Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଉପ ନିର୍ବାଚନ ପାଇଁ ଇସି ଶୀଘ୍ର ତାରିଖ ଘୋଷଣା କରନ୍ତୁ : ମମତା

କୋଲକାତା: ଉପ ନିର୍ବାଚନ ପାଇଁ ବ୍ୟଗ୍ର ହେଲେଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି ନିର୍ବାଚନ କମିଶନର ଶୀଘ୍ର ଉପ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ବୋଲି ସେ ଦାବୀ କରିଛନ୍ତି । ବିଧାନସଭା ନିର୍ବାଚନ ହେବାର ୪ ମାସ ବିତିଗଲାଣି । ଲୋକଙ୍କ…

ଆଫଗାନିସ୍ତାନ ସଙ୍କଟ, ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଫଗାନିସ୍ତାନ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଆସନ୍ତା ୨୬ ତାରିଖ ଦିନ ୧୧ଟାରେ ବସିବ ଏହି ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକରେ…

ଆଫଗାନିସ୍ତାନ ପ୍ରସଙ୍ଗରେ ପୁଣି ମୁହଁ ଖୋଲିଲେ ଜୋ ବିଡେନ: କହିଲେ, ସେ କାହାରିକୁ ବିଶ୍ବାସକୁ ନେଉନାହାନ୍ତି

ଆଫଗାନିସ୍ତାନ : ଆଫଗାନିସ୍ତାନ ପ୍ରସଙ୍ଗରେ ପୁଣି ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ । କହିଛନ୍ତି, ସେ ତାଲିବାନ ବା ଅନ୍ୟ କାହାରିକୁ ବିଶ୍ବାସକୁ ନେଉନାହାନ୍ତି । ଚଳିତ ମାସ ଶେଷ ସୁଦ୍ଧା ଆଫଗାନିସ୍ତାନରେ ଫସିଥିବା ଲୋକଙ୍କ ଉଦ୍ଧାର ପ୍ରକ୍ରିୟା ଶେଷ ହେବ । ସେଠାରେ ଲୋକଙ୍କ ହୃଦୟ…

ଦେଶର ପ୍ରଥମ ସ୍ମଗ ଟାୱାର ଉଦ୍‌ଘାଟନ କଲେ ସିଏମ୍‌ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ କନ୍ନାଟ୍ ପ୍ଲେସ୍ ଅଞ୍ଚଳରେ ଥିବା ବାବା ଖରାକ ସିଂ ମାର୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦେଶର ପ୍ରଥମ ସ୍ମଗ ଟାୱାରର ଉଦଘାଟନ କରିଛନ୍ତି। ପ୍ରାୟ ୧ କିଲୋମିଟର ବ୍ୟାସାର୍ଦ୍ଧରେ ପରିବ୍ୟାପ୍ତ ଟାୱାରଟି ପ୍ରତି ସେକେଣ୍ଡରେ ୧୦୦୦ ଘନ ମିଟର ବାୟୁକୁ…

ତାଲିବାନ ଶାସନକୁ ଗ୍ରହଣ କରିଛି କିନ୍ତୁ ଏହାର ଅଂଶ ହେବି ନାହିଁ; ହାଶ୍‌ମତ ଘନି

ନୂଆଦିଲ୍ଲୀ: ଆଫଗାନିସ୍ତାନର ଅବସରପ୍ରାପ୍ତ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ ହାସମତ ଘନି ଅହମ୍ମଦଜାଇ କହିଛନ୍ତି ଯେ ରକ୍ତପାତରୁ ରକ୍ଷା ପାଇବା ପାଇଁ ତାଲିବାନର ଦେଶ ଦଖଲକୁ ସେ ସ୍ବୀକୃତି ଦେଇଛନ୍ତି ଏବଂ ଏକ ଅନ୍ତର୍ଭୁକ୍ତ ସରକାର ଗଠନ ପାଇଁ ଆହ୍ବାନ ଦେଇଛନ୍ତି। ଇଣ୍ଡିଆ ଟୁଡେ ସହିତ ଏକ…

ପଶ୍ଚିମବଙ୍ଗ ବିଭାଜନ ପ୍ରସ୍ତାବ ନେଇ ବିଜେପିରେ ଫାଟ !

କୋଲକାତା: ପଶ୍ଚିମବଙ୍ଗ ବିଭାଜନ ପ୍ରସ୍ତାବ ନେଇ ବିଜେପିରେ ଫାଟ ସୃଷ୍ଟି ହୋଇଛି । କେନ୍ଦ୍ରୀୟ ମନ୍ତ୍ରୀ ଜନ ବିର୍ଲା ଉତର ପଶ୍ଚିମବଙ୍ଗକୁ ଅଲଗା ରାଜ୍ୟର ମାନ୍ୟତା ଦେବା ପାଇଁ କରିଥିବା ଦାବିକୁ ବିଜେପି ରାଜ୍ୟ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ସମର୍ଥନ କରିବା ପରେ ଏଠାରେ ପାର୍ଟି ମଧ୍ୟରେ ବିବାଦ ସୃଷ୍ଟି…

ଆମେରିକାକୁ ଧମକ ଦେଲା ତାଲିବାନ

କାବୁଲ: ଆଫଗାନିସ୍ତାନ କବଜା କରିବା ପରେ ସୋମବାର ତାଲିବାନ ଆମେରିକାକୁ ଧମକ ଦେଇଛି । ନାଟୋ ଓ ଆମେରିକା ସେନା ଆଫଗାନିସ୍ତାନ ଛାଡି ସାରିଥିଲେ ମଧ୍ୟ ଦେଶରୁ ସୁରକ୍ଷିତ ଭାବେ ଲୋକମାନଙ୍କୁ ଆଣିବା ପାଇଁ କିଛି ସେନା ଏଠାରେ ରହିଛନ୍ତି । କାବୁଲ ବିମାନ ବନ୍ଦରରେ ଥିବା ଏହି ସେନାମାନଙ୍କୁ ୩୧ ଅଗଷ୍ଟ…

ମନ୍ତ୍ରୀ ଅନିଲ ଦେଶମୁଖଙ୍କ ସହାୟକଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ଇଡି

ନୂଆଦିଲ୍ଲୀ: ସୋମବାର ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ତଥା ସହକାରୀ ଥିବା ଗିରଫ ଅଭିଯୁକ୍ତ ସଞ୍ଜୀବ ପାଲାଣ୍ଡେ ଏବଂ କୁନ୍ଦନ ସିନ୍ଦେଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ସୋମବାର ଦିନ ପ୍ରଥମ ଚାର୍ଜସିଟ ଦାଖଲ କରିବ। ଅନିଲ ଦେଶମୁଖ ଏବଂ ଅନ୍ୟମାନଙ୍କ…

ତୃତୀୟ ଲହର ସମ୍ଭାବନା ବହୁତ କମ୍; ଆଇଆଇଟି ପ୍ରଫେସର

ନୂଆଦିଲ୍ଲୀ: ଆଇଆଇଟି କାନପୁରର ବରିଷ୍ଠ ବୈଜ୍ଞାନିକ, ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ଦାବି କରିଛନ୍ତି ଯେ କରୋନା ସଂକ୍ରମଣର ତୃତୀୟ ଲହର ଆସିବା ସମ୍ଭାବନା ବହୁତ କମ୍। ଯଦି ବି ଆସେ ତାହା ନଆସିବା ସହିତ ସମାନ ହେବ। ଏହାପୂର୍ବରୁ ଅକ୍ଟୋବର ମାସ ସୁଦ୍ଧା ଦେଶରେ କରୋନର ତୃତୀୟ ଲହର ଆରମ୍ଭ ହୋଇପାରେ…

ଅକ୍ଟୋବର ସୁଦ୍ଧା ଶିଖର ଛୁଇଁପାରେ ତୃତୀୟ ଲହର

ନୂଆଦିଲ୍ଲୀ: ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଷ୍ଟର ମ୍ୟାନେଜ୍‌ମେଣ୍ଟ (NIDM) ଅଧୀନରେ ଗଠିତ ଏକ ବିଶେଷଜ୍ଞ କମିଟି କୋଭିଡ୍‌-୧୯ର ତୃତୀୟ ତରଙ୍ଗକୁ ନେଇ ଚେତାବନୀ ଦେଇଛନ୍ତି। ଯାହା ଅକ୍ଟୋବରରେ ଶିଖର ଛୁଇଁପାରେ ବୋଲି ବିଶେଷଜ୍ଞ ଦଳ ଚେତାଇ ଦେଇଛନ୍ତି। ଏହା ପିଲାମାନଙ୍କ ଲାଗି ଅଧିକ…