Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ୪୦ ହଜାର ପାର୍‌ କଲା ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୪୦ ହଜାର ପାର୍‌ କଲା ବ୍ଲାକ୍‌ ଫଙ୍ଗସ ସଂକ୍ରମିତଙ୍କ ସଂଖ୍ୟା। ଦେଶରେ ଏପର୍ଯ୍ୟନ୍ତ ସମୁଦାୟ ୪୦,୮୪୫ କଳା ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ଜଣାଯାଇଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୋମବାର କହିଛନ୍ତି। ମୋଟ ୧୩,୦୮୩ ରୋଗୀ ୧୮ରୁ ୪୫ ବର୍ଷର ଥିବା…

ଆସନ୍ତାକାଲି ସୋସିଆଲ ମିଡିଆରେ ହେଉଥିବା ଅପବ୍ୟବହାର ବାବଦରେ ଷ୍ଟାଣ୍ଡିଂ କମିଟି ଆଗରେ ଜବାବ ରଖିବେ ଫେସ୍‌ବୁକ୍‌ ଓ…

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁରଙ୍କ ନେତୃତ୍ୱାଧୀନ ଷ୍ଟାଣ୍ଡିଂ କମିଟି ଆଗରେ ଆସନ୍ତାକାଲି ହାଜର ହେବେ ଫେସବୁକ୍‌ ଏବଂ ଗୁଗୁଲର ଭାରତୀୟ ଅଧିକାରୀ। ସୋସିଆଲ ମିଡିଆ ୟୁଜର୍ସଙ୍କ ଅଧିକାର ଏବଂ ସୋସିଆଲ ମିଡିଆରେ ହେଉଥିବା ଅପବ୍ୟବହାର ରୋକିବା ବାବଦରେ ଷ୍ଟାଣ୍ଡିଂ କମିଟି ଆଗରେ ନିଜର…

୫ ଲକ୍ଷ ପର୍ଯ୍ୟଟକଙ୍କୁ ମିଳିବ ମାଗଣା ଟୁରିଷ୍ଟ ଭିସା

ନୂଆଦିଲ୍ଲୀ: ୫ ଲକ୍ଷ ପର୍ଯ୍ୟଟକଙ୍କୁ ମିଳିବ ମାଗଣା ଟୁରିଷ୍ଟ ଭିସା। ଏ ନେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଭିସା ପ୍ରଦାନ ପ୍ରକ୍ରିୟା ପୁନ ଆରମ୍ଭ ହେବା ପରେ ସରକାର ପ୍ରଥମ ୫ ଲକ୍ଷ ପର୍ଯ୍ୟଟକଙ୍କୁ  ମାଗଣା ଭିସା ପ୍ରଦାନ କରିବେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ…

ଏହି ରାଜ୍ୟରେ ଜୁଲାଇ ୧୫ ଯାଏ ବଢିଲା ଲକ୍‌ଡାଉନ୍‌

କୋଲକାତା: କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ପଶ୍ଚିମବଙ୍ଗ ସରକାର କରୋନା ଲକ୍‌ଡାଉନ ଅବଧିକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ସହିତ କଟକଣାରେ କିଛିଟା କୋହଳ ମଧ୍ୟ କରାଯାଇଛି।  ୫୦ ପ୍ରତିଶତ କ୍ଷମତା ସହିତ ସାଲନ୍‌ ଏବଂ ପାର୍ଲର ଖୋଲିବାକୁ ଅନୁମତି…

ଫୁସଫୁସ ଲାଗି ଅଧିକ ବିପଦ ସାବ୍ୟସ୍ତ ହେଉଛି ଡେଲଟା ପ୍ଲସ ଭାରିଆଣ୍ଟ

ନୂଆଦିଲ୍ଲୀ : ଫୁସଫୁସ ଲାଗି ଅଧିକ ବିପଦ ସାବ୍ୟସ୍ତ ହେଉଛି ଡେଲଟା ପ୍ଲସ ଭାରିଆଣ୍ଟ । ଅନ୍ୟ କୋଭିଡ ଭାରିଆଣ୍ଟ ଅପେକ୍ଷା ଏହା ଅଧିକ ପରିମାଣରେ ଫୁସଫୁସର ଟିସୁକୁ ସଂକ୍ରମିତ କରୁଛି । ତେବେ ଏହାର ଅର୍ଥ ନୁହେଁ ଯେ ଏହି ଭାରିଆଣ୍ଟ ଅଧିକ ସଂକ୍ରମଣଶୀଳ ବା ଅଧିକ ଭୟଙ୍କର ରୋଗ ସୃଷ୍ଟି କରିବ । ଏଭଳି…

ଜମ୍ମୁକଶ୍ମୀର ଏବଂ ଲଦାଖକୁ ଭିନ୍ନ ଦେଶ ଭାବେ ଦର୍ଶାଇଲା ଟ୍ୱିଟର; ହୋଇପାରେ ଦୃଢ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ଏକ ପୃଥକ ଦେଶ ଭାବରେ ଦର୍ଶାଉଥିବା ଭାରତର ଭୁଲ ମାନଚିତ୍ର ନେଇଥିବାରୁ ଟ୍ୱିଟର ଉପରେ ହୋଇପାରେ ଦୃଢ ସରକାରୀ କାର୍ଯ୍ୟାନୁଷ୍ଠାନ। ନୂଆ ଆଇଟି ନିୟମ ପ୍ରସଙ୍ଗକୁ ନେଇ ସରକାର ଏବଂ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏହା ହେଉଛି ଏକ ସଦ୍ୟତମ…

ପଞ୍ଚାୟତ ନିର୍ବାଚନ ଲଢିବନି ବିଏସପି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଜିଲ୍ଲା ପଞ୍ଚାୟତ ନିର୍ବାଚନ ବିଏସପି ଲଢିବନି ବୋଲି କହିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ଏନେଇ ମାୟାବତୀ ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆମେ ଉତ୍ତରପ୍ରଦେଶରେ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ…

ଆଉ ଚାଲିବନି ୧୦ ବର୍ଷ ପୁରୁଣା ପେଟ୍ରୋଲ ଏବଂ ଡିଜେଲ ଗାଡି

ନୂଆଦିଲ୍ଲୀ: ଆଉ ଚାଲିବନି ୧୦ ବର୍ଷ ପୁରୁଣା ପେଟ୍ରୋଲ ଏବଂ ଡିଜେଲ ଗାଡି। ନୋଏଡା କର୍ତ୍ତୃପକ୍ଷ ୧୨,୦୦୦ ରୁ ଅଧିକ ଦଶ ବର୍ଷ ପୁରୁଣା ଡିଜେଲ ଏବଂ ପେଟ୍ରୋଲ ଗାଡିର ପଞ୍ଜୀକରଣ ପ୍ରମାଣପତ୍ରକୁ ବାତିଲ କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୧୨,୨୦୦ ଯାନର ଆରସିର ବୈଧତା…

ଏହି ରାଜ୍ୟରେ ବାତିଲ ହେଲା ସମସ୍ତ ଟିକାକରଣ କେନ୍ଦ୍ର

କୋଲକାତା: ବେସରକାରୀ ତଥା ସରକାରୀ ଡାକ୍ତରଖାନାଗୁଡ଼ିକରେ ଥିବା ସମସ୍ତ କରୋନା ଟିକାକରଣ କେନ୍ଦ୍ରଗୁଡିକୁ ବାତିଲ୍‌ କରାଯାଇଛି। ନକଲି ଟିକାକରଣ ସ୍କାମ୍‌ ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଅନେକ ଲୋକ ଏହି ସ୍କାମ୍‌ର ଶୀକାର ହୋଇଥିଲେ। ଟିଏମ୍‌ସି ସାଂସଦ ମଧ୍ୟ ଏହି ଠକାମିର…

ବିହାରରେ ନିଆରା ବାହାଘର; ଧନୁଶର ଭାଙ୍ଗି ବିବାହ କଲେ ବର

ଛାପ୍ରା: ତ୍ରେତୟା ଯୁଗରେ ଭଗବାନ ରାମ ଶିବଙ୍କ ଧନୁ ଭାଙ୍ଗି ଦେବୀ ସୀତାଙ୍କୁ ବିବାହ କରିଥିଲେ। ଠିକ୍ ସେହିପରି କଳି ଯୁଗରେ ବିହାରର ଛାପ୍ରା ଅଞ୍ଚଳରେ ସମାନ ଘଟଣା ଦେଖିବାକୁ ମିଳିଛି। ​​ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ,…