Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ସଶସ୍ତ୍ର ବାହିନୀ ପଢିବେ ଭଗବତ୍‌ ଗୀତା

ନୂଆଦିଲ୍ଲୀ: ସେନା ଏବଂ ବାୟୁସେନାର ଅଧିକାରୀଙ୍କ ସମେତ ଭାରତୀୟ ସଶସ୍ତ୍ର ବାହିନୀର ଅଧିକାରୀଙ୍କୁ ଖୁବ ଶୀଘ୍ର ଭଗବତ୍‌ ଗୀତା ଏବଂ କୌଟିଲ୍ୟାଙ୍କ ଅର୍ଥଶାସ୍ତ୍ର ଉପରେ ଶିକ୍ଷା ପ୍ରଦାନ କରାଯିବ। ଏହାକୁ ସେମାନଙ୍କ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ବିବେଚନା କରାଯାଇଛି। ପ୍ରଧାନମନ୍ତ୍ରୀ…

ଇଡି ଆଗରେ ହାଜର ହେଲେ ସାଂସଦ ଅଭିଷେକ ବାନାର୍ଜୀ

ନୂଆଦିଲ୍ଲୀ: ଟିଏମସି ସାଂସଦ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ସେପ୍ଟେମ୍ବର ୬ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହୋଇଛନ୍ତି। ସୂଚନା ଅନୁଯାୟୀ ଶ୍ରୀ ବାନାର୍ଜୀ, ସକାଳ ୧୧ ଟା ପୂର୍ବରୁ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମନି…

ଅନୀଲ ଦେଶମୁଖଙ୍କ ନାଁରେ ଜାରି ହେଲା ଲୁକଆଉଟ ନୋଟିସ

ମୁମ୍ବାଇ: ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାଁରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଲୁକଆଉଟ ନୋଟିସ ଜାରୀ କରିଛି । ବିନା ଅନୁମତିରେ ଏବେ ସେ ଆଉ ଭାରତ ଛାଡିପାରିବେ ନାହିଁ । ମନି ଲଣ୍ଡ୍ରଂ ମାମଲାରେ ତାଙ୍କୁ ବାରମ୍ବାର ନୋଟିସ ଜାରୀ କରାଯାଇଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ ।…

ଭେଣ୍ଡି ଦର ଆକାଶଛୁଁଆ; କେଜିକୁ ୮୦୦ ଟଙ୍କା

ଭୋପାଳ: ଆକାଶଛୁଁଆ ଭେଣ୍ଡି ଦର। ‌୧ କେ.ଜିକୁ ୮୦୦ ଟଙ୍କାରେ ବିକ୍ରି ହେଉଛି ଭେଣ୍ଡି। ରିପୋର୍ଟ ଅନୁଯାୟୀ ମଧ୍ୟପ୍ରଦେଶର ଭୋପାଳରେ ଖଜୁରୀ କାଲାନ ଅଞ୍ଚଳର ଜଣେ ଚାଷୀ ମିସ୍ରିଲାଲ ରାଜପୁତ ତାଙ୍କ ବଗିଚାରେ ନାଲି ଓକରା ଅର୍ଥାତ୍‌ ନାଲି ଭେଣ୍ଡି ଫଳାଇଛନ୍ତି। ଯାହାର ଦାମ୍‌ କେଜିକୁ ୮୦୦ ଟଙ୍କା…

ଗୃହ ମନ୍ତ୍ରାଳୟ ମଞ୍ଜୁରୀ ବିନା ଦେଶ ଛାଡି ପାରିବେନି ଆଫ୍‌ଗାନ ନାଗରିକ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଭାରତରେ ରହୁଥିବା ଆଫଗାନିସ୍ତାନ ନାଗରିକମାନଙ୍କୁ ଭାରତ ଛାଡିବା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମତି ନେବାକୁ ପଡିବ। ଆଫଗାନିସ୍ତାନ ସଂସଦର ୨୦ ବର୍ଷ ବୟସ୍କା ମହିଳା ସଦସ୍ୟ ରଙ୍ଗିନା କରଗାରଙ୍କୁ…

ତାଲିବାନର ଦାବି: ପୂରା ପଞ୍ଜଶିରକୁ କବଜା କରିଛୁ

କାବୁଲ: ପଞ୍ଜଶିର ଛକାପଞ୍ଝା ଭିତରେ ବଡ଼ ଖବର ସାମନାକୁ ଆସିଛି । ତାଲିବାନ ଦାବି କରିଛି ବିରୋଧୀଙ୍କ ଅଭେଦ୍ୟ ଦୁର୍ଗ ପଞ୍ଜଶିରକୁ ସେମାନେ କବଜାକୁ ନେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ତାଲିବାନ ମୁଖପାତ୍ର । ଗତ କିଛି ଦିନ ହେବ ପଞ୍ଜଶିରକୁ ନେଇ ତାଲିବାନ ଓ ନର୍ଦ୍ଦନ ଆଲାଏନ୍ସ ମଧ୍ୟରେ ଘମାଘୋଟ…

ସୀମା ଟପିଲାଣି ବର୍ବରତା; ମହିଳା ପୋଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା

କାବୁଲ: ଘୋର ପ୍ରଦେଶରେ ତାଲିବାନ ଦ୍ୱାରା ତାଙ୍କ ପରିବାର ସମ୍ମୁଖରେ ଜଣେ ଆଫଗାନିସ୍ତାନ ମହିଳା ପୋଲିସଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣେ ଆଫଗାନିସ୍ତାନ ସାମ୍ବାଦିକ ଏକ ଟୁଇଟରେ ସୂଚନା ଦେଇଛନ୍ତି। ସାମ୍ବାଦିକ ସୂଚନା ମୁତାବକ, ନିଗାରା ୬ ମାସର ଗର୍ଭବତୀ ଥିଲେ ଏବଂ ତାଙ୍କ ସ୍ୱାମୀ ଏବଂ…

ପଞ୍ଜଶୀର; ଅହମ୍ମଦ ମାସୁଦଙ୍କ ମୁଖପାତ୍ର ଫହିମ ଦାଶ୍‌ତିଙ୍କୁ ହତ୍ୟା

ପଞ୍ଜଶୀର: ତାଲିବାନ ଆଫଗାନିସ୍ତାନ ପ୍ରତିରୋଧ ବାହିନୀ ସହିତ ଜଡିତ ଦୁଇ ଜଣଙ୍କୁ ହତ୍ୟା କରିଥିବା ସୁଚନା ମିଳିଛି। ଆଫଗାନିସ୍ତାନ ଗଣମାଧ୍ୟମ ଅନୁଯାୟୀ, ଆଫଗାନିସ୍ତାନର ପଞ୍ଜଶୀର ପ୍ରଦେଶରେ ତାଲିବାନ ସହ ମୁହାଁମୁହିଁ ସମୟରେ ଫାହିମ ଦାଶ୍‌ତି (ରେଜିଷ୍ଟାନ୍ସ ଫ୍ରଣ୍ଟର ମୁଖପାତ୍ର) ଏବଂ ଅବଦୁଲ…

ପଞ୍ଜଶୀରରେ ତାଲିବାନ ପାଇଁ ଲଢ଼ୁଛି ପାକିସ୍ତାନ !

କାବୁଲ: ଆଫଗାନିସ୍ତାନରେ ତାଲିବାନକୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରୁଛି ପାକିସ୍ତାନ । ଏହାର ଆଉ ଏକ ଜ୍ୱଳନ୍ତ ପ୍ରମାଣ ପଞ୍ଜଶୀରରେ ଦେଖିବାକୁ ମିଳିଛି । ତାଲିବାନ ସହ ପଞ୍ଜଶୀରରେ ରେଜିଷ୍ଟାନ୍ସ ଫୋର୍ସ କଡା ସଂଘର୍ଷ କରିବା ପରେ ଏବେ ସେମାନଙ୍କ ବିରୋଧରେ ପାକିସ୍ତାନ ଛିଡା ହୋଇଛି । ଆକାଶମାର୍ଗରୁ…

ନାଗରିକଙ୍କୁ ଚେତାଇ ଦେଲେ ନେପାଳ ସରକାର, ବନ୍ଧୁତ୍ୱ ପ୍ରଭାବିତ କରିବା ଭଳି କାର୍ଯ୍ୟ କରନି

କାଠମାଣ୍ଡୁ: ନେପାଳ ସରକାର ଆଜି ତାଙ୍କ ନାଗରିକମାନଙ୍କୁ ଚେତବାନୀ ଦେଇଛନ୍ତି । ନ ବୁଝି ନ ଶୁଝି ଏପରି କାର୍ଯ୍ୟ କରନି ଯେ, ପଡୋଶୀ ଦେଶ ସହ ଆମ ସମ୍ପର୍କ ଖରାପ ହେବ । ଆମେ ସମସ୍ତ ପଡୋଶୀ ଦେଶ ସହ ସମ୍ପର୍କ ଭଲ ରଖିବାକୁ ଚେଷ୍ଟା କରିବା ବୋଲି ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା କହିଛନ୍ତି ।…