Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୁମ୍ବାଇରେ ବର୍ଷା ଆଣିଲା ବିତ୍ପାତ, ୪ ମହଲା କୋଠା ଭୁଶୁଡ଼ି ୧୧ ମୃତ

ମୁମ୍ବାଇ: ଲଗାଣ ବର୍ଷା ପରେ ମୁମ୍ୱାଇରେ ଭୁଶୁଡ଼ିଲା ଚାରି ମହଲା କୋଠା । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଭଗ୍ନାଂବଶେଷ ତଳେ କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରେସନ୍ । ଅଗ୍ନିଶମ, ଏନଡିଆରଏଫ୍ ଓ ପୋଲିସ ଲାଗିଛନ୍ତି ।…

କରୋନା କଟକଣାରେ ସାବିତ୍ରୀ ବ୍ରତ, ଦେବାଳୟ ଖାଁ ଖାଁ

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା । ଏବର୍ଷ କରୋନା ଦାଉ ସାଧିଛି । ମନ୍ଦିର ପରିବେଶ ଫାଙ୍କା ଫାଙ୍କା । କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ନାହିଁ । କାଁ ଭାଁ କେଉଁଠି ମହିଳାମାନେ ଦେବାଳୟ ଯାଇଥିବା ଦେଖିବାକୁ ମିଳିଛି । କରୋନା ଯୋଗୁ ଘରେ ଘରେ ପୂଜାର୍ଚ୍ଚନା କରିବା ସହ…

କିମ ଜୋଙ୍ଗଙ୍କ ସହ ମିଶି ପାକିସ୍ତାନ ପରମାଣୁ ମିସାଇଲର କ୍ଷମତା ବଢ଼ାଉଛି !

ନୂଆଦିଲ୍ଲୀ: ଉତରକୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବନ୍ଧୁତା ଭାରତକୁ ଚିନ୍ତାରେ ପକାଇଛି । ଚୀନର ସହଯୋଗରେ ପାକିସ୍ତାନ ଏବଂ ଉତରକୋରିଆ ପରମାଣୁ ମିସାଇଲ କ୍ଷମତା ବଢ଼ାଇବା ନେଇ କାର୍ଯ୍ୟ କରୁଥିବା ରିପୋର୍ଟ ପ୍ରକାଶ ପାଇଛି । ଭାରତୀୟ…

ଏକାଥରକେ ୧୦ ଛୁଆ ଜନ୍ମ କରିଥିବା ଦାବୀ କଲେ ସିଥୋଲ

ପ୍ରିଟୋରିୟା: ଗୋଟିଏ ପ୍ରେଗେନ୍ସିରେ ୧୦ ଛୁଆ ଜନ୍ମ କରିଥିବା ଦାବୀ କରିଛନ୍ତି ଦକ୍ଷିଣ ଆଫ୍ରିକାର ୩୭ ବର୍ଷୀୟା ଗେସିୟାମୋ ଥମରା ସିଥୋଲ । ମିରରରେ ପ୍ରକାଶିତ ଖବର ଅନୁସାରେ ପ୍ରାରମ୍ଭିକ ସ୍କାନ ରିପୋର୍ଟରେ ତାଙ୍କ ଗର୍ଭରେ ୬ଟି ଛୁଆ ଥିବା ଅନୁମାନ କରାଯାଇଥିଲା । ମାତ୍ର ପରେ ଏହା ୧୦ଟି ବୋଲି…

ହ୍ରଦ ମଧ୍ୟରେ କୁମ୍ଭୀର ସହ ଲଢ଼େଇ କରି ଭଉଣୀଙ୍କ ଜୀବନ ବଂଚାଇଲେ ଜର୍ଜିୟା

ମେକ୍ସିକୋ ସିଟି: ମ୍ୟାକ୍ସିକାନ ସିଟି ନିକଟରେ ଥିବା ଏକ ହ୍ରଦରେ ଦୁଇ ଯାଁଆଳ ଭଉଣୀ ମେଲିସା ଲରି ଓ ଜର୍ଜିୟା ବୋଟିଂ କରିବାକୁ ଯାଉଥିଲେ । କିଛି ସମୟ ଏହାର ମଜା ଉଠାଇବା ପରେ ମେଲିସା ପାଣିକୁ ଡେଇଁ ପହଁରିଥିଲେ । ହଠାତ୍ ଏକ କୁମ୍ଭୀର ତାଙ୍କ ଉପରେ ଆକ୍ରମଣ କରିଥିଲା । କୁମ୍ଭୀର ମେଲିସାକୁ କାବୁ…

‘ଦି ଟାଇମ୍ସ‌ ହାଇଅର ଏଜୁକେସନ୍‍’ ରାଙ୍କିଙ୍ଗ୍‌ରେ ଦେଶର ୩୦ତମ ସ୍ଥାନରେ କିଟ୍‌

ଭୁବନେଶ୍ୱର: ଦି ଟାଇମସ ହାଇଅର ଏଜୁକେସନ୍‍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ ୨୦୨୧ରେ କିଟ୍‍ ବିଶ୍ୱବିଦ୍ୟାଳୟ ଉତ୍ତମ ପ୍ରଦର୍ଶନ କରିଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ‘ଦି ଟାଇମସ ହାଇଅର ଏଜୁକେସନ୍‍’ ପକ୍ଷରୁ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ ଫଳଫଳ ପ୍ରକାଶ ପାଇଛି।…

ନିଜ ବିବାହ ଗୁମର ଫିଟାଇଲେ ସାଂସଦ ନୁସରତ; କହିଲେ ବିବାହ ବୈଧ ନୁହେଁ ତ ଛାଡପତ୍ରର ପ୍ରଶ୍ନ ନାହିଁ

ନୂଆଦିଲ୍ଲୀ: ନିଜ ବିବାହକୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଟିଏମ୍‌ସି ସାଂସଦ ନୁସରତ ଜାହାନ। ଶେଷରେ ସର୍ବସାଧାରଣରେ ତାଙ୍କ ବ୍ୟକ୍ତିଗତ ଜୀବନର ଗୁମର ଫିଟେଇଲେ ନୁସରତ। ବ୍ୟବସାୟୀ ନିଖିଲ ଜୈନଙ୍କ ସହ ତାଙ୍କ ବୈବାହିକ ଜୀବନକୁ ନେଇ ଚାଲିଥିବା ମତଭେଦ ଏବଂ ବିଚ୍ଛେଦ ହେବା ବିଷୟରେ ନୂଆ…

ଏହି ରାଜ୍ୟରେ ଜୁନ୍‌ ୧୪ ଯାଏ ବଢିଲା ଲକ୍‌ଡାଉନ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାଡଖଣ୍ଡ ସରକାର ଲକ୍‌ଡାଉନ୍‌କୁ ପୁଣି ଥରେ ବଢାଇଦେଇଛନ୍ତି। ଏହି ଅବଧିକୁ ଜୁନ୍‌ ୧୪ ଯାଏ ବୃଦ୍ଧି କରାଯାଇଛି। ଜୁନ୍‌ ୧୪ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ରହିବ ରାଜ୍ୟ। ଶନିବାର ଅପରାହ୍ନ ୫ ଟାରୁ ସୋମବାର ସକାଳ ୬ ଟା ଯାଏ ଏହି…

କୋଭାକ୍ସିନ, ଡେଲ୍‌ଟା ଏବଂ ବିଟା ଭାରିଆଣ୍ଟ ପାଇଁ ରକ୍ଷାକାରୀ; ରିପୋର୍ଟ

ନୂଆଦିଲ୍ଲୀ: ସ୍ବଦେଶୀ ଟିକା କୋଭାକ୍ସିନ କରୋନାର ନୂଆ ଷ୍ଟ୍ରେନ୍‌ ଡେଲ୍‌ଟା ଏବଂ ବିଟା ପାଇଁ ରକ୍ଷାକାରୀ। ଭରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନ୍ କରୋନାର ଏହି ମାରାତ୍ମକ ଭୂତାଣୁରୁ ସୁରକ୍ଷା ପ୍ରଦାନ କରିଥାଏ। ଏ ନେଇ ପୁଣେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍…

ଡାକ୍ତରଖାନାରେ ଭର୍ତ୍ତି ହେଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଅସୁସ୍ଥ ଅଛନ୍ତି। ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁ ବୁଧବାର ସକାଳେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜ୍ୱର ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…