Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ମାଡି ଆସୁଛି ବିପଦ; ସଙ୍କଟରେ ଆଫଗାନିସ୍ତାନର ଅର୍ଥ ବ୍ୟବସ୍ଥା!

ନୂଆଦିଲ୍ଲୀ: ଆଫଗାନିସ୍ତାନର ଅର୍ଥ ବ୍ୟବସ୍ଥା ଏବଂ ସମାଜ ସମ୍ପୂର୍ଣ୍ଣ ନଷ୍ଟ ହୋଇପାରେ। ଯଦି ଆଫଗାନିସ୍ତାନ ଅର୍ଥ ବ୍ୟବସ୍ଥାରେ ପୁଞ୍ଜି ବିନିଯୋଗ ନ କରାଯାଏ ତେବେ ଦେଶର ଲକ୍ଷ ଲକ୍ଷ ଲୋକ ଦାରିଦ୍ର ତଥା କ୍ଷୁଧା ମଧ୍ୟରେ ଫସି ରହିପାରନ୍ତି। ଏ ନେଇ ଜାତିସଂଘର ସ୍ୱତନ୍ତ୍ର କୂଟନୀତିଜ୍ଞ ଦେବରାହ…

ଭବାନୀପୁରରେ ମମତା-ପ୍ରିୟଙ୍କା ମୁକାବିଲା

କୋଲକାତା: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନରେ ଟିଏମସି ପରେ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିଛି । ପୂର୍ବ ନିର୍ଦ୍ଧାରିତ ଅନୁସାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁରର ଟିଏମସି ପ୍ରାର୍ଥୀ ହେବେ । ତାଙ୍କୁ କଡା ଟକ୍କର ଦେବା ପାଇଁ ବିଜେପି ପ୍ରିୟଙ୍କା…

କରୋନା ଜନିତ ମୃତ୍ୟୁକୁ ରୋକିବାରେ ପ୍ରଥମ ଡୋଜ୍‌ ଟିକା କେତେ ପ୍ରଭାବଶାଳୀ?

ନୂଆଦିଳ୍ଲୀ: କରୋନା ଜନିତ ମୃତ୍ୟୁକୁ ରୋକିବାରେ କରୋନା ଟିକା କେତେ ସୁରକ୍ଷା ଯୋଗାଇଥାଏ ସେ ସମ୍ବନ୍ଧରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ତଥ୍ୟ ଜାରି କରିଛି। ଯେଉଁ ତଥ୍ୟରୁ ଜଣାପଡିଛି ଯେ ଟିକା ର ପ୍ରଥମ ମାତ୍ରା ଭାରତରେ କରୋନା ଜନିତ ମୃତ୍ୟୁକୁ ରୋକିବାରେ ୯୬.୬ ପ୍ରତିଶତ ପ୍ରଭାବଶାଳୀ ଅଟେ।…

ଔଷଧ ବିତରଣ କରିବ ଡ୍ରୋନ୍‌!

ତେଲେଙ୍ଗାନା: ଶନିବାର ଦିନ ବିଶ୍ୱ ଅର୍ଥନୈତିକ ଫୋରମ୍, ଏନଆଇଟି ଆୟୋଗ ଏବଂ ହେଲଥନେଟ୍ ଗ୍ଲୋବାଲ୍ ସହଭାଗିତାରେ ତେଲେଙ୍ଗାନା ସରକାର 'ମେଡିସିନ୍ ଫ୍ରମ୍‌ ଦି ସ୍କାଏ' ଅଭିଯାନ ଆରମ୍ଭ କରିବାର ସମ୍ଭାବନା ରହିଛି। ଟୀକା ଏବଂ ଔଷଧ ବିତରଣ ପାଇଁ ଡ୍ରୋନ୍‌ର ବ୍ୟବହାର କରାଯିବ। ଏହି ପ୍ରକଳ୍ପ…

AIMIM ମୁଖ୍ୟ ଅସାଦୁଦ୍ଦିନଙ୍କ ବିରୋଧରେ ମାମଲା ଦାୟର

ଲକ୍ଷ୍ନୌ: ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଆପତ୍ତିଜନକ ଅଭିଭାଷଣ ଦେଇ ଉତ୍ତେଜିତ କରିବା ଏବଂ ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାର ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଭଣ୍ଡୁର କରିବା ଅଭିଯୋଗରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ୱାଇସିଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି।…

ବଦଳିଲେ ୪ ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ: ବଦଳିଲେ ୪ ରାଜ୍ୟର ରାଜ୍ୟପାଳ। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ୪ଟି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତି କରିଛନ୍ତି। ଗୁରୁବାର ଦିନ ରାଷ୍ଟ୍ରୀୟ ଭବନ ଦ୍ବାରା ଜାରି ପ୍ରେସ କମ୍ୟୁନିକେସନ ଅନୁଯାୟୀ ଚାରିଟି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି।…

ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା ୨୦୨୧କୁ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର : ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା ୨୦୨୧କୁ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏନଆଇଆରଏଫ ତାଲିକାରେ ୧୧ଟି ବିଭିନ୍ନ ବିଭାଗ ଯଥା ସାମଗ୍ରୀକ ସଫଳତାକୁ ନେଇ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ, ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, କଲେଜ୍,…

ଭାରତୀୟ ପାରାଅଲିମ୍ପିକ୍ସ ଦଳକୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଭାରତୀୟ ପାରାଅଲିମ୍ପିକ୍ସ ଦଳକୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀସ୍ଥିତ ନିଜ ବାସଭବନରେ ଟୋକିଓ ପାରାଅଲିମ୍ପିକ୍ସ କ୍ରୀଡାର ଭାରତୀୟ ଦଳ ପାଇଁ ସମାରୋହର ଆୟୋଜନ କରାଯାଇଥିଲା । ଏହି ଦଳରେ ପାରା ଆଥଲେଟ୍ସ ଓ ସେମାନଙ୍କ କୋଚ୍ ଧ୍ୟ ସାମିଲ ହୋଇଥିଲେ । ଏହି ଅସରରେ…

ଡିଏମଆରସି ବିପକ୍ଷରେ ରିଲାୟନ୍ସ ଇନଫ୍ରାଷ୍ଟ୍ରକଚରର ବୃହତ ବିଜୟ, ୪୬୦୦ କୋଟି କ୍ଷତିପୂରଣ ପାଇବ ଅନୀଲଙ୍କ କମ୍ପାନୀ

ନୂଆଦିଲ୍ଲୀ: କରଜରେ ବୁଡି ରହିଥିବା ଅନୀଲ ଅମ୍ବାନୀଙ୍କୁ ଆଜି ବଡ ଆଶ୍ୱସ୍ତି ମିଳିଛି । ଦିଲ୍ଲୀ ମେଟ୍ରୋ (ଡିଏମଆରସି) ବିପକ୍ଷ କେସରେ ରିଲାୟନ୍ସ ଇନଫ୍ରାଷ୍ଟ୍ରକଚର ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ଫଳରେ ଅନୀଲଙ୍କ କମ୍ପାନୀକୁ ୪୬୦୦ କୋଟି ଟଙ୍କା ଦିଲ୍ଲୀ ମେଟ୍ରୋ ଦେବ । ସମ୍ପୂର୍ଣ୍ଣ…

ପଞ୍ଜଶୀରରୁ ଓହରିଯିବା ଏନଆରଏଫର ସୁଚିନ୍ତିତ ରଣନୀତି !

କାବୁଲ: ପଞ୍ଜଶୀର ତାଲିବାନ କବଜାକୁ ଯାଇଛି । ଏତେ ସହଜରେ କିପରି ଆଫଗାନିସ୍ତାନର ଏହି ଶକ୍ତିଶାଳୀ ତଥା ଅପରାଜେୟ ଗଡ ତାଲିବାନ ପାଖରେ ଆତ୍ମସମର୍ପଣ କଲା ତାହା କେହି ବୁଝି ପାରୁ ନାହାନ୍ତି । ନ୍ୟାଶନାଲ ରେଜିଷ୍ଟାନ୍ସ ଫୋର୍ସ (ଏନଆରଏଫ) ଏ ନେଇ ଏବେ ମୁହଁ ଖୋଲିଛି । ଏହାର ପ୍ରମୁଖ ନେତା ଅଲୀ…