Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶ ତୁଳନାରେ ରାଜ୍ୟରେ କମିଛି ଅପରାଧ, ତଥ୍ୟ ଦେଲା ଏନସିଆରବି

ଭୁବନେଶ୍ବର : ଦେଶ ତୁଳନାରେ ରାଜ୍ୟରେ କମୁଛି ଅପରାଧ । ୨୦୨୦ ଅନୁଯାୟୀ ସର୍ବଭାରତୀୟ ସ୍ତରରେ ଧର୍ତ୍ତବ୍ୟ ଅପରାଧ ହାର ୪୮୭.୮ ଥିବା ବେଳେ, ଓଡ଼ିଶାରେ ଅପରାଧ ହାର ରହିଛି ମାତ୍ର ୨୯୫.୨ । ଏନେଇ ସୂଚନା ଦେଇଛି ଜାତୀୟ ଅପରାଧ ନଥିସଂସ୍ଥା ବା ଏନସିଆରବି । ସର୍ବଭାରତୀୟ ସ୍ତରରେ ଧର୍ତ୍ତବ୍ୟ…

ପଞ୍ଜଶୀର ପାଲଟିଛି ଭୂତର ସହର !

ପଞ୍ଜଶୀର: ଆଫଗାନିସ୍ତାନରେ ତାଲିବାନ ପାଇଁ ସର୍ବଦା ପ୍ରତିବନ୍ଧକ ହୋଇ ରହି ଆସିଛି ପଞ୍ଜଶୀର ଘାଟି । ଏଥର ତାଲିବାନ ଏହାକୁ କବଜା କରିବାରେ ସଫଳ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଶେଷ କିଛି ଫାଇଦା ପାଇ ନାହାନ୍ତି । ତାଲିବାନ ଏଠାରେ ପ୍ରବେଶ କରିବା ମାତ୍ରେ ସମ୍ପୂର୍ଣ୍ଣ ସହର ଜନଶୂନ୍ୟ ହୋଇ…

କେନ୍ଦ୍ର ମନ୍ତ୍ରୀ ଗଡକାରୀ ୟୁଟ୍ୟୁବରୁ ପାଉଛନ୍ତି ମାସିକ ୪ ଲକ୍ଷ !

ମୁମ୍ବାଇ:କେନ୍ଦ୍ର ମନ୍ତ୍ରୀ ନିତିନ ଗଡକାରୀ ୟୁଟ୍ୟୁବରୁ ମାସିକ ୪ ଲକ୍ଷ ଟଙ୍କା ଆୟ କରୁଛନ୍ତି ବୋଲି କହିଛନ୍ତି । ହରିୟାଣାରେ ଏକ ଇଭେଂଟରେ ସେ କହିଥିଲେ, କରୋନା ମହାମାରୀ ସମୟରେ ରାନ୍ଧିବା ଆଉ ୟୁଟ୍ୟୁବରୁ ଆୟ କରିବା ଶିଖି ଯାଇଛି । ଅନଲାଇନରେ କେତେକ ଲେକଚର ଦେଇଥିଲି । ଏହାକୁ ୟୁଟ୍ୟୁବରରେ…

ଦିଲ୍ଲୀରୁ ଅପହରଣ; ମଧ୍ୟପ୍ରଦେଶରେ ହତ୍ୟା; ରାଜସ୍ଥାନରୁ ଶବ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଲୀରୁ ଅପହରଣ, ମଧ୍ୟପ୍ରଦେଶରେ ହତ୍ୟା ରାଜସ୍ଥାନରୁ ଶବ ଉଦ୍ଧାର। ଉତ୍ତରପ୍ରଦେଶର ଏକ ଦମ୍ପତିଙ୍କୁ ଦିଲ୍ଲୀରୁ ଅପହରଣ କରି ପରେ ମଧ୍ୟପ୍ରଦେଶକୁ ନିଆଯାଇ ହତ୍ୟା କରାଯାଇଛି। କେବଳ ଏତିକି ନୁହେଁ, ଝିଅର ଶବକୁ ରାଜସ୍ଥାନକୁ ନିଆଯାଇ ସେଠାରେ ଫୋପାଡି ମଧ୍ୟ ଦିଆଯାଇଥିଲା। ଏହି…

୧,୨୦,୦୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଫ୍ୟାଶନ୍‌!

ନୂଆଦିଲ୍ଲୀ: ଯେତେବେଳେ ଆମେ ଫ୍ୟାଶନ୍ ଶବ୍ଦ ଶୁଣିଥାଉ ସେତେବେଳେ ପାଶ୍ଚାତ୍ୟ ଚିନ୍ତାଧାରା ଆମ ମନକୁ ପ୍ରଥମେ ଆସିଥାଏ। ଅର୍ଥାତ୍‌ ପ୍ୟାରିସ୍ କଥା ମନକୁ ଆସିଥାଏ। କାରଣ ପ୍ୟାରିସ୍‌କୁ ନୂଆ ପୋଷାକ ତିଆରି ଶୈଳୀ ଏବଂ ତାହାର ବ୍ରାଣ୍ଡିଂର ଉତ୍ପତି ସ୍ଥଳ ବୋଲି କୁହାଯାଏ। ଅନୁସନ୍ଧାନକାରୀମାନେ…

ଚତୁର୍ଥ ଥର ଟିକାକରଣରେ ରେକର୍ଡ କଲା ଭାରତ

ନୂଆଦିଲ୍ଲୀ: ଚତୁର୍ଥ ଥର ଟିକାକରଣରେ ରେକର୍ଡ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଦେଶରେ ଗୋଟିଏ ଦିନରେ ୧ କୋଟିରୁ ଅଧିକ ଟକାକରଣ କରି ନୂଆ ମାଇଲଖୁଣ୍ଟ ହାସଲ କରିଛି। ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ‌େରେ ଟିକାକରଣ ବେଗକୁ ଆହୁରି…

ଜାଣନ୍ତୁ କିପରି ପାଲେଷ୍ଟାଇନର ‘ଆଜାଦୀ’ର ପ୍ରତୀକ ହେଲା ‘ସ୍ପୁନ୍‌’?

ନୂଆଦିଲ୍ଲୀ: ରିପୋର୍ଟରେ ଦର୍ଶାଯାଇଛି ଯେ ନିକଟରେ ଇସ୍ରାଏଲ୍‌ ଜେଲରୁ ୬ ଜଣ ପାଲେଷ୍ଟାଇନ କଏଦୀ ଚାମଚରେ ସୁଡଙ୍ଗ ତିଆରି କରି ଖସି ପଳାଇଛନ୍ତି। ପରେ, ଇସ୍ରାଏଲ୍ ପଳାୟନ କରିଥିବା କଏଦୀମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଧରିଥିବା ବେଳେ ୨ ଜଣଙ୍କ ସନ୍ଧାନ ଜାରି ରହିଛି। ଏହି କଏଦୀମାନେ ଖୋଳିଥିବା…

ଦେଶରେ ନିର୍ମାଣ ହେବ ପ୍ରଥମ ବୈଦ୍ୟୁତିକ ରାଜପଥ!

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଦିଲ୍ଲୀରୁ ଜୟପୁର ପର୍ଯ୍ୟନ୍ତ ଏକ ବୈଦ୍ୟୁତିକ ରାଜପଥ ନିର୍ମାଣ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ମନ୍ତ୍ରୀ ଏ ବାବଦରେ କହିଛନ୍ତି ଯେ ସେ ଏକ ବିଦେଶୀ କମ୍ପାନୀ ସହିତ ଏ ସଂକ୍ରାନ୍ତରେ ଆଲୋଚନା କରୁଛନ୍ତି। ଗୁରୁବାର ଦିନ…

ଟିଭି, ଫ୍ରିଜ୍‌ ବିକ୍ରି କରି ଖାଦ୍ୟ ଯୋଗାଡ କରୁଛନ୍ତି ଆଫ୍‌ଗାନୀ

କାବୁଲ: ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ତାଲିବାନର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଆଫଗାନିସ୍ତାନକୁ ନିୟନ୍ତ୍ରଣକୁ ନେବା ପରେ ତା ସାମ୍‌ନାରେ ଆଉ ଏକ ବଡ ଚ୍ୟାଲେଞ୍ଜ ଛିଡା ହୋଇଛି ତାହା ହେଉଛି ସରକାରକୁ ଚଲାଇବା। ଦେଶର ସାଧାରଣ ଲୋକମାନେ ଦିନକୁ ଦୁଇଥର ଖାଇବା ପାଇଁ ନିଜ ଘରର…

ଆଜିଠୁ ଆରମ୍ଭ ଆଇଫୋନ୍‌ ୧୩ ସିରିଜର ପ୍ରି-ବୁକିଂ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ଭାରତରେ ଆଇଫୋନ୍‌ ୧୩ ସିରିଜ୍‌ର ପ୍ରି-ବୁକିଂ। ଆଇଫୋନ୍ ୧୩, ଆଇଫୋନ୍ ୧୩ ପ୍ରୋ, ଆଇଫୋନ୍ ୧୩ ପ୍ରୋ ମ୍ୟାକ୍ସ ଏବଂ ଆଇଫୋନ୍ ୧୩ ମିନି ଉପଲବ୍ଧ। ଏହି ସପ୍ତାହ ଆରମ୍ଭରେ ଆପଲ୍ ଆଇଫୋନ୍ ୧୩ ସିରିଜ୍ ଲଞ୍ଚ କରିଥିଲା। ଆଇଫୋନ୍ ୧୩ ମିନି ଏବଂ ଆଇଫୋନ୍ ୧୩ ଡୁଆଲ୍ ରିୟର…