Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଗକୁ ଭୟଙ୍କର ସଂକ୍ରମଣର କାରଣ ହୋଇପାରେ ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: କରୋନାଭାଇରସର ପ୍ରମୁଖ ପ୍ରଜାତି ଡେଲ୍‌ଟା ଅନ୍ୟ ସମସ୍ତ ପ୍ରଜାତି ଅପେକ୍ଷା ଅଧିକ ସଂକ୍ରାମକ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ଏହା ଚିକେନ୍ପକ୍ସ ଭଳି ସହଜରେ ବିସ୍ତାର ହୋଇପାରେ। ପ୍ରଥମେ ଏହି ରିପୋର୍ଟ ପ୍ରକାଶ କରିଥିବା ୱାଶିଂଟନ୍ ପୋଷ୍ଟ ଅନୁଯାୟୀ ଡକ୍ୟୁମେଣ୍ଟରେ…

ଅନ୍‌ଲାଇନ୍‌ ଗେମ୍‌ ଯୋଗୁ ଚାଲିଗଲା ନାବାଳକର ଜୀବନ

ଭୋପାଳ: କାଳ ହେଲା ଅନ୍‌ଲାଇନ୍‌ ଗେମ୍‌। ଅକାଳରେ ଚାଲିଗଲା ୧୩ ବର୍ଷ ବାଳକର ଜୀବନ। ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଏକ ଅନଲାଇନ ଗେମ୍‌ରେ ୪୦,୦୦୦ ଟଙ୍କା ହରାଇବା ପରେ ଜଣେ ୧୩ ବର୍ଷର ବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଛତ୍ରପୁରର ଶାନ୍ତି ନାଗରରେ ନିଜ ପରିବାର ସହିତ…

ଓଡ଼ିଶାକୁ ତୁରନ୍ତ ସାର ଯୋଗାଇବାକୁ ପ୍ରତିଶ୍ରୁତି ଦେଲେ କେନ୍ଦ୍ରମନ୍ତ୍ରୀ, ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଖରିଫ ଋତୁରେ ଓଡ଼ିଶାକୁ ନିଅଣ୍ଟିଆ ସାର ଯୋଗାଣ ହୋଇଛି । କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଅବଗତ କରାଇଥିବା ବେଳେ ତାଙ୍କୁ ଭେଟି ଆଲୋଚନା କରିଛନ୍ତି ବିଜେଡି ସାଂସଦ । ଦିଲ୍ଲୀରେ ଆଜି ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ…

ଟିକା ନେଇଥିବା ଲୋକଙ୍କଠାରେ ରହିଛି ସଂକ୍ରମଣର ଅଧିକ ବିପଦ

ନୂଆଦିଲ୍ଲୀ: ଟିକା ନେଇନଥିବା ଲୋକଙ୍କ ତୁଳନାରେ ଟିକା ନେଇଥିବା ଲୋକଙ୍କ ଅଧିକ କରୋନା ସଂକ୍ରମିତ ହେଉଥିବା ଜଣାପଡ଼ିଛି। ଏକ ନୂତନ ଅଧ୍ୟୟନରୁ ଏହି ତଥ୍ୟ ପ୍ରକାଶ ପାଇଛି। କୋଭିଡ୍‌ ଟିକା ନେଇଥିବା ଲୋକ ଯେଉଁଭଳି ଭାବରେ ସଂକ୍ରମିତ ହେଉଛନ୍ତି ଟିକା ଗ୍ରହଣ କରିନଥିବା ଲୋକଙ୍କ ସଂଖ୍ୟା ତା…

କରୋନାରେ ମୃତ୍ୟୁବରଣ କରିଥିବା ମୋଟ ୨,୯୫୨ ଜଣ ରେଳ କର୍ମଚାରୀଙ୍କ ମଧ୍ୟରୁ ୯୮ ଜଣ ଟିକା ନେଇଥିଲେ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀରେ ରେଳବାଇର ୨,୯୫୨ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ୯୮ ଜଣ ଟିକା ଗ୍ରହଣ କରିଥିଲେ। ଆରଟିପିସିଆର ଟେଷ୍ଟ କରାଇବା ପରେ ମୋଟ ୧,୫୭,୪୯୬ ଜଣ ରେଳ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୨,୯୫୨ ଜଣ କରୋନାରେ ପ୍ରାଣ…

ଭଗତ ସିଂଙ୍କ ଅନ୍ତିମ ଦୃଶ୍ୟର ଅଭିନୟ କରିବା ବେଳେ ୯ ବର୍ଷର ବାଳକର ମୃତ୍ୟୁ

ଲକ୍ଷ୍ନୌ: ଦେଶ ପାଇଁ ବଳିଦାନ ଦେଇ ସହିଦ ହୋଇଥିବା ଭଗତ ସିଂଙ୍କ ଫାଶି ଦୃଶ୍ୟର ଅଭିନୟ କରିବା ବେଳେ ଏକ ୯ ବର୍ଷୀୟ ବାଳକର ଆକସ୍ମିକ ଭାବେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶରେ। ସ୍ୱାଧୀନତା ସଂଗ୍ରାମୀ ଭାଗତ ସିଂଙ୍କ ଜୀବନ ଉପରେ ଆଧାରିତ ଏକ…

ସାଉଥ ଆଫ୍ରିକାକୁ ୪-୩ରେ ହରାଇଲା ଭାରତୀୟ ମହିଳା ହକି ଟିମ୍, ଅଲିମ୍ପିକ୍ସ କ୍ୱାର୍ଟର ଆଶା ଉଜ୍ଜୀବିତ

ଟୋକିଓ: ଅଲିମ୍ପିକ୍ସ ଗ୍ରୁପ ପର୍ଯ୍ୟାୟର କର ବା ମର ମ୍ୟାଚରେ ଭାରତୀୟ ମହିଳା ହକି ଟିମର ଜବରଦସ୍ତ ପ୍ରଦର୍ଶନ । କଡ଼ା ମୁକାବିଲାରେ ସାଉଥ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏଥିସହ କାର୍ଟୱ ଫାଇନାଲ୍ ଆଶା ଉଜ୍ଜୀବିତ ରହିଛି । ଗ୍ରୁପ୍ ପର୍ଯ୍ୟାୟରେ ୫ଟି ପାଞ୍ଚରୁ ଭାରତ…

୨.୨୭ ଲକ୍ଷରୁ ଅଧିକ ଗର୍ଭବତୀ ମହିଳା ନେଲେଣି କରୋନା ଟିକା

ନୂଆଦିଲ୍ଲୀ:କରୋନା ଟିକାକରଣ ଅଭିଯାନରେ ଗର୍ଭବତୀ ମହିଳାଙ୍କ ଟିକାକରଣକୁ ଅନୁମତି ମିଳିବା ପରେ ଏପର୍ଯ୍ୟନ୍ତ ୨.୨୭ ଲକ୍ଷରୁ ଅଧିକ ଗର୍ଭବତୀ ମହିଳା ପ୍ରଥମ ଡୋଜ କରୋନା ଟିକା ଗ୍ରହଣ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି। ସଂକ୍ରମଣର ବିପଦ ଏବଂ…

ଆସାମ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ: ଆସାମ ଓ ମିଜୋରାମ ସୀମା ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଜୁଲାଇ ୨୬ରେ ଦୀର୍ଘଦିନ ଧରି ଲାଗି ରହିଥିବା ସୀମା ବିବାଦ ହିଂସାର ରୂପ ଧାରଣ କରିଥିଲା। ଉକ୍ତ ଘଟଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମାନ୍ତ ବିଶ୍ୱ ଶର୍ମାଙ୍କ ନାଁରେ ମିଜୋରାମ ପୋଲିସ ଏଫ୍‌ଆଇଆର୍‌ ଦାଖଲ…

କମାଲ୍ କଲେ କମଲପ୍ରୀତ କୌର, ଅଲିମ୍ପିକ୍ସ ଡିସକସ୍ ଥ୍ରୋ ଫାଇନାଲ ପାଇଁ କ୍ୱାଲିଫାଏ

ଟୋକିଓ: ଅଲିମ୍ପିକ୍ସ ମହିଳା ଡିସକସ ଥ୍ରୋ ଫାଇନାଲ୍ ପାଇଁ କ୍ୱାଲିଫାଏ କରିଛନ୍ତି ଭାରତର କମଲପ୍ରୀତ କୌର । କ୍ୱାଲିଫିକେସନ୍ ରାଉଣ୍ଡରେ ତୃତୀୟ ପ୍ରୟାସରେ ସେ ୬୪ ମିଟର ଫିଙ୍ଗିଥିଲେ । ତାଙ୍କ ଗ୍ରୁପରେ ୩୧ ଜଣ ଖେଳାଳିଙ୍କ ଭିତରେ କମଲପ୍ରୀତ ଦ୍ୱିତୀୟ ସ୍ଥାନରେ ରହିବା ସହ ଫାଇନାଲ୍ ରାଉଣ୍ଡକୁ…