Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଛୋଟ ପରଦାକୁ ଫେରୁଛନ୍ତି ରେଣୁକା

ମୁମ୍ବାଇ: "ହମ୍ ଆପକେ ହୈ କୌନ" ଭଳି ଫିଲ୍ମ ଓ "ସୁରଭି" ଭଳି ଟିଭି ସୋ' ଜରିଆରେ ଘରେଘରେ ପରିଚିତ ହୋଇଥିଲେ ଅଭିନେତ୍ରୀ ରେଣୁକା ସାହାଣୀ । ସମୟକ୍ରମେ ଅଭିନେତା ଆଶୁତୋଷ ରାଣାଙ୍କୁ ବିବାହ କରିବା ପରେ ସେ ରୂପେଲି ପରଦାରୁ ଦୂରେଇ ଯାଇଥିଲେ । ନିକଟରେ ଅଳ୍ପ ବହୁତ ବଲିଉଡ ଫିଲ୍ମରେ ତାଙ୍କୁ…

ରାଜଧାନୀରେ ସର୍ବସାଧାରଣରେ ଗଣେଶ ଉତ୍ସବ ପାଳନ ମନା

ନୂଆଦିଲ୍ଲୀ: ପାର୍ବଣ ସମ୍ଭାବ୍ୟ ତୃତୀୟ ଲହର ଆଗମନର ମୁଖ୍ୟ କାରଣ ହୋଇପାରେ ବୋଲି ଆକଳନ କରାଯାଉଛି। ସେଥିପାଇଁ କୋଭିଡ୍‌ ଉପଯୁକ୍ତ ଆଚରଣଗୁଡିକୁ ସଠିକ୍‌ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ-୧୯ ମହାମାରୀ ହେତୁ ଦିଲ୍ଲୀରେ ଗଣେଶ ପର୍ବର ସମସ୍ତ ସାଧାରଣ ଉତ୍ସବକୁ ନିଷିଦ୍ଧ…

ଓଲଟିଲା ଡଙ୍ଗା,୬ ନିଖୋଜ

ଉତ୍ତର ପ୍ରଦେଶ : ମିର୍ଜାପୁରରେ ଅଘଟଣ । ମିର୍ଜାପୁର ମା ବିନ୍ଧ୍ୟବାସିନୀ ମନ୍ଦିରକୁ ଲୋକମାନେ ଯିବା ସମୟରେ ଓଲଟିଲା ଡଙ୍ଗା । ୬ ଜଣ ପାଣିରେ ବୁଡିଯାଇ ନିଖୋଜ ଥିବା ଖବର ସାମ୍ନାକୁ ଆସିଛି । ନିଖୋଜଙ୍କ ମଧ୍ୟରୁ ତିନିଜଣ ମହିଳା ଓ ୩ ଜଣ ଶିଶୁ ଥିବା ଜଣାପଡ଼ିଛି । ମା ବିନ୍ଧ୍ୟବାସିନୀଙ୍କ…

ଏଣିକି ସେନାରେ ଯୋଗ ଦେଇପାରିବେ ମହିଳା; ମିଳିବ ସ୍ଥାୟୀ ନିଯୁକ୍ତି

ନୂଆଦିଲ୍ଲୀ: ଏଣିକି ସେନାରେ ଯୋଗ ଦେଇପାରିବେ ମହିଳା। ମହିଳାଙ୍କୁ ବି ମିଳିବ ସ୍ଥାୟୀ ନିଯୁକ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଦେଶରେ ସଶସ୍ତ୍ର ବାହିନୀ ଏକ ସମ୍ମାନଜନକ ଶକ୍ତି। କିନ୍ତୁ ସେମାନଙ୍କୁ ବାହିନୀରେ ଲିଙ୍ଗଗତ ସମାନତା ଦିଗରେ ଅଧିକ କିଛି କରିବା ଆବଶ୍ୟକ। ସୁପ୍ରିମକୋର୍ଟ କହିଛନ୍ତି…

ଲଂଚ ହେଲା ଅଜୟଙ୍କ ମ୍ୟୁଜିକ୍ ପ୍ରଡକ୍ସନ୍ ହାଉସ୍‌, ମିଳିବ ନବାଗତଙ୍କୁ ସୁଯୋଗ

ମୁମ୍ବାଇ: ପ୍ରଥମେ ସହ-ନିର୍ଦ୍ଦେଶନା, ପରେ ଅଭିନେତାରୁ ପ୍ରଯୋଜକ ଓ ନିର୍ଦ୍ଦେଶକ ସାଜିଥିଲେ ବଲିଉଡ ଷ୍ଟାର ଅଜୟ ଦେବଗନ । ଏବେ ଆଉ ଏକ ପାଦ ଆଗେଇ ଲଂଚ କରିଛନ୍ତି ନିଜର ମ୍ୟୁଜ୍‌କ ପ୍ରଡକ୍ସନ ହାଉସ୍ ପନୋରାମା ଷ୍ଟୁଡିଓସ୍ । ଏହି ପ୍ରଡକ୍ସନ ହାଉସ୍ ଜରିଆରେ ସେ ନବାଗତଙ୍କୁ ସୁଯୋଗ ଦେବା ଲାଗି…

ଜାଣନ୍ତୁ; ଦୀପିକାଙ୍କ ବିରୋଧରେ କେଉଁ ଅଭିଯୋଗ ଆଣିଲେ ମେଗାଷ୍ଟାର ଅମିତାଭ

ମୁମ୍ବାଇ: ରିଆଲିଟି ସୋ' "କୌନ ବନେଗୋ କରୋଡପତି"ର ସିଜିନ୍‌-୧୩ରେ କୌତୁକିଆ କଥା କହି ମେଗାଷ୍ଟାର ଅମିତାଭ ବଚ୍ଚନ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି । ଆଗାମୀ ଦିନରେ ସେଲିବ୍ରିଟି ଭାବେ ଦୀପିକା ପାଦୁକୋନ ଓ କୋରିଓଗ୍ରାଫର ତଥା ନିର୍ଦ୍ଦେଶିକା ଫରାହ ଖାନ ମଧ୍ୟ ସୋ'ରେ ସାମିଲ ହେବେ । ଏ ନେଇ…

ଭିଡ ଭିତରେ ଫ୍ୟାନ୍ସ ଚୋରି କରିନେଲେ ୧୭୪ କୋଟିର ହୀରା

ନୂଆଦିଲ୍ଲୀ: ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ଅଳଙ୍କାରକୁ ଭଲ ପାଆନ୍ତି ଏବଂ ସେମାନେ ନିଜ ଦେହରେ କୋଟି କୋଟି ଟଙ୍କା ମୂଲ୍ୟର ଅଳଙ୍କାର ପିନ୍ଧନ୍ତି। ଭାରତରେ ସବୁଠାରୁ ଅଳଙ୍କାର ପିନ୍ଧିବା ସଉକ ରଖୁଥିବା ଗାୟକ ହେଉଛନ୍ତି ବାପି ଲାହିରି। ସମ୍ପ୍ରତି ଆମେରିକାର ଜଣେ ସେଲିବ୍ରିଟି ଏକ…

ଡୋର ଟୁ ଡୋର କୋଭିଡ ଟିକାକରଣ ସମ୍ଭବ ନୁହେଁ; ଏସ୍‌ସି

ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଟିକାକରଣ ଠିକ୍ ଭାବରେ ଚାଲିଛି କିନ୍ତୁ ଡୋର ଟୁ ଡୋର କୋଭିଡ ଟିକାକରଣ ସମ୍ଭବ ନୁହେଁ। ଦେଶର ବିଭିନ୍ନ କୋଭିଡ୍ ପରିସ୍ଥିତି ଏବଂ ପ୍ରଶାସନିକ ଜଟିଳତାକୁ ଦୃଷ୍ଟିରେ ରଖି ଡୋର ଟୁ ଡୋର ଟିକାକରଣକୁ ନିର୍ଦ୍ଦେଶ ଦେବା ସମ୍ଭବ ନୁହେଁ ବୋଲି…

କୋଲକାତାରେ ବିଜେପି ସାଂସଦ ଅର୍ଜୁନ ସିଂଙ୍କ ଘର ଉପରେ ବୋମାମାଡ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତୀ ହିଂସା ଥମିବାର ନାମ ଧରୁନି । ଆଜି ବିଜେପି ସାଂସଦ ଅର୍ଜୁନ ସିଂଙ୍କ ଘର ଉପରକୁ ବୋମାମାଡ କରାଯାଇଛି । ବାରକପୁରର ଏମପି ଅର୍ଜୁନ ସିଂ ତାଙ୍କ ଘରେ ନ ଥିବାରୁ ଅଳ୍ପକେ ବଂଚିଯାଇଛନ୍ତି । ସେ ଏବେ ଦିଲ୍ଲୀରେ ଅଛନ୍ତି ଏବଂ ଆଜି ଫେରିବେ । ସକାଳ ସାଢ଼େ…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ, ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ପ୍ରଭାରୀ ନିଯୁକ୍ତ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ଦେଇଛି ଗୁରୁ ଦାୟିତ୍ୱ । ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତାଙ୍କ କାନ୍ଧରେ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ନିଯୁକ୍ତି…