Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାରାଷ୍ଟ୍ରରେ ପ୍ରଥମ ଜିକା ଭାଇରସ ମାମଲା ଚିହ୍ନଟ

ପୁଣେ: ମହାରାଷ୍ଟ୍ର ପୁଣେ ଜିଲ୍ଲାର ପୁରନ୍ଦର ତାଲୁକା ଅନ୍ତର୍ଗତ ବେଲସର ଗ୍ରାମରେ ଜିକା ଭାଇରସର ପ୍ରଥମ ମାମଲା ଚିହ୍ନଟ ହୋଇଛି। ଜଣେ ୫୦ ବର୍ଷ ବୟସ୍କା ମହିଳାଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଏହି ମାସ ଆରମ୍ଭରେ ମହିଳା ଜଣଙ୍କ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ବର୍ତ୍ତମାନ ସେ…

ବକ୍ସିଂ କ୍ୱାର୍ଟର ଫାଇନାଲରେ ହାରିଲେ ସତୀଶ କୁମାର, ପୁରୁଷ ବର୍ଗରେ ଭାରତର ଅଭିଯାନ ଶେଷ

ଟୋକିଓ: ଅଲିମ୍ପିକ୍ସ ପୁରୁଷ ବକ୍ସିଂରେ ନିରାଶ କଲେ ସତୀଶ କୁମାର । କ୍ୱାର୍ଟର ଫାଇନାଲ ମୁକାବିଲାରେ ପରାସ୍ତ ହୋଇଛନ୍ତି । ସୁପର ହେଭିଓ୍ୱେଟ ମୁକାବିଲାରେ ଓ୍ୱାର୍ଲଡ ଚାମ୍ପିଅନ୍ ଉଜବେକିସ୍ତାନ କୁସ୍ତିଯୋଦ୍ଧା ବଖୋଦିର ଜାଲୋଲେଭଙ୍କଠାରୁ ପରାସ୍ତା ହୋଇଛନ୍ତି । ୫-୦ରେ ଜିତି ଫାଇନାଲକୁ ଯାଇଛନ୍ତି…

୪୧ ପରେ ଅଲିମ୍ପିକ୍ସ ସେମି ଯିବା ଲକ୍ଷ୍ୟରେ ଭାରତୀୟ ହକି ଟିମ୍

ଟୋକିଓ: ଅଲିମ୍ପିକ୍ସରେ ଇତିହାସ ଦୋହରାଇବା ଲକ୍ଷ୍ୟରେ ଭାରତୀୟ ପୁରୁଷ ହକି ଟିମ୍ । ୪୧ବର୍ଷ ପରେ ଅଲିମ୍ପିକ୍ସ ସେମିଫାଇନାଲରେ ସ୍ଥାନ ପକ୍କା କରିବାଠୁ ଆଉ ପାଦେ ଦୂରରେ ରହିଛି । ଆଜି ବ୍ରିଟେନ୍ ବିରୋଧରେ ଟିମ୍ ଇଣ୍ଡିଆ କ୍ୱାର୍ଟର ଫାଇନାଲ୍ ମୁକାବିଲା ରହିଛି । ସନ୍ଧ୍ୟା ସାଢ଼େ ୫ଟାରେ ଏହି…

ଆରବିଆଇର ନୂଆ ନିୟମ, ଏଣିକି ଛୁଟିଦିନରେ ବି ଆକାଉଣ୍ଟକୁ ଆସିବ ଦରମା

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟରୁ ରବିବାର ଓ ଗେଜେଟଭୁକ୍ତ ଛୁଟିଦିନରେ ବି ଆକାଉଣ୍ଟକୁ ଆସିବ ଦରମା । ଅଗଷ୍ଟ ୧ ତାରିଖ ଠାରୁ ନ୍ୟାସନାଲ ଅଟୋମେଟେଡ କ୍ଲିଅରିଂ ହାଉସ ବା ନାଚ୍ ସପ୍ତାହର ସବୁଦିନ ଖୋଲା ରହିବ । ଏନେଇ ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସେ…

ସେମିରେ ହାରିଲେ ସିନ୍ଧୁ, ବ୍ରୋଞ୍ଜ ପାଇଁ ଖେଳିବେ

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ହାରିଲେ ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ । ଆଜି ଖେଳା ଯାଇଥିବା ସେମି ଫାଇନାଲ ମୁକାବିଲାରେ ଚାଇନିଜ ତାଇପେଇର ତାଇ ଜୁ ୟିଙ୍ଗ ଠାରୁ ସିଧାସଳଖ ୨-୦ରେ ପରାସ୍ତ ହୋଇଛନ୍ତି । ତାଇ ଜୁ ୟିଙ୍ଗ ଏହି ମୁକାବିଲାକୁ ୨୧-୧୮ ଓ ୨୧-୧୨ରେ ଜିତି…

ରାଜନୀତିରୁ ବିଦାୟ ନେଲେ ସାଂସଦ ବାବୁଲ ସୁପ୍ରିଓ

ନୂଆଦିଲ୍ଲୀ: ରାଜନୀତିକୁ ଅଲ୍‌ବିଦା କହିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ଲୋକସଭା ସାଂସଦ ବାବୁଲ ସୁପ୍ରିଓ। ସେ ଶନିବାର ଫେସବୁକ ପୋଷ୍ଟ ମାଧ୍ୟମରେ ଏହାର ଘୋଷଣା କରିଛନ୍ତି ଯେ ସେ ରାଜନୀତି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ସେ ସ୍ପଷ୍ଟ କରିଛନ୍ତି ଯେ ସେ ଅନ୍ୟ କୌଣସି…

ଏହି ୧୦ଟି ରାଜ୍ୟରେ ବଢୁଛି ସଂକ୍ରମଣ; ସତର୍କ ରହିବାକୁ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ: କୋଭିଡ ମାମଲାରେ ଦଶଟି ରାଜ୍ୟରେ ସ୍ଥିତି ଉଦ୍‌ବେଗଜନକ ରହିଛି ବୋଲି ସରକାର ଆଜି କଡା ଚେତାବନୀ ଦେଇଛନ୍ତି। ଆବଶ୍ୟକ ସତକର୍ତା ଅବଲମ୍ବନ କରିବା ସହିତ କଡା ପଦକ୍ଷେପ ଉପରେ ଧ୍ୟାନ ଦେବାକୁ ଆଜି ରାଜ୍ୟମାନଙ୍କୁ ମଧ୍ୟ କୁହାଯାଇଛି। ୬୦ରୁ ଅଧିକ ଏବଂ ୪୫ରୁ ୬୦ ବୟସ ବର୍ଗରେ ଟିକାକରଣକୁ…

ଆଗକୁ ଭୟଙ୍କର ସଂକ୍ରମଣର କାରଣ ହୋଇପାରେ ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: କରୋନାଭାଇରସର ପ୍ରମୁଖ ପ୍ରଜାତି ଡେଲ୍‌ଟା ଅନ୍ୟ ସମସ୍ତ ପ୍ରଜାତି ଅପେକ୍ଷା ଅଧିକ ସଂକ୍ରାମକ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ଏହା ଚିକେନ୍ପକ୍ସ ଭଳି ସହଜରେ ବିସ୍ତାର ହୋଇପାରେ। ପ୍ରଥମେ ଏହି ରିପୋର୍ଟ ପ୍ରକାଶ କରିଥିବା ୱାଶିଂଟନ୍ ପୋଷ୍ଟ ଅନୁଯାୟୀ ଡକ୍ୟୁମେଣ୍ଟରେ…

ଅନ୍‌ଲାଇନ୍‌ ଗେମ୍‌ ଯୋଗୁ ଚାଲିଗଲା ନାବାଳକର ଜୀବନ

ଭୋପାଳ: କାଳ ହେଲା ଅନ୍‌ଲାଇନ୍‌ ଗେମ୍‌। ଅକାଳରେ ଚାଲିଗଲା ୧୩ ବର୍ଷ ବାଳକର ଜୀବନ। ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଏକ ଅନଲାଇନ ଗେମ୍‌ରେ ୪୦,୦୦୦ ଟଙ୍କା ହରାଇବା ପରେ ଜଣେ ୧୩ ବର୍ଷର ବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଛତ୍ରପୁରର ଶାନ୍ତି ନାଗରରେ ନିଜ ପରିବାର ସହିତ…

ଓଡ଼ିଶାକୁ ତୁରନ୍ତ ସାର ଯୋଗାଇବାକୁ ପ୍ରତିଶ୍ରୁତି ଦେଲେ କେନ୍ଦ୍ରମନ୍ତ୍ରୀ, ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଖରିଫ ଋତୁରେ ଓଡ଼ିଶାକୁ ନିଅଣ୍ଟିଆ ସାର ଯୋଗାଣ ହୋଇଛି । କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଅବଗତ କରାଇଥିବା ବେଳେ ତାଙ୍କୁ ଭେଟି ଆଲୋଚନା କରିଛନ୍ତି ବିଜେଡି ସାଂସଦ । ଦିଲ୍ଲୀରେ ଆଜି ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ…