Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ଆଇନଗତ ସୁରକ୍ଷା ହରାଇଲା ଟ୍ୱିଟର

ନୂଆଦିଲ୍ଲୀ: ଟ୍ୱିଟର ପାଇଁ ବଢିଲା ଅଡୁଆ। ଆଇଟି ନିୟମ ମାନିବାରେ ବିଫଳ ହେତୁ ଦେଶରେ ଆଇନଗତ ସୁରକ୍ଷା ହରାଇଲା ଟ୍ୱିଟର। ସୂଚନା ଅନୁଯାୟୀ ଆଇଟି ନିୟମ ପାଳନ ନ କରିଥିବା ଏକମାତ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ ହେଉଛି ଟ୍ୱିଟର। ଏହାର ଅର୍ଥ ଯଦି କୌଣସି ଲୋକ ଟ୍ୱିଟରରେ ଅପରାଧିକ, ଅନୈତିକ…

ଦେଶରୁ ୬୨ ହଜାର କରୋନା ପଜିଟିଭ୍ ଚିହ୍ନଟ, ୯ ଲକ୍ଷ ତଳେ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା କାୟା କମିବାରେ ଲାଗିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଖସୁଛି ଆକ୍ଟିଭ୍ କେସ୍ । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୬୨ହଜାର ୨୨୪ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ଗତକାଲି ଚିହ୍ନଟ…

ଗାଜା ଉପରେ ପୁଣି ଥରେ ଏୟାର ଷ୍ଟ୍ରାଇକ୍ ଗଲା ଇସ୍ରାଏଲ୍

ଜେରୁଜେଲମ୍: ଗାଜା ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍ । ବିମାନରୁ ଆକ୍ରମଣ ହୋଇଥିବା କଥାକୁ ସ୍ୱୀକାର କରିଛି ଇସ୍ରାଏଲ୍ ସେନା । ଆଜି ସକାଳେ ଗାଜା ଷ୍ଟ୍ରିପରେ ଥିବା ହମାସ ଆତଙ୍କୀ ସଂଗଠନର ସାମରିକ କମ୍ପ୍ଲେକ୍ସ ଓ ସମ୍ମିଳନୀ କକ୍ଷରେ ଲଢୁଆ ବିମାନ ଯୋଗେ ହମଲା ହୋଇଥିଲା । ଏଥିରେ ମୃତାହ…

କରୋନା ମାଡରେ ଘାଇଲା, ଆତ୍ମସର୍ପଣ କଲେ ୧୯ ମାଓବାଦୀ

ମାଲକାନଗିରି: ଧ୍ୱସ୍ତ ହେବାରେ ଲାଗିଛି ମାଓବାଦୀଙ୍କ ମିଛ ଦମ୍ଭ । ମାଓ ଶିବିରରୁ ଛତ୍ରଭଙ୍ଗ ଦେଲେଣି ମାଓବାଦୀ । କିଛି କରୋନା ସଂକ୍ରମଣକୁ ଡରି ତ ଆଉ କିଛି ସତ୍ୟତା ହୃଦୟଙ୍ଗମ କରି ସମାଜର ମୁଖ୍ୟ ସ୍ରୋତକୁ ଫେରୁଛନ୍ତି । ମାଓବାଦୀ ଆଖ୍ୟାକୁ ଆଡେଇ ଆଜି ତେଲେଙ୍ଗାନା କୋତ୍ତାଗୁଡେମ୍ ଜିଲ୍ଲାରେ…

ଜୁନ ୧୮ରୁ ଖୋଲିବ ଦିଲ୍ଲୀ ଏମ୍‌ସ ଓପିଡି

ନୂଆଦିଲ୍ଲୀ : ଦେଶରେ ଏବେ ତଳ ମୁହାଁ କରୋନା ସଂକ୍ରମଣ । ପ୍ରତିଦିନ ମାମଲା ହ୍ରାସ ପାଉଥିବାରୁ ଦିଲ୍ଲୀ ଏମସ ପକ୍ଷରୁ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ନୂଆ ଘୋଷଣା ଅନୁସାରେ, ଜୁନ ୧୮ ତାରିଖରୁ ରୋଗୀଙ୍କ ପାଇଁ ଖୋଲିବ ଦିଲ୍ଲୀ ଏମସ ଓପିଡି । ଏନେଇ ଦିଲ୍ଲୀ ଏମସ ଅଧୀକ୍ଷକ ଡକ୍ଟର…

ଅଖିଳେଶଙ୍କୁ ଭେଟିଲେ ବିଏସପିର ବିଦ୍ରୋହୀ ବିଧାୟକ

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି(ବିଏସପି)ରେ ବଡ ଧରଣର ବିଦ୍ରୋହ ଦେଖିବାକୁ ମିଳିଛି । ଫଳରେ ଦଳ ଦୁଇ ଫାଳ ହେବାକୁ ବସିଛି । ଉତରପ୍ରଦେଶରେ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବାରୁ ସମସ୍ତ ପାର୍ଟି ଏବେଠାରୁ ସେମାନଙ୍କ ରଣକୌଶଳ ଆରମ୍ଭ କରି ଦେଇଛନ୍ତି । ବିଏସପିର ୯ ବିଧାୟକ ମାୟାବତୀଙ୍କ…

ବିହାରରେ କୋହଳ ହେଲା ଲକଡାଉନ୍ କଟକଣା, ସଂଧ୍ୟା ୬ ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର

ପାଟନା : ଦେଶରେ କମୁଛି କରୋନା ସଂକ୍ରମଣ । ପ୍ରତିଦନ ମାମଲା ହ୍ରାସ ପାଉଥିବାରୁ ଏବେ ବିହାରରେ କୋହଳ ହୋଇଛି କରୋନା କଟକଣା । ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ସପ୍ତାହକ ପାଇଁ ଲକଡାଉନ କଟକଣା କୋହଳ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ନୂଆ ନିଷ୍ପତ୍ତି ଅନୁଯାୟୀ ଏଣିକି…

ଟିକା ଦେବାକୁ କେନ୍ଦ୍ର ସରକାରଙ୍କୁ ଅଧିକ ଟଙ୍କା ମାଗୁଛି ଭାରତ ବାୟୋଟେକ

ହାଇଦ୍ରାବାଦ : କରୋନା ମହାମାରୀ ଭିତରେ ସାରା ଦେଶାରେ ଜାରି ରହିଛି ଟିକାକରଣ । ସଂକ୍ରମରକୁ ମାତ ଦେବାକୁ ଦେଶରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଦିଆଯାଉଛି । ତେବେ ଟିକାର ଅଭାବକୁ ନେଇ ଦେଶରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥିବା ବେଳେ, ଏବେ କେନ୍ଦ୍ର ସରକାରଙ୍କୁ ଅଧିକ ଙଟ୍କା ମାଗିଛି…

ହାଟିଆ ଓ ବେଙ୍ଗାଲୁରୁ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ହାଟିଆ ଓ ବେଙ୍ଗାଲୁରୁ ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ଏନେଇ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ନୂଆ ନିଷ୍ପତ୍ତି ଅନୁସାରେ, ଏଣିକି ହାଟିଆ ଓ ବେଙ୍ଗାଲୁରୁ କ୍ୟାଣ୍ଟ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ସେହିପରି ବିଶାଖାପାଟଣା-ମୁମ୍ବାଇ ଏଲଟିଟି…

ଚୀନ ଆଣବିକ କେନ୍ଦ୍ରରୁ ରେଡିଓଆକ୍ଟିଭ ଲିକ୍ !

ବେଜିଂ: ଚୀନର ଏକ ଆଣବିକ କେନ୍ଦ୍ରରୁ ରେଡିଓଆକ୍ଟିଭ ପଦାର୍ଥ ଲିକ୍ ହୋଇଛି । ଏ ନେଇ ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ପାଇଥିବା ବେଳେ ଚୀନ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛି । ଚୀନ ଏବଂ ଫ୍ରାନ୍ସର ଇଡିଏଫ କମ୍ପାନୀର ମିଳିତ ସହଯୋଗରେ ଏହି ଆଣବିକ କେନ୍ଦ୍ର ପରିଚାଳନା…