Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଶ୍ମୀର ପାଇଁ ଲାଇଫ ଲାଇନ ସାଜିବ ‘ଜୋଜିଲା ଟନେଲ’

ଶ୍ରୀନଗର: କଶ୍ମୀର ଓ ଲେହ ଲଦ୍ଦାଖ ପାଇଁ ଲାଇଫ ଲାଇନ ସାଜିବ ଜୋଜିଲା ଟନେଲ । ଶୀତ ଦିନରେ ବର୍ଷର ୬ ମାସ ବନ୍ଦ ରହୁଥିବା ଏହି ଅଞ୍ଚଳରେ ଯାତାୟତ ସମ୍ଭବ କରିବ ଜୋଜିଲା ଟନେଲ । ଜାମ୍ମୁ କାଶ୍ମୀରର ଶ୍ରୀନଗର ସହିତ ଲେହ ଲଦାଖ ଅଞ୍ଚଳକୁ ସଂଯୋଗ କରୁଥିବା ରଣନୀତିକ ଲିଙ୍କ ହେଉଛି ଜୋଜିଲା ଟନେଲ | ଏହି…

ଆରବ ସାଗରରେ ଆସୁଛି ବାତ୍ୟା ‘ସାହିନ୍’, ନେଇପାରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହେବ ବାତ୍ୟା ସାହିନ୍ । ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ଗୁଲାବର ଅବଶିଷ୍ଟାଂଶରୁ ଏହାର ପୂନର୍ଜନ୍ମ ହୋଇଛି । ସାଇକ୍ଲୋନିକ ଷ୍ଟର୍ମ ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ତ୍ତମାନ ଆରବ ସାଗରରେ ଓ୍ୱେଲ୍ ମାର୍କଡ ଲୋ ପ୍ରେସର ଅବପାତର ରୂପ ନେଇ…

ଅମିତ ଶାହଙ୍କୁ ଭେଟିଲେ କ୍ୟାପଟେନ ଅମରିନ୍ଦର, ବିଜେପିରେ ସାମିଲ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା

ନୂଆଦିଲ୍ଲୀ:କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ। ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଆଜି ସେ ଅମିତ ଶାହଙ୍କୁ ଭେଟିବା ପରେ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି…

ବିଶ୍ବର ୧୨ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନର ଭୂସ୍ବର୍ଗ ପାଲଟିଛି ପାକିସ୍ତାନ

ନୂଆଦିଲ୍ଲୀ : ବିଶ୍ବର ୧୨ଟି କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନର ଭୂସ୍ବର୍ଗ ପାଲଟିଛି ପାକିସ୍ତାନ । ଏହାମଧ୍ୟରୁ ୫ଟି ତୀବ୍ର ଭାରତ ବିରୋଧୀ ସଙ୍ଗଠନ ଅନ୍ତର୍ଭୁକ୍ତ । ଆତଙ୍କବାଦ ସଂକ୍ରାନ୍ତ ଆମେରିକା କଂଗ୍ରେସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଦର୍ଶାଯାଇଛି । ଭାରତ ବିରୋଧୀ ସଙ୍ଗଠନ ମଧ୍ୟରେ…

ଧରାପଡ଼ିଲା ପାକିସ୍ତାନର ହୀନ ଚକ୍ରାନ୍ତ, ମୁଖା ଖୋଲିଦେଲା ଗିରଫ ଆତଙ୍କୀ

ନୂଆଦିଲ୍ଲୀ : ଧରାପଡ଼ିଲା ପାକିସ୍ତାନର ହୀନ ଷଡ଼ଯନ୍ତ୍ର । ଭାରତରେ ଆତଙ୍କୀ ହମଲାର ଯୋଜନା କରିଥିଲା ଇସଲାମାବାଦ । ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ପାକିସ୍ତାନ ସେନା । ଏସବୁ କଥା କହିଛି ଉରିରୁ ଗିରଫ ହୋଇଥିବା ଆତଙ୍କବାଦୀ । ଭାରତରେ ଆତଙ୍କୀ ହମଲା ପାଇଁ ସ୍ଥାନ ଚୂଡାନ୍ତ କରିଥିଲା…

୫ ବର୍ଷ ଯାଏ ପିଲାଙ୍କୁ ମିଳିବ ମାଗଣା ମଧ୍ୟାହ୍ନ ଭୋଜନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର PM-Poshan ଯୋଜନା ଆରମ୍ଭ କରିଛନ୍ତି। କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ଯୋଜନାକୁ ଅନୁମୋଦନ କରାଯାଇଛି। ଏହାଦ୍ୱାରା ସାରା ଦେଶରେ ୧୧.୨ ଲକ୍ଷରୁ ଅଧିକ ସରକାରୀ ଏବଂ ସରକାରୀ ସହାୟକ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି। ଏହି ଯୋଜନା…

ଭାରତୀୟଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗୁଛନ୍ତି ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଭୀଷଣ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି ଯେ ମୋଦୀ ଭାରତୀୟ ନାଗରିକଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିବା ସହ “ଭାରତୀୟଙ୍କ ଧାରଣା” ଭଙ୍ଗ କରୁଥିବା ଅଭିଯୋଗ କରିଛନ୍ତି। କେରଳର ଏକ ଉଦଘାଟନୀ ଉତ୍ସବରେ ରାହୁଲ ଏହା…

ବହୁ ଚର୍ଚ୍ଚିତ ବାଘମ୍ବରି ମଠର ଗାଦିରେ ବସିବେ ବଲବୀର ଗିରି

ଉତ୍ତରପ୍ରଦେଶ : ବହୁ ଚର୍ଚ୍ଚିତ ବାଘମ୍ବରି ମଠର ଉତ୍ତରାଧିକାରୀ ହେବେ ୩୫ ବର୍ଷୀୟ ବଲବୀର ଗିରି। ପଞ୍ଚ ପରମେଶ୍ୱରଙ୍କ ନିଷ୍ପତି କ୍ରମେ ଦାୟିତ୍ୱ ହସ୍ତାନ୍ତର । ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହ ଜନକ ଆତ୍ମହତ୍ୟା ପରେ ଖାଲି ପଡ଼ିଥିଲା ଗାଦି। ସର୍ବସମ୍ମତି କ୍ରମେ ମଠ ପଞ୍ଚପରମେଶ୍ୱର ବଲବୀର…

ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରିବା ନେଇ ଭାରତକୁ ତାଳିବାନ ନିବେଦନ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଦଖଲ ପରେ ତାଲିବାନ ଭାରତ ସହ ଆନୁଷ୍ଠାନିକ ଆଲୋଚନା କରି ଦୁଇ ଦେଶ ମଧ୍ୟରେ ବିମାନ ସେବା ଆରମ୍ଭ କରିବାକୁ ନିବେଦନ କରିଛି। ଏହାଦ୍ବାରା ତାଲିବାନ ଭାରତ ସହ ସମ୍ପର୍କ ଯୋଡିବାକୁ ଚାହୁଁଥିବା ଜଣାପଡ଼ିଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ଏମଓୟୁ ସମ୍ପର୍କରେ ତାଲିବାନ…

ଅକ୍ଟୋବରରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ଅକ୍ଟୋବରରେ ଏକାଧିକ ଛୁଟି ଯୋଗୁ ବ୍ୟାଙ୍କଗୁଡିକ ୨୧ ଦିନ ବନ୍ଦ ରହିବ। ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବାଗୁଡିକ ପୂର୍ବପରି ଜାରି ରହିବ ବୋଲି ସୂଚନା ମିଳିଛି। ଓଡିଶାରେ ବ୍ୟାଙ୍କଗୁଡିକ ୧୦ ଦିନ ବନ୍ଦ ରହିବ। ଅକ୍ଟୋବରରେ ବିଭିନ୍ନ ରାଜ୍ୟରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ…