Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

RBIର ଦୁଇଟି ଗ୍ରାହକ କୈନ୍ଦ୍ରିକ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ : ନିବେଶକଙ୍କୁ ମୋଦିଙ୍କ ଉପହାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇର ଦୁଇଟି ଗ୍ରାହକ କୈନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିଛନ୍ତି।ଏହି ଦୁଇଟି ଯୋଜନା ହେଉଛି ରିଟେଲ ଡାଇରେକ୍ଟ ଯୋଜନା ଏବଂ ରିଜର୍ଭ ବ୍ୟାଙ୍କ ସମନ୍ୱିତ ଲୋକପାଳ ଯୋଜନା।ପ୍ରଧାନମନ୍ତ୍ରୀ…

ବସ୍‌ରେ ଯାତ୍ରା କରୁଥିବା ବେଳେ ମୋବାଇଲ୍‌ ସ୍ପିକର୍‌ରେ ଗୀତ ଶୁଣିବା ମନା

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବସ୍‌ରେ ଯାତ୍ରା କରୁଥିବା ବେଳେ ଯାତ୍ରୀମାନଙ୍କୁ ମୋବାଇଲ୍ ସ୍ପିକରରେ ଗୀତ ବଜାଇବାକୁ ବାରଣ କରାଯାଇଛି। କର୍ଣ୍ଣାଟକ ହାଇକୋର୍ଟ ପୂର୍ବରୁ କୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନ ଉପରେ ଆଧାର କରି ଏହି ପ୍ରତିବନ୍ଧକ ଲଗାଇବାକୁ…

ଡ୍ରଗ୍ସ ର‍୍ୟାକେଟର ପର୍ଦ୍ଦାଫାସ୍, ଗୁଜୁରାଟର ଦ୍ୱାରକାରୁ ୩୦୦କୋଟି ଟଙ୍କାର ଡ୍ରଗ୍ସ ଜବତ

ଗୁଜୁରାଟ: ବଡ଼ ଧରଣର ଡ୍ରଗ୍ସ ର‍୍ୟାକେଟର ପର୍ଦ୍ଦାଫାସ୍ । ଗୁଜୁରାଟର ଦେବଭୂମି ଦ୍ୱାରକା ଜିଲ୍ଲାରେ ଗୁଜୁରାଟ ପୋଲିସ ହାତରେ ଜବତ ହୋଇଛି ବିପୁଳ ପରିମାଣର ଡ୍ରଗ୍ସ। ଡ୍ରଗ୍ସର ମୂଲ୍ୟ ୩ଶହ କୋଟି ଟଙ୍କାରୁ ଅଧିକ ହେବ। ପୋଲିସ ବୁଧବାର ସକାଳେ ୮୮ଲକ୍ଷ ଟଙ୍କାର ୧୯ଟି ପ୍ୟାକେଜ୍ ଜବତ କରିଥିବାବେଳେ…

ଅନିଲ୍‌ ଦେଶମୁଖଙ୍କୁ ପୁଣି ଝଟ୍‌କା; ୧୫ ଯାଏ ଇଡି ହେପାଜତରେ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଆଜି ମଧ୍ୟ ଆଶ୍ବସ୍ତି ମିଳିନାହିଁ। ମୁମ୍ବାଇର PMLA କୋର୍ଟ ଶୁକ୍ରବାର ଦିନ ଅନିଲ ଦେଶମୁଖଙ୍କୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ହେପାଜତକୁ ପଠାଇଛନ୍ତି।…

ଆମେରିକା ସାମ୍ବାଦିକ ଡାନି ଫେନିଷ୍ଟରଙ୍କୁ ୧୧ ବର୍ଷ କାରାଦଣ୍ଡ , ମିଆଁମାର କୋର୍ଟ ଶୁଣାଇଲେ ସଜା

ମିଆଁମାର : ମିଆଁମାର କୋର୍ଟ ଆମେରିକା ସାମ୍ବାଦିକ ଡାନି ଫେନଷ୍ଟରଙ୍କୁ ୧୧ ବର୍ଷ କାରାଦାଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିୟମ ଉଲ୍ଲଙ୍ଘନ କରି ମେଲିଟାରୀ ବିରୋଧରେ ବିଭିନ୍ନ କଥା କହିଥିବାରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ।ସାଧାରଣତଃ ସେ ମିଆମାରରେ ରହି ମିଆଁମାର ସାଧାରଣ ଜନତାଙ୍କୁ ମିଲିଟାରୀ…

ଋଷିଆ ସାହିତ୍ୟିକ ଫିଓଡର ମିଖାଇଲୋଭିଚ୍ ଦସ୍ତୋଭସ୍କିଙ୍କ ଜୟନ୍ତୀ

ଭୁବନେଶ୍ୱର: କିମ୍ବଦନ୍ତୀ ଋଷିଆ ସାହିତ୍ୟିକ ଫିଓଡର ମିଖାଇଲୋଭିଚ୍ ଦସ୍ତୋଭସ୍କିଙ୍କ ଜୟନ୍ତୀ ପାଳନ ହୋଇଛି । ଭୁବନେଶ୍ୱର କ୍ଲବ ପରିସରରେ ଏହି ଦ୍ୱିଶତବାର୍ଷିକୀ ଜୟନ୍ତୀ ଗୁରୁବାର ପାଳିତ ହୋଇଯାଇଛି । ଜଣେ ବିଶିଷ୍ଟ ସାହିତ୍ୟିକାର ଭାବେ ତାଙ୍କର ବେଶ ଦବଦବା ରହିଥିଲା । କାଫ୍‌କା ଓ…

ଫୁଡ୍‌ ଷ୍ଟଲ୍‌ରେ ଆମିଷ ଖାଦ୍ୟ ବିକ୍ରି ମନା!

ନୂଆଦିଲ୍ଲୀ: ଖବର ଅନୁଯାୟୀ ଗୁଜୁରାଟର ଭଦୋଦରା ଆମିଷ ଖାଦ୍ୟକୁ ଖୋଲାଖୋଲି ଭାବେ ବିକ୍ରି କରୁଥିବା ଷ୍ଟ୍ରିଟ୍‌ ଦୋକାନୀଙ୍କୁ ଦଣ୍ଡ ଦେବା ପାଇଁ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଭଦୋଦରା ନାଗରିକ ଅଧିକାରୀମାନଙ୍କୁ ଖାଦ୍ୟ ଷ୍ଟଲଗୁଡିକରେ ଖୋଲାଖୋଲି ଭାବେ…

ସଲମାନ୍‌ ଖୂର୍ଶୀଦଙ୍କ ନୂଆ ପୁସ୍ତକକୁ ନେଇ ବଢୁଛି ବିବାଦ; ହୋଇପାରେ ବ୍ୟାନ୍‌

ନୂଆଦିଲ୍ଲୀ: ସଲମାନ୍‌ ଖୂର୍ଶୀଦଙ୍କ ନୂତନ ପୁସ୍ତକକୁ ନେଇ ବିବାଦ ବଢିବାରେ ଲାଗିଛି। ବହି ପ୍ରକାଶିତ ହେବା ପରଠାରୁ ଏହି ପୁସ୍ତକକୁ ନେଇ ବିବାଦ ଆରମ୍ଭ ହୋଇଛି। ଗୁଲାମ ନବୀ ଆଜାଦଙ୍କ ପରି କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ପୁସ୍ତକ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥି ସହ ମଧ୍ୟପ୍ରଦେଶ…

ପେଟ୍ରୋଲ ଦର କମାଇବାରେ ଆଗରେ ରହିଛି ଭାରତ

ନୂଆଦିଲ୍ଲୀ: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆର ସବୁଠାରୁ ଶସ୍ତା ପେଟ୍ରୋଲ ବିକ୍ରି କରୁଥିବା ଦେଶରେ ୧୫ ଦିନ ମଧ୍ୟରେ ମାତ୍ର ୨ ରୁ ୪୦ ପଇସା ଶସ୍ତା ହୋଇଥିବାବେଳେ ଭାରତରେ ଏହାର ମୂଲ୍ୟ ପ୍ରାୟ ୧୯ ଟଙ୍କା ହ୍ରାସ ପାଇଛି। ମୋଦୀ ସରକାର ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ୫ ଟଙ୍କା ହ୍ରାସ…

ଆମେରିକାରେ ଏଚ୍ -୪ ଭିସା ଧାରକଙ୍କୁ ସାମାନ୍ୟ ଆଶ୍ବସ୍ତି; ହଜାର ହଜାର ଭାରତୀୟ ହେବେ ଉପକୃତ

ନୂଆଦିଲ୍ଲୀ: ଜୋ ବାଇଡେନ ପ୍ରଶାସନ ଇମିଗ୍ରେସନ ନିୟମକୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ବର୍ତ୍ତମାନ ଏକ ଏଚ୍‌-୧ବି ଭିସା ଧାରକଙ୍କ ପାର୍ଟନର୍‌କୁ ସ୍ୱୟଂଚାଳିତ ଭାବେ କାର୍ଯ୍ୟ ପ୍ରାଧିକରଣ ଅନୁମତି ପାଇପାରିବେ। ଏହାର ଅର୍ଥ ହେଉଛି, H-1B ଭିସା ମାଧ୍ୟମରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ…