Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୁଖଜିନ୍ଦର ରାନ୍ଧୱା ହୋଇପାରନ୍ତି ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଗାଦି କିଏ ସମ୍ଭାଳିବ ତାକୁ ନେଇ ସସ୍‌ପେନ୍ସ ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ମିଳିପାରିନାହିଁ। ତେବେ ଖବର ଅନୁଯାୟୀ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ…

ବିଶ୍ୱକୁ ମାଡି ଆସୁଛି ବିପଦ; ୟୁଏନର କଡା ଚେତାବନୀ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀ ପ୍ରି-ଇଣ୍ଡଷ୍ଟ୍ରିଆଲ୍‌ ସ୍ତରରୁ ୨.୭ ଡିଗ୍ରୀ ସେଲସିୟସ ଉତ୍ତାପ ଆଡକୁ ଗତି କରୁଛି। ବୈଜ୍ଞାନିକଙ୍କ ମତ ଅନୁଯାୟୀ, ବିଶ୍ବର ତାପମାତ୍ରା ୧.୫…

ଦମ୍ପତିଙ୍କୁ ମହଙ୍ଗା ପଡ଼ିଲା ନବଜାତ ଶିଶୁର ନାମକରଣ; ନାଁ ଉପରେ ଲାଗିଲା ବ୍ୟାନ୍‌

ନୂଆଦିଲ୍ଲୀ: ଅନେକ ସମୟରେ ନିଜ ପ୍ରିୟ କଳାକାର ବା ବିଶିଷ୍ଟ ବ୍ୟକ୍ତଙ୍କ ନାମ ଅନୁଯାୟ ପିତାମାତା ନିଜ ସନ୍ତାନଙ୍କ ନାମକରଣ କରିଥାନ୍ତି।  ରୁଷର ରାଷ୍ଟ୍ରପତି 'ଭ୍ଲାଦିମିର ପୁଟିନ'ଙ୍କ ନାମରେ ଏକ ଦମ୍ପତି ସେମାନଙ୍କର ନବଜାତ ଶିଶୁ ପୁତ୍ରର ନାମ ରଖିଥିବା ବେଳ ସେଠାକାର ସରକାର ଏହି ନାଁ ଯଥାଶୀଘ୍ର…

୫୦ ପ୍ରତିଶତ ବଢିଛି ବାଲ୍ୟ ବିବାହ ମାମଲା: କର୍ଣ୍ଣାଟକରେ ସର୍ବାଧିକ

ନୂଆଦିଲ୍ଲୀ: ଏନସିଆରବି ତଥ୍ୟ ଅନୁଯାୟୀ, ୨୦୨୦ ମସିହାରେ ବାଲ୍ୟ ବିବାହ ମାମଲାରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୦ ର ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ତଥ୍ୟ ଅନୁଯାୟୀ, ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ମୋଟ ୭୮୫ ମାମଲା ପଞ୍ଜିକୃତ ହୋଇଛି। ପଞ୍ଜୀକୃତ…

ଭାରତ ଭ୍ରମଣରେ ଆସିପାରି‌ବେ ବିଦେଶୀ ପର୍ଯ୍ୟଟକ; ଖୁବ୍‌ ଶୀଘ୍ର ମିଳିପାରେ ଅନୁମତି

ନୂଆଦିଲ୍ଲୀ: ଦେଢ ବର୍ଷ ଧରି ତାଣ୍ଡବ ରଚୁଥିବା ମହାମାରୀ କରୋନାରୁ ଟିକାକରଣ ପରେ ସାମାନ୍ୟ ଆଶ୍ବସ୍ତି ମିଳିବା ପରେ ଭାରତରେ ପ୍ରଥମ ଥର ପାଇଁ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶକୁ ଅନୁମତି ମିଳିପାରେ ବୋଲି ଅଧିକାରୀମାନେ କହିଛନ୍ତି। ମାର୍ଚ୍ଚ ୨୦୨୦ ଠାରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା…

ବଢୁଛି ସସ୍‌ପେନ୍ସ; ମୁଖ୍ୟମନ୍ତ୍ରୀ ହେବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଅମ୍ବିକା ସୋନି!

ନୂଆଦିଲ୍ଲୀ: ପଞ୍ଜାବରେ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛି କିଏ ରାଜ୍ୟର ନେତୃତ୍ୱ ନେବେ। ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ବର୍ତ୍ତମାନ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ…

ବଢିଲା ଡାକ୍ତରଙ୍କ ଅବସର ବୟସ

ନୂଆଦିଲ୍ଲୀ: ବଢିଲା ଡାକ୍ତରମାନଙ୍କ ଅବସର ଅବଧି। ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ୟୁପି ସରକାର ଡାକ୍ତରମାନଙ୍କ ଅବସର ସୀମାକୁ ବଢାଇ ଦେଇଛନ୍ତି। ରାଜ୍ୟ ସରକାର ଭୋଟରଙ୍କୁ ଜିତାଇବା ପାଇଁ ଅନେକ ପରିବର୍ତ୍ତନ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶ ସରକାର…

୧୧ ରାଜ୍ୟରେ ଡେଙ୍ଗୁ ଆତଙ୍କ; ସତର୍କ ରହିବାକୁ କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ: ସେରୋଟାଇପ୍-୨ ଡେଙ୍ଗୁ ରୋଗ ସଂକ୍ରାନ୍ତରେ ଶନିବାର କେନ୍ଦ୍ର ଚେତାବନୀ ଦେଇଛି। ଡେଙ୍ଗୁ ଏବଂ ଅନ୍ୟାନ୍ୟ ରୋଗର ପ୍ରତିରୋଧ ତଥା ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟମାନଙ୍କୁ ଅନୁରୋଧ କରିଛି। କୋଭିଡ୍‌-୧୯ ସ୍ଥିତିକୁ ଯାଞ୍ଚ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ରଶାସିତ…

ପଞ୍ଜାବ କମାଣ ଧରିବେ ରାହୁଲଙ୍କ ଘନିଷ୍ଠ ସୁନୀଲ ଜାଖଡ ! ଆଜି ନୂଆ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା

ଅମୃତସର: ପଞ୍ଜାବରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ? କ୍ୟାପଟେନ୍ ଅମରିନ୍ଦର ସିଂହ ଇସ୍ତଫା ଦେବା ପରେ ନୂଆ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ଚର୍ଚ୍ଚା । ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ ଚୌକିରେ ବସାଇବ ? ରେସରେ ସବୁଠୁ ଆଗରେ ଅଛନ୍ତି ସୁନୀଲ ସୁନୀଲ ଜାଖଡ ।…

ରାଜ୍ୟ ସଭା ଉପ ନିର୍ବାଚନ ପାଇଁ ସୋନୱାଲ, ମୁରୁଗାନଙ୍କୁ ପ୍ରାର୍ଥୀ କଲା ବିଜେପି

ନୂଆଦିଲ୍ଲୀ: ଆସାମ ଓ ମଧ୍ୟପ୍ରଦେଶରେ ହେବାକୁ ଥିବା ରାଜ୍ୟ ସଭା ଉପ ନିର୍ବାଚନ ପାଇଁ ବିଜେପି ଶନିବାର ପ୍ରାର୍ଥୀ ଘୋଷଣା କରିଛି । ଆସାମରୁ ସର୍ବାନନ୍ଦ ସୋନୱାଲ ଓ ମଧ୍ୟପ୍ରଦେଶରୁ ଏଲ.ମୁରୁଗାନଙ୍କୁ ପ୍ରାର୍ଥୀ ହେବେ । କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ବେଳେ ଉଭୟଙ୍କୁ ମନ୍ତ୍ରୀ କରାଯାଇଥିଲା ।…