Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏହି ୩ଟି ଦେଶରେ ଏଯାଏ ଆରମ୍ଭ ହୋଇନି ଟିକାକରଣ

ନୂଆଦିଲ୍ଲୀ: ବୈଶ୍ବକ ସ୍ତରରେ ଟିକାକରଣ ଅଭିଯାନକୁ ନେଇ ସଚେତନତା ପ୍ରସାର କରାଯାଉଛି। ଲୋକଙ୍କୁ ଟିକାକରଣ ଲାଗି ବିଭିନ୍ନ ଉପାୟରେ ପ୍ରୋତ୍ସାହିତ କରାଯାଉଛି। ଅଦ୍ୟାବଧି ବୈଶ୍ବକ ସ୍ତରରେ ୫ ବିଲିୟନରୁ ଅଧିକ ଲୋକ କରୋନା ବିରୋଧୀ ଟିକା ଗ୍ରହଣ କରିଥିବା ଜଣାପଡ଼ିଛି। ଅନ୍ୟପଟେ ବହୁ ଧନୀ ଦେଶ…

କାଙ୍ଗାଳ ହେବେ ତାଲିବାନୀ: ଆଫଗାନିସ୍ତାନକୁ ଫଣ୍ଡିଂ ବନ୍ଦ କଲା ବିଶ୍ୱ ବ୍ୟାଙ୍କ

ଓ୍ୱାଶିଂଟନ୍: କାଙ୍ଗାଳ ହୋଇଯିବେ ତାଲିବାନୀ । କାବୁଲକୁ ତାଲିବାନ ନିଜ କବଜାକୁ ନେବା ପରେ ଆଫଗାନିସ୍ତାନକୁ ବିଭିନ୍ନ ମହଲରୁ ଫଣ୍ଡିଂ ବନ୍ଦ ହେଉଛି । ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆର୍ଥିକ ସହାୟତା ଦେବାକୁ ମନା କରିଥିଲା । ଏବେ ବିଶ୍ୱବ୍ୟାଙ୍କ ଫଣ୍ଡିଂ ବନ୍ଦ କରି ଦେଇଛି । ତାଲିବାନ…

ଆଫଗାନ ନାଗରିକଙ୍କ ବାଟ ଓଗାଳୁଛନ୍ତି ତାଲିବାନୀ: ସିଲ୍ କଲେ ଏୟାରପୋର୍ଟ ରାସ୍ତା

କାବୁଲ: ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ଡେଡଲାଇନ୍ ପାଖେଇ ଆସିଲାଣି । ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକା ତାର ସେନା ଅପସାରଣ କରିନେବ । ତାପୂର୍ବରୁ ଦବଦବା ଜାହିର କରୁଛନ୍ତି ବର୍ବର ତାଲିବାନୀ । ରେସକ୍ୟୁ ମିଶନରେ ବାଧା ସୃଷ୍ଟି କରୁଛନ୍ତି । ଆଫଗାନିସ୍ତାନ ନାଗରିକଙ୍କୁ ଯିବାକୁ…

ଆଫଗାନିସ୍ତାନରୁ ଦିଲ୍ଲୀ ଆସିଥିବା ୭୮ ଜଣଙ୍କ ଭିତରୁ ୧୬ ଜଣଙ୍କୁ କରୋନା

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଦିଲ୍ଲୀ ଫେରିଥିବା ୭୮ ଜଣଙ୍କ ଭିତରୁ ୧୬ କରୋନା ପଜିଟିଭ୍ ଚିହ୍ନଟ । ଗତକାଲି ସେମାନେ ଦିଲ୍ଲୀରେ ପହଞ୍ଚିଥିଲେ । ସଂକ୍ରମିତଙ୍କ ଭିତରେ ଅଛନ୍ତି ଗୁରୁ ଗ୍ରନ୍ଥ ସାହିବ ନେଇ ଆସିଥିବା ତିନି ଜଣ ଗ୍ରନ୍ଥି । ସେମାନଙ୍କୁ ଭେଟିବା ସହ ସ୍ୱାଗତ କରିଥିଲେ କେନ୍ଦ୍ରମନ୍ତ୍ରୀ…

ଆମେରିକା ସମେତ ୬୦ ଦେଶ ତାଲିବାନକୁ ଆର୍ଥୀକ ସହୟତା ଦେବାକୁ ମନା କଲେ, ସପକ୍ଷରେ ଚୀନ

କାବୁଲ: ଆଫଗାନିସ୍ତାନରେ ତାଲିବାନ କବଜାକୁ ଅନେକ ଦେଶ ଅବୈଧ ଘୋଷିତ କରି ସାହାଯ୍ୟ କରିବାକୁ ମନା କରି ଦେଇଛନ୍ତି । ଆମେରିକା ସମେତ ୬୦ ଦେଶ ଆଫଗାନିସ୍ତାନକୁ ମିଳିବାକୁ ଥିବା ସମସ୍ତ ଆର୍ଥୀକ ସହାୟତା ବନ୍ଦ କରି ଦେଇଥିବା ବେଳେ ଚୀନ କିନ୍ତୁ ସହଯୋଗର ହାତ ବଢ଼ାଇଛି । ଏହାର ବୈଦେଶିକ ବ୍ୟାପାର…

ବାଇଡେନଙ୍କୁ ଟ୍ରମ୍ପଙ୍କ ପ୍ରଶ୍ନ: ଆଫଗାନରୁ କେତେ ଆତଙ୍କୀଙ୍କୁ ଆମେରିକା ଆଣିଛ ?

ଓ୍ୱାଶିଂଟନ୍: କାବୁଲକୁ ତାଲିବାନ ଅକ୍ତିଆର କରିବା ପରେ ସେଠାରୁ ବାହାର ଦେଶର ଲୋକ, ଆଫଗାନ ଶରଣାର୍ଥୀ ଓ ଅନ୍ୟାନ୍ୟ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରୁଛି ଆମେରିକା । କାବୁଲ ଏୟାରପୋର୍ଟରେ ମାର୍କିନ ସୈନ୍ୟ ନିୟୋଜିତ ଅଛନ୍ତି । ଆଫଗାନିସ୍ତାନ ଛାଡୁଥିବା ଲୋକଙ୍କୁ ଆମେରିକା ଏୟାରଲିଫ୍ଟ କରୁଛି ।…

ଅଧା ରାତିରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଗିରଫ ପରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମିଳିଲା ବେଲ୍ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ବୟାନ ମାମଲାରେ ତାଙ୍କୁ ଗିରଫ କରିଥିଲା ନାସିକ ପୋଲିସ । ଗତକାଲି ମଧ୍ୟରାତ୍ରିରେ ନାରାୟଣ ରାଣେଙ୍କୁ ମହାଡ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର…

ଶିକ୍ଷା ହେଉଛି ଜ୍ଞାନ, ଚରିତ୍ର ତଥା ରାଷ୍ଟ୍ର ନିର୍ମାଣର ସର୍ବୋତ୍କୃଷ୍ଟ ମାଧ୍ୟମ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ନୂଆ ଜାତୀୟ ଶିକ୍ଷାନୀତିର ୧ ବର୍ଷ ପୂର୍ତ୍ତି ଉପଲବ୍ଧି ସମ୍ବନ୍ଧିତ ଏକ ପୁସ୍ତକ ଏବଂ ଜାତୀୟ ଶିକ୍ଷା ନୀତି ଅଧୀନରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୪ଟି ନୂଆ ଉପକ୍ରମର ଲୋକାର୍ପଣ ହୋଇଛି । ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ…

ତାଲିବାନ ନେତା ମୁଲ୍ଲା ବରାଦରଙ୍କ ସହ ଚୁପଚାପ ସାକ୍ଷତ କଲେ ସିଆଇଏ ଡାଇରେକ୍ଟର !

କାବୁଲ: ଆଫଗାନିସ୍ତାନ ଅଶାନ୍ତ ପଛରେ ଆମେରିକାର ଭୂମିକାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ଆଜି ସିଆଇଏ ଡାଇରେକ୍ଟର ୱିଲିୟମ ଜେ ବର୍ଣ୍ଣସ ତାଲିବାନର ଶୀର୍ଷ ନେତା ଅବଦୁଲ ଗନୀ ବରାଦରଙ୍କ ସହ ଗୁପ୍ତ ବୈଠକ କରିଛନ୍ତି । ଫଳରେ ଆମେରିକାର ଭୂମିକା ନେଇ ସନ୍ଦେହ ସୃଷ୍ଟି ହୋଇଛି ।…

ଆମେରିକାର ଅସ୍ତ୍ରଶସ୍ତ୍ର ଲୁଟିନେଲେ ତାଲିବାନ, ପାକିସ୍ତାନ ପାଇଁ ବିପଦ ଘନେଇଲା

କାବୁଲ:ଆତଙ୍କବାଦୀ ନିଆଁରେ ପାକିସ୍ତାନ ଖେଳୁଥିବା ବେଳେ ଏବେ ଏହା ତା ପ୍ରତି ବିପଦ ସୃଷ୍ଟି କରିବା ଆରମ୍ଭ କରିଛି । ଆଫଗାନିସ୍ତାନ ଅଧିକାରକୁ ନେବା ପରେ ତାଲିବାନମାନେ ଆମେରିକା ସେନାର ପ୍ରଚୁର ପରିମାଣ ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି । ଏହି ଅସ୍ତଶସ୍ତ୍ର ପାକିସ୍ତାନ ଏବଂ ଭାରତରେ ଥିବା…