Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ ୨୦୨୧ରେ ୪୬ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ : ବିଶ୍ବ ବୌଦ୍ଧିକ ସମ୍ପତ୍ତି ପ୍ରତିଷ୍ଠାନରେ ଭାରତ ଆଉ ଦୁଇ ପାଦ ଉପରକୁ ଉଠି ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ ୨୦୨୧ରେ ୪୬ ସ୍ଥାନରେ ପହଞ୍ଚିଛି । ଏହି ସୂଚୀରେ ଭାରତ କ୍ରମାଗତ ଭାବେ ଉପରକୁ ଉଠି ଚାଲିଛି । ୨୦୧୫ରେ ଭାରତ ଏହି ସୂଚୀରେ ୮୧ ତମ ସ୍ଥାନରେ ଥିଲା । ଇନୋଭେସନକୁ…

ଆଖଡା ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ

ପ୍ରୟାଗରାଜ:ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ଏକ ରୁଦ୍ଧ ଘରେ ତାଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା । ଘରୁ ସୁସାଇଡ ନୋଟ ମିଳିଥିବାରୁ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି । ଆଖଡା ପରିଷଦ…

ମାଆ ହେଲେ ବ୍ରିଟେନର ରାଜକୁମାରୀ ବ୍ରିଟିସ

ଲଣ୍ଡନ: ବ୍ରିଟେନର ରାଜକୁମାରୀ ବ୍ରିଟିସ ସୋମବାର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଚେଲସୀର ୱେଷ୍ଟମିନଷ୍ଟର ଡାକ୍ତରଖାନରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ବୋଲି ତାଙ୍କ ସ୍ୱାମୀ ଇଡାର୍ଡୋ ମ୍ୟାପେଲି ମୋଜି କହିଛନ୍ତି । ଶିଶୁଟିର ଓଜନ ୨.୭୮ କିଗ୍ରା ରହିଛି । ୨୦୨୦ରେ…

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କ୍ରୀଡ଼ାମନ୍ତ୍ରୀଙ୍କ ସହ ଅନୁରାଗ ଠାକୁରଙ୍କ ଆଲୋଚନା

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କ୍ରୀଡ଼ାମନ୍ତ୍ରୀଙ୍କ ସହ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଆଲୋଚନା । ଭର୍ଚୁଆଲ ଜରିଆରେ କ୍ରୀଡାମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଅନୁରାଗ ଠାକୁର । ଟୋକିଓ ଅଲିମ୍ପିକ୍ସ ଓ ପାରାଅଲିମ୍ପିକ୍ସର ସଫଳତା…

ତାଲିବାନକୁ ଟାର୍ଗେଟ କଲା ଆଇଏସଆଇଏସ, ଆକ୍ରମଣରେ ୩୫ରୁ ଅଧିକ ତାଲିବାନୀ ମୃତ

ଆଫଗାନିସ୍ତାନ : ଆଫଗାନିସ୍ତାନରେ ପୁଣି ମୁଣ୍ଡ ଟେକିଲା ଆତଙ୍କୀ ସଙ୍ଗଠନ ଆଇଏସଆଇଏସ । ଗତ ଦୁଇ ଦିନ ଧରି ବିଭିନ୍ନ ସ୍ଥାନରେ ହୋଇଥିବା ବିସ୍ଫୋରଣରେ ତାଲିବାନକୁ ଟାର୍ଗେଟ କରିଛି ସଙ୍ଗଠନ । ବିଭିନ୍ନ ଆକ୍ରମଣରେ ୩୫ରୁ ଅଧିକ ତାଲିବାନୀ ମୃତାହତ ହୋଇଛନ୍ତି । ନଙ୍ଗରହାର ପ୍ରଜାତନ୍ତ୍ରରେ ତାଲିବାନ…

ସାମ୍ନାକୁ ଆସିଲା ଚୀନର ଦାଦାଗିରି, ଏଲଏସିରେ ନିର୍ମାଣ କରୁଛି ୧୦ଟି ନୂଆ ବାୟୁସେନା ଘାଟି

ନୂଆଦିଲ୍ଲୀ : ସୀମାରେ ପୁଣି ଡ୍ରାଗନର ଦାଦାଗିରି । ଏଲଏସିରେ ୧୦ଟି ନୂଆ ବାୟୁସେନା ଘାଟି ନିର୍ମାଣ କରିଛି ଚୀନ । ଦୁଇଦେଶ ମଧ୍ୟରେ ବାରମ୍ବାର କଥାବାର୍ତ୍ତା ଚାଲିଥିବା ବେଳେ, ଚୀନର ଏହି ସାମରିକ ଘାଟି ନିର୍ମାଣକୁ ନେଇ ଚିନ୍ତା ପ୍ରକାଶ କରିଛି ଭାରତ । ଲଦାଖ, ଉତ୍ତରାଖଣ୍ଡ ଓ ଅରୁଣାଚଳ ପ୍ରଦେଶ…

କୋଷ୍ଟ ଗାର୍ଡ ଜବତ କଲେ ୮ କୋଟି ମୂଲ୍ୟର ୨ ଟନ ସି କକମ୍ବର

ମଣ୍ଡପମ: ତାମିଲନାଡୁ ମଣ୍ଡପମ ଅଂଚଳରେ କୋଷ୍ଟଗାର୍ଡ ୨ ଟନ ସି କକମ୍ବର ପ୍ରାଣୀ ଜବତ କରିଛି । ଉପକୂଳରୁ ପ୍ରାୟ ୧୫ କିଲୋମିଟର ଦୂରରେ ସନ୍ଦିଗ୍ଧ ଅବସ୍ଥାରେ ସମୁଦ୍ରରେ ଏକ ନୌକାକୁ ଠାବ କରାଯାଇଥିଲା । ଯାଂଚ କରାଯିବା ପରେ ଏଥିରେ ୨ ଟନ ସି କକମ୍ବର ଥିଲେ । ଯାହାର ଆନ୍ତର୍ଜାତୀୟ ମୂଲ୍ୟ ୮କୋଟି…

ଜାଭେଦ-କଙ୍ଗନା ମୁହାଁମୁହିଁ , ଜାଭେଦଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ କଙ୍ଗନା ରଣାୱତ

ମୁମ୍ବାଇ : ବଲିଉଡ୍ ର ଫେମସ୍ ଗୀତିକାର ତଥା ଲେଖକ ଜାଭେଦ ଅଖତର ଓ ଅଭିନେତ୍ରୀ କଙ୍ଗନା ରଣାୱତ ମାନହାନୀ ମାମଲା ।ଏହି ମାମଲାର ଶୁଣାଣି ଆଜି ମୁମ୍ବାଇ ସ୍ଥିତ ଅନ୍ଧେରୀ କୋର୍ଟରେ ହୋଇଛି । ଜାଭେଦ କଙ୍ଗନାକୁ ଘରକୁ ଡାକି ଧମକ ଦେଇଥିବା ନେଇ କଙ୍ଗନା ରାଣାୱତ ଅଭିଯୋଗ ଆଣିଛନ୍ତି। କଙ୍ଗନା ରଣାୱତ…

୨୦୨୪ରେ ମମତା ହୁଅନ୍ତୁ ପ୍ରଧାନମନ୍ତ୍ରୀ: ବାବୁଲ ସୁପ୍ରିଓ

କୋଲକାତା: ଟିଏମସି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଉପଯୁକ୍ତ ପ୍ରାର୍ଥୀ। ବାବୁଲ ସୁପ୍ରିଓ କହିଛନ୍ତି ଯେ "ମୁଁ ଚାହୁଁଛି ଆମ ଦଳର ଅଧିନାୟକ…

ଦୁନିଆର ସବୁଠାରୁ ଚାପଗ୍ରସ୍ତ ସହର ମୁମ୍ବାଇ

ମୁମ୍ବାଇ: ରିପୋର୍ଟ ଅନୁଯାୟୀ ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ଦୁନିଆର ସବୁଠାରୁ ଚାପଗ୍ରସ୍ତ ସହର ତାଲିକାରେ ସ୍ଥାନିତ ହୋଇଛି। ଦିଲ୍ଲୀ ଚତୁର୍ଥ ସ୍ଥାନରେ ରହିଛି। ବ୍ରିଟେନର କାର୍ ସେୟାରିଂ କମ୍ପାନୀ ହିଆକାର ଦ୍ବାରା କରାଯାଇଥିବା ଏହି ସର୍ଭେ ବିଶ୍ବର ସର୍ବାଧିକ ଜନବହୁଳ ସହରଗୁଡିକ…