Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୋଷା କୁକୁର ପାଇଁ ବିଜନେସ କ୍ଲାସରେ ବୁକ କଲେ ସମ୍ପୂର୍ଣ୍ଣ ଫ୍ଲାଇଟ !

ମୁମ୍ବାଇ: କୁକୁର ଏବଂ ମଣିଷଙ୍କ ବନ୍ଧୁତା ବହୁ ପୁରୁଣା । ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ଭାବେ କୁକୁର ବିବେଚନା କରାଯାଏ । କେତେକ ମଣିଷ ଅଛନ୍ତି ଯିଏ କି କୁକୁରକୁ ଜୀବନଠାରୁ ଅଧିକ ଭଲ ପାଇଥାନ୍ତି । ମୁମ୍ବାଇରେ ଏଭଳି ଏକ ଘଟଣା ସମ୍ମୁଖକୁ ଆସିଛି । ପୋଷା କୁକୁର ଭଲ ଭାବେ ମୁମ୍ବାଇରୁ…

ଆପର ରାଘବଙ୍କ ଉପରେ ରାଗିଗଲେ ରାକ୍ଷୀଙ୍କ ସ୍ୱାମୀ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ବେଶ କିଛି ଦିନ ବାକିଥିବା ବେଳେ ଏବେଠାରୁ କିନ୍ତୁ ବାକ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଆମ ଆଦମୀ ପାର୍ଟିର ରାଘବ ଚଢ଼ା କଂଗ୍ରେସର ନବଜୋତ ସିଂ ସିଦ୍ଧୁଙ୍କୁ ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ସହ ତୁଳନା କରି ଅଡୁଆରେ ପଡିଛନ୍ତି । ରାଘବଙ୍କ ଟ୍ୱିଟ…

ଡ୍ରୋନ ଆକ୍ରମଣର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ

ଶ୍ରୀନଗର: ପଡୋଶୀ ଦେଶ ବିଶେଷ କରି ପାକିସ୍ତାନ ପକ୍ଷରୁ ଏଲଓସିରେ କରାଯାଉଥିବା ଡ୍ରୋନ ଆକ୍ରମଣର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ ଆରମ୍ଭ କରିଦେଇଛି । ଡ୍ରୋନ ଆକ୍ରମଣର ମୁକାବିଲା ପାଇଁ ଜମ୍ମୁ ଏବଂ କଶ୍ମୀରରେ ଲାଇଟ ଇନଫାଂଟରିଂରେ ୪୬୦ ଯବାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ ।…

ପୁରୁଣା ନୋଟ୍‌ ବିକ୍ରି କରି ହୋଇପାରିବେ ରାତାରାତି ଲକ୍ଷପତି!

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ପୁରୁଣା, ବିରଳ ତଥା ସଂଗ୍ରହଯୋଗ୍ୟ ନୋଟର ଚାହିଦା ବହୁଗୁଣିତ ହୋଇଛି। ସଂଗ୍ରହକାରୀମାନେ ବର୍ତ୍ତମାନ ବହୁ ମୂଲ୍ୟରେ ସଂଗ୍ରହଯୋଗ୍ୟ ନୋଟ୍ ଏବଂ ମୁଦ୍ରା କିଣିବାକୁ ଆଗ୍ରହ ଦେଖାଉଛନ୍ତି। କେତେକ ବିରଳ ମୁଦ୍ରା ଏବଂ ନୋଟ୍ ମଧ୍ୟ ଅନ୍‌ଲାଇନ୍‌ରେ ଲକ୍ଷ ଲକ୍ଷ…

ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ନୂଆଦିଲ୍ଲୀ: ଦୀର୍ଘ ଦିନର ବିବାଦ ପରେ ପଞ୍ଜାବ କଂଗ୍ରେସ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଅପରାହ୍ନ ୫ ଟାରେ କଂଗ୍ରେସ ବିଧାନସଭା ପାର୍ଟି ବୈଠକ ପୂର୍ବରୁ ସେ ତାଙ୍କର ଘନିଷ୍ଠ ବିଧାୟକଙ୍କ ସହ ମଧ୍ୟ ଏକ ବୈଠକ କରିଥିଲେ ଏବଂ ଏହା ପରେ ରାଜ…

ସୁନୀଲ ଜାଖଡ ହେବେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଆଭ୍ୟନ୍ତରୀଣ ବିବାଦ ବର୍ତ୍ତମାନ ଶିଖରରେ ପହଞ୍ଚିଛି। ଶନିବାର ଅପରାହ୍ନ ୫ ଟାରେ କଂଗ୍ରେସ ନେତୃତ୍ୱ ଡାକରା ଦେଇଥିବା ବିଧାନସଭା ପାର୍ଟି ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇପାରେ। ସୂତ୍ରରୁ ପ୍ରକାଶ ଯେ ପଞ୍ଜାବରେ ବିଧାନସଭା…

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପଂହଚିଲା ୧୧୫ ଦେଶର ପାଣି

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶନିବାର ୧୧୫ ଦେଶର ପବିତ୍ର ପାଣି ଏଠାରେ ପଂହଚିଛି । ଅଷ୍ଟ୍ରେଲିଆ, ବାଂଲାଦେଶ, ଆଫଗାନିସ୍ତାନ, କାନାଡା, କମ୍ବୋଡିଆ, ଜର୍ମାନୀ ଓ ଇଟାଲୀ ପରି ଦେଶର ପାଣି ଏଥିରେ ସାମିଲ । ରକ୍ଷା ମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ, ରାମଲଲାଙ୍କ ଜଳାଭିଷେକ…

ଜରୁରୀ ନୁହେଁ କୋଭିଡ୍‌ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ବର୍ତ୍ତମାନ ସମୟରେ କୋଭିଡ୍‌ ବୁଷ୍ଟର ଡୋଜ କେତେ ପ୍ରଭାବଶାଳୀ? କିଛି ଲୋକ ସମ୍ପୂର୍ଣ୍ଣ ଟିକାକରଣ କରାଯାଇଥିବା ବେଳେ ଏକ ଚତୁର୍ଥାଂଶରୁ କମ୍ ଉଭୟ ଡୋଜ ଗ୍ରହଣ କରିନାହାନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି। ‌ଏହି ପର୍ଯ୍ୟାୟରେ ଭାରତରେ କୋଭିଡ ବୁଷ୍ଟର…

ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ

କୋଲକାତା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବାବୁଲ ସୁପ୍ରିୟୋ ଆଜି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । କିଛି ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେବା ସହ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ । କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳ ବଦଳରେ ତାଙ୍କୁ ପଦ ହରାଇବାକୁ ପଡିଥିଲା । ଏଥନେଇ ସେ…

ଦଳ ଛାଡିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର , ସୋନିଆଙ୍କୁ ଦେଲେ ଚେତାବନୀ

ଦିଲ୍ଲୀ : ପଞ୍ଜାବ କଂଗ୍ରେସ ଦଳରେ କନ୍ଦଳ ଥମିବାରେ ନାଁ ଧରୁନି । ପଞ୍ଜାବ କଂଗ୍ରେସ ଦଳରେ କନ୍ଦଳ ଲାଗିଥିବା ବେଳେ ଏକ ବଡ ଖବର ଲୋକ ଲୋଚନକୁ ଆସିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଦଳ ଛାଡିବେ ବୋଲି ସୋନିଆ ଗାନ୍ଧୀଙ୍କୁ କଡା ଚେତାବନୀ ଦେଇଛନ୍ତି। ଏତେ ଅପମାନ ନିନ୍ଦା ସହ…