Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପେଗାସସ୍‌ ମାମଲା; ଯଦି ରିପୋର୍ଟ ସତ ତେବେ ଅଭିଯୋଗ ଗମ୍ଭୀର; ସିଜେଆଇ

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ମାମଲାର ଯାଞ୍ଚ ଆବେଦନ ଉପରେ ଆଜି ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ କହିଛନ୍ତି ଯେ ଯଦି ରିପୋର୍ଟ ସତ୍ୟ ତେବେ ଅଭିଯୋଗ ଗମ୍ଭୀର ଏବଂ ଏଥିରେ କୌଣସି ସନ୍ଦେହ ନାହିଁ। ଏଥି…

ଜମ୍ମୁ-କଶ୍ମୀରରେ ବଡ ଧରଣର ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ: ରିପୋର୍ଟ

ନୂଆଦିଲ୍ଲୀ: ଆତଙ୍କବାଦୀମାନେ ଭାରତର ଜମ୍ମୁ-କଶ୍ମୀରରେ ବଡ ଧରଣର ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି । ଗୋଇନ୍ଦା ବିଭାଗ ରିପୋର୍ଟ ପରେ ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ହାଇ ଆଲର୍ଟରେ ରଖାଯାଇଛି । ପାକିସ୍ତାନ ଏବଂ ଆଇଏସଆଇ ଏଥିନେଇ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରୁଛନ୍ତି । ନିକଟରେ…

୧୩୫ ଦେଶକୁ ବ୍ୟାପିଲାଣି ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: କରୋନାର ଅତ୍ୟଧିକ ସଂକ୍ରାମକ ପ୍ରଜାତି ଡେଲଟା ବର୍ତ୍ତମାନ ୧୩୫ଟି ଦେଶକୁ ମାଡିଗଲାଣି। ଏ ନେଇ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ତଥ୍ୟ ପ୍ରକାଶ ପାଇଛି। ବିଶ୍ବସ୍ତରରେ କରୋନାଭାଇରସ୍ ସଂକ୍ରମିତ ସଂଖ୍ୟା ଆସନ୍ତା ସପ୍ତାହ ସୁଦ୍ଧା ୨୦୦ ମିଲିୟନ୍‌ ଅତିକ୍ରମ କରିବ ବୋଲି ହୁ ଚେତାଇ…

କୋଭାକ୍ସିନ୍‌କୁ ମିଳିଲା ଜିଏମ୍‌ପି ପ୍ରମାଣପତ୍ର; ହଙ୍ଗେରୀ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ ଟିକା କୋଭାକ୍ସିନ୍‌କୁ ହଙ୍ଗେରୀ କର୍ତ୍ତୃପକ୍ଷଙ୍କ ଦ୍ବାରା ଗୁଡ୍‌ ମାନୁଫାକ୍ଟରିଙ୍ଗ୍‌ ସର୍ଟିଫିକେଟ୍‌ (ଜିଏମ୍‌ପି) ପ୍ରଦାନ କରାଯାଇଛି। ହଙ୍ଗେରୀରୁ କୋଭାକ୍ସିନ୍‌କୁ ଜିଏମ୍‌ପି ପ୍ରମାଣପତ୍ର ମିଳିଥିବାରୁ ଏହା ଦେଶ ପାଇଁ ଭଲ ସଙ୍କେତ…

ପଞ୍ଜାବ ସିଏମଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ପ୍ରଶାନ୍ତ କିଶୋର ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଶାନ୍ତ କିଶୋର ଏହା ମଧ୍ୟ କହିଛନ୍ତି ଯେ ସେ ଭବିଷ୍ୟତର କାର୍ଯ୍ୟକଳାପ ବିଷୟରେ ନିଷ୍ପତ୍ତି ନେଇ ନାହାଁନ୍ତି। ଖୁବ୍‌ ଶୀଘ୍ର ସେ ଏବେ କଂଗ୍ରେସରେ ଯୋଗ…

ପେଗାସସ୍ ସ୍ପାଏୱେୟାର ମାମଲା; ଆଜି ହୋଇପାରେ ଶୁଣାଣି

ନୂଆଦିଲ୍ଲୀ: ଆଜି ଆସିପାରେ ପେଗାସସ୍ ଗୁଇନ୍ଦାଗିରି ଯାଞ୍ଚ ଆବେଦନ ଉପରେ ଶୁଣାଣି। ଆଜି ଏହି ମାମଲାର ଶୁଣାଣି କରିପାରନ୍ତି ସୁପ୍ରିମ୍‌କୋର୍ଟ। ପେଗାସସ୍ ଗୁପ୍ତଚର ମାମଲାରେ ନିରପେକ୍ଷ ଯାଞ୍ଚ ପାଇଁ ବିଭିନ୍ନ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ। ଏହି ପିଟିସନରେ ପେଗାସସ୍…

ଭାରତୀୟ ଯାତ୍ରୀଙ୍କ ପାଇଁ କରୋନା କଟକଣା କୋହଳ କଲା ବ୍ରିଟେନ

ନୂଆଦିଲ୍ଲୀ: ଭାରତରୁ ବ୍ରିଟେନକୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ କୋହଳ ହେଲା କଟକଣା। ବ୍ରିଟେନ ଭାରତକୁ 'ରେଡ୍ ଲିଷ୍ଟ'ରୁ ହଟାଇ ' ଆମ୍ବର ତାଲିକାରେ 'ରଖିବାକୁ ନିଷ୍ପତ୍ତି ନେଇଛି। ଦୀର୍ଘ ଦିନ ଧରି ବ୍ରିଟେନ ଯିବାକୁ ଚାହୁଁଥିବା ହଜାର ହଜାର ଭାରତୀୟ ପରିବାର ଛାତ୍ରଙ୍କ ଉପରେ…

ମୋଦୀ ସରକାରଙ୍କ ବଡ ଘୋଷଣା; କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ମାଗଣା ସ୍ୱାସ୍ଥ୍ୟ ବୀମା

ନୂଆଦିଲ୍ଲୀ: କରୋନାରେ ଅନାଥ ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଘୋଷଣା କରିଛନ୍ତି ମୋଦୀ ସରକାର। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ମହାମାରୀ ହେତୁ ଅନାଥ ହୋଇଯାଇଥିବା ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ୫ ଲକ୍ଷ ଟଙ୍କା…

ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ

ଟୋକିଓ: ଅଲିମ୍ପିକ୍ସ ହକିରେ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍। ୪୧ ବର୍ଷ ପରେ ଜିତିଲା ପଦକ। ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିିତିଛ। କଡ଼ା ମୁକାବିଲା ହୋଇଥିଲା। ମ୍ୟାଚ୍ ରୋମାାଞ୍ଚ ଭରା ଥିଲା। ଆଟାକିଂ ଖେଲିଥିଲା ଟିମ୍ ଇଣ୍ଡିଆ। ଏହିି ବିିଜୟ ସହ ଭାରତ ୪୧ ବର୍ଷ ପରେ…

ୟୁପିଆଇ କିମ୍ବା ଭିମ୍ ମାଧ୍ୟମରେ ଟିକେଟ୍ ବୁକିଂ ଉପରେ ୫% ରିହାତି

ଭୁବନେଶ୍ବର : ଡିଜିଟାଲ୍ ଇଣ୍ଡିଆ ଅଭିଯାନ ବ୍ୟାପକ କରିବାକୁ ରେଳ ମନ୍ତ୍ରଣାଳୟର ନୂଆ ପଦକ୍ଷେପ । ଲୋକଙ୍କୁ ଡିଜିଟାଲ୍ ସଶକ୍ତିକରଣ କରିବା ଏବଂ ଡିଜିଟାଲ୍ ପ୍ରୟୋଗକୁ ଲୋକପ୍ରିୟ କରାଇବା ପାଇଁ ଏକ ନିଆରା ପଦକ୍ଷେପ ନେଇଛି ରେଳ ମନ୍ତ୍ରଣାଳୟ । ଏଣିକି BHIM ଆପ୍ଲିକେସନ ସମେତ ୟୁନିଫାଏଡ୍ ପେମେଣ୍ଟ…