Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଘରେ ପଶି SPO ଓ ପତ୍ନୀଙ୍କୁ ହତ୍ୟା କଲେ ଆତଙ୍କବାଦୀ, ଝିଅ ଗୁରୁତର

ଶ୍ରୀନଗର: ଜମ୍ମୁ ଏୟାରଫୋର୍ସ ଷ୍ଟେସନ ପରିସରରେ ଡ୍ରୋନ୍ ଯୋଗେ ଆତଙ୍କବାଦୀ ବିସ୍ଫୋରଣ କରିବା ଘଟଣା ପରେ ପୁଲଓ୍ୱାମାରେ ବର୍ବରକାଣ୍ଡ ଘଟାଇଛନ୍ତି । ପୁଲଓ୍ୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ଜଣେ ଏସପିଓଙ୍କ ଘରେ ପଶି ଆକ୍ରମଣ କରିଛନ୍ତି ଆତଙ୍କୀ । ଏଥିରେ ଏସପିଓ ଫୈୟାଜ ଅହମ୍ମଦ ଓ ତାଙ୍କ ପତ୍ନୀଙକ୍…

ଦିଲ୍ଲୀରେ ଅନଲକ୍ ୫.୦: ଆଜିଠୁ କଣ ଖୋଲିବ, କଣ ରହିବ ବନ୍ଦ ?

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା କାୟା କମୁଛି । ପଜିଟିଭିଟି ରେଟ୍ ଅଧିକ ହ୍ରାସ ପାଉଛି । ଜୁଲାଇରେ ଅଧିକ କଟକଣା କୋହଳ କରିଛନ୍ତି ଦିଲ୍ଲୀ ସରକାର । ଆଜିଠୁ ଖୋଲିଛି ଜିମ୍ ଓ ଯୋଗ ସେଣ୍ଟର । ତେବେ ୫୦ ପ୍ରତିଶତ କ୍ଷମତା ସହ ଖୋଲିବା ପାଇଁ ଅନୁମତି ରହିଛି । ଦୁଇ ମାସ ବନ୍ଦ ରହିବା ପରେ…

ଲୋ କାର୍ବ ଡାଏଟ୍‌ କଣ? ଜାଣନ୍ତୁ ଏଥିରେ କେଉଁସବୁ ଖାଦ୍ୟ ଗ୍ରହଣ କରାଯାଏ

ନୂଆଦିଲ୍ଲୀ: ସମ୍ପ୍ରତି ବଢୁଥିବା ଓଜନକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଡାଏଟ୍ ଆପଣଉଛନ୍ତି। ଏଥି ମଧ୍ୟରେ ଆଟକିନ୍ସ ଡାଏଟ୍, କିଟୋ ଡାଏଟ୍, ଡ୍ୟାସ୍ ଡାଏଟ୍, ଜୋନ୍ ଡାଏଟ୍ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହା ସହିତ, ଲୋ କାର୍ବ ଡାଏଟ୍ ମଧ୍ୟ ଓଜନ ହ୍ରାସ ପାଇଁ ଟ୍ରେଣ୍ଡରେ ରହିଛି। ଏଥିରେ, ବ୍ୟକ୍ତି…

ହଂକଂରେ ୧୬ ଜାହଜ ଜଳିଗଲା, କାରଣ ଅସ୍ପଷ୍ଟ

ହଂକଂ: ହଂକଂ ହାଇଫୁନ ଶେଲ୍ଟରରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଠାରେ ଥିବା ୧୬ ଜାହଜରେ ହଠାତ୍ ନିଆଁ ଲାଗି ଯାଇଥିଲା । ୧୦ଟି ଜାହଜ ବୁଡି ଯାଇଥିବା ବେଳେ ଅନ୍ୟଗୁଡିକୁ ଫାୟାରବ୍ରିଗେଡ କାବୁ କରି ନେଇଥିଲେ । କେଉଁ କାରଣ ନେଇ ଏଥିରେ ନିଆଁ ଲାଗିଲା ତାହା ଏବେ ବି ଅସ୍ପଷ୍ଟ ରହିଛି । ଜାହଜରେ…

ବଲିଉଡ୍‌କୁ ନକଲ ନକରି ପାକିସ୍ତାନର ଫିଲ୍ମକୁ ନୂଆ ରୂପ ଦିଅ; ଇମ୍ରାନ ଖାନ

ଇସଲାମାବାଦ: ବଲିଉଡ୍‌କୁ ନକଲ ନକରି ପାକିସ୍ତାନର ଫିଲ୍ମକୁ ନୂଆ ରୂପ ଦେବାକୁ କହିଛନ୍ତି ପିଏମ୍‌ ଇମ୍ରାନ ଖାନ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶର ଯୁବ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ବଲିଉଡର ନକଲ ବଦଳରେ ମୂଳ ବିଷୟବସ୍ତୁ ଉପରେ ଧ୍ୟାନ ଦେବା ଏବଂ ଚଳଚ୍ଚିତ୍ର ନିର୍ମାଣରେ ନୂତନ…

ଫୁସଫୁସକୁ ଅଧିକ ସଂକ୍ରମିତ କରୁଛି ଡେଲଟା ପ୍ଲସ୍ ଭାରିଆଣ୍ଟ

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ କରୋନା ଭାଇରସର ଡେଲଟା ପ୍ଲସ୍ ଭାରିଆଣ୍ଟ ଦେଖିବାକୁ ମିଳିଛି। ଏନେଇ ନ୍ୟାସନାଲ୍ ଟେକ୍ନିକାଲ୍ ଆଡଭାଇଜରୀ ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନ୍ ର ଅଧ୍ୟକ୍ଷ ଡ. ଏନ.କେ ଆରୋରା କହିଛନ୍ତି ଯେ କରୋନାର ବାକି ଭାରିଆଣ୍ଟ ତୁଳନାରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଶୀଘ୍ର ଏବଂ…

ତୃତୀୟ ଲହରକୁ ରୋକିବାକୁ ହେଲେ ୨୦ ପ୍ରତିଶତରୁ ଅଧିକ ଟିକାକରଣ ଆବଶ୍ୟକ

ନୂଆଦିଲ୍ଲୀ: ଦେଶରେ ଏବେ ଡେଲଟା ପ୍ଲସର ବୃଦ୍ଧି ଚିନ୍ତା ବଢାଇଲାଣି। ଏହା ଭିତରେ କରୋନାର ତୃତୀୟ ଲହରକୁ ନେଇ ମଧ୍ୟ ଆଶଙ୍କା ବଢିବାରେ ଲାଗିଛି। ତୃତୀୟ ତରଙ୍ଗର ଆଶଙ୍କା କ୍ରମାଗତ ଭାବେ ବଢୁଛି। କିନ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ ତୃତୀୟ ତରଙ୍ଗକୁ ଏଡାଇ ଦିଆଯାଇପାରେ। ଯେଉଁ ଦେଶରେ ୨୦…

ଦେଶରେ ବିଳମ୍ବରେ ଆସିବ ତୃତୀୟ ଲହର!

ନୂଆଦିଲ୍ଲୀ: ସେଣ୍ଟର କୋଭିଡ-୧୯ ୱାର୍କିଙ୍ଗ୍‌ ଗ୍ରୁପ୍‌ର ମୁଖ୍ୟ ଡ. ଏନ.କେ ଅରୋରା ରବିବାର କହିଛନ୍ତି ଯେ କରୋନା ଭାଇରସର ତୃତୀୟ ତରଙ୍ଗ ବିଳମ୍ବରେ ଆସିବାର ସମ୍ଭାବନା ରହିଛି। ଡକ୍ଟର ଆରୋରା କହିଛନ୍ତି ଯେ ଆଇସିଏମଆର ଏକ ଅଧ୍ୟୟନ ଅନୁଯାୟୀ ତୃତୀୟ ତରଙ୍ଗ ଦେଶରେ ବିଳମ୍ବରେ ଆସିବ।…

ମିଳିଲା ୧୪୦,୦୦୦ ବର୍ଷ ପୁରୁଣା ପ୍ରାଚୀନ ମାନବ ପ୍ରଜାତିର ପରିଚୟ

ନୂଆଦିଲ୍ଲୀ: ମିଳିଲା ୧,୪୦,୦୦୦ ବର୍ଷ ପୁରୁଣା ପ୍ରାଚୀନ ମାନବ ପ୍ରଜାତିର ପରିଚୟ। ଏହାକୁ ବୈଜ୍ଞାନିକମାନେ ହୋମୋ ଲୋଙ୍ଗି କିମ୍ବା 'ଡ୍ରାଗନ୍ ମ୍ୟାନ୍' ନାମରେ ନାମିତ କରିଛନ୍ତି। ବୈଜ୍ଞାନିକମାନେ ଶୁକ୍ରବାର ଘୋଷଣା କରିଛନ୍ତି ଯେ ଉତ୍ତର-ପୂର୍ବ ଚାଇନାରେ ଏହି ବିରଳ ପ୍ରଜାତିର ପ୍ରାଚୀନ…

ଏହି ରାଜ୍ୟରେ ଜୁଲାଇ ୫ ଯାଏ ବଢିଲା ଲକ୍‌ଡାଉନ

ଚଣ୍ଡୀଗଡ଼: ହରିୟାଣାରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି। ରାଜ୍ୟରେ ଜୁଲାଇ ୫ ଯାଏ ଏହି ଅବଧିକୁ ବୃଦ୍ଧି କରିଛନ୍ତି ହରିୟାଣା ସରକାର। ଏଥର କିନ୍ତୁ ଲକ୍‌ଡଡାଉନ୍‌ ଅବଧି ବଢିବା ସହିତ କିଛିଟା କୋହଳ ମଧ୍ୟ କରିଛନ୍ତି ରାଜ୍ୟ ସରକାର। କେତେକ ଜରୁରୀକାଳୀନ ସେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି…