Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଡାନୀର ସମସ୍ତ ବନ୍ଦରରେ ପାକିସ୍ତାନ, ଆଫଗାନିସ୍ତାନ, ଇରାନରୁ ଆସୁଥିବା ପଦାର୍ଥ ଉପରେ କଟକଣା

ନୂଆଦିଲ୍ଲୀ: ଅଡାନୀ ଗ୍ରୁପ ଆଜି ତାର ସମସ୍ତ ବନ୍ଦରରେ ପାକିସ୍ତାନ, ଆଫଗାନିସ୍ତାନ ଓ ଇରାନରୁ ଆସୁଥିବା ପଦାର୍ଥ ଉପରେ କଟକଣା ଲଗାଇଛି । ଏହି ନିଷ୍ପତି ୧୫ ନଭେମ୍ବରରୁ ଲାଗୁ ହେବ । ନିକଟରେ ଗୁଜରାଟର ବନ୍ଦରରୁ ୩ ହଜାର କିଲୋ ଡ୍ରଗ୍ସ ଜବତ ହୋଇଥିଲା । ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା…

ବ୍ରିଟେନର ଟିକା ବ୍ଲୁ ପ୍ରିଣ୍ଟ ଚୋରି କରି କରୋନା ଟିକା ତିଆରି କରିଛି ରୁଷ୍‌!

ନୂଆଦିଲ୍ଲୀ: ରୁଷିଆ ତାଙ୍କ ଗୁପ୍ତଚରମାନଙ୍କଠାରୁ ବ୍ରିଟେନ୍ ଦ୍ୱାରା ନିର୍ମିତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନା ଟୀକାର ବ୍ଲୁ ପ୍ରିଣ୍ଟ ଚୋରି କରିଛି ଏବଂ ଏହା ସାହାଯ୍ୟରେ ପ୍ରଥମ କୋଭିଡ୍ ଟିକା ତିଆରି କରିଥିବା ଅଭିଯୋଗ ହୋଇଛି। ସୁରକ୍ଷା ଏଜେନ୍ସି ବ୍ରିଟେନର ମନ୍ତ୍ରୀମାନଙ୍କୁ ଏହା…

ଅମିତାଭ @ ୭୯

ମୁମ୍ବାଇ: ବଲିଉଡ଼ ବାଦଶାହ ଓରଫ୍ ବିଗ୍ ବି ଅମିତାଭ ବଚ୍ଚନ। ଏବେ ବି ଫ୍ୟାନଙ୍କ ହୃଦୟରେ ରାଜ୍ କରୁଛନ୍ତି । ଏବେ ବି ତାଙ୍କର ଦମଦାର ଅଭିନୟରେ ବାନ୍ଧି ରଖିଛନ୍ତି ଦର୍ଶକ ମାନଙ୍କୁ । ଏବେ ବି ବଲିଉଡ଼ର ଆଇକନ୍ ପାଲଟିଛନ୍ତି ବିଗ୍ ବି । କେବଳ ଫିଲ୍ମ ଜଗତରେ ନୁହେଁ ବିଭିନ୍ନ ସିରିଏଲ, ଟିଭି ସୋ ରୁ…

ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ଅର୍ଥନୀତିରେ ଡେଭିଡ କାର୍ଡ, ଜୋଶୁଆ ଡି ଅଙ୍ଗ୍ରିଷ୍ଟ, ଗୁଇଡୋ ଡବ୍ଲ୍ୟୁ ଇମ୍ବେନ୍ସଙ୍କୁ ମିଳିତ ଭାବେ ୨୦୨୧ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଜଣ ଅର୍ଥନୀତିଜ୍ଞ ମିଳିତ ଭାବେ ନୋବେଲ ପୁରସ୍କାର ପାଇବେ। ନୋବେଲ କମିଟି ଡେଭିଡ କାର୍ଡଙ୍କୁ ଶ୍ରମ ଅର୍ଥନୀତିରେ ତାଙ୍କର…

ନିରାଶ ଚୋରର ଚିଠି, ଘରେ ଟଙ୍କା ନରଖି ତାଲା କାହିଁକି ପକେଇଥଲ ?

ଭୁବନେଶ୍ୱର: ଆଜିକାଲିର ଚୋରଙ୍କର ବି ମାନ ସମ୍ମାନ ଅଛି । ଚୋରି ହେଉ ଅବା ନହେଉ, ସେମାନେ ବି ନିଜ ମନର କଥା ଜଣାଇବାକୁ କୁଣ୍ଠାବୋଧ କରୁନାହାଁନ୍ତି । ଜଣେ ଚୋର ଓ ତା ଚିଠିକୁ ନେଇ ମଧ୍ୟପ୍ରଦେଶରେ ଘଟିଥିବା ଏକ ଘଟଣା ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ମଧ୍ୟପ୍ରଦେଶର ଦେୱାସ୍…

ପାନ ମସଲା ବ୍ରାଣ୍ଡ ସହ ଚୁକ୍ତି ବାତିଲ କଲେ ମେଗାଷ୍ଟାର ଅମିତାଭ

ମୁମ୍ବାଇ: ବେଶ କିଛିଦିନ ଧରି କମଳା ପସନ୍ଦ ନାମକ ଏକ ପାନ ମସଲା ବ୍ରାଣ୍ଡର ବିଜ୍ଞାପନରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଫଟୋ ସାମ୍ନାକୁ ଆସିଥିଲା । ପାନ ମସଲାର ବ୍ରାଣ୍ଡିଂ କରିବା ଘଟଣା ମେଗାଷ୍ଟାରଙ୍କ ଅଗଣିତ ଫ୍ୟାନଙ୍କୁ ଦୁଃଖିତ କରିଥିଲା । ସୋସିଆଲ୍ ମିଡିଆରେ ଏ ନେଇ ବିଭିନ୍ନ ପ୍ରକାର…

ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ସହିଦ; ଜମ୍ମୁ କଶ୍ମୀର

ଶ୍ରୀନଗର: ଆତଙ୍କବାଦ ବିରୋଧରେ ଯୁଦ୍ଧ ସମୟରେ ଭାରତୀୟ ସେନାଙ୍କୁ ବଡ଼ ଝଟ୍‌କା ଲାଗିଛି। ସୋମବାର ଦିନ ପୁଞ୍ଚରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍ ବେଳେ ଜେସିଓ ସମେତ ୫ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ସୂଚନାନୁସାରେ, ଆତଙ୍କବାଦୀଙ୍କ ବିରୋଧରେ ଏକ ସର୍ଚ୍ଚ ଅପରେସନ୍ କରୁଥିବାବେଳେ…

ଆଉ ୨ ଦିନ ଜେଲ୍‌ରେ ରହିବେ ଆର୍ୟନ୍‌; ୧୩ରେ ପରବର୍ତ୍ତୀ ଶୁଣାଣି

ମୁମ୍ବାଇ: ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ୍‌ ଷ୍ଟାର ଶାହାରୁଖ୍‌ ଖାନଙ୍କ ପୁଅ ଆର୍ୟନଙ୍କୁ ମିଳିଲାନି ଆଶ୍ବସ୍ତି। ଆହୁରି ୨ ଦିନ ଜେଲ୍‌ରେ ରହିବେ ଆର୍ୟନ୍‌। ମୁମ୍ବାଇ ସେସନ୍‌ କୋର୍ଟ ତାଙ୍କ ଶୁଣାଣି ଅକ୍ଟୋବର ୧୩ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ସେପର୍ଯ୍ୟନ୍ତ…

ସେରେନା ହୋଟେଲରେ ହେବ ଆତଙ୍କବାଦୀ ଆକ୍ରମଣ: ନାଗରିକଙ୍କୁ ସତର୍କ କରାଇଲେ ଆମେରିକା, ବ୍ରିଟେନ

କାବୁଲ: ଆଫଗାନିସ୍ତାନରେ ରହୁଥିବା ନାଗରିକଙ୍କୁ ଆମେରିକା ଓ ବ୍ରିଟେନ ପକ୍ଷରୁ ସତର୍କତା ସୂଚନା ଜାରୀ କରାଯାଇଛି । କାବୁଲର ପ୍ରସିଦ୍ଧ ସେରେନା ହୋଟେଲରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କର ରହିଛି ବୋଲି ଗୋଇନ୍ଦା ସଂସ୍ଥାଠାରୁ ରିପୋର୍ଟ ପାଇବା ପରେ ଏହି ସୂଚନା ଜାରୀ କରାଯାଇଛି । ତୁରନ୍ତ ସେ ସ୍ଥାନ…

ଟିକା ନେଇ ନଥିଲେ ବୋଲି ଫୁଟବଲ୍‌ ମ୍ୟାଚ୍‌ ଦେଖିପାରିଲେନି ରାଷ୍ଟ୍ରପତି

ନୂଆଦିଲ୍ଲୀ: ଟିକା ନେଇ ନଥିଲେ ବୋଲି ଫୁଟବଲ ମ୍ୟାଚ୍‌ ଦେଖିପାରିଲେନି ରାଷ୍ଟ୍ରପତି। ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ କହିଛନ୍ତି ଯେ ତାଙ୍କ ପାଖରେ କରୋନା ଟିକାକରଣ ପ୍ରମାଣପତ୍ର ନ ଥିବାରୁ ତାଙ୍କୁ ସାଣ୍ଟୋସ ବନାମ ଗ୍ରେମିଓ ଫୁଟବଲ ମ୍ୟାଚରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା।…