Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସେରେନା ହୋଟେଲରେ ହେବ ଆତଙ୍କବାଦୀ ଆକ୍ରମଣ: ନାଗରିକଙ୍କୁ ସତର୍କ କରାଇଲେ ଆମେରିକା, ବ୍ରିଟେନ

କାବୁଲ: ଆଫଗାନିସ୍ତାନରେ ରହୁଥିବା ନାଗରିକଙ୍କୁ ଆମେରିକା ଓ ବ୍ରିଟେନ ପକ୍ଷରୁ ସତର୍କତା ସୂଚନା ଜାରୀ କରାଯାଇଛି । କାବୁଲର ପ୍ରସିଦ୍ଧ ସେରେନା ହୋଟେଲରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କର ରହିଛି ବୋଲି ଗୋଇନ୍ଦା ସଂସ୍ଥାଠାରୁ ରିପୋର୍ଟ ପାଇବା ପରେ ଏହି ସୂଚନା ଜାରୀ କରାଯାଇଛି । ତୁରନ୍ତ ସେ ସ୍ଥାନ…

ଟିକା ନେଇ ନଥିଲେ ବୋଲି ଫୁଟବଲ୍‌ ମ୍ୟାଚ୍‌ ଦେଖିପାରିଲେନି ରାଷ୍ଟ୍ରପତି

ନୂଆଦିଲ୍ଲୀ: ଟିକା ନେଇ ନଥିଲେ ବୋଲି ଫୁଟବଲ ମ୍ୟାଚ୍‌ ଦେଖିପାରିଲେନି ରାଷ୍ଟ୍ରପତି। ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ କହିଛନ୍ତି ଯେ ତାଙ୍କ ପାଖରେ କରୋନା ଟିକାକରଣ ପ୍ରମାଣପତ୍ର ନ ଥିବାରୁ ତାଙ୍କୁ ସାଣ୍ଟୋସ ବନାମ ଗ୍ରେମିଓ ଫୁଟବଲ ମ୍ୟାଚରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା।…

ଲଖିମ୍‌ପୁର ହିଂସାକାଣ୍ଡ; ଆଜି ମହାରାଷ୍ଟ୍ର ବନ୍ଦ

ନୂଆଦିଲ୍ଲୀ: ଗତ ସପ୍ତାହରେ ଉତ୍ତରପ୍ରଦେଶର ଲଖିମ୍‌ପୁର ଖେରୀରେ କୃଷକଙ୍କ ହତ୍ୟାକୁ ବିରୋଧ କରି ମହାରାଷ୍ଟ୍ରର ଶାସକ ମିଳିତ ମଞ୍ଚ ସୋମବାର ଦିନ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି। ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ଏହି ବନ୍ଦ ଡାକରାକୁ ରାଜ୍ୟର ତିନି ଶାସକ ସହଯୋଗୀ ଶିବସେନା, ଜାତୀୟତାବାଦୀ…

ଲଦାଖରେ ଶାନ୍ତି ଚାହୁଁନି ଚୀନ୍: ୮ଘଣ୍ଟା ଆଲୋଚନାରେ ଭାରତ ପ୍ରସ୍ତାବରେ ରାଜି ହେଲାନି

ନୂଆଦିଲ୍ଲୀ: ଲଦାଖଲରେ କଣ ଚାହୁଁଛି ଚୀନ୍ ? ସୀମା ବିବାଦକୁ ନେଇ ଭାରତ ସହ ଚାଲିଥିବା ସମସ୍ୟାର ସମାଧାନ ବୋଧେ ଚାହୁଁନି ଚୀନ୍ । ଗତକାଲି ବସିଥିଲା ୧୩ତମ କମାଣ୍ଡର ସ୍ତରୀୟ ଆଲୋଚନା ପରେ ଏମିତି କିଛି ବୁଝା ପଡୁଛି । କାରଣ ଗତକାଲିର ବୈଠକରୁ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ । ବିବାଦର…

ପୁଣି ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦାମ୍‌। ସୋମବାର ସପ୍ତମ ଦିନ ପାଇଁ ତୈଳ ଦର ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଯଥାକ୍ରମେ ୩୦ ପଇସା ଏବଂ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି।…

ଆର୍ୟନ ଖାନଙ୍କୁ ମିଳିବ କି ବେଲ୍ ? ଆଜି ସେସନ୍ସ କୋର୍ଟରେ ଶୁଣାଣି

ମୁମ୍ବାଇ: ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟନ ଖାନଙ୍କୁ ଜାମିନ ମିଳିବ କି ନାହିଁ ? ଆଜି ମୁମ୍ବାଇ ସେସନ୍ସ କୋର୍ଟରେ ତାଙ୍କର ବେଲ୍ ଆବେଦନର ଶୁଣାଣି ହେବ । ସ୍ୱତନ୍ତ୍ର NDPS କୋର୍ଟ ବେଲ୍ ପିଟିସନର ଶୁଣାଣି କରିବେ । ମୁମ୍ୱାଇ ମେଟ୍ରୋପଲିଟାନ୍ କୋର୍ଟରୁ ନିରାଶ ହୋଇଥିଲେ ଆର୍ୟନ୍ ।…

ଘନଉଛି କୋଇଲା ସଙ୍କଟ, ଅନ୍ଧାର ହୋଇଯିବ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବିୁଜଳି ସଙ୍କଟ । କୋଇଲା ସଙ୍କଟ ଦେଖା ଦେଇଥିବା ବେଳେ ଯଦି ଶୀଘ୍ର ଆବଶ୍ୟକତା ଅନୁସାରେ କୋଇଲା ଯୋଗାଣ ନହୁଏ, ତା’ହେଲେ ଦୁଇ ଦିନ ପରେ ପୂରା ଅନ୍ଧାର ହୋଇଯିବ ରାଜଧାନୀ ଦିଲ୍ଲୀ । ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ ସମେତ ଦେଶର ଅନେକ ରାଜ୍ୟ ଏବେ…

ଆତଙ୍କୀ ଲିଙ୍କ ଅଭିଯୋଗରେ ଜାମ୍ମୁ-କାଶ୍ମୀରର ୧୬ଟି ସ୍ଥାନରେ ଏନଆଇଏର ରେଡ୍

ଜାମ୍ମୁ : ଆତଙ୍କୀ କାର୍ଯ୍ୟକଳାପ ସନ୍ଦେହରେ ଏନଆଇଏ କରିଛି ଚଢ଼ାଉ । ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ, ଜାମ୍ମୁ-କାଶ୍ମୀରର ୧୬ଟି ସ୍ଥାନରେ ଚଢ଼ାଉ କରିଛି ଏନଆଇଏ । ଶ୍ରୀନଗର, ବାରମୂଳା, ଅନନ୍ତନାଗ, କୁଲଗାମର ବିଭିନ୍ନ ଅଞ୍ଚଳରେ ଚଢ଼ାଉକୁ ବ୍ୟାପକ କରାଯାଇଛି । ଦୁଇଟି ଆତଙ୍କୀ…

ବାତିଲ ହେଲା ୟୁଜିସି ଏନଇଟି, ଘୋଷଣା ହେବ ସାନି ତାରିଖ

ନୂଆଦିଲ୍ଲୀ : ବିଶ୍ବବିଦ୍ୟାଳୟ ମଞ୍ଜୁରୀ ଆୟୋଗ ଜାତୀୟ ଯୋଗ୍ୟତା ପରୀକ୍ଷା ବା ୟୁଜିସି ଏନଇଟିକୁ ପୁଣି ବାତିଲ କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ । ଆସନ୍ତା ଅକ୍ଟୋବର ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବାର ଥିଲା । ତେବେ ପୁନର୍ବାର ପରୀକ୍ଷା ନେଇ ତାରିଖ ୟୁଜିସିର…

ଟି୨୦ ବିଶ୍ୱକପରେ ହେବ ଧନବର୍ଷା

ଦୁବାଇ: ଏଥର ଟି୨୦ ବିଶ୍ୱକପରେ ହେବ ଧନବର୍ଷା । ରବିବାର ଆଇସିସି ଏହି ମେଗା ଇଭେଟ ପାଇଁ ପୁରସ୍କାର ରାଶିର ଘୋଷଣା କରିଛି । ଚାମ୍ପିୟନ ଦଳକୁ ୧.୬ ମିଲିୟନ (୧୨କୋଟି ଟଙ୍କା) ଏବଂ ରନର୍ସଅପ ଟିମକୁ ୮ ଲକ୍ଷ ଡଲାର ମିଳିବ । ସେହିପରି ସେମିଫାଇନାଲରେ ପ୍ରବେଶ କରିଥିବା ଦଳକୁ ୩ କୋଟି ଲେଖାଁଏ ମିଳିବ…