜଣେ ୫୬ ବର୍ଷୀୟ ବ୍ୟକ୍ତି । ପରିବାର କହିଲେ ୧୭ ବର୍ଷର ସାଥୀ ସାଜିଛି ଏକ ନିର୍ଜୀବ ଆମ୍ବାସାଡର କାର । ଅଡତଲେ ଓ ନେକ୍କାରେ ନାମକ ଗାଁର ଘଂଚ ଜଙ୍ଗଲର ୩ରୁ ୪…

ଶେଷ ଥର ପାଇଁ କରୋନା ସଂକ୍ରମଣ ସମ୍ପର୍କୀତ ତଥ୍ୟ ସଂଗ୍ରହ କରିବାକୁ ଚୀନକୁ ହୁ ପଠାଇବ ଟିମ

ଜେନିଭା:କରୋନା ମହାମାରୀ କବଳରେ ସାରା ବିଶ୍ୱରେ ପଡିବା ପରେ ସନ୍ଦେହର ପ୍ରଥମ ଓ ଶେଷ ସୂଇ ଚୀନକୁ ଯାଇଥିଲା । ମାତ୍ର ଚୀନର ଅସହଯୋଗ ଯୋଗୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ସାଇଂଟିଫିକ ଟିମ୍ ଏହାର ଉତ୍ପତିସ୍ଥଳୀ ସ୍ଥଳ ସମ୍ପର୍କରେ ଏବେ ବି ଅଜ୍ଞ । ଗୁରୁବାର ହୁ ଶେଷ ଥର ପାଇଁ ଏହାର ଟିମ ଚୀନ…

ବଢିବାରେ ଲାଗିଛି କିଙ୍ଗଖାନଙ୍କ ଚିନ୍ତା, ଆର୍ଯ୍ୟନ୍‌ଙ୍କୁ ସାଧାରଣ ସେଲ୍ ସ୍ଥାନାନ୍ତରଣ

ମୁମ୍ବାଇ: ପଦ୍ମ ଘୁଂଚିଘୁଂଚି ଯାଉଛି । କିଙ୍ଗଖାନଙ୍କ ଲାଡଲା ଆର୍ଯ୍ୟନଙ୍କ ଜାମିନ ଶୁଣାଣି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିପାରୁନି । ଅନ୍ୟପଟେ ଆର୍ଯ୍ୟନଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ ବାହାରିବା ପରେ ସାମ୍ନାକୁ ଆସିଛି ନୂଆ ଖବର । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଆର୍ଥର୍ ରୋଡ ଜେଲରେ…

ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ପାଇଁ ପୂଜା ମଣ୍ଡପରେ ପହଞ୍ଚିଲେ କାଜୋଲ

ମୁମ୍ବାଇ : ଜଗତଜନନୀ ମା’ ଦୁର୍ଗାଙ୍କ ନବରାତ୍ରୀ ପାଇଁ ମାୟାନଗରୀ ମୁମ୍ବାଇ ମଧ୍ୟ ଚଳଚଞ୍ଚଳ ହୋଇପଡ଼ିଛି । ଆଜି ପବିତ୍ର ମହାନବମୀରେ ବଲିଉଡ୍ ବିୟୁଟି କାଜୋଲ ମଧ୍ୟ ନିଜ ପରିବାର ସହ ଆଜି ନବରାତ୍ରୀ ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିଛି । କାଜୋଲ ମୁମ୍ବାଇର ଏକ ପୂଜା ମଣ୍ଡପକୁ ମା ଦୁର୍ଗାଙ୍କ…

ବଲିଉଡ ସୁନ୍ଦରୀ ନୋରା ଫତେହୀ ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଇଡିର ସମନ୍

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ନୋରା ଫତେହୀ ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ୍ । ୨୦୦ କୋଟିର ଆର୍ଥିକ ଅନିୟମିତତା ମାମଲାରେ ସମନ୍ ଜାରି ହୋଇଛି । ଆଜି ହାଜର ହେବାକୁ ନୋରାଙ୍କୁ ନିର୍ଦ୍ଦେଶ ରହିଛି । ତାଙ୍କୁ ମନି ଲଣ୍ଡିଂରେ କେସରେ ପଚରାଉଚରା ସହ ବୟାନ…

ମନମୋହନ ସିଂହଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ଉତ୍ତମ ସ୍ୱାସ୍ଥ୍ୟ ଓ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ଜ୍ୱର ଓ ଦୁର୍ବଳ ଅନୁଭବ କରିବା ପରେ ଗତକାଲି ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ମନମୋହନ…