Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ରୋଗୀଣା ପତ୍ନୀଙ୍କୁ କାନ୍ଧରେ ପକାଇ ୭୦ ବର୍ଷୀୟ ବୃଦ୍ଧ ଚାଲିଲେ ୪କିମି

ନନ୍ଦୁରବାର: ମହାରାଷ୍ଟ୍ରର ନନ୍ଦୁରବାର ଅଂଚଳରେ ଏକ ଦୁଃଖଦ ଘଟଣା ସମ୍ମୁଖକୁ ଆସିଛି । ବର୍ଷା ଏବଂ ଭୂସ୍ଖଳନ ଯୋଗୁ ୭୦ ବର୍ଷୀୟ ଅଦଲ୍ୟା ପାଡବୀ ତାଙ୍କ ପତ୍ନୀଙ୍କୁ ବଂଚାଇବା ପାଇଁ କଠିନ ପରିଶ୍ରମ କରିଥିଲେ । ରୋଗୀଣା ପତ୍ନୀ ଏତେ ଜଲଦି ଆରପାରିକୁ ଛାଡି ଦେବାକୁ ଚାହୁଁ ନ ଥିବା ଅଦଲ୍ୟା ୪କିମି…

ଚର୍ଚ୍ଚାରେ ଶିଳ୍ପାଙ୍କ ଇକୋ-ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି

ମୁମ୍ବାଇ : ବଲିଉଡ୍ ବିୟୁଟି ଶିଳ୍ପା କିଣିଲେ ଗଣେଶ ମୂର୍ତ୍ତି । ଗଣେଶ ପୂଜା ପାଇଁ ମୁମ୍ବାଇ ଟାଉନ୍ ମଧ୍ୟ ଚଳଚଞ୍ଚଳ ହୋଇଉଠିଛି । ଶିଳ୍ପାସେଟ୍ଟୀ ମୁମ୍ବାଇ ମାର୍କେଟ ଯାଇ ଗଣେଶ ମୂର୍ତ୍ତି କିଣିଥିବା ଦେଖିବାକୁ ମିଳିଛି । ଶିଳ୍ପା ମୂର୍ତ୍ତି କିଣିବା ସମୟରେ ଶିଳ୍ପାଙ୍କୁ ଦେଖିବାପାଇଁ ମାର୍କେଟ…

ହାଇଓ୍ୱେରେ ଅବତରଣ କଲା ସୁଖୋଇ, ଜାଗୁଆର୍ ଲଢୁଆ ଯୁଦ୍ଧ ବିମାନ

ରାଜସ୍ଥାନ: ଜାତୀୟ ରାଜପଥରେ ଯୁଦ୍ଧ ବିମାନର ଅବତରଣ । ସୁଖୋଇ ଓ ଜାଗୁଆର ଭଳି ଯୁଦ୍ଧ ବିମାନ ହାଇଓ୍ୱେରେ ଓହ୍ଲାଇଛି । ରାଜସ୍ଥାନ ଜାଲୋର ହାଇୱେରେ ପରୀକ୍ଷାମୂଳକ ଭାବେ ଆଜି ଏହାର ଡେମୋ ପ୍ରଦର୍ଶନ କରାଯାଇଛି । ପ୍ରଥମ C-130J ସୁପର ହର୍କୁଲେସର ଅବତରଣ କରିଥିଲା । ପରେ ଲଢୁଆ ଯୁଦ୍ଧ ବିମାନ…

ତାଲିବାନ ବର୍ବରତାର ଫଟୋ ଦେଖିଲେ ଛାତି ଫାଟିଯିବ, ବିରୋଧ ଖବର ସଂଗ୍ରହ କରିଥିବା ସାମ୍ବାଦିକଙ୍କୁ ଏମିତି ମାଡ଼

କାବୁଲ: ଆଫଗାନିସ୍ତାନରେ ତାଲିବାନ ରାଜ ଆରମ୍ଭ ହୋଇଛି । ବର୍ବରତା ବି ସୀମା ଟପିଲାଣି । ନରସଂହାର କରୁଛନ୍ତି ତାଲିବାନୀ । ଲୋକଙ୍କୁ ଧମକାଉଛନ୍ତି । ଫତଓ୍ୱା ଜାରି କରୁଛନ୍ତି । କଥା କଥାରେ ବନ୍ଧୁକ ଦେଖାଉଛନ୍ତି । ବିରୋଧ କଲେ ଗୁଳି ମାରୁଛନ୍ତି । ତାଲିବାନ ବିରୋଧରେ ସ୍ୱର ଉଠାଉଥିବା ଲୋକଙ୍କର…

ଓଡ଼ିଆ ଝିଅ ପ୍ରତିଭା ମହାପାତ୍ର ହେଲେ ଆଡୋବ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶିକା

ନୂଆଦିଲ୍ଲୀ: ଟେକ୍ନୋଲୋଜି ଇଣ୍ଡଷ୍ଟ୍ରିର ଟପ୍ ପୋଜିସନରେ ଓଡ଼ିଆ ଜିଅ । ଆଡୋବ୍ ଇଣ୍ଡିଆର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପଦର ଜଣେ ଓଡ଼ିଆ ଝିଅଙ୍କୁ ନିଯୁକ୍ତି ମିଳିଛି । ତାଙ୍କ ନାଁ ପ୍ରତିଭା ମହାପାତ୍ର । ଆଡୋବ୍ ଇଣ୍ଡିଆର ଏମଡି ହେବାରେ ସେ ପ୍ରଥମ ମହିଳା ହୋଇଛନ୍ତି । ଏହାପୂର୍ବରୁ…

ଭୋକ ମେଣ୍ଟାଇବା ଲାଗି ଧନୀ ଛୁଆଙ୍କୁ କରାଯାଉଛି ଅପହରଣ

ନୂଆଦିଲ୍ଲୀ: ଉତ୍ତର କୋରିଆ ଏହାର ଏକଛତ୍ରବାଦୀ ଶାସନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଉତ୍ତରକୋରିଆର ରାଷ୍ଟ୍ରପତି କିମ ଜୋଙ୍ଗ ଉନ ଏଥିପାଇଁ ଅନେକ ସମୟରେ ବିବାଦ ଘେରରେ ରହିଥାନ୍ତି। ଆଜିକାଲି ମୁଦ୍ରାସ୍ଫୀତି ଚରମ ସୀମାରେ ଅଛି ଏବଂ ଆର୍ଥିକ ସ୍ଥିତି କ୍ରମାଗତ ଭାବରେ ଖରାପ ହେଉଛି। କରୋନା…

ଚଳିତ ବର୍ଷ ୧୧୦% ବୃଦ୍ଧି ପାଇଛି ଡେଙ୍ଗୁ, ମ୍ୟାଲେରିଆ

ନୂଆଦିଲ୍ଲୀ: କୋଭିଡ-୧୯ ମୁକାବିଲା ସହିତ ଗୁଜୁରାଟର କିଛି ଅଂଶରେ ବର୍ତ୍ତମାନ ଡେଙ୍ଗୁ, ଚିକୁନ୍‌ଗୁନିଆ ଏବଂ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହେଉଥିବା ମାମଲା ସାମ୍‌ନାକୁ ଆସିଛି। ସର୍ବଶେଷ ତଥ୍ୟ ଅନୁଯାୟୀ, ଜାନୁଆରୀ ୨୦ ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ରାଜ୍ୟରେ ଡେଙ୍ଗୁ, ଚିକୁନ୍‌ଗୁନିଆ ଏବଂ…

କ୍ୟାମେରାମ୍ୟାନକୁ ବଂଚାଇବା ଯାଇ ପ୍ରାଣ ହାରିଲେ ରୁଷ ମନ୍ତ୍ରୀ

ମସ୍କୋ: ଜଣେ କ୍ୟାମେରା ମ୍ୟାନକୁ ବଂଚାଇବା ପାଇଁ ଯାଇ ରୁଷର ଏର୍ମଜେନ୍ସି ମିନିଷ୍ଟର ଜିନିଚେଭଙ୍କ ମୃତ୍ୟୁ ହୋଇଛି । ସୈନ୍ୟ ଅଭ୍ୟାସ ସମୟରେ କ୍ୟାମେରା ମ୍ୟାନ ପାଣିରେ ବୁଡି ଯାଉଥିବା ଦେଖି ଜିନିଚେଭ ତାଙ୍କୁ ବଂଚାଇବାକୁ ଚେଷ୍ଟା କରିଥିଲେ । ପାଖରେ ଅନେକ ଲୋକ ଥିଲେ ମଧ୍ୟ କେହି ଜାଣି ପାରି ନ…

ସୁନାପୁଅ ପ୍ରମୋଦଙ୍କୁ ମିଳିବ ୬ କୋଟି ଟଙ୍କା ,ଗ୍ରୁଫ୍ ଏ ସରକାରୀ ଚାକିରୀ

ଭୁବନେଶ୍ୱର : ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ମିଳିବ ୬ କୋଟି ଟଙ୍କାର ପୁରଷ୍କାର ।ପୂର୍ବ ଘୋଷଣା ଅନୁସାରେ ୬ କୋଟି ଟଙ୍କା ଦେବେ ରାଜ୍ୟ ସରକାର । ତା ସହ ଗ୍ରୁପ ଏ ଲେବୁଲ ର ସରକାରୀ ଚାକିର ମିଧ୍ୟ ମିଳିବ। ସେ ଭୁବନେଶ୍ୱର ଆସିଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ପୁରଷ୍କାର…

ଗହମ ଏବଂ ସୋରିଷ ସମେତ ୬ଟି ରବି ଫସଲର ଏମଏସପିରେ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଚଳିତ ଫସଲ ବର୍ଷ ପାଇଁ ଗହମ ଏବଂ ସୋରିଷ ସମେତ ୬ ଟି ରବି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିବାକୁ କେନ୍ଦ୍ର ସରକାର ବୁଧବାର ଘୋଷଣା କରିଛନ୍ତି। ଗହମର ଏମଏସପି କ୍ୱିଣ୍ଟାଲ ପିଛା ୪୦ ଟଙ୍କା ବୃଦ୍ଧି କରାଯାଇଛି। ବୃଦ୍ଧି ପରେ ଗହମ କ୍ୱିଣ୍ଟାଲ ପିଛା…