Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଢୁଛି ଅଭିନେତା ସୋନୁ ସୁଦଙ୍କ ଅଡୁଆ; ଗୁମର ଖୋଲୁଛି ଆୟକର ବିଭାଗର

ନୂଆଦିଲ୍ଲୀ: ବଢିବାରେ ଲାଗିଛି ଅଭିନେତା ସୋନୁ ସୁଦଙ୍କ ଅଡୁଆ। ସୋନୁଙ୍କ ବାସଭବନରେ ଆୟକର ବିଭାଗର ୨ ଦିନିଆ ଚଢଉ ପର ଶନିବାର ଆୟକର ବିଭାଗ କହିଛି ଯେ ସୋନୁ ସୁଦଙ୍କ ବିରୋଧରେ ୨୦ କୋଟି ଟଙ୍କାରୁ ଅଧିକ ଟିକସ ଛାଡ ମାମଲା ସାମ୍ନାକୁ ଆସିଛି। ଆୟକର ବିଭାଗ କହିଛି ଯେ (ଏଫସିଆରଏ) ର ଉଲ୍ଲଂଘନ…

ଅକ୍ଟୋବର ୭ ସୁଦ୍ଧା ୧୦୦ କୋଟି ଟିକାକରଣ ଲକ୍ଷ୍ୟ

ନୂଆଦିଲ୍ଲୀ: ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ଭାରତ ୧୦୦ କୋଟି ଟିକାକରଣ ଲକ୍ଷ୍ୟ ରଖିଛି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ୨ କୋଟିରୁ ଅଧିକ ଟିକାକରଣ କରି ଇତିହାସ ରଚିଛି ଭାରତ। ଦିନକରେ ୨.୫ କୋଟିରୁ ଅଧିକ…

କୋଭିଡ୍ କଟକଣା ଭିତରେ ଚାରିଧାମ ଯାତ୍ରା

ଦେହେରାଦୁନ : ଆରମ୍ଭ ହୋଇଛି ଚାରିଧାମ ଯାତ୍ରା । କରୋନା ମହାମାରୀ କାରଣରୁ ବହୁ ଦିନ ଧରି ଏହି ଯାତ୍ରାକୁ ବନ୍ଦ କରିଦିଆଯାଇଥିଲା । ଉତ୍ତରାଖଣ୍ଡ ନ୍ୟାୟାଳୟ ଏହା ଉପରୁ ରୋକ୍ ଉଠାଇଛନ୍ତି । ଏଣିକି ତୀର୍ଥଯାତ୍ରୀମାନେ ବଦ୍ରିନାଥ, କେଦାରନାଥ,ଗୋଙ୍ଗୋତ୍ରୀ ଓ ଯମୁନାତ୍ରୀ ଦର୍ଶନ କରିବାର ସୁବିଧା…

୫ ଦିନ ଶବ ସହ ରହିଥିଲା ୨ ବର୍ଷର ଶିଶୁ କନ୍ୟା

ବେଙ୍ଗାଲୁରୁ: ୫ ଦିନ ଗୋଟିଏ ଘରେ ଶବ ସହିତ ରହିଥିଲା ୨ ବର୍ଷର ଶିଶୁ କନ୍ୟା। ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସମସ୍ତ ପରିବାର ସଦସ୍ୟ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘରେ ପାଞ୍ଚ ଦିନ ମୃତଦେହ ସହିତ ଜୀବିତ ଅବସ୍ଥାରେ ୨ ବର୍ଷର ଶିଶୁ କନ୍ୟାକୁ ପୋଲିସ…

ପୁଣି ବଢିଲା ଆଧାର-ପାନ୍ ଲିଙ୍କ୍‌ର ସମୟସୀମା

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ସରକାର ଶୁକ୍ରବାର ଦିନ ଆଧାର ସହିତ ପାନ୍‌ ଲିଙ୍କ୍‌ର ସମୟ ସୀମାକୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ଆୟକର ବିଭାଗ ସୂଚନା ଦେଇଛି ଯେ କୋଭିଡ-୧୯ ମହାମାରୀ ହେତୁ ସେପ୍ଟେମ୍ବର ୩୦ ପୂର୍ବରୁ ଆଧାର-ପ୍ୟାନ ସଂଯୋଗର ଶେଷ ତାରିଖ…

କାବୁଲରେ ଡ୍ରୋନ୍ ହମଲାର ଭୁଲ୍ ପାଇଁ କ୍ଷମା ମାଗିଲା ଆମେରିକା

ଓ୍ୱାଶିଂଟନ୍: କାବଲରେ ଆଇଏସଆଇଏସ୍-କେ ଆତଙ୍କବାଦୀଙ୍କ ଉପରେ ଡ୍ରୋନ୍ ହମଲା ବେଳେ ଭୁଲ୍ କରିଥିଲା ଆମେରିକା । ଗତମାସ ୨୯ ତାରିଖରେ ଏହି ଆକ୍ରମଣ ହୋଇଥିଲା । ଯେଉଁଥିରେ ୭ ଜଣ ପିଲାଙ୍କ ସମେତ ୧୦ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା । ଏଥିପାଇଁ ଭୁଲ୍ ମାଗିଛି ଆମେରିକା । ଏଭଳି ଦୁଃଖଦ ଘଟଣା…

ସମ୍ଭାବ୍ୟ ତୃତୀୟ ତରଙ୍ଗ ପାଇଁ ପରବର୍ତ୍ତୀ ୩ ମାସ ଗୁରୁତ୍ୱପୂର୍ଣ୍ଣ; ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ: ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ କୋଭିଡ-୧୯ ମହାମାରୀର ତୃତୀୟ ତରଙ୍ଗ ପାଇଁ ଆଗକୁ ସବୁଠାରୁ ବଡ ବିପଦ ରହିଛି। ଯଦି ଲୋକମାନେ ଆଗାମୀ ପାର୍ବଣ ଋତୁରେ କୋଭିଡ୍ ନିୟମ ଅନୁସରଣ ନ କରନ୍ତି ତେବେ ପରିଣାମ ସାଙ୍ଘାତିକ ହେବ। ବିଶେଷଜ୍ଞଙ୍କ ଅନୁଯାୟୀ, ତୃତୀୟ ତରଙ୍ଗ ସହିତ…

୫ ସୁଦ୍ଧା କୋଭାକ୍ସିନ୍ ଅନୁମୋଦନକୁ ନେଇ ଆସିପାରେ ‘ହୁ’ର ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଟିକା ପାଇଁ 'ହୁ' ଅନୁମୋଦନର ସମୟ ସୀମା ବୃଦ୍ଧି ପାଇବାରେ ଲାଗିଛି। ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଏହାର ସ୍ବଦେଶୀ କରୋନା ଟିକା 'କୋଭାକ୍ସିନ୍' ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ବହୁ ପ୍ରତୀକ୍ଷିତ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA) କୁ…

ଜନ୍ମଦିନରେ ମୋଦୀଙ୍କୁ ଉପହାର; ଦିନକରେ ୨ କୋଟିରୁ ଅଧିକ ଟିକାକରଣ

ନୂଆଦିଲ୍ଲୀ: ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କୁ ବଡ଼ ଉପହାର। ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ କରୋନା ଟିକାକରଣର ସମସ୍ତ ରେକର୍ଡ ଭାଙ୍ଗିଲା ଭାରତ। ଶୁକ୍ରବାର ଦିନ ପ୍ରାୟ ୨.୫୦ କୋଟି ଲୋକଙ୍କୁ ଟିକାକରଣ କରାଯାଇ ଇତିହାସ ରଚିଛି ଦେଶ। ଗୋଟିଏ ଦିନରେ ୨.୫୦ କୋଟିରୁ ଅଧିକ କରୋନା ଟିକାକରଣ…

ସିଦ୍ଧୁଙ୍କୁ ରାକ୍ଷୀ ସାୱନ୍ତ ସହ ତୁଳନା କଲେ ଆପ ନେତା ରାଘବ ଚଡ୍ଡା

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ଆମ ଆଦମୀ ପାର୍ଟିର ବିଧାୟକ ରାଘବ ଚଡ୍ଡା ସମାଲୋଚନା କରିବା ସହ ରାକ୍ଷୀ ସାୱନ୍ତଙ୍କ ସହ ତୁଳନା କରିଛନ୍ତି । ଏ ନେଇ ଏବେ ଆପ ଓ କଂଗ୍ରେସ କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି । କୃଷି ଆଇନ ନେଇ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ…