Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତାଲିବାନ ସହ ଟକ୍କର ନେବାକୁ ପ୍ରସ୍ତୁତ ହେଲେ ପୂର୍ବତନ ଉପ ରାଷ୍ଟ୍ରପତି ଅମରୁହ୍ଲା

କାବୁଲ: ଆଫଗାନିସ୍ତାନର ବିଦାୟୀ ଉପ ରାଷ୍ଟ୍ରପତି ଅମରୁହ୍ଲା ସାଲେହଙ୍କ ବୟାନ ଆଜି ପରୋକ୍ଷରେ ଏକ ଗୃହଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି । ସାଲେହ ତାଲିବାନଙ୍କ ସହ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଖୋଲାଖୋଲି ଭାବେ ଘୋଷଣା କରିଛନ୍ତି । ରିପୋର୍ଟ ମୁତାବକ ତାଲିବାନ ଏ ପର୍ଯ୍ୟନ୍ତ ପଞ୍ଜଶିର…

କାହିଁକି ମଧୁମେହ ରୋଗୀଙ୍କଠାରେ କରୋନା ସଂକ୍ରମଣର ଆଶଙ୍କା ଅଧିକ?

ବେଜିଂ: ଅନୁସନ୍ଧାନକାରୀମାନେ ଚିହ୍ନଟ କରିଛନ୍ତି ଯେ ଲୋ ମାଇକ୍ରୋ ଆରଏନ୍ଏ (miRNA) ରୋଗ ପ୍ରତିରୋଧକ ଶକ୍ତି ଯୁବକ ଏବଂ ବୟସ୍କ ମଧୁମେହ ରୋଗୀଙ୍କଠାରେ କରୋନା ସଂକ୍ରମଣର ଆଶଙ୍କା ବଢାଇଥାଏ। ମାଇକ୍ରୋ ଆରଏନ୍ଏସ୍ ହେଉଛି ଜିନ୍ ଏକ୍ସପ୍ରେସନ୍ ରେଗୁଲେଟରର ଏକ ପ୍ରମୁଖ ଶ୍ରେଣୀ ଯାହା ପ୍ରଦାହ…

ଶରଣାର୍ଥୀଙ୍କୁ ରୋକିବା ପାଇଁ ଇରାନ ସୀମାରେ ତୁର୍କୀ ନିର୍ମାଣ କରୁଛି ପ୍ରାଚୀର

ତେହେରାନ: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ମାତ୍ରେ ଅନେକ ଲୋକ ଦେଶ ଛାଡି ପଳାଉଛନ୍ତି । ଏହାକୁ ଦେଖି ଇରାନ ସୀମାରେ ତୁର୍କୀ ବିଶାଳକାୟ ପ୍ରାଚୀର ନିର୍ମାଣ କରୁଛି । ଏହା ୨୯୫ କିଲୋମିଟର ବିଶିଷ୍ଟ ହେବ । ଏବେ ଆଉ ମାତ୍ର ୫ କିଲୋମିଟର ନିର୍ମାଣ କାର୍ଯ୍ୟ ବାକି ରହିଛି ବୋଲି…

ଉତ୍ତରାଖଣ୍ଡରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଅଜୟ କୋଠିୱାଲ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଅଜୟ କୋଠିୱାଲଙ୍କ ନାମ ଘୋଷଣା କରି ବର୍ଷକ ପୂର୍ବରୁ ଆମ ଆଦମୀ ପାର୍ଟି ନିର୍ବାଚ ବିଗୁଲ ଫୁଙ୍କିବା ଆରମ୍ଭ କରିଛି । ମଙ୍ଗଳବାର ଉତରାଖଣ୍ଡ ଗସ୍ତ କରି ଡେରାଡୁନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥଶ ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏହି…

କେରଳର ପୂର୍ବତନ ସିଏମଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ

ଥିରୁଅନନ୍ତପୁରମ୍ : ସିବିଆଇ ମଙ୍ଗଳବାର ଦିନ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ କେସି ବେଣୁଗୋପାଲ ଏବଂ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି, କଂଗ୍ରେସ ସାଂସଦ ଅଦୂର ପ୍ରକାଶ, ହିବି ଇଡେନ ଏବଂ କଂଗ୍ରେସ ବିଧାୟକ ଏପି ଅନିଲ କୁମାରଙ୍କ ବିରୋଧରେ ଏଫଆଇଆର ଦାଖଲ…

ପୋଷା ବିଲେଇର ମିଆଁଉ ମିଆଁଉ ବଂଚାଇଦେଲା ବୃଦ୍ଧା ମହିଳାଙ୍କ ଜୀବନ

ଲଣ୍ଡନ: ପୋଷା ବିଲେଇର ମିଆଁଉ ମିଆଁଉ ଯୋଗୁ ଜଣେ ବୃଦ୍ଧା ମହିଳାଙ୍କ ଜୀବନ ବଂଚାଇବା ସମ୍ଭବପର ହୋଇଛି । କର୍ଣ୍ଣୱାଲ ନାମକ ସ୍ଥାନରେ ଉକ୍ତ ମହିଳାଜଣଙ୍କ ତାଙ୍କ ପରିବାର ସହିତ ରହୁଥିଲେ । ଘଟଣା ଦିନ ସେ ଘରୁ ବାହାରକୁ ଯାଉଥିବା ବେଳେ ଏକ ୭୦ ଫୁଟର ଗାତ ଭିତରେ ପଡି ଯାଇଥିଲେ । ବହୁତ ଚେଷ୍ଟା କଲେ…

ତାଲିବାନକୁ ବ୍ୟାନ୍‌ କଲା ଫେସ୍‌ବୁକ୍‌

କାବୁଲ: ଆଫଗାନିସ୍ତାନ ଉପରେ ଏବେ ତାଲିବାନର ରାଜ୍‌। ଏଭଳି ଏକ ସଙ୍କଟ ସମୟରେ ତାଲିବାନ ସରକାରକୁ କେତେକ ଦେଶ ସ୍ବୀକୃତି ଦେଇନଥିବା ବେଳେ କିଛି ତାଲିବାନ ସହ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରଖିବା କଥା ଖୋଲାଖୋଲି ଭାବେ କହିସାରିଛନ୍ତି। ଫେସ୍‌ବୁକ୍‌ ମଙ୍ଗଳବାର ତାଲିବାନ ଉପରେ ପ୍ରତିବନ୍ଧକ…

ନ୍ୟୁଜିଲାଣ୍ଡ୍‌ରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା

ନୂଆଦିଲ୍ଲୀ: ତିନି ଦିନ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ନ୍ୟୁଜିଲାଣ୍ଡ। ଫେବୃଆରୀ ପରଠାରୁ ପ୍ରଥମ ଥର ପାଇଁ କରୋନା ମାମଲା ଚିହ୍ନଟ ହେବା ପରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ତିନି ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମଙ୍ଗଳବାର ୱେଲିଙ୍ଗଟନ୍‌ରେ ଏକ ସାମ୍ବାଦିକ…

ତାଲିବାନୀଙ୍କ ଆତଙ୍କରେ ସାମିଲ୍‌ ୨ ଭାରତୀୟ!

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ଆଫଗାନିସ୍ତାନରେ ଆତଙ୍କ ସୃଷ୍ଟି କରିଥିବା ତାଲିବାନୀଙ୍କ ମଧ୍ୟରେ ୨ ଭାରତୀୟ ସାମିଲ୍‌ ଥିବା ଆଶଙ୍କା ପ୍ରକାଶ କରିଛନ୍ତି। ଏହି ଉଭୟ ବ୍ୟକ୍ତି କେରଳ ପ୍ରଦେଶର ବାସିନ୍ଦା ବୋଲି କୁହାଯାଉଛି। ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏକ ଭିଡିଓ ଟ୍ୱିଟ୍…

ପୂର୍ବତନ ଗୃହମନ୍ତ୍ରୀଙ୍କୁ ଇଡିର ପୁଣି ସମନ

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ତାଜା ସମନ ‌ଜାରି କରିଛି ଇଡି। ବୁଧବାର ଦିନ ହାଜର ହେବା ପାଇଁ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଏନଫୋର୍ସମେଣ୍ଟ ଇଡି ନିର୍ଦ୍ଦେଶନାମା ଜାରି କରିଛି। ପଞ୍ଚମ ଥର ପାଇଁ ଦେଶମୁଖଙ୍କୁ ଇଡି ସମନ…