Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

TOLO ନ୍ୟୁଜ୍ ରିପୋର୍ଟରଙ୍କୁ ନିସ୍ତୁକ ପିଟିଲେ ତାଲିବାନୀ

କାବୁଲ: ଆଫଗାନିସ୍ତାନ କବଜା ପରେ ତାଲିବନର ବର୍ବରତା ବଢ଼ିଲାଣି । ଟୋଲୋ ନ୍ୟୁଜର ଜଣେ ସାମ୍ବିଦିକଙ୍କୁ ତାଲିବାନୀ ମାଡ଼ ମାରିଛନ୍ତି । ତାଙ୍କ ନାଁ ଜାୟର ଖାନ୍ ୟାଦ୍ । ତେବେ ତାଙ୍କୁ ତାଲିବାନ ହତ୍ୟା କରିଥିବା କିଛି ସମୟ ପୂର୍ବରୁ ଖବର ଆସିଥିଲା । ଯାହାକୁ ନିଜେ ଜାୟର ଖଣ୍ଡନ କରିଛନ୍ତି । ସେ…

କାବୁଲ ବିମାନ ବନ୍ଦରରେ ଅସହାୟ ସ୍ଥିତି: ପାଣି ବୋତଲକୁ ୩୫୦୦, ଭାତ ପ୍ଲେଟକୁ ୭୫୦୦ ଦେବାକୁ ପଡୁଛି

କାବୁଲ: କାବୁଲ ବିମାନ ବନ୍ଦରରେ ଅସହାୟ ସ୍ଥ୍‌ିତି ସୃଷ୍ଟି ହୋଇଛି । ତାଲିବାଦ ଅଧିକାରକୁ ଆସିବା ପରେ ଦେଶ ଛାଡିବା ପାଇଁ ସ୍ଥାନୀୟ ଲୋକ ଏବଂ ବିଦେଶୀମାନେ କାବୁଲ ବିମାନ ବନ୍ଦରରେ ଦିନ ରାତି ଏକକାର କରି ପଡି ରହିଛନ୍ତି । ଏକ ରିପୋର୍ଟ ଅନୁସାରେ ପାଣି ବୋତଲ ୪୦ ଡଲାର (୩୦୦୦ ଟଙ୍କା) ଏବଂ ଭାତ…

ଦେଶରେ କରୋନାର ଲମ୍ବା ଡିଆଁ: ଆଜି ୪୬ ହଜାର ପଜିଟିଭ୍, ଚିନ୍ତା ବଢ଼ାଇଲାଣି କେରଳ

ନୂଆଦିଲ୍ଲୀ: ଦେଶରେ ଗତ ଦୁଇ ଦିନ ହେବ ଦୈନକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଗତକାଲି ଅପେକ୍ଷା ଆଜି ପାଖାପାଖି ୧୦ ହଜାର ନୂଆ କେସ୍ ସାମନାକୁ ଆସିଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୪୬ହଜାର ୧୬୪ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩୭ହଜାର ୫୯୩ । ୨୪ ତାରିଖରେ…

ତାଜିକସ୍ତାନର ବଡ ବୟାନ: ବଳପୂର୍ବକ ଆସିଥିବା ସରକାରକୁ ମାନ୍ୟତା ଦେବୁନି

କାବୁଲ: ତାଜିକସ୍ତାନ ଆଜି ଆଫଗାନିସ୍ତାନ ଓ ତାଲିବାନ ଘଟଣାରେ ବଡ ବୟାନ ଦେଇଛି । ବଳପୂର୍ବକ କ୍ଷମତାକୁ ଆସିଥିବା ଆତଙ୍କବାଦୀଙ୍କୁ କେବେ ହେଲେ ମାନ୍ୟତା ଦେବୁ ନାହିଁ ବୋଲି ତାଜିକସ୍ତାନର ରାଷ୍ଟ୍ରପତି ଇମୋମଲି ରାହମୋନ କହିଛନ୍ତି । ପଂଜଶିର ଘାଟିରେ ତାଜିକସ୍ତାନର ସେନା ସହଯୋଗ କରୁଛନ୍ତି ।…

ଆଫଗାନିସ୍ତାନ ସ୍ଥିତି ନେଇ ଆଜି କେନ୍ଦ୍ର ସରକାର ଡାକିଛନ୍ତି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତି ନେଇ ଆଜି କେନ୍ଦ୍ର ସରକାର ଡାକିଛନ୍ତି ସର୍ବଦଳୀୟ ବୈଠକ । ଆଫଗାନ ସ୍ଥିତି ବାବଦରେ ବିରୋଧୀଙ୍କୁ ଅବଗତ କରାଇବେ ସରକାର । ଏଦିଗରେ ଭାରତର ଆଭିମୁଖ୍ୟ, ଆଗାମୀ କାର୍ଯ୍ୟପନ୍ଥା ବାବଦରେ ବୈଠକରେ ଆଲୋଚନା ହେବ । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବିରୋଧୀଙ୍କୁ…

ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‌ । କରୋନା କଟକଣା ଭିତରେ ପରୀକ୍ଷା ହେଉଛି । ୨୬, ୨୭, ୩୧ ତାରିଖ ଏବଂ ସେପ୍ଟେମ୍ବର ୧ ଓ ୨ ତାରିଖରେ ସର୍ବଭାରତୀୟସ୍ତରରେ ଏହି ପରୀକ୍ଷା ହେବ । ଦେଶରେ ମୋଟ୍ ୩୩୪ ସହରରେ ପରୀକ୍ଷା ଆୟୋଜନ ହେଉଛି । ଜେଇଇ ମେନ୍ ଦେବେ ୭…

ବାଡମେରରେ ଏୟାରଫୋର୍ସର ମିଗ ୨୧ ବିମାନ ଦୁର୍ଘଟଣାଗ୍ରସ୍ତ

ବାଡମେର: ରାଜସ୍ଥାନର ବାଡମେରରେ ଏୟାରଫୋର୍ସର ମିଗ ୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବୁଧବାର ସନ୍ଧ୍ୟା ୫ଟା୩୦ରେ ଏହି ଅଘଟଣ ଘଟିଛି । ଟେକଅଫ ସମୟରେ ବୈଷୟିକ ତ୍ରୁଟି ଯୋଗୁ ବିମାନଟି ଜଣଙ୍କ ଘର ଉପରେ ଖସି ପଡିଥିଲା । ଏହା ପୂର୍ବରୁ ପାଇଲଟ ନିଜକୁ ଇଜେକ୍ଟ କରି ଦେଇଥିଲେ । ଏୟାରଫୋର୍ସ ଏହାର…

ତୃତୀୟ ଲହରରେ ବେଶି ପ୍ରଭାବିତ ହେବେନି ଶିଶୁ!

ନୂଆଦିଲ୍ଲୀ: ଅନ୍ୟ ଦେଶମାନଙ୍କ ଦ୍ବାରା କରାଯାଇଥିବା ସେରୋ ସର୍ବେକ୍ଷଣକୁ ଦର୍ଶାଇ ହୁ ମୁଖ୍ୟ ‌ବୈଜ୍ଞାନିକ କହିଛନ୍ତି ଯେ ସମ୍ଭାବ୍ୟ ତୃତୀୟ ଲହର ପିଲାମାନଙ୍କୁ ସଂକ୍ରମିତ କରିପାରେ ଏବଂ ସେମାନେ ଅନ୍ୟମାନଙ୍କୁ ସଂକ୍ରମଣ ମଧ୍ୟ କରିପାରନ୍ତି। କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏହା ସାମାନ୍ୟ…

ମଣିଷ ପରି ମାଙ୍କଡ ମଧ୍ୟ ଚାପରେ ରୁହେ !

ଭୁବନେଶ୍ୱର: ମାଙ୍କଡକୁ କାହିଁକି ମଣିଷର ପୂର୍ବଜ କୁହାଯାଏ ତାହା ଧିରେ ଧିରେ ପ୍ରମାଣିତ ହେବାରେ ଲାଗିଛି । ମଣିଷ ପରି ମାଙ୍କଡ ମଧ୍ୟ ଚାପରେ ରୁହେ ବୋଲି ବୈଜ୍ଞାନିକମାନେ ଚାଂଚଲ୍ୟକର ଖୁଲାସା କରିଛନ୍ତି । ଏପରିକି ପୁରସ୍କାର ପାଇବାକୁ ଥିଲେ ମାଙ୍କଡ ମଣିଷପରି ମନପ୍ରାଣ ଦେଇ ଉଦ୍ୟମ କରିଥାଏ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଗିରଫ ହେଲା ଗୁପଚୁପ୍ ବିକ୍ରେତା, ଭିନ୍ନ ଦାବିକୁ ନେଇ ପୁଣି ଚର୍ଚ୍ଚା

ଭୁବନେଶ୍ୱର: ଗୌହାଟୀର ଜଣେ ଗୁପ୍‌ଚୁପ୍ ବିକାଳି ପାଣିରେ ପରିଶ୍ରା ମିଶ୍ରଣ କରିବା ଘଟଣା ଖୁବ ଭାଇରାଲ୍ ହୋଇଥିଲା । ଏପରିକି ସଂପୃକ୍ତ ବ୍ୟକ୍ତି ଜଣକ ଗିରଫ ମଧ୍ୟ ହୋଇଛି । ହେଲେ ଏବେ ସେହି ଗୁପ୍‌ଚୁପ୍ ବିକ୍ରେତାଙ୍କୁ ନେଇ ସାମ୍ନାକୁ ଆସିଛି ଭିନ୍ନ ଅଭିଯୋଗ । ଗିରଫ ବ୍ୟକ୍ତି ଜଣକ ଇଶଲାମଧର୍ମୀ…